ଜାଣନ୍ତୁ ଫିଲ୍ମ ଜଗତରେ କିପରି ପ୍ରବେଶ କରିଥିଲେ ଭାଇଜାନ: ଜୁହିଙ୍କୁ ନେଇ ମନରେ…
ବଲିଉଡ୍ର ସୁପରଷ୍ଟାର ଭାଇଜାନ୍ ସଲମାନ ଖାଁ ଙ୍କ ଫିଲ୍ମ ଜଗତକୁ ଏଣ୍ଟ୍ରି ସମୟରେ ଅନେକ ରୋଚକ କାହାଣୀ ରହିଛି। ସଲମାନ ଫିଲ୍ମ ‘ବିବିି ହୈ ତୋ ଏସି’ରେ ବଲିଉଡରେ ପାଦ ଦେଇଥିଲେ। ସଲମାନଙ୍କ ଚୟନର କାହାଣୀ ମଧ୍ୟ ବହୁତ ଆକର୍ଷଣୀୟ। ଏହି…
ପରିବେଶ ସୁରକ୍ଷାରେ ଶ୍ରୁତି
ଅଭିନେତ୍ରୀ ଶ୍ରୁତି ହାସନ ବିଶ୍ୱ ଜୁନୋସେସ୍ ଦିବସ ଅବସରରେ ଓ୍ବାଲର୍ଡ ଓ୍ବାଇଡ୍ ଫଣ୍ଡ(ଡବ୍ଲ୍ୟୁଡବ୍ଲ୍ୟୁଏଫ୍)ର ଭାରତୀୟ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି। ପରିବେଶ ସଂରକ୍ଷଣ କଥା ସର୍ବଦା ଆମ ଭିତରେ ରହିବା ଉଚିତ। ପୃଥିବୀର ସୁରକ୍ଷା ସହ ଆମ ସୁରକ୍ଷା ଜଡ଼ିତ। ଡବ୍ଲ୍ୟୁଡବ୍ଲ୍ୟୁଏଫ୍ର…
ଚାଲିଗଲେ ଟ୍ରାଜେଡି କିଙ୍ଗ୍
ବଲିଉଡର ଭେଟେରାନ ଅଭିନେତା ଦିଲୀପ କୁମାରଙ୍କ ବୁଧବାର ସକାଳୁ ଦେହାନ୍ତ ହୋଇଛି। ସେ ଗତ କିଛି ଦିନ ହେବ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ୯୮ ବର୍ଷ ବୟସରେ ସେ ଦୁନିଆକୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି। କିଛି ଦିନ ପୂର୍ବରୁ…
୩ ବିଳାସପୂର୍ଣ୍ଣ ଘର, ୯ କୋଟିର କାର୍ର ମାଲିକ ହେଉଛନ୍ତି ଏହି ଅଭିନେତା; ୬୮ ଲକ୍ଷ ଟଙ୍କାର ରଖିଛନ୍ତି କେବଳ ଜୋତା
ବମ୍ବେ: ବଲିଉଡ୍ରେ ବିଟ୍ଟୁ ଏବଂ ରେମ୍ବୋ ନାମରେ ଖ୍ୟାତ ରଣବୀର ସିଂହଙ୍କ ଆଜି ହେଉଛି ‘ହାପି ବର୍ଥ ଡେ’। ନିଜର ଫ୍ୟାଶନ ସେନ୍ସକୁ ନେଇ ସର୍ବଦା ସମାଲୋଚିତ ହୋଇଥାନ୍ତି ସେ। ହେଲେ ନିଜର ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିବାର କ୍ଷମତା ଅଛି…
ହାତକୁ ଦୁଇ ହାତ ହେବେ ଟେଲି ଦୁନିଆର ଏହି ଲୋକପ୍ରିୟ ଯୋଡ଼ି; ଧାର୍ଯ୍ୟ ହେଲା ତାରିଖ, ଭାଇରାଲ ହେଉଛି…
ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବିଗ୍ବସ୍ ଫେମ୍ ଗାୟକ ରାହୁଲ ବୈଦ୍ୟ। ଟେଲିଭିଜନ ଅଭିନେତ୍ରୀ ଦିଶା ପରମାରଙ୍କ ହାତ ଧରିବେ ସେ। ଏବେ ଉଭୟଙ୍କ ବିବାହ ତାରିଖ ଫାଇନାଲ ହୋଇଛି। ଉଭୟ ନିଜର ସୋସିଆଲ ଆକାଉଣ୍ଟରେ ପ୍ରଶଂସକଙ୍କ ସହ…
ଲଣ୍ଡନରେ ଘର ପୋଛୁଛନ୍ତି ସୋନମ!
ମୁମ୍ବାଇ: ବଲିଉଡ୍ ନାୟିକା ସୋନମ କପୁର ଆଜିକାଲି ଲଣ୍ଡନରେ ରହୁଛନ୍ତି । ୨୦୧୮ରେ ସେ ଆନନ୍ଦ ଆହୁଜାଙ୍କୁ ବିବାହ କରିବା ପରେ ଲଣ୍ଡନ ସିପ୍ଟ ହୋଇ ଯାଇଛନ୍ତି । ଏବେ ସେ କେବେ କେବେ ମୁମ୍ବାଇ ଆସନ୍ତି ହେଲେ ଅଧିକାଂଶ ସମୟ…
ମିଠା ଖାଇବାକୁ ପସନ୍ଦ କରନ୍ତି ଗୌହର, ଫିଟନେସ୍ରେ ବି ଖୁବ୍ ଆଗରେ
ମୁମ୍ବାଇ: ବଲିଉଡ୍ ଦୁନିଆରେ ନିଜର କିଛି ଭିନ୍ନ ପରିଚୟ ସୃଷ୍ଟି ନ କରି ପାରିଲେବି ନିଜ ପର୍ସନାଲ ଲାଇଫ୍ ଓ ଫିଟନେସ୍ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହିଥାଆନ୍ତି ଅଭିନେତ୍ରୀ ଗୌହର ଖାଁ । ତାଙ୍କ ଫିଟନେସକୁ ନେଇ ଅନେକ ପ୍ରଶ୍ନ କରନ୍ତି…
ନିଶାସକ୍ତ ଅବସ୍ଥାରେ ଯେତେବେଳେ ସେଟ୍ରେ ପହଞ୍ଚିଥିଲେ ସଞ୍ଜୟ ଦତ୍ତ: ଶ୍ରୀଙ୍କ ଥିଲା ଏଭଳି ପ୍ରତିକ୍ରିୟା…
ମୁମ୍ବାଇ: ଭେଟେରାନ ଅଭିନେତ୍ରୀ ଶ୍ରୀଦେବୀ ବଲିଉଡ୍ର ପ୍ରଥମ ମହିଳା ସୁପରଷ୍ଟାର ଭାବେ ବେଶ୍ ଜଣାଶୁଣା। ଶ୍ରୀ ତାଙ୍କ କ୍ୟାରିୟରରେ ୩୦୦ରୁ ଊର୍ଦ୍ଧ୍ୱ ଫିଲ୍ମ କରି ବେଶ୍ ଲୋକପ୍ରିୟତା ହାସଲ କରିପାରିଛନ୍ତି। କେବଳ ସେତିକି ନୁହେଁ ଶ୍ରୀ ଅନେକ ସୁପରଷ୍ଟାର ଅଭିନେତାଙ୍କ ବିପକ୍ଷରେ…
ବିବାହ ଦିନ ଐଶ୍ୱର୍ଯ୍ୟାଙ୍କୁ ଏତିକି ଟଙ୍କା ମୂଲ୍ୟର ମଙ୍ଗଳସୁତ୍ର ପିନ୍ଧାଇଥିଲେ ଅଭିଷେକ
ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କୁ ବଲିଉଡର ଏକ ସୁନ୍ଦର ଦମ୍ପତି ଭାବରେ ବିବେଚନା କରାଯାଏ। ଶତାବ୍ଦୀର ମେଗାଷ୍ଟାର ଅମିତାଭ ବଚ୍ଚନ-ଅଭିନେତ୍ରୀ ଜୟା ବଚ୍ଚନଙ୍କ ପୁଅ ଅଭିଷେକ ୧୪ ବର୍ଷ ପୂର୍ବେ ଅର୍ଥାତ୍ ୨୦୦୭ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ। ବିବାହ…
ବିରୁଷ୍କାଙ୍କ ଥ୍ରୋ ବ୍ୟାକ୍ ଫଟୋ ଭାଇରାଲ
ମୁମ୍ବାଇ,୬।୭: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ସ୍ବାମୀ ତଥା ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍। ପ୍ରାୟ ସମୟରେ ନିଜ କାର୍ଯ୍ୟକଳାପକୁ ନେଇ ଦୁହେଁ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ମସ୍ତିମଜାକର ଫଟୋ ଓ ଭିଡିଓ…
ଚୁମ୍ବନ ସିନ୍ ଯୋଗୁ ଚର୍ଚ୍ଚାରେ ଥିଲେ ଏହି ହିଟ୍ ଯୋଡି: କଟ୍ କହିବା ପରେ ମଧ୍ୟ..
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ଇଣ୍ଡଷ୍ଟ୍ରିର ସବୁଠାରୁ ହିଟ୍ କପଲ୍ ଭାବେ ଜଣାଶୁଣା। ଅଫସ୍କ୍ରିନ ହେଉ କିମ୍ବା ଅନସ୍କ୍ରିନ ହେଉ, ଦୁହେଁ ପ୍ରାୟତଃ ପରସ୍ପରକୁ ସମ୍ମାନ ଦେଉଥିବା ଦେଖାଯାଏ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସଞ୍ଜୟ ଲୀଲା…
୬୮ ଲକ୍ଷ ଟଙ୍କାର ଜୋତା ପିନ୍ଧନ୍ତି ଏହି ଅଭିନେତା
ବଲିଉଡ୍ର ସବୁଠୁ ପ୍ରତିଭାସମ୍ପନ୍ନ କଳାକାର ମଧ୍ୟରୁ ଅନ୍ୟତମ ରଣବୀର ସିଂ ଆଜି ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ବିଭିନ୍ନ ଆଡୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। ବଲିଉଡ୍ର ଆଗଧାଡିର ନାୟକ ରଣବୀର ଫିଲ୍ମ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ…

