ସଲମାନ୍‌ ମାମଲା କଲେ, ହେଲେ ମୁଁ ସିଧା ଚାପୁଡ଼ା ମାରିବି: ମିକା

ବମ୍ବେ: ଅଭିନେତା ତଥା ସ୍ବଘୋଷିତ ଫିଲ୍ମ ସମୀକ୍ଷକ କମାଲ ରଶିଦ ଖାନ୍‌(କେଆର୍‌କେ) ବିବାଦକୁ ନେଇ ଏବେ ଚର୍ଚ୍ଚାରେ। ସଲମାନ୍‌ ଖାନ୍‌ ତାଙ୍କ ଉପରେ ମାନହାନି ମାମଲା କରିଛନ୍ତି। ଏବେ ସେ ଗାୟକ ମିକା ସିଂହଙ୍କୁ କଟାକ୍ଷ କରି ଅଡ଼ୁଆରେ ପଡ଼ିଛନ୍ତି।

ମେ’ ୨୭ରେ କେଆର୍‌କେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ କାହା ନାମ ନ ନେଇ ଜଣେ ଗାୟକଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ କରିଥିଲେ। ତାଙ୍କର ଇଙ୍ଗିତ ମିକା ସିଂହଙ୍କ ତରଫକୁ ଯାଉଥିବା ଅନୁମାନ କରାଯାଇଥିଲା। ଏବେ ମିକା ତା’ର ଜବାବ ଦେଇଛନ୍ତି।

ସୋସିଆଲ ମିଡିଆରେ ପୋଷ୍ଟ ସହ ଏକ ଭିଡିଓରେ କହିଛନ୍ତି, ସେ ମୋର ପଡୋଶୀ। ମୋ ବିରୋଧରେ ସେ ଖରାପ କଥା କହିଲେ, ମାମଲା ସେଇଠି ଅଟକିଯିବ ନାହିଁ। ଫିଲ୍ମ ବିଷୟରେ କୁହ ମନା ନାହିଁ, ହେଲେ ବ୍ୟକ୍ତିଗତ ଆଲୋଚନା ନୁହେଁ। ସଲମାନ୍‌ ଅଭିଯୋଗ କଲେ ହେଲେ ମୁଁ ସିଧା ଚାପୁଡ଼ା ମାରିବି ବୋଲି ମିକା ଚେତାବନୀ ଦେଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟଥର ମା’ ହେବାକୁ ଯାଉନ୍ତି ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ନେହା ଧୁପିଆ ଏବଂ ଅଙ୍ଗଦ ବେଦୀ ଦ୍ୱିତୀୟ ଥର ପାଇଁ ମାତାପିତା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି...

ବିବାହ କରିବାକୁ ଚାହୁଁଛନ୍ତି ସଲମାନ୍‌: ହେଲେ…

ବଲିଉଡର ପ୍ରସିଦ୍ଧ ଅଭିନେତା ତଥା ଦବଙ୍ଗ ଖାନ ନାମରେ ଜଣାଶୁଣା ସଲମାନ ଖାନ ଆଜିକାଲି ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମ ‘ମୈନେ ପ୍ୟାର କିୟା’ରୁ...

ରେଳଷ୍ଟେଶନରେ କାହିଁକି ଗାଉଥିଲେ ଗୀତ, ଭାବପ୍ରବଣ ହୋଇ ଏହାର ଖୁଲାସା କଲେ ରାନୁ ମଣ୍ଡଳ

ଏବେ ପଶ୍ଚିମବଙ୍ଗର ରାନୁ ମଣ୍ଡଳଙ୍କୁ ନେଇ ଥମୁନି ଚର୍ଚ୍ଚା। ରେଳ ଷ୍ଟେଶନରେ ଗୀତ ଗାଇ ପେଟ ପୋଷୁଥିବା ରାନୁଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳିଯାଇଛି। ସେ ଏବେ...

ମଲାଇକାଙ୍କୁ ଯୌବନ ଚାଲିଯିବା ଭୟ ଘାରିଛି

ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ସେ ଏବେ ହୋମ ଆଇସୋଲେସନରେ ରହିଛନ୍ତି। ଏକୁଟିଆ ଗୋଟିଏ ଘରେ ରହିବା ତାଙ୍କ...

ଓଟିଟିରେ ରିଲିଜ୍ ହେବ ‘ରାମ ସେତୁ’

ମୁମ୍ବାଇ: ବଲିଉଡର ମୋଷ୍ଟ ଆୱେଟେଡ ଫିଲ୍ମ ‘ରାମ ସେତୁ’ ବକ୍ସ ଅଫିସରେ ସେମିତି କିଛି କମଲ ଦେଖାଇ ପାରିଲା ନାହିଁ । ଫିଲ୍ମକୁ ଯେତିକି ଉତ୍ସୁକତାର...

୧୩୪ କୋଟିର ମାଲିକାଣି ହେଲେ ଏହି ଅଭିନେତ୍ରୀ

ବମ୍ବେ: ବଲିଉଡ୍‌ର ଅନ୍ୟତମ ହଟ୍‌ ଏବଂ ଏଭରଗ୍ରୀନ୍‌ ଅଭିନେତ୍ରୀ ହେଲେ ବିଦ୍ୟା ବାଲାନ। ୧୯୭୮ ଜାନୁୟାରୀ ୧ରେ କେରଳରେ ତାଙ୍କର ଜନ୍ମ। ନିଜ ଅଭିନୟ ବଳରେ...

ପୋଲିସର ବଡ଼ ଖୁଲାସା: ଥରେ ନୁହେଁ ଦୁଇଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ସୁଶାନ୍ତ

ବମ୍ବେ: ପ୍ରଥମେ ଧାରାବାହିକରୁ ସଫଳ ନାୟକର ପରିଚୟ ପାଇବା ପରେ ଫିଲ୍ମରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ। ଫିଲ୍ମ...

ଆଲିଆଙ୍କୁ ଝିଅ ଦେଲେ ବିଜ୍‌ନେସ୍‌ ଆଇଡିଆ

ଅଭିନେତ୍ରୀ ଆଲିଆ ଭଟ୍ଟ ମା’ ହେବା ପରେ ଏବେ ଝିଅ ରାହା ସହ ସମୟ ବିତାଉଛନ୍ତି। ନିକଟରେ ସେ ତାଙ୍କ ଝିଅ ସମ୍ବନ୍ଧୀୟ କିଛି ରୋଚକ...

Advertisement
Archives

Model This Week