ମନୋରଞ୍ଜନ

ଅଜୟ ଦେବଗନ କିଣିଲେ ନୂଆ ବଙ୍ଗଳା, ଦାମ୍‌ ଜାଣିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅଭିନେତାଙ୍କ ବିଳାସମୟ ବଙ୍ଗଳା ଏବଂ ସେମାନଙ୍କ ଲାଇଫ୍‌ଷ୍ଟାଇଲ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଇଣ୍ଡଷ୍ଟ୍ରିରୁ କିଛି ସେଲିବ୍ରିଟି ମୋଟା ଅଙ୍କର ଅର୍ଥ ରୋଜଗାର କରିଥାନ୍ତି। ସେହି ହିସାବରେ ତାଙ୍କ ଜୀବନଶୈଳୀ ମଧ୍ୟ ବିତାଇଥାନ୍ତି। ବର୍ତ୍ତମାନ ସମୟରେ ବଲିଉଡ୍‌ର ଷ୍ଟାରମାନେ…

କେବଳ ଏହି କାରଣ ପାଇଁ ଇଣ୍ଡଷ୍ଟ୍ରିର କୌଣସି ହିରୋଙ୍କୁ ବିବାହ କରି ନ ଥିଲେ ମାଧୁରୀ, ଜୁହି

ବଲିଉଡରେ ଏକ ସମୟ ଥିଲା ଯେତେବେଳେ ଲୋକେ ମାଧୁରୀ ଦୀକ୍ଷିତ ଏବଂ ଜୁହି ଚାୱଲାଙ୍କ ପାଇଁ ପାଗଳ ଥିଲେ। ସେହି ସମୟରେ ଏହି ଦୁଇ ଅଭିନେତ୍ରୀ ମଧ୍ୟ ନିଜ ମଧ୍ୟରେ କଠୋର ପ୍ରତିଯୋଗିତା କରୁଥିଲେ। ଉଭୟ ମାଧୁରୀ ଏବଂ ଜୁହି ସେମାନଙ୍କ…

ବିମାନ ଦୁର୍ଘଟଣାରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ଓ୍ବାଶିଂଟନ୍‌,୩୧।୫: ଆମେରିକାରେ ଏକ ବିମାନ ଦୁର୍ଘଟଣାରେ ତାରଜାନ ଅଭିନେତା ଜୋ ଲାରାଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ଏହି ଦୁର୍ଘଟଣାରେ ଜୋ ଲାରାଙ୍କ ସ୍ତ୍ରୀଙ୍କ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଜୋଙ୍କ ସହ ଅନ୍ୟ…

ବଲିଉଡ୍‌ରେ ୫୨ ବର୍ଷ ପୂରଣ କଲେ ମହାନାୟକ

ବଲିଉଡରେ ବହୁତ କମ କଳାକାର ଅଛନ୍ତି, ଯେଉଁମାନେ ଚଳଚ୍ଚିତ୍ରରେ ପ୍ରବେଶ କରିବା ପରେ ବର୍ଷ ବର୍ଷ ଧରି ଏଠାରେ ସକ୍ରିୟ ରୁହନ୍ତିି। କେବଳ ଏତିକି ନୁହେଁ, ବୟସର ଅନେକ ପର୍ଯ୍ୟାୟ ଅତିକ୍ରମ କରିବା ପରେ ମଧ୍ୟ ହିଟ ଚଳଚ୍ଚିତ୍ର ଦେବା ଏବଂ…

ଶୁଟିଂ ସେଟ୍‌ରେ କାନ୍ଦିଥିଲେ ରୁପା ଗାଙ୍ଗୁଲି, କାହିଁକି ଜାଣନ୍ତୁ

ରୁପା ଗାଙ୍ଗୁଲି ଜଣେ ଅଭିନେତ୍ରୀ ବ୍ୟତୀତ ଭଲ ଗାୟିକା। ସେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିଲେ। ସେହି ସମୟରେ ମହାଭାରତର ଦ୍ରୌପଦୀଙ୍କ ବସ୍ତ୍ରହରଣ ସିନ୍‌ କରିବା ସମୟରେ ରୁପା କାନ୍ଦି ପକାଇଥିଲେ। ରୁପା ଶୁଟିଂ ସେଟ୍‌ରେ…

ଖୁସିରେ ଆତ୍ମହରା ହେଲେ ମାଧୁରୀ

କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍‌ କରୁଥିବା ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ମାଧୁରୀ ପ୍ରାୟତଃ ତାଙ୍କ ପରିବାରର ଫଟୋ ଏବଂ ଚଳଚ୍ଚିତ୍ର ସମ୍ପର୍କୀୟ ତଥ୍ୟ ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ନିକଟରେ ମାଧୁରୀ ଦୀକ୍ଷିତ…

ଘର ଛାଡ଼ି ଚାଲି ଆସି ନ ଥିଲେ ଡାକ୍ତର ହୋଇଥାନ୍ତେ କଙ୍ଗନା: ଜାଣନ୍ତୁ କେତେ ପଢ଼ିଛନ୍ତି ବଲିଉଡ୍‌ର ଏହି କୁଇନ୍‌

ବମ୍ବେ: ହିମାଚଳର ଏକ ଛୋଟ ଗାଁରେ ଜନ୍ମ ନେଇଥିବା କଙ୍ଗନା ଆଜି ସଫଳତାର ଶୀର୍ଷରେ ପହଞ୍ଚିବେ ବୋଲି ସେତେବେଳେ ହୁଏତ କେହି ଭାବି ବି ନ ଥିବେ। ହେଲେ ଗୋଟିଏ ପରେ ଗୋଟିଏ ଫିଲ୍ମରେ ଶ୍ରେଷ୍ଠ ପ୍ରଦର୍ଶନ କରି ସେ ନିଜକୁ…

ପରଦାରେ ରୋମାନ୍ସ, ହେଲେ ପ୍ରକୃତ ଜୀବନରେ ପରସ୍ପରର ମୁହଁ ଦେଖିବାକୁ ପସନ୍ଦ କରନ୍ତି ନାହିଁ ଏହି ୧୦ କଳାକାର

ବମ୍ବେ: ଛୋଟ ପରଦାରେ ଅନେକ ସୁପରହିଟ୍‌ ଯୋଡ଼ି ଅଛନ୍ତି। ଦର୍ଶକମାନେ ସେମାନଙ୍କୁ ସବୁବେଳେ ଏକାଠି ଦେଖିବାକୁ ପସନ୍ଦ କରିଥାନ୍ତି। ହେଲେ ପରଦା ଉପରେ ଭଲ ଲାଗୁଥିବା ସମ୍ପର୍କ ବାସ୍ତବ ଜୀବନରେ ସେଭଳି ନ ଥାଏ। ଟେଲିଭିଜନ ଧାରାବାହିକରେ ଏଭଳି ଅନେକ ଯୋଡ଼ି…

ଅମିତାଭଙ୍କ ସଫଳତା ପଛରେ ରହିଛି ଭାଇ ଅଜିତାଭଙ୍କ ବଡ଼ ଯୋଗଦାନ, ସ୍ତ୍ରୀଙ୍କ ରହିଛି ପତିଆରା; ଏପରି ତାଙ୍କ ପରିବାର

ବମ୍ବେ: ବଲିଉଡ୍‌ ମହାନାୟକ ଅମିତାଭ ସଫଳତାର ଅନ୍ୟ ନାମ। ଏବେ ବି ସେ ସିନେମାଠାରୁ ଆରମ୍ଭ କରି ବିଜ୍ଞାପନରେ ନିଜର ପତିଆରା ଜାରି ରଖିଛନ୍ତି। ହେଲେ ତାଙ୍କ ଭାଇ ଅଜିତାଭ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ଲାଇମ୍‌ଲାଇଟ୍‌ରୁ ଦୂରରେ ରହୁଥିବାରୁ ଅଜିତାଭ ଏବଂ…

ଘର ବଦଳାଇବା ପରେ ବିଗ୍‌ ବି ଙ୍କ ସବୁଠୁ ବଡ଼ କ୍ଷତି: ଆଜିପର୍ଯ୍ୟନ୍ତ ହୋଇ ପାରିନି ପୂରଣ

ବଲିଉଡର ଭେଟେରାନ ଅମିତାଭ ବଚ୍ଚନ ମୁମ୍ବାଇରେ ୩୧ କୋଟି ଟଙ୍କାର ଏକ ଡ୍ୟୁପ୍ଲେକ୍ସ କିଣିଛନ୍ତି। ଏହାର ଆକାର ୫୧୮୪ ବର୍ଗଫୁଟ। ହେଲେ ଲାଗୁଛି ଯେପରି ବିଗ୍‌ ବି ତାଙ୍କ ନୂଆ ଘରେ ଖୁସି ନୁହଁନ୍ତି। ନିକଟରେ ନିଜ ବ୍ଲଗରେ ନିଜର କ୍ରୋଧ…

ରାଜ୍‌ ଖୋଲିଲେ ବିରାଟ : କାହିଁକି ଦେଖାଉ ନାହାନ୍ତି ଝିଅର ମୁହଁ

ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ପ୍ରଶଂସକମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ଯାହାର ଗୋଟିଏ ପରେ ଗୋଟିଏ ଉତ୍ତର ବିରାଟ ଦେଇଥିଲେ। ଅନେକ ୟୁଜର୍ସ ତାଙ୍କୁ ଝିଅ ଭାମିକା…

ମୁନ୍‌ମୁନ୍‌ ଦତ୍ତାଙ୍କ ବିରୋଧରେ ମାମଲା

ହିନ୍ଦୀ କମେଡି ସିରିଏଲ ‘ତାରକ୍‌ ମେହତା କା ଉଲ୍‌ଟା ଚଷ୍‌ମା’ରେ ବବିତା ଚରିତ୍ରରେ ଅଭିନୟ କରୁଥିବା ମୁନ୍‌ମୁନ୍‌ ଦତ୍ତାଙ୍କ ବିରୋଧରେ ମୁମ୍ବାଇ ପୋଲିସ ମାମଲା ରୁଜୁ କରିଛି। ମୁନ୍‌ମୁନ୍‌ ଏକ ସମ୍ପ୍ରଦାୟ ବିରୋଧରେ ଜାତିଆଣ ମନ୍ତବ୍ୟ ଦେବା ନେଇ ଅଭିଯୋଗ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?