ମନୋରଞ୍ଜନ

ନିକ୍‌ଙ୍କ ବିଷୟରେ ଏମିତି କହିଲେ ପ୍ରିୟଙ୍କା ଚୋପ୍ରା, ଜାଣିଲେ…

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ଠାରୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ ବେଶ୍‌ ନାଁ କମାଇ ସାରିଲେଣି। ପ୍ରଶଂସକମାନେ ମଧ୍ୟ ପ୍ରିୟଙ୍କାଙ୍କ ଫିଲ୍ମ, ପାରିବାରିକ ଜୀବନ ବିଷୟରେ ଜାଣିବା ପାଇଁ ଉତ୍ସୁକ ଥାନ୍ତି। ପ୍ରିୟଙ୍କା ତାଙ୍କର ପ୍ରତିଟି କଥା ପ୍ରଶଂସକମାନଙ୍କ ସହ…

ନେହାଙ୍କ ଲେହେଙ୍ଗାର ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଗାୟିକା ନେହା କକ୍କର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ଗତ ବର୍ଷ ରୋହନପ୍ରୀତ ସିଂଙ୍କୁ ବିବାହ କରିବା ପରଠାରୁ ତାଙ୍କୁ ନେଇ ସର୍ବଦା ଚର୍ଚ୍ଚା ଲାଗିରହୁଛି। ବିବାହ ପରେ ନେହା ପ୍ରାୟତଃ ତାଙ୍କ ସ୍ବାମୀଙ୍କ ସହ ଫଟୋ ସେୟାର କରନ୍ତି।…

ଦିଶାଙ୍କ ନୋ ମେକଅପ୍ ଲୁକ୍‌

ମୁମ୍ମାଇ: ବଲିଉଡ୍ ବୋଲ୍ଡ ବିୟୁଟି ଦିଶା ପାଟନି ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ତାଙ୍କର କିଛି ଫଟୋ କି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ମାତ୍ରେ ଭାଇରାଲ ହୋଇଯାଇଥାଏ । ନିକଟରେ ଗୋଟିଏ ଦିନ ପୂର୍ବରୁ ବର୍ଷା ସମୟରେ…

ବଜରଙ୍ଗି ଭାଇଜାନ ଭୂମିକାରେ ପୁଣି ଆସିବେ ସଲମାନ!

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାଁଙ୍କ ଅଭିନୀତ ଫିଲ୍ମ ବଜରଙ୍ଗି ଭାଇଜାନକୁ ଜୁଲାଇ ୧୭ରେ ୬ ବର୍ଷ ପୂରଣ ହୋଇଛି । ଏହି ଫିଲ୍ମ ସବୁ ସଫଳତାର ରେକର୍ଡ ଭାଙ୍ଗି ଦେଇଥିବା ବେଳେ ଏହାର ସକସେସ୍ ସଲମାନଙ୍କ ଷ୍ଟାରଡମକୁ ଆହୁରି ବଢାଇ ଦେଇଥିଲା…

ଏହି ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ଭବିଷ୍ୟବାଣୀ କରିଥିଲେ ଜ୍ୟୋତିଷ, ଯାହା କହିଥିଲେ ହୋଇଥିଲା ସତ

୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ‘ସୂର୍ଯ୍ୟବଂଶମ’ ଫିଲ୍ମରେ ଅମିତାଭ ବଚ୍ଚନଙ୍କ ନାୟିକା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ସୌନ୍ଦର୍ଯ୍ୟା ଏହି ଚଳଚ୍ଚିତ୍ର ସହିତ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ପରେ ସେ ଅନ୍ୟ କୌଣସି ବଲିଉଡ…

ଏହି ଅଭିନେତାଙ୍କ ଜୀବନକୁ ନର୍କ କରିଦେଇଥିଲା ଡ୍ରଗ୍ସ ନିଶା; କିଏ ଯାଇଥିଲା ଜେଲ ତ କିଏ ମାଗିଥିଲା ଭିକ…

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନିଶା ସେବନକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା। ପରେ ଅନେକ ଅଭିନେତା ଏନ୍‌ସିଆର୍‌ ପଞ୍ଝାରେ ଫସିଥିଲେ। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେଉଁଠି ଜଣେ ଅଭିନେତା ନିଶା…

ଦେଶୀ ଗର୍ଲଙ୍କୁ ୩୯…

ମୁମ୍ବାଇ,୧୮।୭: ବଲିଉଡ୍‌ ଅଭିନେତ୍ରୀ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ରବିବାର ୩୯ ବର୍ଷ ପୂରଣ ହୋଇଛି। ସେ ୧୯୮୨ ଜୁଲାଇ ୧୮ରେ ଜାମସେଦ୍‌ପୁରରେ ଜନ୍ମ ଗ୍ରହଣ କରିଥିଲେ। ୨୦୦୩ରେ ଦ ହିରୋ ଲଭ୍‌ ଷ୍ଟୋରୀ ଅଫ୍‌ ଏ ସ୍ପାଏ ଫିଲ୍‌ ମାଧ୍ୟମରେ…

ଏହି ପ୍ରଶଂସକଙ୍କ ପାଇଁ ରାସ୍ତାରେ ଅଟକି ଫଟୋ ଉଠାଇଲେ ଅନୁଷ୍କା, ସେ କିଏ ଜାଣିଲେ…

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲିଙ୍କ ସହିତ ସୋସିଆଲ ମିଡିଆରେ ମଜାଳିଆ ଫଟୋ ସବୁ ଶେୟାର କରୁଛନ୍ତି। ଶନିବାର ଅନୁଷ୍କା ଇଂଲଣ୍ଡର ଗଳି ରାସ୍ତାରେ ଠିଆ ହୋଇ କିଛି ଫଟୋ ଶେୟାର କରିଛନ୍ତି। ବିରାଟଙ୍କର…

ଏହି ଅଭିନେତ୍ରୀ ମାତ୍ର ୩ ବର୍ଷ ବୟସରେ ଫିଲ୍ମରେ କରିଥିଲେ ଡେବ୍ୟୁ

ବଲିଉଡଜଗତର କିଛି ତାରକା ଅଛନ୍ତି ଯେଉଁମାନେ ଖୁବ କମ ବୟସରେ ଅଭିନୟ ଦୁନିଆରେ ପାଦ ଥାପିଥିଲେ। ବିଶେଷକରି ସେମାନେ ଶିଶୁକଳାକାର ଭାବେ ଫିଲ୍ମରେ ଡେବ୍ୟୁ କରିଥିଲେ। ସେମାନଙ୍କ ମଧ୍ୟରୁ ଉର୍ମିଲା ମାତୋଣ୍ଡକର ଜଣେ। ପିଲାଦିନେ ମଧ୍ୟ ତାଙ୍କ ଅଭିନୟକୁ ଦର୍ଶକ ବେଶ…

ଆଲିଆଙ୍କ ସେଲ୍ଫି

ମୁମ୍ବାଇ: ପାଖାପାଖି ୨ ବର୍ଷ ହେବ ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଯୋଡି ରହି ଆସୁଛନ୍ତି ଚର୍ଚ୍ଚାରେ । ଏହି ଲଭ ବାର୍ଡ ବିବାହ କରିବାକୁ ଯାଉଥିବା ବେଳେ କେବେ ବିବାହ କରିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ…

୩୬ ହଜାର ଫୁଟ ଉପରେ ଫିଲ୍ମର ଘୋଷଣା କଲେ ଅନୁପମ

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ଅଭିନେତା ଅନୁପମ ଖେର ତାଙ୍କର ୫୧୯ ତମ ଫିଲ୍ମ କରିବାକୁ ଯାଉଛନ୍ତି । ଏହାର ଘୋଷଣା ସେ ୩୬ ହଜାର ଫୁଟ ଉପରେ ରହି କରିଛନ୍ତି । ସେ ଆଟଲାଣ୍ଟିକ ମହାସାଗର ଉପରେ ଏରୋପ୍ଲେନରେ ଯାତ୍ରା କରି…

ବହୁତ ଖରାପ ନଜରରେ ଏହି ଅଭିନେତ୍ରୀଙ୍କୁ ସ୍ପର୍ଶ କରୁଥିଲେ ଲୋକେ, କ୍ୟାରିୟର ଆରମ୍ଭରୁ ବିରୋଧ କରିବା ନ ଥିଲା ସହଜ…

ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଇଣ୍ଡଷ୍ଟ୍ରିରେ କରିଥିବା ସଂଘର୍ଷ ବିଷୟରେ ସମସ୍ତେ ଅବଗତ। ଭାରତୀ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଅନେକ କଥା ଉପରୁ ପରଦା ଉଠାଇଛନ୍ତି। କ୍ୟାରିୟର ଆରମ୍ଭରେ ସେ କିପରି ନିଜ ମା’ଙ୍କ ସହ ଶେଟ୍‌କୁ ଯାଉଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?