କାହା ସହ ଟାଇମ୍ ପାସ୍ କରିବାକୁ ଚାହୁଁନାହିଁ, କହିଲେ ଏହି ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ହସିନ ଦିଲ୍ରୁବା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ତାପସୀ ଏବେ ତାଙ୍କ ବିବାହ ଏବଂ ଜୀବନସାଥୀ ବିଷୟରେ ଖୁଲାସା କରିଛନ୍ତି। ମୁଁ ଏପରି ବ୍ୟକ୍ତିଙ୍କୁ ବିବାହ କରିବି ନାହିଁ, ଯାହାଙ୍କ ସହ…
ଅଭିନେତ୍ରୀଙ୍କୁ ୩ ବର୍ଷ ଜେଲ୍: ମହିଳାଙ୍କୁ ଏହି କାମ ପାଇଁ ପକାଉଥିଲେ ଚାପ
ଆମେରିକାର ପ୍ରସିଦ୍ଧ ଅଭିନେତ୍ରୀ ଆଲିସନ ମ୍ୟାକଙ୍କୁ ତିନି ବର୍ଷ ଜେଲ୍ ହୋଇଛି। ଝିଅମାନଙ୍କୁ ଜବରଦସ୍ତ ଯୌନ ସମ୍ପର୍କ ରଖିବାକୁ ଚାପ ପକାଉଥିବା ଆଲିସାନଙ୍କ ନାଁରେ ଅଭିଯୋଗ ହୋଇଥିଲା। ବ୍ରୁକଲିନ୍ର ଫେଡେରାଲ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ସେପ୍ଟେମ୍ବର ୨୯ରୁ ତାଙ୍କ…
ମା’ଙ୍କୁ କନ୍ଦାଇଲେ କାଜୋଲ
ବିଗତ ଦିନର ପ୍ରସିଦ୍ଧ ଅଭିନେତ୍ରୀ ତଥା କାଜୋଲଙ୍କ ମା’ ତନୁଜା ନିକଟରେ ଭାବପ୍ରବଣ ହୋଇପଡିଛନ୍ତି। ଝିଅ କାଜୋଲଙ୍କ କଥା ଶୁଣି ତନୁଜାଙ୍କ ଆଖିରେ ଲୁହ ଆସିଯାଇଛି। ତନୁଜା ଏହି ସପ୍ତାହରେ ସୁପର ଡ୍ୟାନ୍ସର ଅଧ୍ୟାୟ ୩ ମୁଖ୍ୟ ଅତିଥି ଭାବରେ ଆସୁଛନ୍ତି।…
୧୨ ବର୍ଷ ସାନ ଯୁବତୀଙ୍କୁ ବିବାହ କରିଥିଲେ ଶାହିଦ୍ କପୁର: ହାତଗଣ୍ଠି ପୂର୍ବରୁ ସ୍ତ୍ରୀ ରଖିଥିଲେ ଏମିତି ସର୍ତ୍ତ
ବଲିଉଡ୍ ଅଭିନେତା ଶାହିଦ କପୁର ଏବଂ ମୀରା ରାଜପୁତଙ୍କ ବିବାହକୁ ଆଜି ୬ ବର୍ଷ ପୂରଣ ହୋଇଛି। ଶାହିଦ ୨୦୧୫ ମସିହାରେ ଦିଲ୍ଲୀ ଝିଅ ମୀରଙ୍କୁ ବିବାହ କରିଥିଲେ। ଏହି ବିବାହ ଦ୍ୱାରା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଶାହିଦ୍ ପ୍ରେମ…
ପ୍ରତିଯୋଗିତା ବିହୀନ ଇଣ୍ଡଷ୍ଟ୍ରୀ ନାହିଁ
ନୂଆଦିଲ୍ଲୀ: ଏମିତି କୌଣସି ଇଣ୍ଡଷ୍ଟ୍ରୀ ନାହିଁ ଯେଉଁଠି ପ୍ରତିଯୋଗିତା ନାହିଁ। ଏଥିଯୋଗୁ ବହୁତ ଚାପଗ୍ରସ୍ତ ଅଛି ବୋଲି କହିଛନ୍ତି ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ। ବଲିଉଡ୍ରେ ଜୀବନ କେତେ ଦ୍ରୁତଗାମୀ ଏବଂ କିପରି ଏହା ସମାଲୋଚନାରେ ଭରପୂର ସେ ଉପରେ ନିଜ…
ଏକଦା ପ୍ରେମିକାଙ୍କ ପାଇଁ ସୁନିଲ ସେଟ୍ଟୀଙ୍କୁ ହାତ ଯୋଡ଼ି କ୍ଷମା ମାଗିଥିଲେ ସଲମାନ୍; ଜାଣନ୍ତୁ ପୁରା ଘଟଣା
ବମ୍ବେ: ବଲିଉଡ୍ ଅଭିନେତା ସୁନିଲ ସେଟ୍ଟୀଙ୍କୁ ଇଣ୍ଡଷ୍ଟ୍ରୀର ଅନ୍ନା ବୋଲି କୁହାଯାଏ। ହେଲେ ଯଦି ତାଙ୍କର ବିତୃଷ୍ଣା ଭାବ ଆସେ ତେବେ ସେ କାହା ସହ କଥା ହୁଅନ୍ତି ନାହିଁ। ସୁପରଷ୍ଟାର ସଲମାନଙ୍କ ସହ ତାଙ୍କ ସମ୍ପର୍କ ବେଶ୍ ଭଲ। ହେଲେ…
ଦିଲୀପ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, କହିଲେ…
ଇସ୍ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ଟୁଇଟର୍ରେ ଏକ ପୋଷ୍ଟ କରି ଭେଟେରାନ ଅଭିନେତା ଦିଲୀପ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ବୁଧବାର ସକାଳେ ଦିଲୀପଙ୍କ ପରଲୋକ ଘଟିଛି।…
ସାନ ଭଉଣୀକୁ ଛାଡ଼ି ଚାଲିଗଲେ ୟୁସୁଫ ଭାଇ
ମୁମ୍ବାଇ: ବଲିଉଡ୍ରେ ଟ୍ରାଜେଡି କିଙ୍ଗ୍ ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ଦିଲ୍ଲୀପ କୁମାରଙ୍କ ୯୮ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ବିୟୋଗ ପରେ ହିନ୍ଦୀ ସିନେମାର ଏକ ଯୁଗର ଅବସାନ ଘଟିଛି। ବୁଧବାର ସକାଳ ସାଢ଼େ ୭ଟାରେ ମୁମ୍ବାଇର ହିନ୍ଦୁଜା…
ଏହି ଅଭିନେତ୍ରୀଙ୍କୁ ଶୁଟିଂ ଶେଟ୍ରେ ଶକ୍ତ ଚାପୁଡ଼ା ମାରିଥିଲେ ଦିଲୀପ କୁମାର, ଉଡ଼ିଯାଇଥିଲା ହୋସ୍
ମୁମ୍ବାଇ: ଏକଦା ‘ଟ୍ରାଜେଡି କିଙ୍ଗ୍’ ତଥା ଅଭିନେତା ଦିଲୀପ କୁମାର ଏବଂ ଅଭିନେତ୍ରୀ ମଧୁବାଲାଙ୍କ ଯୋଡ଼ିକୁ ଦର୍ଶକେ ଖୁବ୍ ପସନ୍ଦ କରୁଥିଲେ। ଥରେ ମଧୁବାଲାଙ୍କୁ ଦିଲୀପ କୁମାର ଖୁବ୍ ଜୋର୍ରେ ଏକ ଚାପୁଡ଼ା ମାରିଥିଲେ। ହୋସ୍ ଆସିବାକୁ ମଧୁବାଲାଙ୍କୁ ଗୋଟିଏ ଘଣ୍ଟା…
ଆଜ୍ ପୁରାନି ରାହୋ ସେ କୋଇ ମୁଝେ ଆଓ୍ବାଜ ନା ଦେ…
ମୁମ୍ବାଇ: ବଲିଉଡ୍ର ଟ୍ରାଜେଡି କିଙ୍ଗ୍ ଭାବେ ପରିଚିତି ହାସଲ କରିଥିବା ପ୍ରଥମ ସୁପରଷ୍ଟାର୍ ଦିଲ୍ଲୀପ୍ କୁମାରଙ୍କ ପରଲୋକ ଘଟିଛି। ତେବେ ତାଙ୍କର ଦୀର୍ଘ ୬୫ ବର୍ଷର ଅଭିନୟ ସବୁବେଳ ପାଇଁ ସ୍ମୃତି ହୋଇ ରହିଯାଇଛି। ଦିଲ୍ଲୀପ୍ଙ୍କ ପ୍ରକୃତ ନାମ ମହମ୍ମଦ୍ ୟୁସୁଫ୍…
ବାଜପେୟୀଙ୍କ ମନ ଦୁଃଖ ଥିବା ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କ୍ଲାସ୍ ନେଇଥିଲେ ଏହ ପ୍ରସିଦ୍ଧ ଅଭିନେତା
ହିନ୍ଦୀ ସିନେମାର ମହାନ କଳାକାର ଦିଲୀପ କୁମାରଙ୍କ ୯୮ ବର୍ଷରେ ପରଲୋକ ଘଟିଛି। ପାକିସ୍ତାନରେ ଜନ୍ମଗ୍ରହଣ କରିଥିବା ଦିଲୀପ କୁମାରଙ୍କୁ କେବଳ ଭାରତରେ ନୁହେଁ, ପାକିସ୍ତାନରେ ପ୍ରସିଦ୍ଧ ଥିଲେ। ସେ ଉଭୟ ଦେଶର ସମ୍ପର୍କ ଉପରେ ନଜର ରଖିଥିଲେ। ଥରେ ପୂର୍ବତନ…
୨୨ ବର୍ଷ ସାନ ଅଭିନେତ୍ରୀଙ୍କୁ ମନ ଦେଇ ବସିଥିଲେ ଏହି ପ୍ରସିଦ୍ଧ ଅଭିନେତା
ହିନ୍ଦୀ ସିନେମା ପ୍ରସିଦ୍ଧ ଅଭିନେତା ଦିଲୀପ କୁମାରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ଗତ ମାସରୁ ସେ ଶ୍ୱାସକ୍ରିୟା ନେବାରେ ଅସୁବିଧା ଅନୁଭବ କରୁଥିଲେ। ଏହି କାରଣରୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…

