ଆଉନାହାନ୍ତି ମାରୁତିରାଓ କାଲେ
‘ସୌଦାଗର’ ‘ଡିସ୍କୋ ଡ୍ୟାନ୍ସର’ ଭଳି ସୁପର୍ହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶକ ମାରୁତିରାଓ କାଲେଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ମାରୁତିରାଓ ୧୦୦ରୁ ଅଧିକ ଚଳଚ୍ଚିତ୍ର ପାଇଁ କାର୍ଯ୍ୟ କରିଥିଲେ। ସେ…
ସୋନୁ ସୁଦଙ୍କୁ ପ୍ରଧାନମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ
ବଲିଉଡ ଅଭିନେତା ସୋନୁ ସୁଦ କରୋନା ମହାମାରୀ ସମୟରେ ନିଃସ୍ବାର୍ଥପର ଭାବରେ ଲୋକଙ୍କ ସେବା କରୁଛନ୍ତି। ତାଙ୍କୁ ସାରା ଦେଶରେ ପ୍ରଶଂସା କରାଯାଉଛି। ବଲିଉଡ୍ ଅଭିନେତ୍ରୀ ମାନେ ମଧ୍ୟ ତାଙ୍କୁ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଅଭିନେତ୍ରୀ ହୁମା କୁରେଶୀ କହିଛନ୍ତି ଯେ,…
କୋଦାଳ ଧରି ମାଟି ହାଣୁଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିକଟରେ ସେ ନିଜ ଇନଷ୍ଟାଗ୍ରାମରେ କିଛି ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ରବିନା ତାଙ୍କ ଗାଁ ଫାର୍ମରେ ଏକ କୋଦାଳ ଧରି ମାଟି ହାଣୁଥିବା ନଜର ଆସିଛନ୍ତି। ଭିଡିଓ ଭାଇରାଲ…
ପାରିବାରିକ ହିଂସା ମାମଲାରେ କରନଙ୍କୁ ମିଳିଲା ଜାମିନ
ମୁମ୍ବାଇ,୧।୬: ଅନେକ ଟିଭି ସିରିୟଲ୍ରେ କାମ କରି ବେଶ୍ ଲୋକପ୍ରିୟତା ହାସଲ କରିଥିବା ଅଭିନେତା କରନ ମେହେରାଙ୍କୁ ପାରିବାରିକ ହିଂସା ମାମଲାରେ ଜାମିନ ମିଳିଛି। ସୋମବାର କରନ ତାଙ୍କ ପତ୍ନୀ ନିଶା ରାଓ୍ବଲଙ୍କ ସହ ଘରୋଇ ହିଂସା ଘଟାଇଥିବା ଅଭିଯୋଗରେ ମୁମ୍ବାଇ…
ପ୍ରେମିକାଙ୍କ ବିବାହ ଖବର ଶୁଣି ସିଗାରେଟ୍ ଲଗାଇ ହାତ ପୋଡି ଦେଇଥିଲେ ଏହି ପ୍ରସିଦ୍ଧ ଅଭିନେତା
ହିନ୍ଦୀ ସିନେମାର ଜଣେ ମହାନ ଅଭିନେତ୍ରୀ ଥିଲେ ନର୍ଗିସ ଦତ୍ତ। ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଥିଲେ। ତାଙ୍କର ପ୍ରକୃତ ନାମ ଥିଲା ଫାତିମା ରସିଦ। ଜୁନ ୧, ୧୯୨୯ରେ ଜନ୍ମ ହୋଇଥିବା ନର୍ଗିସ ପାଞ୍ଚ ବର୍ଷ ବୟସରେ ଶିଶୁ…
ହାତକୁ ଦି’ ହାତ ହେଲେ ଏହି ଅଭିନେତ୍ରୀ
ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ଲକ୍ଡାଉନ୍ ସମୟରେ ବିବାହ କରିଛନ୍ତି। ଏବେ ଏହି କ୍ରମରେ ସାମିଲ ହୋଇଛନ୍ତି ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ଅଭିନେତ୍ରୀ ପ୍ରଣିଥା ସୁଭାଷ। ପ୍ରଣିଥା ବିବାହ ଫଟୋ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଶେୟାର କରି ଏନେଇ ସୂଚନା…
ସ୍ତ୍ରୀଙ୍କୁ ମାରପିଟ୍ କରି ଗିରଫ ହେଲେ ଏହି ଅଭିନେତା
ଅନେକ ଦିନ ଧରି ଅଭିନେତା କରଣ ମେହେରା ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ନିଶା ରାୱଲଙ୍କ ମଧ୍ୟରେ ମତଭେଦ ଥିବା ଖବର ଆସିଥିଲା। ଏବେ ନିଶାଙ୍କ ସହ ପାରିବାରିକ ହିଂସା ଘଟାଇବା ଅଭିଯୋଗରେ କରଣ ମେହେରାଙ୍କୁ ମୁମ୍ବାଇ ପୋଲିସ ଗିରଫ…
୫-ଜି ବିରୋଧରେ ଜୁହି
ଟେଲିକମ୍ୟୁନିକେଶନ ଇଣ୍ଡଷ୍ଟ୍ରିଗୁଡ଼ିକ ୫-ଜି ଟେକ୍ନୋଲୋଜି ଆଣିବା ଦୌଡ଼ରେ ସାମିଲ ହୋଇଥିବାବେଳେ ଭାରତରେ ଏହି ନେଟ୍ଓ୍ବର୍କ ବ୍ୟବସ୍ଥା ବିରୋଧରେ ବାହାରିଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ପରିବେଶ କର୍ମୀ ଜୁହି ଚାଓ୍ବଲା। ଏ ନେଇ ସେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ସେ କହିଛନ୍ତି,…
ଯେଉଁ ମାଗାଜିନ୍ ସୋନୁଙ୍କୁ କରିଥିଲା ରିଜେକ୍ଟ: ଆଜି ତାହାର କଭର ପେଜ୍ରେ ଅଭିନେତାଙ୍କ ଫଟୋ
‘ରିଅଲ ଲାଇଫ ହିରୋ’, ‘ଗଡ ଅଫ ଆର୍ଥ’ ଆଜିକାଲି ଲୋକମାନେ ଏହି ନାମରେ ଅଭିନେତା ସୋନୁ ସୁଦଙ୍କୁ ଜାଣିଛନ୍ତି। ସୋନୁ ୨୦୨୦ କରୋନା ସମୟରେ ଲୋକମାନଙ୍କୁ ସାହାଯ୍ୟର ହାତ ବଢ଼ାଇବା ସହ ତାଙ୍କୁ ଘରେ ପହଞ୍ଚାଇଥିଲେ। ଆଜି ବି ଲୋକେ ତାଙ୍କୁ…
ବିବାହ ପରେ ଭୁଲ ମାଗିଲେ ଟଲିଉଡ୍ ସୁନ୍ଦରୀ
ନୂଆଦିଲ୍ଲୀ, ୩୧।୫: କନ୍ନଡ଼, ତାମିଲ ଓ ତେଲୁଗୁ ଫିଲ୍ମର ଜଣାଶୁଣା ଚେହେରା ପ୍ରଣିଥା ସୁଭାଷ। ଏହି ୨୮ ବର୍ଷୀୟା ସୁନ୍ଦରୀ ରବିବାର ବେଙ୍ଗାଲୁରୁଠାରେ ବ୍ୟବସାୟୀ ନୀତିନ ରାଜୁଙ୍କ ହାତ ଧରିଛନ୍ତି। ଏହି ବିବାହ ଉତ୍ସବକୁ କୋଭିଡ୍-୧୯ କାରଣରୁ ପୂରା ପ୍ରାଇଭେଟ ରଖାଯାଇଥିଲା।…
‘ଶେରନୀ’ ଅବତାରରେ ବିଦ୍ୟା
ମୁମ୍ବାଇ: ବଲିଉଡ୍ ଡାର୍ଟି ଗର୍ଲ ବିଦ୍ୟା ବାଲାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଶେରନୀ’ର ଅଫିସିଆଲ ଟିଜର ରିଲିଜ୍ ହୋଇଛି। ୨୦ ସେକେଣ୍ଡର ଥିବା ଏହି ଟିଜରରେ ବିଦ୍ୟାଙ୍କ ଦମ୍ଦାର ଲୁକ୍ ସହ ସେ ଏକ ଘଞ୍ଚ ଜଙ୍ଗଲରେ ଥିବା ଦେଖିବାକୁ ମିଳିଛି।…
ରଣବୀରଙ୍କୁ ଐଶ୍ୱର୍ଯ୍ୟାଙ୍କ ଝିଅ ଜାବୁଡ଼ି ଧରିବାରୁ ଏମିତି ଥିଲା ଅଭିଷେକଙ୍କ ପ୍ରତିକ୍ରିୟା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ରଣବୀର କପୁର ଦୀର୍ଘଦନ ଦିନ ଧରି ଭଲ ବନ୍ଧୁ ଥିଲେ। ଦୁଇଜଣ ମିଶି କରଣ ଜୋହରଙ୍କ ଫିଲ୍ମ ‘ୟେ ଦିଲ୍ ହୈ ମୁସ୍କିଲ’ରେ ଅଭିନୟ ବି କରିଥିଲେ। ପ୍ରଶଂସକମାନେ ଦୁହିଁଙ୍କ ଯୋଡ଼ିକୁ…

