ଜାଣନ୍ତି ଅମିତାଭଙ୍କ ପାଖରେ କେତେ ଟଙ୍କାର ସମ୍ପତ୍ତି ଅଛି
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ବିଗ୍-ବି ଅମିତାଭ ବଚ୍ଚନ ମୁମ୍ବାଇ ବ୍ୟତୀତ ବିଦେଶରେ ଅନେକ ସମ୍ପତ୍ତିର ମାଲିକ ଅଟନ୍ତି। ଅମିତାଭ ମୁମ୍ବାଇରେ ୩୧ କୋଟି ଟଙ୍କାରେ ୫୭୦୪ ବର୍ଗଫୁଟ ଡୁପ୍ଲେକ୍ସ ଆପାର୍ଟମେଣ୍ଟ କିଣିଛନ୍ତି। ଏହି ସମ୍ପତ୍ତି ହେଉଛି ୩୪ ମହଲା ବିିଲ୍ଡିଂର ୨୭…
‘ବିଗ୍ବସ୍’ ଜିତିଥିଲେ, ହେଲେ ପ୍ରେମରେ ହାରିଯାଇଥିଲେ ସିଦ୍ଧାର୍ଥ ଶୁକ୍ଲା; ଯନ୍ତ୍ରଣା ନେଇ କହିଲେ..
‘ବିଗ୍ବସ୍’ ଶୋ ଜିତିବା ପରେ ସିଦ୍ଧାର୍ଥ ଶୁକ୍ଲା ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ସହ ପ୍ରତିଯୋଗୀ ଶାହନାଜଙ୍କ କେମେଷ୍ଟ୍ରିକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଶୋ ପରେ ଏହି ଯୋଡି ଚର୍ଚ୍ଚାରେ ରହିଥିଲେ। ସିଦ୍ଧାର୍ଥ ଅନେକ ମ୍ୟୁଜିକ ଭିଡିଓରେ କାମ କରିଛନ୍ତି। ବର୍ତ୍ତମାନ…
ସଲମାନ୍ ମାମଲା କଲେ, ହେଲେ ମୁଁ ସିଧା ଚାପୁଡ଼ା ମାରିବି: ମିକା
ବମ୍ବେ: ଅଭିନେତା ତଥା ସ୍ବଘୋଷିତ ଫିଲ୍ମ ସମୀକ୍ଷକ କମାଲ ରଶିଦ ଖାନ୍(କେଆର୍କେ) ବିବାଦକୁ ନେଇ ଏବେ ଚର୍ଚ୍ଚାରେ। ସଲମାନ୍ ଖାନ୍ ତାଙ୍କ ଉପରେ ମାନହାନି ମାମଲା କରିଛନ୍ତି। ଏବେ ସେ ଗାୟକ ମିକା ସିଂହଙ୍କୁ କଟାକ୍ଷ କରି ଅଡ଼ୁଆରେ ପଡ଼ିଛନ୍ତି। ମେ’…
ବଲିଉଡ୍ର ଏହି ଅଭିନେତ୍ରୀ ଅଜବ କାରଣ ଦର୍ଶାଇ ରିଜେକ୍ଟ କରିଥିଲେ ହଲିଉଡ୍ର ବଡ଼ ପ୍ରୋଜେକ୍ଟ
ମୁମ୍ବାଇ: ବଲିଉଡ୍ର ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ହଲିଉଡ୍ ଫିଲ୍ମରେ କାମ କରି ବେଶ୍ ନାଁ କମାଇଛନ୍ତି। ବେଳେବେଳେ ଏମିତି ହୋଇଛି ଏହି ଅଭିନେତ୍ରୀମାନଙ୍କ ମଧ୍ୟରୁ କେତେଜଣ ହଲିଉଡ୍ର ବଡ଼ ପ୍ରୋଜେକ୍ଟର ଫିଲ୍ମକୁ ବି ଅଗ୍ରାହ୍ୟ କରିଥିଲେ। ଏହା ପଛରେ କିଛି…
ଇନ୍ଷ୍ଟାଗ୍ରାମରେ ବୋହୂଙ୍କୁ ଫଲୋ କରନ୍ତି ନାହିଁ ବିଗ୍ ବି: ଐଶ୍ୱର୍ଯ୍ୟା ବି ସ୍ବାମୀଙ୍କୁ ଛାଡ଼ି…
ବମ୍ବେ: ସାମାଜିକ ଗଣମାଧ୍ୟମରେ ବେଶ୍ ସକ୍ରିୟ ବିଗ୍ ବି ଅମିତାଭ ବଚ୍ଚନ। ଟୁଇଟର୍ ଭଳି ଇନ୍ଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକ ଅଧିକ। ଦେଖିବାକୁ ଗଲେ ୨୬.୬ ମିଲିୟନ୍ ଲୋକ ତାଙ୍କୁ ଫଲୋ କରନ୍ତି। ହେଲେ ଅମିତାଭ ମାତ୍ର ୬୮ଜଣ ଲୋକଙ୍କୁ ଫଲୋ କରୁଛନ୍ତି।…
ବଦଳିବ କାହାଣୀର ଗତିପଥ: ବଡ଼ ହେବେ ବୋନ୍ଦିତା; ଏହି ଅଭିନେତ୍ରୀ ତୁଲାଇବେ…
ବମ୍ବେ: ଲୋକପ୍ରିୟ ଧାରାବାହିକ ‘ବାରିଷ୍ଟର ବାବୁ’ରେ ଆସିବାକୁ ଯାଉଛି ବଡ଼ ଟୁଇଷ୍ଟ। ସେଇଟି ହେଲା ଲିପ୍। କହିବାର ତାତ୍ପର୍ଯ୍ୟ କୁନି ବୋନ୍ଦିତା ବଡ଼ ହୋଇଥିବା ଦେଖିବାକୁ ମିଳିବ। ଏବେ ଏହି ଭୂମିକାରେ ଔରା ଭଟ୍ଟନାଗର ନଜର ଆସୁଥିବା ବେଳେ ତାଙ୍କ ସ୍ଥାନ…
ରାମାୟଣରେ ଅପ୍ସରା ଚରିତ୍ରରେ ଅଭିନୟ କରିଥିଲେ ଏହି ଲୋକପ୍ରିୟ ଟେଲି ଅଭିନେତ୍ରୀ
ମୁମ୍ବାଇ: ଟେଲି ଅଭିନେତ୍ରୀ ଦିବ୍ୟଙ୍କା ତ୍ରୀପାଠିଙ୍କୁ କିଏ ବା ନ ଜାଣେ। ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ସେ ହେଉଛନ୍ତି ଅନ୍ୟତମ। ‘ବନୁ ମେଁ ତେରୀ ଦୁଲହନ’ ସରିୟଲ୍ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଦିବ୍ୟଙ୍କା ବର୍ତ୍ତମାନ ଇସି ମା’ ଭାବେ…
ଏହି ଅଭିନେତ୍ରୀଙ୍କୁ କୁହାଯାଇଥିଲା ହିରୋଙ୍କ ସହ ଶୋଇବାକୁ , ଆଉ ତା’ ପରେ
ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ କିଛି ନୂଆ ନୁହେଁ। ବିଗତ ଦିନରେ ଅନେକ ନିର୍ମାତାଙ୍କ ଉପରେ ଅଭିନେତ୍ରୀମାନେ ଶୋଷଣ ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ଅଭିନେତ୍ରୀମାନେ ଖୋଲାଖୋଲି ଭାବେ କାଷ୍ଟିଂକାଉଚ ବିଷୟରେ କହି ସମସ୍ତଙ୍କ ସହିତ ସେମାନଙ୍କର ଖରାପ ଅନୁଭୂତି ବାଣ୍ଟୁଛନ୍ତି। ନିକଟରେ…
ଜାତିସଂଘ ସଂସ୍ଥାରୁ ରଣଦୀପ ବିଦା
ବଲିଉଡ୍ ଅଭିନେତା ରଣଦୀପ ହୁଡା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କୁ କଟାକ୍ଷ କରିଥିବା ନେଇ ଏକ ପୁରୁଣା ଭିଡିଓ ଏବେ ସାମ୍ନାକୁ ଆସିଛି। ଏହା ଭାଇରାଲ ହେବା ପରେ ରଣଦୀପଙ୍କୁ ଜାତିସଂଘର ଏକ ପରିବେଶ ସମ୍ପର୍କିତ ଚୁକ୍ତି କନ୍ଭେନ୍ଶନ୍ ଫର୍ ଦି…
ଇଣ୍ଟିମେଟ୍ ସିନ୍ ପାଇଁ ସର୍ତ୍ତ ରଖିଥିଲେ ଏହି ଅଭିନେତ୍ରୀ…
ମୁମ୍ବାଇ,୨୯।୫: ନିଜ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖି ପାରିଥିବା ଅନୁପ୍ରିୟା ଗୋଏଙ୍କାଙ୍କୁ ଶନିବାର ୩୪ ବର୍ଷ ପୂରଣ ହୋଇଛି। ୧୯୮୭ ମେ’ ୨୯ରେ କାନପୁରଠାରେ ଜନ୍ମଗ୍ରହଣ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କମର୍ସରେ ଗ୍ରାଜୁଏଟ୍ ହେବା ପରେ ଅଭିନୟକୁ କ୍ୟାରିଅର ଭାବେ ଗ୍ରହଣ…
କୋଭିଡ୍ ପାଇଁ ମାସେ ଘୁଞ୍ଚତ୍ଲା ଓସ୍କାର
କୋଭିଡ୍ ମହାମାରୀ କାରଣରୁ ଓସ୍କାର ଫିଲ୍ମୋତ୍ସବ-୨୦୨୨କୁ ଗୋଟିଏ ମାସ ଘୁଞ୍ଚାଇ ଦିଆଯାଇଛି। ଏକାଡେମୀ ଅଫ୍ ମୋଶନ ପ୍ରିକ୍ଚର ଆଟର୍ସ ଆଣ୍ଡ୍ ସାଇନ୍ସ (ଏଏମ୍ପିଏଏସ୍) ଏହି ନିଷ୍ପତ୍ତି ନେଇଛି। ଏହି ପୁରସ୍କାର ବିତରଣୀ ଉତ୍ସବ ୨୦୨୨ ଫେବୃୟାରୀ ୨୭ରେ ହେବାକୁ ପୂର୍ବରୁ ସ୍ଥିର…
ସ୍ବାମୀଙ୍କ ଏମିତି ପୋଷ୍ଟ ଦେଖି ରହିପାରିଲେନି ଏହି ଅଭିନେତ୍ରୀ: ସିଧା କହିଲେ ବେଡ୍କୁ ଆସ, ପରେ ୟୁଜର୍ସ ଲେଖିଲେ ଏମିତି
ବଲିଉଡ ଅଭିନେତ୍ରୀ ତଥା ଫ୍ୟାଶନ୍ ସେନ୍ସେଶନ ସୋନମ କପୁର ତାଙ୍କ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ। ଅନେକ ସମୟରେ ସେ ସ୍ବାମୀଙ୍କ ସହ ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ସେ…

