ଏହି ଅଭିନେତ୍ରୀ ମାତ୍ର ୩ ବର୍ଷ ବୟସରେ ଫିଲ୍ମରେ କରିଥିଲେ ଡେବ୍ୟୁ

ବଲିଉଡଜଗତର କିଛି ତାରକା ଅଛନ୍ତି ଯେଉଁମାନେ ଖୁବ କମ ବୟସରେ ଅଭିନୟ ଦୁନିଆରେ ପାଦ ଥାପିଥିଲେ। ବିଶେଷକରି ସେମାନେ ଶିଶୁକଳାକାର ଭାବେ ଫିଲ୍ମରେ ଡେବ୍ୟୁ କରିଥିଲେ। ସେମାନଙ୍କ ମଧ୍ୟରୁ ଉର୍ମିଲା ମାତୋଣ୍ଡକର ଜଣେ। ପିଲାଦିନେ ମଧ୍ୟ ତାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରୁଥିଲେ। ସେ ‘ସତ୍ୟ’, ‘ପିଞ୍ଜରା’ଏବଂ ‘ଭୂତ’ ପରି ଅନେକ ଫିଲ୍ମରେ କାମ କରିଥିଲେ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଉର୍ମିଲା ମାତ୍ର ତିନି ବର୍ଷ ବୟସରେ ଡେବ୍ୟୁ କରିଥିଲେ। ସେ ପିଲାଦିନେ ଅନେକ ଚଳଚ୍ଚିତ୍ର କରିଥିଲେ । କିନ୍ତୁ ୧୯୮୩ ଚଳଚ୍ଚିତ୍ର ‘ମାସୁମ’ରେ ଶିଶୁ କଳାକାର ଭାବରେ ତାଙ୍କ ଫିଲ୍ମ ସ୍ମରଣୀୟ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସିଲ୍‌ ହୋଇଥିଲା ଅଜିତଙ୍କ କାଜୁ ଫ୍ୟାକ୍ଟ୍ରି : ୧୮ ମାସ ପରେ ହାଇକୋର୍ଟ ଦେଲେ ଏମିତି ରାୟ, ଚାହିିଁକି ରହିଗଲେ ଜିଲାପାଳ

ଗଞ୍ଜାମ,୪।୬(ବିଦ୍ୟାଧର ସାହୁ ): ପରିବେଶ ପଦୂଷଣ ନେଇ ସ୍ଥାନୀୟ କିଛି ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ଗଡ଼ ହୁମାଠାରେ ଥିବା ଅଜିତ ପାତ୍ରଙ୍କ କାଜୁ ଫ୍ୟାକ୍ଟ୍ରି ୨୦୨୪ରେ ଜିଲା…

ମମତା ବାନାର୍ଜୀଙ୍କ ବିରୋଧରେ ପୁଣି FIR, ଅମିତ ଶାହାଙ୍କ ନାଁରେ ଆଣିଥିଲେ ଗୁରୁତର ଅଭିଯୋଗ

କୋଲକାତା,୪।୬: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀଙ୍କ ଆଇନଗତ ସମସ୍ୟା ବଢ଼ିବାରେ ଲାଗିଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଉ ଏକ ଏଫଆଇଆର…

ଜଙ୍ଗଲକୁ ଯାଇ ଘରକୁ ଫେରି ନ ଥିଲେ ଚାଷୀ, ଆଜି ମିଳିଲା ମୃତଦେହ

ରିଆମାଳ,୪ା୬(ବଦ୍ରୀ ନାରାୟଣ ଅଗ୍ରଓ୍ବାଲ): ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚଢେଇମରା ଗ୍ରାମ ଜଙ୍ଗଲରୁ ଗୁରୁବାର ଜଣେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଜବତ ହୋଇଛି। ମୃତବ୍ୟକ୍ତି…

ବିରାଟ କୋହଲିଙ୍କ ପରେ ରୋହିତ ଶର୍ମା ମଧ୍ୟ ଦିନିକିଆ ସିରିଜରୁ ବାଦ୍‌; ସଂଯୋଗ ନା ଯୋଜନାବଦ୍ଧ ଷଡ଼ଯନ୍ତ୍ର? ଜାଣନ୍ତୁ…

ନୂଆଦିଲ୍ଲୀ,୪।୬: ଜୁନ ୧୩ ରୁ ଆରମ୍ଭ ହେଉଥିବା ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଏହି ସମୟରେ,…

ନିଜ ଦୁଇ ସ୍ତ୍ରୀଙ୍କୁ କେତେ ଆଲିମନି ଦେଇଥିଲେ ଆମୀର ଖାନ୍‌? ଜାଣିଲେ ଚମକି ପଡିବେ…

ମୁମ୍ୱାଇ: ୬୧ ବର୍ଷ ବୟସରେ ବଲିଉଡ ସୁପରଷ୍ଟାର ଆମିର ଖାନ ଏବେ ନିଜର ତୃତୀୟ ବିବାହକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଖବର ଆସିଛି ଯେ,…

ନବୀନଙ୍କୁ ବଡ଼ ଝଟକା: ଗୋଟିଏ ଦିନରେ ବିଜେଡି ଛାଡ଼ିଲେ ୩ ନେତା, ରାଜନୀତିରେ ହଇଚଇ

କଟକ,୪।୬(ଶିଳ୍ପା ପ୍ରିୟଦର୍ଶିନୀ): ୨୦୨୪ ମେ’ରୁ ୨୦୨୬ ମେ’ ମଧ୍ୟରେ ବିଜେଡିର ବହୁ ବରିଷ୍ଠ ନେତା ଦଳ ଛାଡ଼ିଛନ୍ତି। ଏଥିରେ କଟକର ବହୁ ପୁରୁଖା ନେତା ରହିଛନ୍ତି। ପୂର୍ବରୁ…

ଥାଇଲାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ, ଦରମା ଦେଉନି କମ୍ପାନୀ, ଭୋକ ଉପାସରେ ରହି…

ରାଜକନିକା,୪ା୬(ସଞ୍ଜୟ କୁମାର ଦାଶ): ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ନୁହେଁ ଦେଶାନ୍ତର ହୋଇ ଦାଦନ ଖଟିବାକୁ ଯାଉଛନ୍ତି ଓଡିଆ ଶ୍ରମିକ। ବାହାର ଦେଶରେ ଶ୍ରମିକ ଭାବେ…

୪୫ ବର୍ଷ ବୟସରେ ମା’ ହେଲେ ଅଭିନେତ୍ରୀ: ଖୁସିରେ ଗଦ୍‌ଗଦ୍‌ ହୋଇ କହିଲେ…

ଭୋଜପୁରୀ ଅଭିନେତ୍ରୀ ସମ୍ଭାବନା ସେଠ୍‌ ୪୫ ବର୍ଷ ବୟସରେ ମା’ ହୋଇଛନ୍ତି। ସେ ଯମଜ ସନ୍ତାନ ଜନ୍ମ ଦେଇଛନ୍ତି। ଏଥିରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri