ମନୋରଞ୍ଜନ

ଏକଦା ବିପାଶାଙ୍କୁ ‘କଳା ବିରାଡ଼ି’ କହିଥିଲେ କରିନା, ରାଗରେ ମାରିଦେଇଥିଲେ ଚାପୁଡ଼ା; ଆଉ ତା’ ପରେ…

ବମ୍ବେ: ପୁଣି ଥରେ ମା’ ହୋଇଥିବା ବେବୋଙ୍କ ଅତୀତ ବେଶ୍‌ ବିବାଦୀୟ। ଏକଦା ବ୍ଲାକ୍‌ ବିଉଟି ବିପାଶାଙ୍କ ସହ ତାଙ୍କର ଜୋରଦାର ଝଗଡ଼ା ହୋଇଥିଲା। କଥା ଏତେ ବଢ଼ିଥିଲା ଯେ, କରିନା ବିପାଶାଙ୍କୁ ଚାପୁଡ଼ା ମାରି ‘କଳା ବିରାଡ଼ି’ ବୋଲି କହିଥିଲେ।…

ସୁଶାନ୍ତ ସିଂ ରାଜପୁତଙ୍କ ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ ଭାବପ୍ରବଣ ହେଲେ ଅଙ୍କିତା

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଅଙ୍କିତା ସୁଶାନ୍ତଙ୍କ ପ୍ରତି ତାଙ୍କ ପ୍ରେମ ବ୍ୟକ୍ତ କରିବାରେ କେବେ ପଛେଇ ନାହାନ୍ତି। ତେବେ ପ୍ରେମର କିଛି ବର୍ଷ ପରେ ଏହି ଲଭ…

ପ୍ରେମିକଙ୍କ ସହ ନିର୍ବନ୍ଧ ଭାଙ୍ଗିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ବମ୍ବେ: ପ୍ରେମିକଙ୍କ ସହ ସମ୍ପର୍କ ଛିନ୍ନ କରିଛନ୍ତି ଅଭିନେତ୍ରୀ ଲୀନା ଜୁମାନି। ଏକତା କପୁରଙ୍କ ଧାରାବାହିକ କୁମ୍‌କୁମ୍‌ ଭାଗ୍ୟରେ ତନୁଶ୍ରୀ ଭୂମିକାରେ ନଜର ଆସୁଥିବା ଲୀନା ଦୀର୍ଘ ଦିନରୁ ୟୁକେର ଜଣେ ବ୍ୟବସାୟୀ ରାହୁଲ ସଚଦେବାଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଥିଲା। ୨୦୧୪ରେ…

ଗର୍ଲଫ୍ରେଣ୍ଡ ମୋତେ ହୃଦୟରୁ ଜାଣିଛନ୍ତି କହିଲେ ଏହି ଅଭିନେତା

ମୁମ୍ବାଇ,୨ା୬: ଅର୍ଜୁନ କପୁର ଏବଂ ମଲାଇକା ଆରୋରା ସେମାନଙ୍କ ରୋମାନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଦୁଇଜଣ ଦୀର୍ଘଦିନ ଧରି ଡେଟ୍‌ରେ ରହି ଆସୁଛନ୍ତି। ଏକ ସାକ୍ଷାତକାରରେ ଅର୍ଜୁନଙ୍କୁ ଯେତେବେଳେ ହୋଷ୍ଟ ସିଦ୍ଧାର୍ଥ କନ୍ନନ ପଚାରିଲେ ଏମିତି ଜଣେ ବ୍ୟକ୍ତିଙ୍କ ନାଁ…

ସଞ୍ଜୟ ସବୁବେଳେ ନିଜ ରୁମ୍‌ରେ ରହୁଥିବାରୁ, ନର୍ଗିସ କହିଥିଲେ ଏଭଳି

ମୁମ୍ବାଇ: ହିନ୍ଦି ସିନେମା ଚଳଚ୍ଚିତ୍ର ଜଗତରେ ଅଭିନେତ୍ରୀ ନର୍ଗିସ ଦତ୍ତ ହେଉଛନ୍ତି ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ। ଖୁବ୍‌ କମ୍‌ ବୟସରେ ସେ ଶିଶୁ କଳାକାର ଭାବେ ଅଭିନୟ କ୍ଷେତ୍ରରେ ଡେବ୍ୟୁ କରିଥିଲେ। ସେ ଆଜି ଏହି ଦୁନିଆରେ ନାହାନ୍ତି ସତ,…

ପ୍ରେମିକାଙ୍କ ସହ ବୁଲୁଥିଲେ ଟାଇଗର୍‌: ଗାଡି ରୋକିଲା ପୋଲିସ

ବଲିଉଡ ଅଭିନେତା ଟାଇଗର ଶ୍ରଫ୍‌ ନିକଟରେ ନିଜ ଗର୍ଲଫ୍ରେଣ୍ଡ ଦିଶା ପଟାନୀଙ୍କ ସହ ମୁମ୍ବାଇ ରାସ୍ତାରେ କାର୍‌ରେ ବୁଲୁଥିବାର ନଜର ଆସିଥିଲେ। ଏହି ସମୟରେ ପୋଲିସ ତାଙ୍କୁ ଅଟକାଇଥିଲା। ଦିଶା ଏବଂ ଟାଇଗର ଜିମରୁ ଫେରିବା ପରେ ମୁମ୍ବାଇର ବାନ୍ଦ୍ରାରେ ଗାଡିରେ…

ଲକ୍‌ଡାଉନରେ ଡ୍ରାଇଭ୍‌ କରି ଫସିଲେ ଦିଶା-ଟାଇଗର

ମୁମ୍ବାଇ: ବି-ଟାଉନର ଲଭ୍‌ବାର୍ଡ ଦିଶା ପଟାନୀ ଓ ଟାଇଗର ଶ୍ରଫ୍‌ଙ୍କୁ ଲକ୍‌ଡାଉନରେ ଘରୁ ବାହାରିବା ମହଙ୍ଗା ପଡ଼ିଛି। ମଙ୍ଗଳବାର ଏହି ଚର୍ଚ୍ଚିତ ଯୋଡ଼ି ଡ୍ରାଇଭ୍‌ରେ ବାହାରିଥିବା ବେଳେ ମୁମ୍ବାଇ ପୋଲିସ ତାଙ୍କୁ ଅଟକାଇଦେଇଥିଲେ। ହେଲେ ପରେ ପୋଲିସ ତାଙ୍କୁ ଛାଡ଼ିଦେଇଥିବା ଜଣାପଡ଼ିଛି।…

ବୋଲ୍ଡ ସିନ୍‌ ପୂର୍ବରୁ ଅଭିନେତ୍ରୀ-ଅଭିନେତା ପରସ୍ପରକୁ ପଚାରୁଥିଲେ ଏମିତି ପ୍ରଶ୍ନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅଭିନେତ୍ରୀ ରାଧିକା ଆପ୍ଟେ ବଲିଉଡର ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ଚଳଚ୍ଚିତ୍ରରେ ତାଙ୍କର ଚରିତ୍ର ଏବଂ ବୋଲ୍ଡ ଦୃଶ୍ୟ ସବୁବେଳେ ଚର୍ଚ୍ଚାରେ ଥାଏ। ସେ ଯେକୌଣସି ଚରିତ୍ରରେ ଅଭିନୟ କରିବାକୁ ପଛାନ୍ତି ନାହିଁ ଏବଂ ସେଥିପାଇଁ ପ୍ରତ୍ୟେକ ଚରିତ୍ରରେ ସେ ଫିଟ୍‌…

ସ୍ବାମୀଙ୍କ ନାଁରେ ଚାଞ୍ଜଲ୍ୟକର ଅଭିଯୋଗ ଆଣିଲେ ଏହି ଅଭିନେତ୍ରୀ

ଟିଭି ଶୋ’ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଫେମ ଅଭିନେତା କରଣ ମେହେରା ଏବଂ ତାଙ୍କ ସ୍ତ୍ରୀ ନିଶା ରାୱଲ ବ୍ରେକଅପ ହେବାକୁ ଯାଉଛନ୍ତି। ପାରସ୍ପରିକ ବିବାଦ ପରେ ନିଶା ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହା ପରେ…

ବିମାନ ଦୁର୍ଘଟଣାରେ ଆଖି ବୁଜିଲେ ଟାର୍‌ଜନ ଅଭିନେତା

ବମ୍ବେ: ପରଲୋକରେ ଅଭିନେତା ଜୋ ଲାରା। ଏକ ବିମାନ ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି। ୫୮ ବର୍ଷୀୟ ଜୋ ବିମାନରେ ସ୍ତ୍ରୀ ଏବଂ ପାଞ୍ଚଜଣ ଅନ୍ୟ ଲୋକଙ୍କ ସହ ଯାତ୍ରା କରୁଥିଲେ। ଏବେ ପୋଲିସ ସେମାନଙ୍କର ମୃତଦେହକୁ ଖୋଜିବାକୁ ପ୍ରୟାସ ଜାରି…

ଏହି ଫିଲ୍ମର ଶେଟ୍‌ରେ ପ୍ରଥମ ଥର ପାଇଁ ନିଶାଙ୍କୁ ଭେଟିଥିଲେ କରନ୍‌; ଗଣମାଧ୍ୟମ ସମ୍ମୁଖରେ କରିଥିଲେ ପ୍ରପୋଜ୍‌; ଏବେ…

ବମ୍ବେ: ସବୁକିଛି ତ ଠିକ୍‌ ଥିଲା। ହେଲେ ଏପରି କ’ଣ ହେଲା ଯେ କଥା ଥାନାରେ ପହଞ୍ଚିଲା। ସୋମବାର ଟେଲି ଅଭିନେତା କରନ୍‌ ମେହେରା ଗିରଫ ହେବା ପରେ ପ୍ରଶଂସକଙ୍କ ମନରେ ଚାଲିଛି ଏଭଳି ଅନେକ କଥା। ଘରୋଇ ହିସାଂ କରିଥିବା…

ଜାମିନ୍‌ରେ ମୁକୁଳି କରନ୍‌ଙ୍କ ପାଲଟା ଅଭିଯୋଗ: ମୋତେ ଫସାଇବା ପାଇଁ ସ୍ତ୍ରୀ ନିଜେ କାନ୍ଥରେ ନିଜ ମୁଣ୍ଡ ପିଟିଥିଲେ, ପରିବାରକୁ…

ବମ୍ବେ: ବିବାହର ୯ ବର୍ଷ ପରେ ସମ୍ପର୍କରେ ଫାଟ ନେଇ ନାନାଦି ଚର୍ଚ୍ଚା ପରେ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି କଥା। ଆମେ କଥା ହେଉଛୁ ‘ୟେ ରିସ୍ତା କ୍ୟା କହଲାତା ହୈ’ର ଅଭିନେତା କରନ୍‌ ମେହେରାଙ୍କ କଥା। ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?