ଶାଶୁ-ଶ୍ୱଶୁରଙ୍କଠାରୁ ଗାଳି ଖାଆନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ନିଜ ପ୍ରାଠସକଙ୍କ ସହ ସେ ଫଟୋ ଏବଂ ଭିଡିଓ ଶେୟାର କରିଚନ୍ତି। ନିକଟରେ ‘ସୁପର ଡାନ୍ସର୍ ୪’ର ଜଜ ଭୂମିକାରେ ଥିବା ଶିଳ୍ପା ନିଜ ବିଷୟରେ ଏକ ଖୁଲାସା କରିଛନ୍ତି।…
ବିଗ୍ ବି ଲେଖିଲେ କରୋନା କବିତା, ସୋସିଆଲ ମିଡ଼ିଆରେ ଭାଇରାଲ…
ମୁମ୍ବାଇ,୫।୭: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବାବେଳେ ବିଗ୍ ବି ଅମିତାଭ ବଚ୍ଚନ ଲୋକଙ୍କୁ ସଚେତନ କରାଇବା ଲାଗି ଏକ କବିତା ଲେଖିଛନ୍ତି। ଏବେ ଏହି କବିତା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭୟଙ୍କର କରୋନା ଭୂତାଣୁଠାରୁ ଦୂରେଇ…
ସିନେମାରେ ବର୍ଣ୍ଣବୈଷମ୍ୟ
କୋଲକାତା/ମୁମ୍ବାଇ,୫।୭: ୨୦୨୧ ଜାନୁୟାରୀ ୪ରୁ ଚାଲିଥିବା ବଙ୍ଗଳା ୱେବ୍ ସିରିଜ୍ ‘ଦେଶେର ମାଟି’ର ୧୫୫ ଏପିସୋଡ୍ ଦେଖାଯାଇ ସାରିଲାଣି। ଏହି ଶୋ’ରେ ନୋଆ ବୋଷ ମୁଖାଜର୍ର୍ୀ ଚରିତ୍ରରେ ନଜର ଆସୁଛନ୍ତି ଟଲିଉଡ୍ ଇଣ୍ଡଷ୍ଟ୍ରିର ଜଣାଶୁଣା ଚେହେରା ଶ୍ରୁତି ଦାସ। ଏଥିରେ ସେ…
କେମିତି ଜିତିବେ ସାରାଙ୍କ ହୃଦୟ
ଖୁବ କମ ସମୟ ମଧ୍ୟରେ ନବାବ ପରିବାରର ଝିଅ ସାରା ଅଲି ଖାନ ବଲିଉଡ୍ ଜଗତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସାରା ୨୦୧୮ରେ ଫିଲ୍ମ ‘କେଦାରନାଥ’ ଜରିଆରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ। ଅବଶ୍ୟ ଏହି ଫିଲ୍ମଟି…
ସାମ୍ନାକୁ ଆସିଲେ ଅମିର-କିରଣ: ହାତ ଧରାଧରି ହୋଇ କହିଲେ,‘ଆମେ ଗୋଟିଏ ପରିବାର’
ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ଏବଂ ସ୍ତ୍ରୀ କିରଣ ରାଓ ଛାଡପତ୍ର ଘୋଷଣା କରିଛନ୍ତି। ଉଭୟ ପାରସ୍ପରିକ ସହମତି ଦ୍ୱାରା ଅଲଗା ହୋଇଛନ୍ତି। ଛାଡପତ୍ର ଘୋଷଣା ପରେ ଅମିର ଏବଂ କିରଣ ଏବେ ସେମାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଭିଡିଓ…
ଭିକ୍କିଙ୍କ ଘରେ ନୂଆ ଅତିଥି
ମୁମ୍ବାଇ: ଆଜିକାଲି ବଲିଉଡ୍ ସେଲିବ୍ରିଟିମାନେ ନୂଆ ନୂଆ ଜିନିଷ କ୍ରୟ କରି ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । କିଏ ଘର କିଣୁଛି ତ ପୁଣି କିଏ ଲକ୍ଜରିୟସ ଗାଡି । ଏବେ ଅଭିନେତା ଭିକ୍କି କୌଶଲ ଏକ ଲକଜରିୟସ ଗାଡି…
କ୍ରିକେଟ୍ ଖେଳିବେ ଅନୁଷ୍କା…
ମୁମ୍ବାଇ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ସ୍ବାମୀଙ୍କ ଭଳି କ୍ରିକେଟ୍ ଖେଳିବେ। ମହିଳା କ୍ରିକେଟର ଝୁଲନ ଗୋସ୍ବାମୀଙ୍କ ବାୟୋପିକ୍ ଫିଲ୍ମରେ ଅନୁଷ୍କା ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଝୁଲନ ୩୦୦ରୁ ଅଧିକ…
ନିର୍ମାଣ ହେବ ସରୋଜ ଖାଁଙ୍କ ବାୟୋପିକ
ମୁମ୍ବାଇ,୪ ।୭: ବଲିଉଡ୍ର ବେଶ ନାଁ କରା କୋରିଓଗ୍ରାଫର ସରୋଜ ଖାଁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଶନିବାର ପାଳନ କରାଯାଇଛି । ଏହି ଅବସରରେ ଆଗାମୀ ଦିନରେ ସରୋଜଙ୍କ ଜବନିକୁ ନେଇ ଏକ ବାୟୋପିକ୍ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି…
ସ୍କୁଲ ୟୁନିଫର୍ମରେ ଆୟେଶାଙ୍କୁ ଦେଖି ପ୍ରେମରେ ପଡ଼ିଥିଲେ ଟାଇଗର ଶ୍ରଫ୍ଙ୍କ ବାପା, ପୂର୍ବରୁ ଗର୍ଲଫ୍ରେଣ୍ଡ ଥିବା ସତ୍ତ୍ୱେ କରିଥିଲେ ଏଭଳି…
ବମ୍ବେ: ବଲିଉଡ୍ ଅଭିନେତା ଜ୍ୟାକି ଶ୍ରଫ୍ଙ୍କ ପ୍ରେମକାହାଣୀ କୌଣସି ଫିଲ୍ମଠାରୁ କମ୍ ନୁହେଁ। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଜଣେ ଯୁବତୀଙ୍କୁ ଦେଖିବା ପରେ ପ୍ରେମରେ ପଡ଼ିଯାଇଥିଲେ ସେ। ଶେଷରେ ତାଙ୍କୁ ହିଁ ଜୀବନସାଥୀ କରିଥିଲେ। ହେଲେ ଏସବୁ ସେତେଟା ସହଜ ନ…
ନାୟିକାରୁ ଏବେ ପ୍ରଯୋଜିକା ହେଲେ ଆଲିଆ
ମୁମ୍ବାଇ: ବଲିଉଡ୍ର ଆଗ ଧାଡିର ନାୟିକା ଆଲିଆ ଭଟ୍ଟ ଏବେ ପ୍ରଯୋଜନା କ୍ଷେତ୍ରରେ ପାଦ ରଖିଛନ୍ତି । ନିଜ ପ୍ରଡକସନ୍ ହାଉସ୍ ବ୍ୟାନରରେ ମୁଭି ଡାର୍ଲଂସ୍ ଶୁଟିଂ ଆରମ୍ଭ କରିଛନ୍ତି ଆଲିଆ । ଏହା ମାଧ୍ୟମରେ ଆଲିଆ ପ୍ରଯୋଜିକା ଭାବେ ଡେବ୍ୟୁ…
୧ ହଜାରରୁ ଅଧିକ ଫିଲ୍ମରେ ଅଭିନୟ କରି ରେକର୍ଡ କରିଛନ୍ତି ଏହି କମେଡିଆନ୍; ନିଅନ୍ତି ବଲିଉଡ୍ କଳାକାରଙ୍କଠାରୁ ବି ଅଧିକ ପାଉଣା
ହ୍ରାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଫିଲ୍ମରେ ଦୁଇଟି ଜିନିଷ ନିଶ୍ଚିତ ଭାବେ ମିଳିବ। ତାହା ହେଲା ଆକ୍ସନ ଏବଂ କମେଡି। ରଜନୀକାନ୍ତ, ମହେଶ ବାବୁ, ରାଣା ଦୁଗ୍ଗୁବତୀ, ବିଜୟଙ୍କ ଭଳି ଅଭିନେତାମାନେ ଆକ୍ସନ ପାଇଁ ଜଣାଶୁଣା ହୋଇଥିବାବେଳେ କମେଡି କଥା ପଡ଼ିଲେ ପ୍ରତ୍ୟେକ…
ପ୍ରିୟଙ୍କାଙ୍କ ନୂଆ ଟାଟୁ
ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆମେରିକାରେ ପରିବାର ସହ ସମୟ ବିତାଇବା ପରେ ପୁଣି ଲଣ୍ଡନ ଯାଇଛନ୍ତି। ପ୍ରିୟଙ୍କା ଦୀର୍ଘଦିନ ଲଣ୍ଡନରେ ରହି ନିଜ ପରିବାରକୁ ମିସ୍ କରୁଛନ୍ତି। ସେ ତାଙ୍କ କାମ ପାଇଁ ଲଣ୍ଡନରେ ଅଛନ୍ତି। ପ୍ରିୟଙ୍କା ଏବେ ତାଙ୍କ…

