ମନୋରଞ୍ଜନ

ବିଜ୍ଞାପନରେ ଏକାଠି ନଜର ଆସିଲେ ଦୀପବୀର

ମୁମ୍ବାଇ: ବଲିଉଡ୍ ନାୟିକା ଦୀପିକା ପାଦୁକୋନ ଏବେ ଖୁବ୍ ଚର୍ଚ୍ଚାରେ । ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏହାସହ ଯୋଡି ହୋଇଯାଇଛି ଡ୍ରଗ୍ସ ମାମଲା । ଆଉ ଏହି ମାମଲରେ କେତେଜଣ ସେଲିବ୍ରିଟିଙ୍କ ନାଁ ଥିବା ବେଳେ…

ବାଇଡେନ-କମଲାଙ୍କ ବିଜୟକୁ ନେଇ ଖୁସି ପ୍ରକାଶ କଲେ ପ୍ରିୟଙ୍କା କହିଲେ ବଡ ସ୍ୱପ୍ନ ଦେଖ

ମୁମ୍ବାଇ: ବଲିଉଡ୍ ତଥା ହଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ୍ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି । ଜୋ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ…

ବିବାହ ପରେ ନାମ ବଦଳାଇଲେ କାଜଲ; ଅଗ୍ରଓ୍ବାଲ ପରିବର୍ତ୍ତେ ରଖିଲେ କିଚଲୁ

ବମ୍ବେ: ଜୀବନରେ ଅନେକ କିଛି ପରିବର୍ତ୍ତନ କରିଦିଏ ବିବାହ। ସେଭଳି ଗୋଟିଏ ହେଉଛି ନାମ ପରିବର୍ତ୍ତନ। ମହିଳାଟିଏ ବିବାହ ପରେ ନିଜ ସରନେମ୍‌ ବଦଳାଇଥାଏ। ଯଦିଓ ଆଜିକାଲିର ସମାଜରେ କିଛି ମହିଳା ଏଭଳି କରିବାକୁ ପସନ୍ଦ କରୁନାହାନ୍ତି, ତଥାପି କିଛି ଖୁସିରେ…

ଆସୁଛି ନୂଆ ଓଡ଼ିଆ ସିନେମା ‘ରାଉଡି ରାଜା’

ରାଉଡି ରାଜାକୁ ନେଇ ଏବେ ଓଲିଉଡ୍‌ରେ ଚର୍ଚ୍ଚା। କାରଣ ଏଥର ଫୁଲ୍‌ ଆକ୍ସନ ଗେଟଅପରେ ଆସୁଛନ୍ତି ନବାଗତ ସୋହମ ସିଂ। ନିଜର ଏପରି ନୂଆ ଅବତାରକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ସେ। ଅର୍ଥାତ୍‌, ନିର୍ମିତ ହେବାକୁ ଯାଉଥିବା ନୂଆ ଓଡ଼ିଆ…

ଏକଦା ସଲମାନଙ୍କ ସହ ଫିଲ୍ମ କରିଥିଲେ ଏସବୁ ଅଭିନେତ୍ରୀ: ଆଜି ମିଳୁନି ଖୋଜ ଖବର

ବଲିଉଡର ‘ଦବଙ୍ଗ’ ଅଭିନେତା ସଲମାନ ଖାଁ ସହ କିଏ କାମ କରିବାକୁ ନ ଚାହିଁବ। ପ୍ରତ୍ୟେକ ଅଭିନେତ୍ରୀ ତାଙ୍କ ସହିତ ଫିଲ୍ମରେ କାମ କରିବାକୁ ଇଚ୍ଛା ରଖିଥାନ୍ତି। ତେବେ ଅନେକ ଅଭିନେତ୍ରୀଙ୍କ ସହିତ କାମ କରି ସଲମାନ ସେମାନଙ୍କ ଭାଗ୍ୟ ବଦଳାଇ…

ବଲିଉଡ ଚଳଚ୍ଚିତ୍ର ନିର୍ମାତା ସୁଦର୍ଶନ ରତନଙ୍କ କରୋନାରେ ପରଲୋକ

ମୁମ୍ବାଇ,୭।୧୧-ବଲିଉଡ ଚଳଚ୍ଚିତ୍ର ନିର୍ମାତା ସୁଦର୍ଶନ ରତନଙ୍କ କରୋନାରେ ପରଲୋକ ହୋଇଛି। ଏ ନେଇ ଅଭିନେତା ଶେଖର ସୁମନ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି। ଶେଖର ତାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟ ଜରିଆରେ ଟୁଇଟ କରି ଲେଖିଛନ୍ତି, କରୋନା କାରଣରୁ ମୋର…

ଚାଷ ଜମିରେ ପିତାଙ୍କ ସହ ନଜର ଆସିଲେ ତୈମୁର

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଓ ଫଟୋ ଭାଇରାଲ ହେଉଛି। ଶନିବାର ବଲିଉଡ ଅଭିନେତା ଶୈଫ ଅଲ୍ଲି ଖାଁ ଓ ତାଙ୍କ ପୁଅ ତୈମୁର ଅଲ୍ଲି ଖାଁ ହରିୟାଣା ପାଟାଉଡିସ୍ଥିତ ଫାର୍ମ ହାଉସରେ ନଜର ଆସିଛନ୍ତି। ଏହି ଫଟୋ ସୋସିଆଲ…

ଫଟୋଗ୍ରାଫରଙ୍କ ଉପରେ ରାଗିଗଲେ ଦୀପିକା, କହିଲେ ପୋଲିସରେ ଦେଇଦେବି

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିଙ୍କୁ ସାଧାରଣତଃ ଫଟୋଗ୍ରାଫରଙ୍କ ସାମ୍ନା କରିବାକୁ ପଡ଼ିଥାଏ। ଯେଉଁଠି ଷ୍ଟାର ସେଠି ଫଟୋଗ୍ରାଫରଙ୍କ ଭିଡ଼। ସେଲିବ୍ରିଟିମାନେ ମଧ୍ୟ ଭିନ୍ନ ଭିନ୍ନ ପୋଜ୍‌ରେ ଫଟୋ ଉଠାଇଥାନ୍ତି। ବେଳେବେଳେ ସେଲିବ୍ରିଟିମାନେ ଫଟୋଗ୍ରାଫରଙ୍କ ଉପରେ ଚିଡ଼ି ଯା’ନ୍ତି। କାରଣ ଫଟୋଗ୍ରାଫରମାନେ ସେଲିବ୍ରିଟିଙ୍କ ବ୍ୟକ୍ତିଗତ…

ବିବାହ କରିବେ ଅର୍ଜୁନ

ଛୋଟ ପରଦାରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ମହାଭାରତ’ରେ ଅର୍ଜୁନ ଭୂମିକାରେ ଅଭିନୟ କରି ଖୁବ୍‌ ଲୋକପ୍ରିୟ ହୋଇଥିଲେ ଅଭିନେତା ଶାହିର ଶେଖ୍‌। ଏବେ ତାଙ୍କ ବିଷୟରେ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିବା ପରେ ମହିଳା ପ୍ରଶଂସକଙ୍କ ମନ…

ଚର୍ଚ୍ଚାରେ ଗୌହରଙ୍କ ଲଭ୍‌ ଲାଇଫ୍‌: ୧୭ ବର୍ଷ ପୂର୍ବେ ସାଜିଦଙ୍କ ସହ କରିଥିଲେ ନିର୍ବନ୍ଧ, ହେଲେ..

ବମ୍ବେ: ଆଜିକାଲି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ ଗୌହର ଖାନ। ନିକଟରେ ସେ ପ୍ରେମିକ ଜୈଦ ଦରବାରଙ୍କ ସହ ନିର୍ବନ୍ଧ କରିନେଇଛନ୍ତି। ଆସନ୍ତା ଡିସେମ୍ବର ୨୫ରେ ସେ ବିବାହ କରିବା ନେଇ କୁହାଯାଉଛି। ଏସବୁ ଭିତରେ ଗୌହରଙ୍କ ପୂର୍ବ…

ଅସୁସ୍ଥ ଅଛନ୍ତି କ୍ରିତି

ମୁମ୍ବାଇ: ବଲିଉଡ୍ ନାୟିକା କ୍ରିତି ଖରବନ୍ଦା ଏବେ ଅସୁସ୍ଥ ଥିବା ଜଣାପଡିଛି । ଅବଶ୍ୟ ଏକଥା ସେ ନିଜେ ଜଣାଇଛନ୍ତି । ଏଥିପାଇଁ ସେ ସୋସିଆଲ ମିଡିଆର ସାହାରା ନେଇଛନ୍ତି । ନିକଟରେ ସେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି…

ବାପା ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତା

ଟିଭି ଶୋ’ ‘ଇଶ୍କବାଜ’ର ଅଭିନେତା ନକୁଲ ମେହତା ବାପା ହେବାକୁ ଯାଉଛନ୍ତି। ନକୁଲଙ୍କ ସ୍ତ୍ରୀ ଜାନକୀ ଗର୍ଭବତୀ ଅଛନ୍ତି। ଏ ନେଇ ନକୁଲ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ଶେୟାରକରି ସୂଚନା ଦେଇଛନ୍ତି। ଉକ୍ତ ଫଟୋରେ ନକୁଲ ଏବଂ ତାଙ୍କ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?