ଚଳିତ ବର୍ଷ ଦୀପାବଳି ପାର୍ଟି ଦେବେ ନାହିଁ ବିଗ୍ ବି: ଅଭିଷେକ
ମୁମ୍ବାଇ: ଦୀପାବଳି ସାଧାରଣ ଲୋକଙ୍କ ପାଇଁ ଯେମିତି ଉତ୍ସାହ ଓ ଆନନ୍ଦ ଆଣିଥାଏ ଠିକ୍ ସେହିପରି ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ଏହାକୁ ଖୁବ୍ ଧୁମଧାମରେ ପାଳନ କରିଥାଆନ୍ତି । ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଏକ ନିଆରା ଢଙ୍ଗରେ ପ୍ରତିବର୍ଷ ଏହିପର୍ବ…
ଅମିରଙ୍କ ଫିଲ୍ମରେ ଅତିଥି ଭୂମିକାରେ ଅଭିନୟ ପାଇଁ ଶାହରୁଖ ରଖିଥିଲେ ଏମିତି ସର୍ତ୍ତ
ବଲିଉଡ୍ର ବାଦଶାହ ଶାହରୁଖ ଖାନ ଏବଂ ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନଙ୍କ ମଧ୍ୟରେ ଭଲ ବନ୍ଧୁତା ଥିବା କଥା କାହାକୁ ଅଛପା ନାହିଁ। ନିକଟରେ ଅମିର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢା’ରେ ଅତିଥି ଭୂମିକାରେ ଅଭିନୟ ପାଇଁ ରାଜି ହୋଇଥିଲେ…
ବାପାଙ୍କ ଖୁସି ପାଇଁ ଏହି ଅଭିନେତ୍ରୀଙ୍କଠାରୁ ଅଲଗା ହୋଇଥିଲେ ବବି ଦେଓଲ
ବଲିଉଡ୍ ଅଭିନେତ୍ରୀ ନୀଲମ କୋଠାରୀ ଇତିମଧ୍ୟରେ ୫୧ ବର୍ଷରେ ପଦାର୍ପଣ କରିଛନ୍ତି। ୯ ନଭେମ୍ବର, ୧୯୬୯ରେ ହଂକଂରେ ସେ ଜନ୍ମଗ୍ରହଣ କରିଥିଲେ। ବ୍ୟାଙ୍କକ୍ରେ କିଛି ବର୍ଷ ରହିବା ପରେ ପରିବାର ସହ ସେ ମୁମ୍ବାଇ ଚାଲିଆସିଥିଲେ। ଏହାପରେ ଆରମ୍ଭ ହୋଇଥିଲା ତାଙ୍କର…
ଅର୍ଜୁନ ରାମପାଲଙ୍କ ଘରେ ଏନ୍ସିବି ଟିମ୍
ମୁମ୍ବାଇ,୯ ।୧୧: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟଜନକ ମୃତ୍ୟୁର ଯାଞ୍ଚ ସମୟରେ ସାମ୍ନାକୁ ଆସିଥିବା ଡ୍ରଗ୍ସ ମାମଲାରେ କେତେଜଣ ବଲିଉଡ୍ ସେଲିବ୍ରିଟିଙ୍କ ନାମ ଆସି ସାରିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ଏହି ମାମଲାରେ କେତେଜଣ ପେଡଲର୍ସଙ୍କୁ ଗିରଫ…
ଭାରତ ପାଇଁ ଗୌରବ ଆଣିଲେ ଗାୟକ ଅରମାନ
ଭାରତରେ ଅନେକ ଗାୟକ ଅଛନ୍ତି, ଯେଉଁମାନେ ଗୀତ ମାଧ୍ୟମରେ ନିଜ ସାଙ୍ଗକୁ ଭାରତର ନାମକୁ ମଧ୍ୟ ବହୁତ ଉପରକୁ ନେଇପାରିଛନ୍ତି। ସେମାନଙ୍କ ଗୀତ ଶୁଣିବା ପାଇଁ ଲୋକମାନେ ପାଗଳପ୍ରାୟ ହୋଇପଡ଼ନ୍ତି। ସେମିତି ଜଣେ ହେଲେ ବଲିଉଡ୍ ଗାୟକ ଅର୍ମାନ ମଲ୍ଲିକ। ଅରମାନ…
ଚିରଞ୍ଜିବ କରୋନା ପଜିଟିଭ
ଚେନ୍ନାଇ,୯ ।୧୧: ସାଉଥ୍ ସୁପରଷ୍ଟାର ଚିରଞ୍ଜିବ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ଗତ ୫ ଦିନ ହେବ ଯେଉଁମାନେ ତାଙ୍କ ସହ ମିଳାମିଶା କରିଛନ୍ତି ସେମାନଙ୍କୁ ସେ…
ଲୋକଙ୍କୁ ସାହାଯ୍ୟ କରି ‘ଡ. ଆମ୍ବେଦକର ପୁରସ୍କାର’ରେ ସମ୍ମାନିତ ହେଲେ ଏହି ଅଭିନେତା
ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟୀଙ୍କୁ ‘ଭାରତ ରତ୍ନ ଡ. ଆମ୍ବେଦକର ପୁରସ୍କାର’ରେ ସମ୍ମାନିତ କରାଯାଇଛି। କରୋନା ସମୟରେ ସେ ଲୋକଙ୍କୁ ସାହାଯ୍ୟ କରିଥିଲେ। ଏ ନେଇ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହଙ୍କ ଦ୍ୱାରା ରାଜଭବନରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।…
ମୁଣ୍ଡରେ ଟିକିଲି ଲଗାଇଲେ ଏହି ଅଭିନେତା: ଜାଣନ୍ତୁ କାହିଁକି…
ବଲିଉଡ୍ର ଫିଲ୍ମ ‘ଲକ୍ଷ୍ମୀ’ରେ କିନ୍ନର ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଅକ୍ଷୟ କୁମାର କିନ୍ନର ବା ତୃତୀୟ ଲିଙ୍ଗଙ୍କ ଅଧିକାର ପାଇଁ ଏକ ନୂତନ ପଦକ୍ଷେପ ‘ଅବ ହମାରି ବାରୀ ହୈ’ ଆରମ୍ଭ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଲିଙ୍ଗଗତ ସମାନତାକୁ…
ଏହି ପ୍ରସିଦ୍ଧ ଅଭିନେତାଙ୍କ ଉପରେ ଖସିଲା ଦୁଃଖର ପାହାଡ, ପିତାଙ୍କ ପରେ ଚାଲିଗଲା ପୁଅର ଜୀବନ
ଚମତ୍କାର ଅଭିନୟ କରି ଦର୍ଶକଙ୍କୁ ହସାଉଥିବା ପ୍ରସିଦ୍ଧ ଅଭିନେତା ରାଜୀବ ନିଗମ ଉପରେ ଦୁଃଖର ପାହାଡ ଖସିଛି। ନିକଟରେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା ଏବଂ ଏବେ ତାଙ୍କ ସାନପୁଅ ଦେବରାଜଙ୍କର ମଧ୍ୟ ମୃତ୍ୟୁ ହୋଇଛି। ରାଜୀବ ନିଗମ ନିଜେ ଏହି…
ନୂଆ ଲୁକ୍ରେ ନଜର ଆସିଲେ ଶାହିଦ୍ କପୁର
କରୋନା ଲକ୍ଡାଉନ ସକାଶେ ବନ୍ଦ ରହିଥିଲା ଶାହିଦ୍ କପୁରଙ୍କ ଫିଲ୍ମ ‘ଜର୍ସି’ର ସୁଟିଂ। ବର୍ତ୍ତମାନ ଏହି ଫିଲ୍ମର ସୁଟିଂ ପୁଣି ଆରମ୍ଭ ହୋଇସାରିଛି। ଏ ନେଇ ଶାହିଦ୍ ନିଜର ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ…
ବଲିଉଡ ଚଳଚ୍ଚିତ୍ର ନିର୍ମାତା ଫିରୋଜ ନାଦିଆଦୱାଲାଙ୍କ ଘରୁ ମିଳିଲା ଡ୍ରଗ୍ସ
ମୁମ୍ବାଇ,୮।୧୧-ବଲିଉଡ ଚଳଚ୍ଚିତ୍ର ନିର୍ମାତା ଫିରୋଜ ନାଦିଆଦୱାଲାଙ୍କ ବାସଭବନରେ ରବିବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଚଢାଉ କରି ଡ୍ରଗ୍ସ ଜବତ କରିଛି। ହେଲେ ଚଢାଉ ସମୟରେ ଫିରୋଜ ଘରେ ନ ଥିବା ଜଣାପଡିଛି। ଅପରପକ୍ଷେ ଏନ୍ସିବି ଫିରୋଜଙ୍କ ସ୍ତ୍ରୀଙ୍କୁ ପଚରାଉଚରା କରିଥିବା…
ପିଲାଦିନେ ଭାଇକୁ ଚିଡ଼ାଉଥିଲେ, ବିବାହ ପୂର୍ବରୁ ଫଟୋ ଶେୟାର କରି ଏମିତି ଲେଖିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ ସୋସିଆଲ ମିଡିଆରେ ତାଙ୍କ ପିଲାଦିନର ଏକ ଫଟୋ ଶେୟାର କରିଛନ୍ତି। ସେ କ୍ୟାପଶନ ଲେଖିଛନ୍ତି, ଉଦୟପୁରରେ ମୋ’ ଭାଇଙ୍କ ବିବାହ ଉତ୍ସବ ଆୟୋଜନ ହେବ। ଯେଉଁଠାରେ ମୁଁ ଜନ୍ମ ହୋଇଥିଲି। ବର୍ତ୍ତମାନ ସେହି ସ୍ଥାନକୁ…

