ମନୋରଞ୍ଜନ

ପୁଣି ବ୍ରେକ୍‌ଅପ୍‌ କାହାଣୀ ବଖାଣିଲେ ଦୀପିକା

ବଲିଉଡର ସଫଳ ଅଭିନେତ୍ରୀ ଦୀପିକା ପାଦୁକୋନ ବେଶ୍‌ ଖୁସି ମିଜାଜ୍‌ର। ତାଙ୍କୁ ଦେଖି କେହି ଅନୁମାନ କରିପାରିବେ ନାହିଁ ଯେ ତାଙ୍କ ଜୀବନରେ ନିଶ୍ଚିତ ଭାବରେ କିଛି ଅସୁବିଧା ହୋଇଥଲା କିମ୍ବା ସେ ମଧ୍ୟ ଡିପ୍ରେସନର ଶିକାର ହୋଇପାରନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ…

ଗୋଟିଏ ଚାପୁଡା ବଦଳାଇଥିଲା ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ଜୀବନ

ବଲିଉଡ୍‌ରେ ନେଗେଟିଭ୍‌ ଭୂମିକାରେ ସୁନାମ ଅର୍ଜନ କରିଥିବା ଲଳିତା ପାୱାରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ମାତ୍ର ୯ ବର୍ଷ ବୟସରେ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିବା ଲଲିତା ୭୦୦ରୁ ଅଧିକ ବିଭିନ୍ନ ଭାଷା ଚଳଚ୍ଚିତ୍ରରେ କାମ କରି ଏକ ରେକର୍ଡ…

ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ‘ଦେବଦୂତ’

ଭୁବନେଶ୍ୱର, ୨୨ା୭(ବ୍ୟୁରୋ): ଈଶା ଭିଜନ ବ୍ୟାନରରେ ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ‘ଦେବଦୂତ’ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଶଂସା ସାଉଁଟିଛି। ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ଅନୁଷ୍ଠିତ ରୋଷନି ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ୫ଟି ବିଶେଷ ବିଭାଗରେ ଏହି ଚଳଚ୍ଚିତ୍ର ୮ରୁ ଅଧିକ ପୁରସ୍କାର…

ଶାହାରୁଖଙ୍କଠାରୁ ଏହି ଜିନିଷ ଚୋରି କରିବାକୁ ଚାହୁଁଥିଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶାହାରୁଖ ଖାନ୍‌ ଏବଂ ଅନୁଷ୍କା ଶର୍ମା କିଛି ଫିଲ୍ମରେ ଏକାଠି କାମ କରିଛନ୍ତି। ତାଙ୍କର ଅନ୍‌ସ୍କ୍ରିନ୍‌ କେମିଷ୍ଟ୍ରି ସମସ୍ତଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ନେଇଥାଏ। ଦୁଇଜଣ ‘ରବ୍‌ନେ ବନା ଦି ଯୋଡ଼ି’, ‘ଜବ୍‌ ତକ୍‌ ହୈ…

ଦୁବାଇରେ ଅଛନ୍ତି ସଲମାନ ଖାନ୍‌ଙ୍କ ସ୍ତ୍ରୀ, ୧୭ ବର୍ଷର ଝିଅ!

ବଲିଉଡ ଅଭିନେତା ସଲମାନ ଖାନଙ୍କ ପ୍ରେମ ସମ୍ପର୍କକୁ ନେଇ ପ୍ରାୟତଃ ଚର୍ଚ୍ଚା ହୋଇଥାଏ। ସେ କେବେ ବିବାହ କରିବେ ତାକୁ ନେଇ ମଧ୍ୟ ଅନେକ ଆଲୋଚନା ହୁଏ। ନିକଟରେ ତାଙ୍କୁ ଜଣେ ୟୁଜର୍ସ ବିବାହକୁ ନେଇ ଟ୍ରୋଲ କରିଛନ୍ତି। ତାଙ୍କ ଭାଇ…

ଆଉ ହୋଷ୍ଟ କରିବିନି କହିଲେ ଆଦିତ୍ୟ, ଜାଣିଲେ…

ମୁମ୍ବାଇ: ଇଣ୍ଡିଆନ ଆଇଡଲ -୧୨ର ହୋଷ୍ଟ ଏବଂ ଲୋକପ୍ରିୟ ଗାୟକ ଆଦିତ୍ୟ ନାରାୟଣ ହୋଷ୍ଟିଂରୁ ଛୁଟି ନେବେ। ଏକଥା ଆମେ କହୁନୁ। ଆଦିତ୍ୟ ନିଜେ କହିଛନ୍ତି। ସେ କହିଛନ୍ତି, ଟିଭି ଇଣ୍ଡଷ୍ଟ୍ରି ମୋତେ ଯାହା ବି କିଛି ଦେଇଛି ସେଥିରେ ମୁଁ…

ଥିଏଟରରୁ ଆରମ୍ଭ ହୋଇଥିଲା ଏହି ଅଭିନେତାଙ୍କ ଲଭ ଷ୍ଟୋରୀ, ଏହି କାରଣ ପାଇଁ ଲୁଚାଇ ଥିଲେ ବିବାହ କଥା

କେ କେ ମେନନ ବଲିଉଡରେ ଅଭିନୟ ପାଇଁ ବେଶ ଜଣାଶୁଣା। କେ କେ ମେନନ ୧୯୯୫ ଚଳଚ୍ଚିତ୍ର ‘ନସିମ’ ସହିତ ତାଙ୍କ କ୍ୟାରିଅର୍‌ ଆରମ୍ଭ କରିଥିଲେ। ପରେ ସେ ଚଳଚ୍ଚିତ୍ରରେ କାମ ଜାରି ରଖିଥିଲେ। ଏହା ବ୍ୟତୀତ ସେ ଅନେକ ହିଟ୍‌…

ରାଜ୍‌ କୁନ୍ଦ୍ରାଙ୍କ ଅଶ୍ଳୀଳ ଭିଡିଓ ପ୍ରସ୍ତୁତିକୁ ନେଇ ମୁହଁ ଖୋଲିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ କେସ୍‌ରେ ଗହନା ବଶିଷ୍ଠଙ୍କ ନାମ ଆସିଛି। ଗହନାଙ୍କ ଉପରେ ମଧ୍ୟ ଆଡଲ୍ଟ ଫିଲ୍ମ ଶୁଟିଂ ଏବଂ ଗ୍ୟାଙ୍ଗ୍‌ ରେପ୍‌ ପରି ଅଭିଯୋଗ ଆସିଛି। ସେ କିଛିମାସ ତଳେ…

କେବଳ ଏହି ଗୋଟିଏ କାରଣ ପାଇଁ କ୍ୟାଟ୍ରିନାଙ୍କ ସହ ରୋମାନ୍ସ ସିନ୍‌ କରନ୍ତିନି ଅର୍ଜୁନ

ବଲିଉଡରେ ଏପରି ଅନେକ ଅଭିନେତ୍ରୀ, ଅଭିନେତା ଅଛନ୍ତି ଯେଉଁମାନେ କୌଣସି ନା କୌଣସି କାରଣ ପାଇଁ କେତେକ ତାରକାଙ୍କ ସହ ରୋମାନ୍ସ ସିନ୍‌ କରିବାକୁ ପସନ୍ଦ କରି ନ ଥାନ୍ତି। ସେମାନେ ଏହା କରିବାକୁ ସିଧା ସିଧା ମନା କରି ଦେଇଥାନ୍ତି।…

ତାମିଲ ଫିଲ୍ମରେ ନଜର ଆସିବେ ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଐଶ୍ୱର୍ଯ୍ୟା ରାୟ ବଚ୍ଚନ କିଛି ବର୍ଷ ପରେ ପୁଣିଥରେ ବଡ ପରଦାରେ ଦେଖାଦେବେ । ଅବଶ୍ୟ ବଲିଉଡ୍‌ରେ ନୁହେଁ ଟଲିଉଡରେ । ହଁ ନୀଳନୟନା ଐଶ୍ୱର୍ଯ୍ୟା ଏକ ତାମିଲ ଫିଲ୍ମରେ ଅଭିନୟ…

କରୀନାଙ୍କ ପୁସ୍ତକକୁ ନେଇ ତେଜିଲା ବିବାଦ

ଜବଲପୁର,୨୦।୭: ବଲିଉଡ୍‌ ବେବୋ କରୀନା କପୁର ଖାଁ ନିକଟରେ ନିଜର ଗର୍ଭବତୀ ସମୟର ଅନୁଭୂତି ବିଷୟରେ ଏକ ପୁସ୍ତକ ଲେଖିଥିଲେ। ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି। କରୀନାଙ୍କ ଲିଖିତ ପୁସ୍ତକ ‘ପ୍ରେଗ୍‌ନାନ୍ସି ବାଇବେଲ’କୁ ନେଇ ଜବଲପୁରରେ ଥିବା ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟ…

୫ ସନ୍ତାନର ମା’ ହେବାକୁୁ ଚାହୁଁଥିଲେ ଭାଇଜାନଙ୍କ ଏହି ପ୍ରେମିକା: ଏବେ କହିଲେ ‘ତାଙ୍କୁ ପ୍ରେମିକ ଭାବେ ପାଇ ଖୁସି ଥିଲି’

ସଲମାନ ଖାନ ଏବଂ ପାକିସ୍ତାନର ସୋମି ଅଲ୍ଲୀଙ୍କ ସମ୍ପର୍କ କାହାକୁ ଅଛପା ନାହିଁ। ସଲମାନ ଏବଂ ସୋମି ପରସ୍ପରକୁ ଆଠ ବର୍ଷ ପାଇଁ ଡେଟ କରିଥିଲେ। ତେବେ ଏକ ସାକ୍ଷାତକାରରେ ସୋମି କହିଥିଲେ ସଲମାନ୍‌ ତାଙ୍କୁ ଚିଟ୍‌ କରିବା ପରେ ସମ୍ପର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?