ମନୋରଞ୍ଜନ

ସ୍ବାମୀ ଗିରଫ ହେବା ପରେ ବଢିଲା ଶିଳ୍ପା ସେଟ୍ଟୀଙ୍କ ଅଡୁଆ

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ କିଛି ଆପ ମାଧ୍ୟମରେ ପ୍ରକାଶନ ଅଭିଯୋଗରେ ମୁମ୍ବାଇ ପୋଲିସର କ୍ରାଇମ ଶାଖା ଗିରଫ କରିଛି। ଏହି ଗିରଫ ପରଠାରୁ ଲୋକମାନେ ଟୁଇଟରରେ ଶିଳ୍ପା…

ରାଜ କୁନ୍ଦ୍ରା ଗିରଫ, ଅଶ୍ଳୀଳ ଭିଡ଼ିଓ ପ୍ରସ୍ତୁତ କରିଥିବା ଅଭିଯୋଗ…

ମୁମ୍ବାଇ,୨୦।୭: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ୍‌ କୁନ୍ଦ୍ରାଙ୍କ ବିରୋଧରେ ଅଶ୍ଳୀଳ ଭିଡ଼ିଓ ପ୍ରସ୍ତୁତ କରୁଥିବା ଏବଂ ଆପତ୍ତିଜନକ କଣ୍ଟେ୍‌ଟ ଅପଲୋଡ୍‌ କରୁଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗ ଆଧାରରେ ରାଜ୍‌ଙ୍କୁ ଗିରଫ କରିଛି। ୨୦୨୧ ଫେବୃୟାରୀରେ ଏନେଇ ରାଜ୍‌ଙ୍କ…

ପସନ୍ଦ ଆସିଲେନି ନୋରା!

ମୁମ୍ବାଇ: ବିଦେଶରୁ ଆସି ବଲିଉଡ୍‌ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିବା ନୋରା ଫତେହିଙ୍କର ରହିଛନ୍ତି ବହୁ ପ୍ରଶଂସକ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ନୋରା ଅନେକ ସମୟରେ ତାଙ୍କର କିଛି ଫଟୋ ଓ ଭିଡିଓ ପୋଷ୍ଟ…

‘ଡକ୍ଟର ଜୀ’ରେ ଆୟୁଷ୍ମାନଙ୍କ ଫାଷ୍ଟ ଲୁକ୍‌

ମୁମ୍ବାଇ: କରୋନା ମହାମାରୀ କାରଣରୁ ବଲିଉଡରେ ଶୁଟିଂ ବନ୍ଦ ଥିଲା । ଏବେ କିଛିଦିନ ହେବ ଶୁଟିଂ ପାଇଁ ଅନୁମତି ମିଳିବା ପରେ ପଡି ରହିଥିବା କିଛି କିଛି ଫିଲ୍ମର ଶୁଟିଂ ଆରମ୍ଭ କରାଯାଇଛି । ଏହାରି ଭିତରେ ସାମ୍ନାକୁ ଆସିଛି…

ଏକଦା ଐଶ୍ୱର୍ଯ୍ୟାଙ୍କ ଏଭଳି ଏକ ନିଷ୍ପତ୍ତି ଯୋଗୁ ଭାଇଯାନଙ୍କ ସହ ତାଙ୍କ ରୋମାନ୍ସ ଦେଖିବାକୁ ମିଳି ନ ଥିଲା ଦର୍ଶକଙ୍କୁ

ଫିଲ୍ମକୁ ସୁପରହିଟ କରିବା ପାଇଁ, ହିରୋ ହିରୋଇନ ମଧ୍ୟରେ ରୋମାନ୍ସ ସିନ ରହିବା ଜରୁରୀ। ଏପରି ସିନ ନ ଥିଲେ ଦର୍ଶକ ଫିଲ୍ମକୁ ପସନ୍ଦ କରୁ ନ ଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଯେତେବେଳେ ଷ୍ଟାରମାନେ ପରଦାରେ ରୋମାନ୍ସ କରନ୍ତି,…

ଅଧାରାତିରେ ଖରାପ ହେଲା କାର୍‌; ଗାୟକଙ୍କ ସହାୟତା ପାଇଁ ଆଗେଇ ଆସିଲେ ଦୁଇଶହ ପ୍ରଶଂସକ

ବମ୍ବେ: ଗାୟକ ମିକା ସିଂହଙ୍କ ଲୋକପ୍ରିୟତା କାହିଁରେ କେତେ। ଏହା ଜଣାପଡ଼ିଛି ନିକଟରେ ଘଟିଥିବା ଏକ ଘଟଣାରୁ। ବିଳମ୍ବିତ ରାତିରେ ମିକା ଗାଡ଼ିରେ ଯାଉଥିବା ବେଳେ ଅଧାବାଟରେ ତାଙ୍କ କାର୍‌ ଖରାପ ହୋଇଯାଇଥିଲା। ଏପରିସ୍ଥିତିରେ ମିକାଙ୍କ ପ୍ରଶଂସକମାନେ ସହାୟତା ପାଇଁ ଭିଡ…

ପ୍ରିୟଙ୍କାଙ୍କ ଜନ୍ମଦିନରେ ସ୍ବାମୀ ଦେଲେ ସ୍ବତନ୍ତ୍ର ଉପହାର: ଦାମ୍‌ ଜାଣିଲେ…

ବଲିଉଡରୁ ହଲିଉଡ୍‌କୁ ଜମ୍ପ୍‌ ମାରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଗୋଟିଏ ଦିନ ପୂର୍ବରୁ ନିଜ ୩୮ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ତାଙ୍କୁ ଅନେକ ଦାମୀ ଉପହାର ମିଳିଛି। କିନ୍ତୁ ସ୍ବାମୀ ନିକ୍‌ ଜୋନାସ୍‌ ପିସିଙ୍କୁ ଜନ୍ମଦିନରେ ଏକ ସ୍ବତନ୍ତ୍ର…

ସରିଥିଲା ନିର୍ବନ୍ଧ; ହେଲେ ବିବାହର ଠିକ୍‌ ପୂର୍ବରୁ ଭାଙ୍ଗି ଯାଇଥିଲା ଏହି କଳାକାରଙ୍କ ସମ୍ପର୍କ

ବମ୍ବେ: ନିର୍ବନ୍ଧ ପରେ ବିବାହ ମାତ୍ର ଗୋଟିଏ ପାଦର ରାସ୍ତା। ଏଣୁ କଳାକାରଙ୍କ ନିର୍ବନ୍ଧ ଖବର ଆସିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ସବୁ ନିର୍ବନ୍ଧ ପରେ ବିବାହ ପର୍ଯ୍ୟନ୍ତ ପହଞ୍ଚିପାରେନାହିଁ। ଅଧାରୁ ଭାଙ୍ଗିଯାଏ। ବଲିଉଡ୍‌ଜଗତରେ ଏଭଳି ଅନେକ ସେଲିବ୍ରିଟି…

ସଲମାନଙ୍କ ଭଳି ଆଜି ବି ଅବିବାହିତା ତାଙ୍କର ଏହି ପ୍ରେମିକା: ସମ୍ପର୍କକୁ ନେଇ କହିଲେ ‘ ପାଞ୍ଚ ବର୍ଷ ହେଲାଣି…’

ବମ୍ବେ: ନବେ ଦଶକର ଅଭିନେତ୍ରୀ ସୋମି ଅଲି ଏବେ ଲାଇମ୍‌ଲାଇଟ୍‌ରୁ ଦୂରରେ। ଏକଦା ସେ ଦବଙ୍ଗ ଖାନ୍‌ ସଲମାନଙ୍କ ପ୍ରେମିକା ଥିବାବେଳେ ଆଜିଯାଏ ବିବାହ କରିନାହାନ୍ତି। ଏହା ପଛରେ କି କାରଣ ରହିଛି ସେ ନେଇ ସୋମିଙ୍କୁ ପଚରାଯାଇଥିଲା। ନିକଟରେ ସେ…

ଅଭିନେତ୍ରୀଙ୍କ ସହ ରୋମାନ୍ସ କରୁଥିବା ଇମ୍ରାନ ହାସ୍‌ମୀ ଆଲିଆଙ୍କ ସହ କରନ୍ତି ନାହିଁ ଏପରି କିଛି, କାରଣ ଜାଣିଲେ…

ଫିଲ୍ମକୁ ସୁପରହିଟ କରିବା ପାଇଁ, ହିରୋ ହିରୋଇନ୍‌ ମଧ୍ୟରେ ରୋମାନ୍ସ ସିନ୍‌ ରହିବା ଜରୁରୀ। ଏପରି ସିନ୍‌ ନ ଥିଲେ ଦର୍ଶକ ଫିଲ୍ମକୁ ପସନ୍ଦ କରୁ ନ ଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଯେତେବେଳେ ଷ୍ଟାରମାନେ ପରଦାରେ ରୋମାନ୍ସ କରନ୍ତି,…

ଫିଲ୍ମ ଆଉ ପ୍ରେମିକଙ୍କୁ ନେଇ ଏମିତି ଦୁଃଖ କରନ୍ତି ତାପସୀ, କହିଲେ ସେ କିଛି ବୁଝନ୍ତି ନାହିଁ

ଫିଲ୍ମ ‘ହସିନ ଦିଲ୍‌ରୁବା’ରେ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।ସେବେଠାରୁ, ତାପସୀ କ୍ରମାଗତ ଚର୍ଚ୍ଚାରେ ରହିଆସୁଛନ୍ତି। ତାପସୀ ତାଙ୍କ ବୃତ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହୁଥିଲେ। ହେଲେ ଏବେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ନେଇ ଆଲୋଚନାକୁ…

ଦ୍ୱିତୀୟଥର ମା’ ହେବାକୁ ଯାଉନ୍ତି ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ନେହା ଧୁପିଆ ଏବଂ ଅଙ୍ଗଦ ବେଦୀ ଦ୍ୱିତୀୟ ଥର ପାଇଁ ମାତାପିତା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି ନେହା। ପ୍ରଶଂସକଙ୍କ ତରଫର ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?