ପରିବେଶ ସୁରକ୍ଷାରେ ଶ୍ରୁତି

ଅଭିନେତ୍ରୀ ଶ୍ରୁତି ହାସନ ବିଶ୍ୱ ଜୁନୋସେସ୍‌ ଦିବସ ଅବସରରେ ଓ୍ବାଲର୍‌ଡ ଓ୍ବାଇଡ୍‌ ଫଣ୍ଡ(ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌)ର ଭାରତୀୟ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି। ପରିବେଶ ସଂରକ୍ଷଣ କଥା ସର୍ବଦା ଆମ ଭିତରେ ରହିବା ଉଚିତ। ପୃଥିବୀର ସୁରକ୍ଷା ସହ ଆମ ସୁରକ୍ଷା ଜଡ଼ିତ। ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ର ବ୍ରାଣ୍ଡ ଆମ୍ବାସାଡର ହେବା ସୌଭାଗ୍ୟର କଥା ବୋଲି ଶ୍ରୁତି କହିଛନ୍ତି। କଠିନ ପରିସ୍ଥିତି ଓ ସମସ୍ୟାବହୁଳ ଅଞ୍ଚଳରେ ମଧ୍ୟ ପ୍ରାକୃତିକ ପରିବେଶର ସଂରକ୍ଷଣ ପାଇଁ ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ ଇଣ୍ଡିଆ ପ୍ରତିବଦ୍ଧ ବୋଲି ସଙ୍ଗଠନର ସିଇଓ ରବି ସିଂ କହିଛନ୍ତି। ପ୍ରକୃତିର ପୁନରୁଦ୍ଧାର ଏବଂ ସୁରକ୍ଷା ଦିଗରେ ଅଂଶଗ୍ରହଣ ତଥା ସହଯୋଗ ପାଇଁ ଲୋକଙ୍କୁ ଉତ୍ସାହିତ କରିବାରେ ଶ୍ରୁତିଙ୍କ ପ୍ରଚେଷ୍ଟା ପ୍ରଶଂସାଯୋଗ୍ୟ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ ‘କଶ୍ମୀର ଫାଇଲ୍ସ’

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଧମାକାଦାର ଆୟ କରୁଛି। ତେବେ ନିକଟରେ ଏକ ଖବର ସାମ୍ନାକୁ ଆସିଛି ଯେ, ଫିଲ୍ମଟି...

ବଲିଉଡ୍‌ରେ ଡେବ୍ୟୁ ପାଇଁ ସଜ ହେଲେଣି କପୁର ଲଳନା

ମୁମ୍ବାଇ: ସଞ୍ଜୟ କପୁରଙ୍କ ଝିଅ ଶାନୟା କପୁର ବଲିଉଡ୍‌ରେ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି। ତାଙ୍କର ଫଟୋଶୁଟ୍‌କୁ ଦେଖିଲେ ଏହା ପ୍ରମାଣିତ ହେଉଛି ଯେ, ଶାନୟା...

‘ଗଙ୍ଗୁବାଇ କାଠିଆୱାଡି’ ପାଇଁ କେଉଁ ଷ୍ଟାର କେତେ ଫି ନେଇଛନ୍ତି ଜାଣନ୍ତୁ…

ମୁମ୍ବାଇ: ବହୁ ବାଦ-ବିବାଦ ପରେ ଶୁକ୍ରବାର ରିଲିଜ୍‌ ହୋଇଛିି ବହୁ ପ୍ରତିକ୍ଷୀତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’। ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଦେଖିବା...

ବର୍ଷକର ହେଲେ କମେଡି କିଙ୍ଗ୍‌ଙ୍କ ଅଲିଅଳି

ଛୋଟ ପରଦାର କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ଝିଅ ଗୁରୁବାର ଏକ ବର୍ଷର ହୋଇଯାଇଛନ୍ତି। କପିଲ ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଅନାୟରାଙ୍କର ଅନେକ ଫଟୋ ଶେୟାର...

ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ପ୍ରିୟାଂଶୁ ପେନୟୁଲି ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି। ସେ ନିଜର ପ୍ରେମିକା ଭନ୍ଦନା ଯୋଶୀଙ୍କୁ ଦେହରାଦୁନରେ ବିବାହ କରିଛନ୍ତି। ଫିଲ୍ମ ‘ମିର୍ଜାପୁର’ରେ ରବିନ ଚରିତ୍ରରେ...

ଏବେ ଅଭିନୟରେ ଦମ୍‌ ଦେଖାଇବେ ଅଶନୀର

ନୂଆଦିଲ୍ଲୀ,୧୦।୧୨: ବ୍ୟବସାୟୀ ତଥା ଶାର୍କ ଟ୍ୟାଙ୍କ ଇଣ୍ଡିଆ ସିଜନ-୧ର ବିଚାରପତି ଥିବା ଅଶନୀର ଗ୍ରୋଭରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଶୋ’ର ନୂତନ ସିଜନରେ...

ମନେ ପକାନ୍ତି ତାପସୀ

ତାପସୀ ପାନ୍ନୁ ଏବେ ତାଙ୍କ ବଲିଉଡ୍‌ କ୍ୟାରିୟରର ପୁରୁଣା ଦିନକୁ ମନେ ପକାଉଛନ୍ତି। ହିନ୍ଦୀ ସିନେମାରେ ଅଭିନୟ କରିବା ପୂର୍ବରୁ ସେ ତାମିଲ ଏବଂ ତେଲୁଗୁ...

ବେହୋସ ହେବା ପର୍ଯ୍ୟନ୍ତ ବାପା ମୋତେ ମାରୁଥିଲେ: ଉର୍ଫି

ମୁମ୍ବାଇ: ଉର୍ଫି ଯାଭେଦ ଏବେ ଏକ ଚର୍ଚ୍ଚିତ ଚେହେରା। ତାଙ୍କର ଡ୍ରେସିଂ ସେନ୍ସକୁ ନେଇ ଅନେକ ସମୟରେ ସେ ଟ୍ରୋଲର ଶିକାର ହୋଇଥାଆନ୍ତି। ଆକ୍ଟ୍ରେସରୁ ସୋସିଆଲ...

Advertisement
Archives

Model This Week