ଐଶ୍ୱର୍ଯ୍ୟାଙ୍କ ପାଇଁ ବିଦେଶରୁ ୧୬ କିଲୋର ଏକ ପାର୍ଶଲ ପଠାଇଥିଲେ ଜଣେ ବ୍ୟକ୍ତି: ଖୋଲିଲା ବେଳକୁ…
ବଲିଉଡର ସୁନ୍ଦର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମା’ ହେବା ପରେ ଆଉ ବେଶୀ ଫିଲ୍ମ ଜଗତରେ ସକ୍ରିୟ ନାହାନ୍ତି। କିନ୍ତୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କମିନାହିଁ। ୨୦୦୬ରେ ମୁମ୍ବାଇର ଏକ ଡାକଘରକୁ ଐଶ୍ୱର୍ଯ୍ୟାଙ୍କ ପାଇଁ ନେଦରଲ୍ୟାଣ୍ଡରୁ ୧୬ କିଲୋଗ୍ରାମ ଏକ…
ଗୋଟିଏ ଫଟୋ ଯୋଗୁ ଜନ୍-ବିପାଶାଙ୍କ ମଧ୍ୟରେ ଭାଙ୍ଗିଯାଇଥିଲା ପ୍ରେମ ସମ୍ପର୍କ
ବଲିଉଡ୍ ଅଭିନେତ୍ରୀ ବିପାଶା ବସୁ ଏବଂ ଅଭିନେତା ଜନ ଅବ୍ରହାମଙ୍କ ପ୍ରେମ ସମ୍ପର୍କ ବିଷୟରେ କାହାକୁ ଅଛପା ନାହିଁ। ଉଭୟ ଅନେକ ଦିନ ଧରି ପ୍ରେମ ସମ୍ପର୍କରେ ଥିଲେ। ଏପରିକି ଉଭୟ ଲିଭ୍ ଇନ୍ ରିଲେସନ୍ସିପ୍ରେ ରହୁଥିଲେ। ଫିଲ୍ମ ‘ଜିସ୍ମ’ର ଶୁଟିଂ…
ଏହି ଅଭିନେତାଙ୍କର ଥିଲେ ୨୫ ଗର୍ଲଫ୍ରେଣ୍ଡ, ଶେଷରେ ଆଉ ଜଣଙ୍କ ସହ ପଡ଼ିଥିଲା ହାତଗଣ୍ଠି
ମୁମ୍ବାଇ: ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ପ୍ରେମ କାହାଣୀ ଅଛି। ଯାହା ଲୋକଙ୍କ ପାଇଁ ଏକ ଉଦାହରଣ। ପ୍ରଥମ ଦେଖାରେ ପ୍ରେମ ପରେ ବିବାହ। ଏହା କେବଳ ଫିଲ୍ମ ନୁହେଁ ବଲିଉଡ୍ର ଅନେକ ଷ୍ଟାରଙ୍କ କ୍ଷେତ୍ରରେ ମଧ୍ୟ ଏହା ଦେଖିବାକୁ ମିଳିଛି।…
ଏହି ପ୍ରସିଦ୍ଧ ଅଭିନେତା ଐଶ୍ୱର୍ଯ୍ୟାଙ୍କୁ କହିଥିଲେ ସେକ୍ସି , ପାଗଳ ପରି ତାଙ୍କୁ ଦେଖେ
ବଲିଉଡରେ ଅନେକ ସୁନ୍ଦରୀ ଅଛନ୍ତି, ଯାହାଙ୍କ ସୌନ୍ଦର୍ଯ୍ୟରେ ଦର୍ଶକ ପାଗଳ। ମାତ୍ର ଯେତେବେଳେ ସବୁଠାରୁ ସୁନ୍ଦରୀ ଅଭିନେତ୍ରୀଙ୍କ କଥା ଆସେ, ସେତେବେଳେ ପ୍ରଥମ ନାମ ଐଶ୍ୱର୍ଯ୍ୟା ରାୟଙ୍କ ଆସେ। ଐଶ୍ୱର୍ଯ୍ୟାଙ୍କ ସୌନ୍ଦର୍ଯ୍ୟରେ ପୁରା ଦୁନିଆ ପାଗଳ। ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ…
‘ଦ ଫ୍ୟାମିଲି ମ୍ୟାନ-୨’ର ଟ୍ରେଲର ରିଲିଜ୍: ଏଥିରେ ଦେଖିବାକୁ ମିଳିବ ଏହି ଅଭିନେତାଙ୍କ ଶେଷ ଅଭିନୟ
ମୁମ୍ବାଇ: ଆମାଜନ ପ୍ରାଇମ୍ ଭିଡିଓର ସବୁଠାରୁ ପପୁଲାର ଓ୍ବେବ୍ ସିରିଜ୍ ‘ଦ ଫ୍ୟାମିଲି ମ୍ୟାନ-୨’ର ଟ୍ରେଲର ରିଲିଜ୍ ହୋଇଛି। ଏହି ଟ୍ରେଲରଟି ୨ ମିନିଟ୍ ୪୯ ସେକେଣ୍ଡର ରହିଥିବା ବେଳେ ଏଥିରେ ବହୁ ଷ୍ଟାରରଙ୍କ ଦମ୍ଦାର ଅଭିନୟ ଦେଖିବାକୁ ମିଳିଛି। ଏହି…
ପ୍ରିୟଙ୍କା-ନିକ୍ଙ୍କ ବାର୍ଷିକ ରୋଜଗାର କେତେ ଜାଣନ୍ତି
ବଲିଉଡରେ ଏକ ସଫଳ ଇନିଂସ ଖେଳିବା ପରେ ପ୍ରିୟଙ୍କା ଏବେ ହଲିଉଡରେ ମଧ୍ୟ ନିଜ ଜଲଓ୍ବା ଦେଖିଛନ୍ତି। ଚମତ୍କାର କାର୍ଯ୍ୟ କରୁଛନ୍ତି। ଏଥିରୁ ସ୍ପଷ୍ଟ ଯେ ଏଭଳି ପରିସ୍ଥିତିରେ ଅଭିନେତ୍ରୀଙ୍କ ଆୟରେ ମଧ୍ୟ ବହୁତ ଅଭିବୃଦ୍ଧି ଘଟିଛି। ଏହା ସହିତ ପ୍ରିୟଙ୍କାଙ୍କ…
କୋହଲି-ଅନୁଷ୍କାଙ୍କ ଉପରେ ପ୍ରବଳ ରାଗିଗଲେ ଏହି ଅଭିନେତା
ସମଗ୍ର ଦେଶରେ କରୋନା ଆତଙ୍କ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ବଲିଉଡର ଅନେକ ତାରକା ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା…
ଗଞ୍ଜାମ ଜିଲାପାଳଙ୍କୁ ସବୁ ପ୍ରମାଣ ଦେଲେ ସୋନୁ ସୁଦ୍, ପରେ ବଦଳିଲା ସ୍ବର
ବ୍ରହ୍ମପୁର ଅଫିସ୍,୧୮।୫: କରୋନା ସହ ଏବେ ସାରା ଦେଶ ଲଢୁଛି। ଏଭଳି କଠିନ ପରିସ୍ଥିତିରେ ଲୋକଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି କିଛି ସେଲିବ୍ରିଟି। ସେମାନଙ୍କ ମଧ୍ୟରେ ବଲିଉଡ ଅଭିନେତା ସୋନୁ ସୁଦ ଅନ୍ୟତମ। କରୋନା ଆରମ୍ଭରୁ ଲୋକଙ୍କୁ ସାହାଯ୍ୟ କରିବା…
ଦିଆ ମିର୍ଜାଙ୍କୁ କରୋନା ଟିକା ନେବା ପାଇଁ ମନାକଲେ ଡାକ୍ତର: ଜାଣନ୍ତୁ କାହିଁକି
ମୁମ୍ବାଇ: ଭାତରରେ କରୋନା ଭାଇରସ୍ର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଟିକାକରଣକୁ ସରକାର ତ୍ୱରାନ୍ବିତ କରିଛନ୍ତି। ଇତିମଧ୍ୟରେ ଅନେକ ଲୋକ ନିଜର ଟିକାକରଣ କରାଇ ଏହି ଭୟାନକ ଭାଇରସ୍ ସହ ଲଢ଼ିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଛନ୍ତି।…
ବିବାହ ପୂର୍ବରୁ କରୀନାଙ୍କୁ ଏହି ନାଁରେ ଡାକୁଥିଲେ ସୈଫ୍
ବଲିଉଡ ଅଭିନେତା ସୈଫ୍ ଅଲି ଖାନ ଏବଂ କରୀନା କପୁର ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଦମ୍ପତି। ଉଭୟଙ୍କ ପ୍ରେମ କାହାଣୀ ମଧ୍ୟ ବହୁତ ଲୋକପ୍ରିୟ। ଦୀର୍ଘ ସମୟ ଧରି ଉଭୟ ପରସ୍ପରକୁ ଡେଟ କରିଥିଲେ, ଯାହା ପରେ ଦୁହେଁ ବିବାହ କରିଥିଲେ। ଉଭୟ…
ଭଉଣୀ ସହ କ୍ୱାରାଣ୍ଟାଇନ୍ର ମଜା ନେଉଛନ୍ତି ବିଗ୍ବସ୍-୧୪ ଓ୍ବିନର
ଶିମଲା: ଦେଶରେ କରୋନା ସଙ୍କଟ ଜାରି ରହିଥିବା ବେଳେ ଏଥିରୁ କେହି ବର୍ତ୍ତି ପାରୁନାହାନ୍ତି। ସାଧାରଣଜନତାଙ୍କଠାରୁ ଆରମ୍ଭ କରି ରାଜନେତା, ଖେଳାଳି ଓ ଅନେକ ସେଲିିବ୍ରିଟି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ଇତିମଧ୍ୟରେ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ତଥା…
କରୋନାରେ ତାମିଲ ଅଭିନେତାଙ୍କ ପରଲୋକ
ଚେନ୍ନାଇ,୧୭।୫: ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆଜି ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କରୋନା ମହାମାରୀରେ ସିନେମା ଜଗତ ନିଜର ଅନେକ କଳାକାରଙ୍କୁ ହରାଇଛି। କେବଳ ବଲିଉଡ୍ ନୁହେଁ ଟଲିଉଡ୍ର କଳାକାରଙ୍କ ପାଇଁ ବି କରୋନା କାଳ ସାଜିଥିବା ବେଳେ ଏଥିଯୋଗୁଁ…

