ମିଠା ଖାଇବାକୁ ପସନ୍ଦ କରନ୍ତି ଗୌହର, ଫିଟନେସ୍‌ରେ ବି ଖୁବ୍ ଆଗରେ

ମୁମ୍ବାଇ: ବଲିଉଡ୍ ଦୁନିଆରେ ନିଜର କିଛି ଭିନ୍ନ ପରିଚୟ ସୃଷ୍ଟି ନ କରି ପାରିଲେବି ନିଜ ପର୍ସନାଲ ଲାଇଫ୍ ଓ ଫିଟନେସ୍ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହିଥାଆନ୍ତି ଅଭିନେତ୍ରୀ ଗୌହର ଖାଁ । ତାଙ୍କ ଫିଟନେସକୁ ନେଇ ଅନେକ ପ୍ରଶ୍ନ କରନ୍ତି ଏହାର ରାଜ କ’ଣ । ପ୍ରକୃତରେ ଗୌହର ମିଠା ବହୁତ ପସନ୍ଦ କରନ୍ତି । ଆଉ ମିଠା ଦେଖିଲେ ସେ ନିଜର ଲୋଭ ସମ୍ବରଣ କରି ପାରନ୍ତି ନାହିଁ ବୋଲି ନିକଟରେ କହିଛନ୍ତି । ବିଗ୍ ବସ୍‌-୭ ପରେ ଲାଇମ ଲାଇଟକୁ ଆସିଥିବା ଗୌହର ମିଠା ଖାଇବା ପରେ ଜିମ୍‌ରେ କିନ୍ତୁ ଖୁବ୍ ଝାଳ ବୁହାନ୍ତି । ଏକଥା ସେ ନିଜେ କୁହନ୍ତି । ଗୌହର ତାଙ୍କ ଦିନର ଆରମ୍ଭ ଗୋଟିଏ ଗିନା ମୁସଲି, ଏକ ଗ୍ଲାସ ଥଣ୍ଡା କ୍ଷୀର ଓ କିଛି ଡ୍ରାଡ ଫ୍ରୁଟସରୁ ଆରମ୍ଭ କରନ୍ତି । ସେହିପରି ଦ୍ୱିପ୍ରହରରେ ଚିକେନ, ସାଲାଡ ବା କିଛି ପରିବା ତରକାରୀ ଖାଇଥାଆନ୍ତି । ମିଠା ଭିତରେ ସେ ଘରେ ପ୍ରସ୍ତୁତ ହୋଇଥିବା ପୋହା ବା ପ୍ୟାନକେକ୍ ଖାଇବାକୁ ବେଶି ପସନ୍ଦ କରନ୍ତି । ସେ କମ୍ ଖାଆନ୍ତି ଓ ବହୁତ ଥର ଖ।।ନ୍ତି । ରାତି ୮ଟା ଭିତରେ ସେ ତାଙ୍କ ଡିନର କରନ୍ତି । ଆଉ ଏଥିରେ ସେ କେବଳ ପ୍ରୋଟିନ ହିଁ ଖାଆନ୍ତି । ତେବେ ବଡିକୁ ହାଇଡ୍ରେଟ୍ କରିବା ପାଇଁ ସେ ପଇଡ଼ ପାଣି, ଫ୍ରୁଟ ଜୁସ୍‌, ଗ୍ରୀନ୍ ଟି ଆଦି ଗ୍ରହଣ କରିଥାଆନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri