ମନୋରଞ୍ଜନ

ପରଦାରେ ସଂସ୍କାରୀ ବାପା, ହେଲେ ଅନ୍‌ସ୍କ୍ରିନ୍‌ ବୋହୂଙ୍କ ପ୍ରେମରେ ପଡ଼ିଥିଲେ ଆଲୋକ ନାଥ; ଶୁଟିଂସେଟ୍‌ରେ…

ବମ୍ବେ: ୧୯୮୨ରେ ଚଳଚ୍ଚିତ୍ର ‘ଗାନ୍ଧୀ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତା ଆଲୋକ ନାଥ। ସେବେଠାରୁ ସେ ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। ନିଜର ପିତା ଚରିତ୍ରକୁ ନେଇ ତାଙ୍କୁ ବେଶ ପସନ୍ଦ ମଧ୍ୟ କରାଯାଏ। ତାଙ୍କୁ ‘ବାବୁଜି’ ନାମରେ…

ସୋନୁ ସୁଦ୍‌ଙ୍କୁ ରାଖୀ ବାନ୍ଧିଲେ ଜଣେ ମହିଳା: ଜବାବରେ ଅଭିନେତା କହିଲେ…

କରୋନାର ଦ୍ୱିତୀୟ ଲହର ସାରା ଦେଶରେ ବ୍ୟାପିଛି। ଏହି ଭୂତାଣୁ ସଂକ୍ରମଣ ଯୋଗୁ ପ୍ରତିଦିନ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। ସାରା ଦେଶରେ ଲୋକମାନେ ନିଜ ପ୍ରିୟଜନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ଏବଂ ଗତ କିଛି ଦିନ ହେବ ଡାକ୍ତରଖାନାରେ…

ଶ୍ୱଶୁରଙ୍କ ପାଇଁ ଭାବପ୍ରବଣ ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଅଭିନେତା ରିତେଶ ଦେଶମୁଖ ତାଙ୍କ ସ୍ବର୍ଗତ ପିତା ବିଳାଶ ରାଓ ଦେଶମୁଖଙ୍କ ୭୬ତମ ଜନ୍ମଦିନ ଅବସରରେ ଏକ ପୋଷ୍ଟ ଶେୟାର କରିଛନ୍ତି। ପିତାଙ୍କ ସ୍ମୃତିରେ ସେ ତାଙ୍କ ପିତାଙ୍କ ସହ ଏକ ପୁରୁଣା ଫଟୋ ସହିତ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଆପଣଙ୍କୁ ମନେ…

ସର୍ଜରୀ କରି ପୁରୁଷ ହେଲେ ସୁନ୍ଦରୀ ଅଭିନେତ୍ରୀ: ସିକ୍ସ୍‌ ପ୍ୟାକ୍‌ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ…

ଓ୍ବାଶିଂଟନ,୨୭।୫: ହଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଇଲେନ୍‌ ପେଜ୍‌ ନିଜର ସର୍ଜରୀ କରି ମହିଳାରୁ ପୁରୁଷ ପାଲଟି ଯାଇଛନ୍ତି। ପୁରୁଷ ଭାବେ ଏବେ ତାଙ୍କର ନାମ ଇଲିଓଟ୍‌ ପେଜ୍‌ ରହିଛି। ୨୦୨୦ ଡିସେମ୍ବରରେ ସେ ଜଣେ କିନ୍ନର ବୋଲି ଇଲେନ୍‌ ଇନଷ୍ଟାଗ୍ରାମ୍‌ରେ ସୂଚନା…

ଦିନେ ଚୁମ୍ବନ ଦେଇ ଚର୍ଚ୍ଚାରେ ଥିଲେ, ଆଜି ମିକାଙ୍କ ପାଦ ଛୁଇଁଲେ ଡ୍ରାମା କୁଇନ୍‌

ବଲିଉଡର ପ୍ରସିଦ୍ଧ ଗାୟକ ମିକା ସିଂ ତାଙ୍କ ଗୀତ ଅପେକ୍ଷା ମନ୍ତବ୍ୟ ପାଇଁ ଅଧିକ ଚର୍ଚ୍ଚାରେ ଥା’ନ୍ତି। ମିକା ଆଜି ଜଣେ ବଲିଉଡର ଜଣେ ସଫଳ ଗାୟକ। ଥରେ ତାଙ୍କ ଜନ୍ମଦିନରେ ଆଇଟମ ଗର୍ଲ ରାକ୍ଷୀ ସାୱନ୍ତଙ୍କ ଓଠରେ ଜବରଦସ୍ତି ଚୁମ୍ବନ…

ଓଟିଟିରେ ଆସିବ ‘ସର୍ଦ୍ଦାର ଉଧମ ସିଂ’

ମୁମ୍ବାଇ: ଅଭିନେତା ଭିକି କୌଶଲଙ୍କ ଫିଲ୍ମ ‘ସର୍ଦ୍ଦାର ଉଧମ ସିଂ’ ଶେଷରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ ପାଇଁ ସ୍ଥିର ହୋଇଛି। ଫିଲ୍ମର ଶୁଟିଂ ଓ ପୋଷ୍ଟ ପ୍ରଡକ୍ସନ ଗତ ବର୍ଷରୁ ହିଁ ଶେଷ ହୋଇଥିଲା। ୨ ଅକ୍ଟୋବର ୨୦୨୦ରେ ଚଳଚ୍ଚିତ୍ର ରିଲିଜ…

ଟମ୍‌ କ୍ରୁଜଙ୍କ ସହ ନଜର ଆସିପାରନ୍ତି ପ୍ରଭାସ: ଟୁଇଟ୍‌ କଲେ ମିଶନ ଇମ୍‌ପସିବଲ ୭’ ଡିରେକ୍ଟର

ନୂଆଦିଲ୍ଲୀ, ୨୬।୫: ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କୁ ହଲିଉଡ୍‌ ଫିଲ୍ମ ‘ମିଶନ ଇମ୍‌ପସିବଲ ୭’ରେ କାଷ୍ଟ କରାଯାଇପାରେ। ଏ ସମ୍ପର୍କିତ କିଛି ରିପୋର୍ଟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ହଲିଉଡରେ ପ୍ରଭାସଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚ ଜୋର ଧରିଛି। ସାଉଥ୍‌ ଷ୍ଟାରଙ୍କ…

ଚାରି ଥର ପ୍ରତ୍ୟାଖ୍ୟାନ ପରେ ବରୁଣଙ୍କୁ ହଁ କହିଥିଲେ ପ୍ରେମିକା; ଲିଭ୍‌ ଇନ୍‌ରେ ରହିବାକୁ…

ବମ୍ବେ: ଦୀର୍ଘ ଦିନ ଧରି ନତାଶା ଦଲାଲଙ୍କୁ ଡେଟ୍‌ କରିବା ପରେ ନିକଟରେ ବିବାହ କରିଛନ୍ତି ଅଭିନେତା ବରୁଣ ଧଓ୍ବନ। ହେଲେ ତାଙ୍କ ପ୍ରେମ କାହାଣୀ ସେତେଟା ସହଜ ନ ଥିଲା। ପିଲାଦିନର ବନ୍ଧୁ ହୋଇଥିଲେ ହେଁ ବରୁଣଙ୍କ ପ୍ରେମକୁ ସହଜରେ…

ପରଦାରେ ସାଧାସିଧା, ହେଲେ ବାସ୍ତବ ଜୀବନରେ ବେଶ୍‌ ହଟ୍‌ ଇମଲୀଙ୍କ ଅନ୍‌ସ୍କ୍ରିନ୍‌ ମା’; ହ୍ରିତିକଙ୍କ ସହ…

ବମ୍ବେ: ପରଦାରେ ଗାଁର ଅପାଠୁଆ ମା’ର ଚରିତ୍ର ତୁଲାଇଥାନ୍ତି। ହେଲେ ବାସ୍ତବ ଜୀବନରେ ସେ ବେଶ୍‌ ବୋଲ୍ଡ ଏବଂ ଷ୍ଟାଇଲିସ୍‌। ଆମେ କଥା ହେଉଛୁ ଷ୍ଟାର ପ୍ଲସ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ଇମଲୀ’ରେ ନଜର ଆସୁଥିବା ମିଠି ଓରଫ କିରଣ…

ସଞ୍ଜୟ ଦତ୍ତଙ୍କ ଯୋଗୁ ସ୍କୁଲର ଝିଅମାନଙ୍କର ହିରୋ ପାଲଟିଯାଇଥିଲେ ଏହି ଅଭିନେତା; ନିଜକୁ ଭାବୁଥିଲେ…

ବମ୍ବେ: ପିଲାଟିବେଳୁ ସଞ୍ଜୟ ଦତ୍ତଙ୍କ ବଡ଼ ପ୍ରଶଂସକ ଥିଲେ ବିବେକ ଓବରୟ। ସେତେବେଳେ ଗୋଟିଏ ଘଟଣା ପାଇଁ ସ୍କୁଲରେ ସେ ଝିଅମାନଙ୍କ ହିରୋ ପାଲଟିଯାଇଥିଲେ। ନିକଟରେ ଏକ ସାକ୍ଷାତକାରରେ ପିଲାଦିନର କାହାଣୀ ଉପରୁ ପରଦା ଉଠାଇଛନ୍ତି ବିବେକ। ଆଜମେରର ମେୟୋ କଲେଜର…

୧୯୯୯ରେ ହୋଇଥାନ୍ତା ବିବାହ, ହେଲେ ୫ ଦିନ ପୂର୍ବରୁ ଓହରି ଯାଇଥିଲେ ଭାଇଜାନ; କିଛି ଏଭଳି ହୁଏ ଚର୍ଚ୍ଚା

ବମ୍ବେ: କେବେ ବିବାହ କରିବେ ଭାଇଜାନ୍‌? ଏଭଳି ପ୍ରଶ୍ନର ଉତ୍ତର ହୁଏତ କେହି ଜାଣେନା। ଅନେକ ସମୟରେ ନାୟିକାମାନଙ୍କ ସହ ତାଙ୍କ ନାମକୁ ଯୋଡ଼ା ଯାଇଛି। ହେଲେ ବିବାହ ହୋଇପାରିନାହିଁ। ସେଭଳି କିଛି ଘଟିଥିଲା ୧୯୯୯ ମସିହା ନଭେମ୍ବର ୧୮ ତାରିଖରେ।…

ଦିନେ କାମ ପାଇଁ ଘର ଘର ବୁଲୁଥିଲେ ଏହି ଅଭିନେତା: ଏବେ ଗୋଟେ ଏପିସୋଡ ପାଇଁ କେତେ ଟଙ୍କା ଚାର୍ଜ କରନ୍ତି ଜାଣନ୍ତୁ

ଏକ ଦଶନ୍ଧିରୁ ଅଧିକ ଦିନ ଧରି ଚାଲିଆସୁଥିବା କମେଡି ସିରିଏଲ ‘ତାରକ ମେହେଟା କା ଓଲଟା ଚାଷ୍ମା’ ପ୍ରତ୍ୟେକ ଘରେ ଲୋକପ୍ରିୟ ହୋଇପାରିଛି। ବର୍ଷ ବର୍ଷ ଧରି ଟିଆର୍‌ପି, ଜେଠାଲାଲ, ବବିତାଜୀ ଏବଂ ପୋପଟଲାଲ ଶୀର୍ଷରେ ଥିବା ଏହି ସିରିଏଲ୍‌ର ଚରିତ୍ରମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?