ଲଞ୍ଚ ହେଲା କରିନାଙ୍କ ପୁସ୍ତକ
ମୁମ୍ବାଇ: ବଲିଉଡ୍ର ଆଗ ଧାଡିର ନାୟିକା କରିନା କପୁର ଖାଁ ଯେକି ଦୁଇଟି ସନ୍ତାନର ଜନନୀ ଶେଷରେ ଶୁକ୍ରବାର ସେ ତାଙ୍କର ପୁସ୍ତକ ‘ପ୍ରେଗନାନ୍ସି ବାଇବଲ’ ଲଞ୍ଚ କରିଛନ୍ତି । ପୂର୍ବରୁ କରିନା ଘୋଷଣା କରିଥିଲେ କି ୨୦୨୦ରେ ସେ ତାଙ୍କ…
ପୁଣିଥରେ ରାଜକୁମାର ରାଓଙ୍କ ସହ ନଜର ଆସିବେ ସାନ୍ୟା
ମୁମ୍ବାଇ: ବଲିଉଡ୍ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ମୁଭି ଦଙ୍ଗଲ ମାଧ୍ୟମରେ ଫିଲ୍ମ ଦୁନିଆରେ ଡେବ୍ୟୁ କରିଥିବା ସାନ୍ୟା ମାଲହୋତ୍ରା ପୁଣିଥରେ ରାଜକୁମାର ରାଓଙ୍କ ସହ ବଡ ପରଦାରେ ନଜର ଆସିବେ । ଏହି ଖବର ଅବଶ୍ୟ ସାନ୍ୟାଙ୍କ ପାଇଁ ବଡ…
ଶେହନାଜ-ସିଦ୍ଧାର୍ଥଙ୍କ ବ୍ରେକ୍କପ୍ ନେଇ ଚର୍ଚ୍ଚା; ମୁହଁ ଖୋଲି ଅଭିନେତା କହିଲେ…
ବମ୍ବେ: ବିଗ୍ବସ୍ର ଲୋକପ୍ରିୟ ଯୋଡ଼ି ଶେହନାଜ ଗିଲ-ସିଦ୍ଧାର୍ଥ ଶୁକ୍ଳାଙ୍କ ବ୍ରେକ୍ଅପ୍କୁ ନେଇ ଚର୍ଚ୍ଚା। କଥାଟି କେତେ ସତ କେତେ ମିଛ ତାହା ଜଣାପଡ଼ି ନାହିଁ। ହେଲେ ବ୍ରେକ୍ଅପ୍ ଗୁଜବକୁ ନେଇ ମୁହଁ ଖୋଲିଛନ୍ତି ସିର୍ଦ୍ଧାର୍ଥ। ଟୁଇଟରରେ ସେ ପୋଷ୍ଟ କରି କହିଛନ୍ତି,…
ସାମ୍ନାକୁ ଆସିଲା କରିନା-ସୈଫଙ୍କ ସାନ ପୁଅଙ୍କ ନାମ; ଜାଣନ୍ତୁ କ’ଣ ରହିଲା…
ବମ୍ବେ: ସାମ୍ନାକୁ ଆସିଲା ଅଭିନେତ୍ରୀ କରିନା କପୁର-ଅଭିନେତା ସୈଫ ଅଲ୍ଲୀ ଖାନ୍ଙ୍କ ଦ୍ୱିତୀୟ ପୁଅଙ୍କ ନାମ। ପୂର୍ବରୁ ବଡ଼ ପୁଅଙ୍କ ନାମକୁ ତୈମୁର ରଖିବାକୁ ନେଇ ସମାଲୋଚନାର ଶିକାର ହୋଇଥିଲେ କରିନା। ଏବେ ସେ ସାନ ପୁଅଙ୍କ ନାମ ‘ଜେହ୍’ରଖିଥିବା ଜଣାପଡ଼ିଛି।…
୧୫୧ କୋଟି ସମ୍ପତ୍ତିର ମାଲିକ ଏହି ଅଭିନେତା; ଖାଲି ବମ୍ବେରେ ରହିଛି ୩ ବଙ୍ଗଳା
ବମ୍ବେ: ଅଭିନୟ ହେଉ ଅଥବା ନୃତ୍ୟ, ସବୁଥିରେ ପାରଦର୍ଶିତା ଲାଭ କରିଥିଲେ ବଲିଉଡ୍ ଅଭିନେତା ଗୋବିନ୍ଦା। ଖାସ୍ ଏଥିପାଇଁ ଦର୍ଶକଙ୍କ ଭଲପାଇବା ତାଙ୍କୁ ଭରପୂର ମିଳୁଥିଲା। ୧୯୮୬ରେ ସେ ଫିଲ୍ମ ‘ଇଲ୍ଜାମ’ରୁ ଡେବ୍ୟୁ କରିଥିଲେ। ଏହାପରେ ସେ ‘ଆଣ୍ଟି ନମ୍ବର ଓ୍ବାନ୍’,…
ଅନ୍ଲାଇନ ଠକେଇର ଶିକାର ହେଲେ ସାହିଦଙ୍କ ପତ୍ନୀ
ମୁମ୍ବାଇ: ବର୍ତ୍ତମାନ ସମୟରେ ଅନ୍ଲାଇନ ଶପିଂ ଉପରେ ଲୋକମାନେ ଅଧିକ ନିର୍ଭର କରୁଥିବା ବେଳେ ବହୁଥର ଠକେଇର ମାମଲା ମଧ୍ୟ ସାମ୍ନାକୁ ଆସିଛି। ହେଲେ ଏହିକ୍ରମରେ ଏବେ ବଲିଉଡ୍ ଅଭିନେତା ସାହିଦ କପୁରଙ୍କ ପତ୍ନୀ ମାରୀ ରାଜପୁତ ମଧ୍ୟ ସାମିଲ ହୋଇଛନ୍ତି।…
ହୃଦୟ ଜିତିଲେ ଧକ୍ ଧକ୍ ଗର୍ଲ ମାଧୁରୀ: ଅଭିନେତ୍ରୀଙ୍କ ଅସମୟରେ ଟିମ୍ ତରଫରୁ…
ବମ୍ବେ: ହୃଦୟ ଜିତିଲେ ଧକ୍ ଧକ୍ ଗର୍ଲ। ଅଭିନେତ୍ରୀ ଶଗୁଫ୍ତା ଅଲୀଙ୍କ ଅସମୟ ସମୟରେ ସହାୟତାର ହାତ ବଢ଼ାଇଛନ୍ତି ମାଧୁରୀ ଦିକ୍ଷୀତ। ଟେଲିଭିଜନର ଲୋକପ୍ରିୟ ରିଆଲିଟି ଶୋ’ ଡ୍ୟାନ୍ସ ଦିଓ୍ବାନେର ସେଟ୍ରେ ପହଞ୍ଚିଥିଲେ ଶଗୁଫ୍ତା। ଏଠାରେ ତାଙ୍କୁ ପୁରା ଟିମ୍ ତରଫରୁ…
ହଲିଉଡ୍ରେ ଡେବ୍ୟୁ କରିବେ ଆଲିଆ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କ ପରେ ଏବେ ଆଲିଆ ଭଟ୍ଟ ମଧ୍ୟ ହଲିଉଡ୍ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି। ବଲିଉଡ୍ରେ ନିଜର ଅଭିନୟ ଦ୍ୱାରା ଲୋକଙ୍କ ମନକୁ ମୋହିବା ପରେ ଏବେ ଆଲିଆ ହଲିଉଡ୍ରେ ନିଜର…
ଗୁରୁ ଦତ୍ତଙ୍କ ବୈବାହିକ ଜୀବନରେ ଏହି ଅଭିନେତ୍ରୀଙ୍କ ଯୋଗୁ ଆସିଥିଲା ଝଡ଼, ସ୍ତ୍ରୀଙ୍କଠାରୁ ଅଲଗା କରି ନିଜେ ବି ଛାଡ଼ିଦେଲେ ହାତ
ବଲିଉଡ୍ ଅଭିନେତା ଗୁରୁ ଦତ୍ତ ହିନ୍ଦୀ ସିନେମାକୁ ଅଧିକ ଆଗକୁ ନେଇଥିଲେ। ସେ ଅନେକ ହିଟ ଫିଲ୍ମ ଦେଇଥିଲେ। ସେ ଖୁବ କମ ସମୟ ମଧ୍ୟରେ ସିନେମା ଜଗତରେ ନିଜକୁ ପ୍ରତିଷ୍ଠିତ କରିଥିଲେ । ଗୁରୁ ୯ ଜୁଲାଇ ୧୯୨୫ରେ ବେଙ୍ଗାଲୁରୁରେ…
ଚଳନ୍ତା ଟ୍ରେନ୍ରେ ପ୍ରେମିକାଙ୍କୁ ପ୍ରପୋଜ୍ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା
ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନା ଚଳଚ୍ଚିତ୍ର ଜଗତରେ ଏପରି ଏକ ନାମ, ଯାହାଙ୍କୁ ଉଭୟ ଭିଲେନ ଏବଂ ହିରୋ ଭୂମିକାରେ ଦର୍ଶକ ବହୁତ ପସନ୍ଦ କରନ୍ତି। ତାଙ୍କୁ ବଲିଉଡର ଶଟଗନ ଆଖ୍ୟା ମଧ୍ୟ ଦିଆଯାଇଥିଲା। ୯ ଡିସେମ୍ବର ୧୯୪୫ରେ ପାଟନାର କଦମକୁଆଁରେ…
ଟ୍ରାଫିକ ପୋଲିସଙ୍କ ସହ ଫଟୋ ଉଠାଇ ଟ୍ରୋଲ ହେଲେ ମଲାଇକା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଫିଟ୍ନେସ୍ କୁଇନ୍ ମଲାଇକା ଆରୋରା କିଛି ନା କିଛି କାରଣ ପାଇଁ ଅନେକ ସମୟରେ ଆସିଯାଆନ୍ତି ଚର୍ଚ୍ଚାକୁ । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଏହି ନାୟିକା କେବେ କେବେ ଫଟୋ ତ ପୁଣି କେବେ…
‘ମିମି’ର ଫାଷ୍ଟ ଲୁକ୍ ଶେୟାର କଲେ କ୍ରିତି
ମୁମ୍ବାଇ: କରୋନା ସଂକ୍ରମଣ ପାଇଁ ଏବେ ବଲିଉଡ୍ ଇଣ୍ଡଷ୍ଟ୍ରି ସବୁଠାରୁ କ୍ଷତିରେ ଚାଲିଛି ବୋଲି କୁହାଯାଉଛି । ଏହି ସମୟର ଅଧିକାଂଶ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଉଛି । ନିକଟରେ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ମିମି’ ବି ଓଟିଟି…

