ଏହି ଅଭିନେତ୍ରୀଙ୍କୁ କୁହାଯାଇଥିଲା ହିରୋଙ୍କ ସହ ଶୋଇବାକୁ , ଆଉ ତା’ ପରେ

ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ କିଛି ନୂଆ ନୁହେଁ। ବିଗତ ଦିନରେ ଅନେକ ନିର୍ମାତାଙ୍କ ଉପରେ ଅଭିନେତ୍ରୀମାନେ ଶୋଷଣ ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ଅଭିନେତ୍ରୀମାନେ ଖୋଲାଖୋଲି ଭାବେ କାଷ୍ଟିଂକାଉଚ ବିଷୟରେ କହି ସମସ୍ତଙ୍କ ସହିତ ସେମାନଙ୍କର ଖରାପ ଅନୁଭୂତି ବାଣ୍ଟୁଛନ୍ତି। ନିକଟରେ ଅଭିନେତ୍ରୀ କିଶ୍ୱର ମର୍ଚାଣ୍ଟ ମଧ୍ୟ ତାଙ୍କର ସମାନ ଅନୁଭୂତି ଲୋକଙ୍କ ସହ ବାଣ୍ଟିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ହଁ ମୁଁ ମଧ୍ୟ ଏହାର ସାମ୍ନା କରିଛି। ଏବଂ ମୋତେ ଜଣେ ହିରୋଙ୍କ ସହିତ ଶୋଇବାକୁ କୁହାଯାଇଥିଲା। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉଭୟ ହିରୋ ଏବଂ ର୍ନିମାତାଙ୍କର ନାମ ବଡ଼ ଥିଲା। ସାକ୍ଷାତକାରରେ ସେ କହିଛନ୍ତି, ‘ଯେତେବେଳେ ମୁଁ ଏକ ମିଟିଂ ପାଇଁ ଯାଇଥିଲି ସେତେବେଳେ ଏହା ମୋ ସହିତ ଘଟିଥିଲା କିନ୍ତୁ ଏହା କେବଳ ଥରେ ଘଟିଥିଲା। ମୋ ମା’ ମୋ ସହିତ ଥିଲେ। ମୋତେ କୁହାଯାଇଥିଲା ଯେ ମୋତେ ହିରୋଙ୍କ ସହିତ ଶୋଇବାକୁ ହେବ। ଭଦ୍ର ଭାବରେ ଅଫରକୁ ପ୍ରତ୍ୟାଖ୍ୟାନ କରି ଚାଲିଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କ କୋଭିଡ୍‌ ପୋଷ୍ଟ ଡିଲିଟ୍‌ କଲା ଇନ୍‌ଷ୍ଟାଗ୍ରାମ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ କିଛି ନା କିଛି କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।...

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ

କଟକ ଅଫିସ,୧୪ା୭(ବ୍ୟୁରୋ): ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି କଟକସ୍ଥିତ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ଏମ୍‌ପି ଅନୁଭବ ମହାନ୍ତି ଏବଂ ସ୍ତ୍ରୀ ବର୍ଷାଙ୍କ ବିବାଦକୁ ନେଇ...

ଘୋଡ଼ାକୁ ଆଲିଙ୍ଗନ କଲେ ସଲମାନ, ଲେଖିଲେ ଏମିତି…

ମୁମ୍ବାଇ: ବିଗ୍‌ ବସ୍‌ ସିଜନ-୧୫କୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତା ସଲମାନ ଖାନ ସୋସିଆଲ ମିଡିଆରେ ଏକ ନୂଆ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ...

ଫିଟ୍‌ନେସ୍‌ ପାଇଁ ଏବେ ପୋଲ୍‌ ଡ୍ୟାନ୍ସ ଶିଖୁଛନ୍ତି ଅକ୍ଷୟ

ଖୀଲାଡି କିଙ୍ଗ୍‌ ଅକ୍ଷୟ କୁମାର ନିଜ ଫିଟ୍‌ନେସ୍‌କୁ ନେଇ ସବୁବେଳେ ସଚେତନ। ସୁସ୍ଥ ରହିବା ପାଇଁ ସର୍ବଦା ସେ ନୂଆ ନୂଆ ଶୈଳୀ ଆପଣାଇ ଥାନ୍ତି।...

ସ୍ତ୍ରୀଙ୍କୁ ସଫଳତାର ଶ୍ରେୟ ଦେଉଥିଲେ କେକେ

ମୁମ୍ବାଇ: ପ୍ରସିଦ୍ଧ ଗାୟକ କୃଷ୍ଣକୁମାର କୁନ୍ନଥ, ଯିଏ କି କେକେ ଭାବରେ ଜଣାଶୁଣା। ୩୧ ମେ’  ତାଙ୍କର ଦେହାନ୍ତ ହୋଇଛି। କୋଲକାତାରେ ଲାଇଭ କନ୍‌ସର୍ଟ ସମୟରେ...

ଆସିଲା ‘ବଚ୍ଚନ ପାଣ୍ଡେ’ ମୁଭିର ନୂଆ ଗୀତର ଟିଜର

ମୁମ୍ବାଇ: ଇଭିଲ ସଙ୍ଗ ‘ମାର ଖାଏଗା’ରେ ଦର୍ଶକଙ୍କ ସାମ୍ନାରେ ହିରୋ ଅକ୍ଷୟ କୁମାରଙ୍କୁ ‘ବଚ୍ଚନ ପାଣ୍ଡେ’ ଭୂମିକାରେ ଉପସ୍ଥାପନ କରାଯିବା ପରେ ନିର୍ମାତା ଏବେ ସାଜିଦ...

ତିନ୍‌ ତଲାକ୍‌ ଜାଲରେ ଫଶିଥିଲେ ‘ଟ୍ରାଜେଡି କୁଇନ୍‌’

ବଲିଉଡର ଟ୍ରାଜେଡି କୁଇନ୍‌ ମୀନା କୁମାରୀଙ୍କ ଆଜି ୮୬ତମ ଜନ୍ମଦିନ। ସାହେବ ବିବି ଔର ଗୁଲାମର ଛୋଟି ବହୁ ଚରିତ୍ର, ପାକିଜାର ମାହଜବିନ ବା ମେରେ...

ମିଷ୍ଟର ଇଣ୍ଡିଆ-୨ରେ ରଣବୀର ସିଂ

ବଲିଉଡ୍‌ର ଲୋକପ୍ରିୟ ଚଳଚ୍ଚିତ୍ର ‘ମିଷ୍ଟର ଇଣ୍ଡିଆ’ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି। ‘ଟାଇଗର ଜିନ୍ଦା ହୈ’ ଭଳି ଫିଲ୍ମ ନିର୍ମାଣ କରିଥିବା ଅଲ୍ଲୀ ଅବାସ ଜାଫରଙ୍କ...

Advertisement
Archives

Model This Week