ଦେଶୀ ଗର୍ଲଙ୍କୁ ୩୯…

ମୁମ୍ବାଇ,୧୮।୭: ବଲିଉଡ୍‌ ଅଭିନେତ୍ରୀ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ରବିବାର ୩୯ ବର୍ଷ ପୂରଣ ହୋଇଛି। ସେ ୧୯୮୨ ଜୁଲାଇ ୧୮ରେ ଜାମସେଦ୍‌ପୁରରେ ଜନ୍ମ ଗ୍ରହଣ କରିଥିଲେ। ୨୦୦୩ରେ ଦ ହିରୋ ଲଭ୍‌ ଷ୍ଟୋରୀ ଅଫ୍‌ ଏ ସ୍ପାଏ ଫିଲ୍‌ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ୨୦୦୩ରେ ଅନ୍ଦାଜ୍‌, ୨୦୦୪ରେ ମୁଝ୍‌ ସେ ଶାଦି କରୋଗି, ଏତ୍‌ରାଜ, ୨୦୦୬ରେ କ୍ରିସ୍‌, ଡନ୍‌ ଆଦି ଫିଲ୍ମରେ ଅଭିନୟ କରି ବେଶ୍‌ ପ୍ରଶଂସା ସାଉଁଟି ଥିଲେ। ୨୦୦୯ରେ କମିନେ, ୨୦୧୧ରେ ୭ ଖୁନ୍‌ ମାଫ୍‌, ୨୦୧୨ରେ ବର୍ଫି, ୨୦୧୪ରେ ମେରିକମ୍‌, ୨୦୧୫ରେ ଦିଲ୍‌ ଧଡକନେ ଦୋ, ବାଜି ରାଓ ମସ୍ତାନୀ, ୨୦୧୯ରେ ଦ ସ୍କାଏ ଇଜ୍‌ ପିଙ୍କ୍‌ରେ ଅଭିନୟ କରିଥିଲେ। ସେ ୨୦୨୧ରେ ହଲିଉଡ୍‌ ଫିଲ୍ମ ଦ ହ୍ବାଇଟ୍‌ ଟାଇଗରରେ ନିଜର ଅଭିନୟ ଦକ୍ଷତା ପ୍ରମାଣିତ କରିଥିଲେ। ୨୦୧୮ରେ ସେ ଆମେରିକା ଗାୟକ ତଥା ଅଭିନେତା ନିକ୍‌ ଜୋନାସ୍‌ଙ୍କୁ ବିବାହ କରିଥିଲେ। ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୬ରେ ପ୍ରିୟଙ୍କାକୁ ପ୍ରଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜକୁ ମୁର୍ଖ କହିଲେ ବିଗ୍‌ ବି

ବଲିଉଡର ମହାନାୟକ ଅମିତାଭ ବଚ୍ଚନ କେବଳ ଅଭିନୟ ନୁହେଁ, ହୋଷ୍ଟିଂରେ ମଧ୍ୟ ପାରଦର୍ଶିତା ହାସଲ କରିଛନ୍ତି। ସେ ଏବେ କୌନ ବନେଗା କରୋଡପତି ହୋଷ୍ଟ କରୁଛନ୍ତି।...

ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବେ ଆଦିତ୍ୟ

ମୁମ୍ବାଇ: କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣଙ୍କ ପୁଅ ତଥା କଣ୍ଠଶିଳ୍ପୀ ଆଦିତ୍ୟ ନାରାୟଣ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଡିସେମ୍ବରରେ ଅଭିନେତ୍ରୀ ଶ୍ୱେତା ଅଗ୍ରଓ୍ବାଲଙ୍କୁ...

ଫଟୋଗ୍ରାଫରଙ୍କ ପ୍ରେମରେ ଏହି ଅଭିନେତ୍ରୀ

ମୁମ୍ବାଇ: ଦୀର୍ଘବର୍ଷ ଧରି ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ନାମ ରୋହନ ଶ୍ରେଷ୍ଟା (ସେଲିବ୍ରିଟି ଫଟୋଗ୍ରାଫର)ଙ୍କ ସହ ଚର୍ଚ୍ଚା ହୋଇଆସୁଛି। ଶୁଣିବାକୁ ମିଳୁଛି ଦୁହେଁ ଏକାଠି...

ଓସ୍କାର ଦୌଡ଼ରେ ‘ଚ୍ଛେଲୋ ଶୋ’

ନୂଆଦିଲ୍ଳୀ: ଫିଲ୍ମ ଜଗତର ସବୁଠାରୁ ବଡ଼ ସମାରୋହ କୁହାଯାଉଥିବା ଓସ୍କାର ରେସ୍‌ରେ ସାମିଲ ହୋଇଛି ଗୁଜରାଟୀ ଫିଲ୍ମ ‘ଚ୍ଛେଲୋ ଶୋ’। ଏ ନେଇ ଇଣ୍ଡିଆନ୍‌ ଫିଲ୍ମ...

ଅଭିନେତା ସୁଶାନ୍ତ ଆତ୍ମହତ୍ୟା ମାମଲା: ରିୟା ଚକ୍ରବର୍ତ୍ତୀ ଅମିତ ଶାହଙ୍କୁ ଲେଖିଲେ ଏମିତି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଏବେ ନୂଆ ମୋଡ଼ ନେଇଛି। ସୋସିଆଲ ମିଡିଆରେ ଟ୍ରୋଲ୍‌ର ଶିକାର ହୋଇଥିବା ରିୟା ଚକ୍ରବର୍ତ୍ତୀ ମଧ୍ୟ ଏହି ଘଟଣାର...

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ୪ ପ୍ରେମିକ ରଖିବାକୁ କହିଥିଲେ ବାପା

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ ଥିଲେ ରାଜେଶ ଖନ୍ନା। ସେ ଆଉ ଏ ଦୁନିଆରେ ନାହାନ୍ତି ସତ, ମାତ୍ର ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ...

କଟକରେ ଭାଇଚାରା ସବୁବେଳେ ମିଳିବ

କଟକ ସହ ସମ୍ପର୍କ ଯୋଡ଼ିବା ଲୋକେ ଖୁବ୍‌ କମ୍‌। ହେଲେ ଯିଏ ସମ୍ପର୍କ ଯୋଡ଼ିଛି ସେ ଏହାର ଅସଲି ମଜା ପାଇଛି। ଏହି ସହର ଓ...

ଦେଖାଦେଇଥିଲା ଏମିତି ସଙ୍କଟ: ସୁନା ଗହଣା ସମ୍ପତ୍ତି ବିକି ଚଳୁଥିଲେ ରାଖୀ ସାୱନ୍ତ

ରାଖୀ ସାୱନ୍ତ ପୁଣି ଥରେ ବିଗ ବସ୍‌ରେ ନଜର ଆସିବେ। ଏହାପୂର୍ବରୁ, ରାଖୀ ବିଗ୍‌ ବସ୍‌ ସିଜିନ୍‌ର ଏକ ଅଂଶ ହୋଇପାରିଛନ୍ତି। ରାଖୀ ଚଳଚ୍ଚିତ୍ର ଜଗତରରୁ...

Advertisement
Archives

Model This Week