‘ବିଗ୍‌ବସ୍‌’ ଜିତିଥିଲେ, ହେଲେ ପ୍ରେମରେ ହାରିଯାଇଥିଲେ ସିଦ୍ଧାର୍ଥ ଶୁକ୍ଲା; ଯନ୍ତ୍ରଣା ନେଇ କହିଲେ..

‘ବିଗ୍‌ବସ୍‌’ ଶୋ ଜିତିବା ପରେ ସିଦ୍ଧାର୍ଥ ଶୁକ୍ଲା ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ସହ ପ୍ରତିଯୋଗୀ ଶାହନାଜଙ୍କ କେମେଷ୍ଟ୍ରିକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଶୋ ପରେ ଏହି ଯୋଡି ଚର୍ଚ୍ଚାରେ ରହିଥିଲେ। ସିଦ୍ଧାର୍ଥ ଅନେକ ମ୍ୟୁଜିକ ଭିଡିଓରେ କାମ କରିଛନ୍ତି। ବର୍ତ୍ତମାନ ଏକତା କପୁରଙ୍କ ୱେବ ସିରିଜ ‘ବ୍ରୋକେନ ବଟ୍‌ ବିୟୁଟିଫୁଲ’ରୁ ଡିଜିଟାଲ ଡେବ୍ୟୁ କରୁଛନ୍ତି। ଏହି ଧାରାବାହିକରେ ସେ ତାଙ୍କ କୋ-ଷ୍ଟାର ସୋନିଆ ରାଥେଙ୍କ ସହ ଏକ ରୋମାଣ୍ଟିକ ଶୈଳୀରେ ନଜର ଆସିଛନ୍ତି । ୨୯ ମେ ରେ, ‘ବ୍ରୋକେନ ବଟ୍‌ ବିୟୁଟିଫୁଲ’ ଅଲ୍ଟ ବାଲାଜୀରେ ପ୍ରସାରିତ ହେବ। ଏହି ୱେବ ସିରିଜରେ ସିଦ୍ଧାର୍ଥ ନିଜର କାହାଣୀକୁ ଅନୁଭବ କରନ୍ତି।

ଏକ ସାକ୍ଷାତକାରରେ ସିଦ୍ଧାର୍ଥ ଶୁକ୍ଲା କହିଛନ୍ତି, ମୋର ବ୍ୟକ୍ତିଗତ ଜୀବନର କାହାଣୀ ‘ବ୍ରୋକେନ ବଟ୍‌ ବିୟୁଟିଫୁଲ ୩’ର କାହାଣୀ ସହିତ ସମାନ। ଏହି ଧାରାବାହିକ ଅଗସ୍ତ୍ୟର ଚରିତ୍ର ପରି, ମୁଁ ମଧ୍ୟ ଘଟିଥିବା ପରିସ୍ଥିତିର ଶିକାର ହୋଇଛି। ବାସ୍ତବ ଜୀବନରେ ମଧ୍ୟ ହୃଦୟ ଭାଙ୍ଗିବା ଯନ୍ତ୍ରଣା ଭୋଗଛି। ତଥାପି, ଏଥିରୁ ଏକ ଶିକ୍ଷା ଗ୍ରହଣ କରି  ଏପରି ଭୁଲର ପୁନରାବୃତ୍ତି ନକରିବାକୁ ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ର ୨ବର୍ଷ ପରେ ପୁଣି ଏକାଠି ନଜର ଆସିଲେ ଏହି ଯୋଡ଼ି

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଓ କାର୍ତ୍ତିକ ଆର୍ଯ୍ୟନ ପରସ୍ପରକୁ ଡେଟ୍‌ କରିଥିଲେ। ଫିଲ୍ମ ‘ଲଭ ଆଜ କଲ୍‌ -୨’ ର ଶୁୁଟିଂ ବେଳେ...

କାନ୍ଦିଲେ ଅକ୍ଷୟ କୁମାର

ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଭୁଜ: ଦି ପ୍ରାଇଡ ଅଫ ଇଣ୍ଡିଆ’ ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମର କାହାଣୀରେ ଭାରତୀୟ...

ପିତାଙ୍କୁ ମିଛ କହିଥିଲେ ଜାହ୍ନବୀ

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ନିଜର ସୌନ୍ଦର୍ଯ୍ୟ, ଅଭିନୟ ଏବଂ ନୃତ୍ୟ ଦକ୍ଷତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଜାହ୍ନବୀ ପିତା ବୋନି କପୁରଙ୍କର ବହୁତ...

ଅନୁରୋଧ ରକ୍ଷାକରି ଶେଷ ବିଦାୟ ସମୟରେ ସ୍ମିତା ପାଟିଲଙ୍କୁ ଶୁଆଇ ବୋହୂବେଶରେ ମେକ୍‌ଅପ୍‌ କରିଥିଲେ ଦୀପକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ୩୩ତମ ପୁଣ୍ୟତିଥି ଶୁକ୍ରବାର ପାଳିତ ହେଉଛି। ସ୍ମିତା ୧୯୫୫ ଅକ୍ଟୋବର ୧୭ରେ ପୁଣେଠାରେ ଜନ୍ମଗ୍ରହଣ କରିଥିଲେ। ଏକ ଫିଲ୍ମ...

‘ଭୁଲ ଭୁଲେୟା’ର ସିକ୍ୟୁଏଲରେ ନଜର ଆସିବେ ନାହିଁ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ଅନିସ ବଜମୀଙ୍କ ଫିଲ୍ମ ‘ଭୁଲ ଭୁଲେୟା’ର ସିକ୍ୟୁଏଲ ନିର୍ମାଣ ହେବାକୁ ଯାଉଛି। ଏହାର ପ୍ରଥମ ଭାଗ ମୁମ୍ବାଇରେ ଶୁଟିଂ ଆରମ୍ଭ କରାଯାଇଥିବା...

ପ୍ରିୟଙ୍କା-ଶାହରୁଖ୍‌ଙ୍କ ସହ ଷ୍ଟେଜ୍‌ରେ ଘଟିଥିଲା ଏକ ବଡ଼ ଦୁର୍ଘଟଣା, ଜାଣିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଶାହାରୁଖ କେତେକ ଫିଲ୍ମରେ ଏକାଠି କାମ କରିଛନ୍ତି। ମାତ୍ର ୧୭ ବର୍ଷ ତଳେ ଏହି ଦୁଇ କଳାକାରଙ୍କ...

ଏହି ଅଭିନେତ୍ରୀଙ୍କ ବୋଲ୍ଡ ଫଟୋ ଦର୍ଶକଙ୍କ ହୃଦୟରେ ଲଗାଇଲା ନିଆଁ

ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ମୋନାଲିସା ନିଜର ଗ୍ଲାମରକୁ ନେଇ ବେଶ୍‌ ପରିଚିତ। ଏମିତିରେ ସେ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିବାକୁ ସୋସିଆଲ...

ଶାଶୁଙ୍କ ସହ ଫଟୋ ଶେୟାର କରି ଟ୍ରୋଲ ହେଲେ ପ୍ରୀତି, ଦେଲେ ଏମିତି ଜବାବ

ପ୍ରାୟତଃ ଅଭିନେତା-ଅଭିନେତ୍ରୀମାନେ ସୋସିଆଲ ମିଡିଆରେ ଟ୍ରୋଲ ଆଉ ଟାର୍ଗେଟ ହୋଇଥାନ୍ତି। ୟୁଜର୍ସମାନେ କୌଣସି ନା କୌଣସି କାରଣ ଲାଗି ସେଲିବ୍ରିଟିଙ୍କୁ ଟ୍ରୋଲ କରନ୍ତି। ମାତ୍ର କେତେକ...

Advertisement
Archives

Model This Week