ମନୋରଞ୍ଜନ

ଓଠ ବିଗାଡ଼ିଦେଲା ଚେହେରା: ଅଭିନେତ୍ରୀଙ୍କୁ ପ୍ରଶଂସକ କହିଲେ ‘କ’ଣ ଥିଲ କ’ଣ ହେଲ’

ବମ୍ବେ: ୨୦୦୪ରେ ରିଲିଜ ହୋଇଥିଲା ଫିଲ୍ମ ‘ଟାରଜନ୍‌ ଦ ଓ୍ବଡର୍‌ କାର୍‌’। ଏଥିରେ ନିଜର ସୁନ୍ଦରତା ଏବଂ ଅଭିନୟ ଚାତୁରୀ ଯୋଗୁ କୋଟି କୋଟି ଦର୍ଶକଙ୍କ ମନ କିଣିଥିଲେ ଅଭିନେତ୍ରୀ ଆୟେଶା ଟାକିଆ। ଦିନେ ଯେଉଁ ରୂପକୁ ନେଇ ତାଙ୍କୁ ପ୍ରଶଂସା…

ପୂର୍ବ ପ୍ରେମିକାଙ୍କୁ ଟିକେ ଡେରିରେ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସଲମାନ୍‌: ଖାସ୍‌ ଫଟୋ ପୋଷ୍ଟ କରି ଲେଖିଲେ ଏମିତି

ବମ୍ବେ: ଶୁକ୍ରବାର ଥିଲା ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫଙ୍କ ହାପି ବର୍ଥ ଡେ’। ଏହି ଅବସରରେ ତାଙ୍କୁ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ଶୁଭେଚ୍ଛା ଜଣାଇଥିଲେ। ହେଲେ ଜଣେ ସେଥିରୁ ଗାଏବ ଥିଲେ। ସେ ହେଲେ କଟ୍ରିନାଙ୍କ ପୂର୍ବ ପ୍ରେମିକ ତଥା…

କରିନାଙ୍କ ପାଇଁ ବନ୍ଧୁଙ୍କ ଆଗରେ ହାତ କାଟି ଦେଇଥିଲେ ସୈଫ: କାରଣ ଜାଣିଲେ ହେବେ…

ବମ୍ବେ: ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌- କରିନା କପୁର ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ିଙ୍କ ମଧ୍ୟରୁ ଗୋଟିଏ। ପଟୌଦୀ ପରିବାରର ଦଶମ ନବାବ ସୈଫ ୧୯୯୨ରେ ଫିଲ୍ମ ‘ବେଖୁଦି’ରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ୨୦୧୨ରେ କରିନା କପୁରଙ୍କୁ ଦ୍ୱିତୀୟ ବିବାହ…

ଧଳା କପଡ଼ାରେ ଗୁଡ଼ାଇ ହୋଇଥିବା ଏହି ହିରୋଇନ୍‌ଙ୍କ ଗୋଟିଏ ପୋଷ୍ଟର ପକାଇଥିଲା ଚହଳ

ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ଭାବେ ଉଦିତା ଗୋସ୍ବାାମୀ ଜଣାଶୁଣା। ୨୦୦୩ ମସିହାରେ ଉଦିତା ପୂଜା ଭଟ୍ଟଙ୍କ ଫିଲ୍ମ ‘ପାପ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଉଦିତାଙ୍କ କ୍ୟାରିୟରର ଏହା ଆରମ୍ଭ ଥିଲା କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ ହୋଇଥିଲା ।…

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ବିବାହରେ ଏମିତି କହିଥିଲେ ସଲମାନ, ଜିତିଥିଲେ ସମସ୍ତଙ୍କ ହୃଦୟ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ-ଅଭିନେତାଙ୍କ ନାମ ପରସ୍ପର ସହ ଯୋଡ଼ି ହୋଇଥାଏ। ଏମାନଙ୍କ ମଧ୍ୟରୁ କେତେକଙ୍କ ପ୍ରେମ ବିବାହରେ ରୂପାନ୍ତରିତ ହୋଇଥିବା ବେଳେ ଆଉ କେତେ ଜଣ ଏଥିରେ ବିଫଳ ହୋଇଛନ୍ତି। ଫିଲ୍ମରେ ଦୀର୍ଘ ସମୟ ଏକାଠି କାମ…

ଶୁଟିଂ ସେଟ୍‌ରେ ବୋହୋସ୍ ହୋଇଯାଇଥିଲେ କରିନା

ମୁମ୍ବାଇ: ବଲିଉଡ୍ ବେବୋ କରିନା କପୁର ଖାଁଙ୍କର ରହିଛନ୍ତି ଅନେକ ପ୍ରଶଂସକ । ନିକଟରେ ସେ ଦ୍ୱିତୀୟ ସନ୍ତାନର ମା’ ହୋଇଛନ୍ତି । ତେବେ ଗର୍ଭାବସ୍ଥାର ଅନୁଭୁତିକୁ ନେଇ କରିନା ଏକ ପୁସ୍ତକ ଲେଖିଛନ୍ତି । ଯେଉଁଥିରେ ସେ ତାଙ୍କ ଅନୁଭୁତି…

ସ୍ପେନ ଯିବେ ଶ୍ରଦ୍ଧା

ମୁମ୍ବାଇ: ଲଭ ରଞ୍ଜନଙ୍କ ଆଗାମୀ ଫିଲ୍ମରେ ରଣବୀର କପୁର ଓ ଶ୍ରଦ୍ଧା କପୁର ପ୍ରଥମ ଥର ପାଇଁ ସ୍କ୍ରିନ୍ ଶେୟାର କରିବାକୁ ଯାଉଛନ୍ତି । ଚଳିତ ସପ୍ତାହର ଆରମ୍ଭରେ ଏମାନଙ୍କୁ ମୁମ୍ବଇ ଏୟାପୋର୍ଟରେ ସ୍ପଟ କରାଯାଇଥିଲା । ଏମାନେ ଫିଲ୍ମର ଶୁଟିଂ…

ଲଣ୍ଡନରେ ୭ କୋଟିର ବଙ୍ଗଳା, ଅଢ଼େଇ କୋଟିର କାର୍‌ର ମାଲିକାଣି ହେଉଛନ୍ତି ଏହି ଅଭିନେତ୍ରୀ; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ବିଦେଶିନୀ ସତ୍ତ୍ୱେ ବଲିଉଡ୍‌ରେ ବେଶ୍‌ ନାମ କମାଇଛନ୍ତି ଅଭିନେତ୍ରୀ କଟ୍ରିନା କୈଫ। ୧୯୮୩ ଆଜିର ଦିନରେ ହଂକଂରେ ଜନ୍ମଗ୍ରହଣ କରିଥିଲେ ସେ। ତାଙ୍କର ସାତ ଭାଇଭଉଣୀ ଅଛନ୍ତି। ୨୦୦୩ରେ ଫିଲ୍ମ ବୁମ୍‌ରୁ ଡେବ୍ୟୁ କରିବା ପରେ ଆଉ ପଛକୁ ଫେରି…

ମା’ ହେବାକୁ ଯାଉଛନ୍ତି କି ନେହା କକ୍କଡ? ‘ଇଣ୍ଡିଆନ୍‌ ଆଇଡଲ୍‌’ ଛାଡ଼ିଥିବାକୁ ନେଇ ହେଉଛି ଚର୍ଚ୍ଚା…

ବମ୍ବେ: ବ୍ୟକ୍ତିଗତ ଜୀବନ ହେଉ ଅଥବା ଗାୟିକା ହେବାର ଯାତ୍ରା,ସବୁକିଛିକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଗାୟିକା ନେହା କକ୍କଡ। ଏବେ ତାଙ୍କୁ ନେଇ ଭିନ୍ନ ଚର୍ଚ୍ଚା। ସେଇଟି ହେଲା ସେ କୁଆଡେ ମା’ ହେବାକୁ ଯାଉଛନ୍ତି। କିଛି ଦିନ ଧରି ନେହା…

୧୪ବର୍ଷ ବୟସରୁ ମଡେଲିଂ ଆରମ୍ଭ କରିଥିଲେ ବାର୍ବି ଡଲ୍‌

ମୁମ୍ବାଇ: ବଲିଉଡ୍‌ ବାର୍ବି ଡଲ୍‌ କ୍ୟାଟ୍ରିନା କୈଫ ବ୍ୟାକ୍‌ ଟୁ ବ୍ୟାକ୍‌ ପିଲ୍ମ କରିବା, ନିଜର ସୁନ୍ଦରତା ଓ ଷ୍ଟାଇଲିଷ୍ଟ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ଅନେକ ସମୟରେ ସୋସିଆଲ ମିଡିଆରେ ନିଜର ଫଟୋ ଓ ଭିଡିଓ ଶେୟାର କରୁଥିବା କ୍ୟାଟ୍ରିନା…

ଏକଦା ଏହି ହିରୋଙ୍କୁ ପିଟିପିଟି ମାରି ଦେଇଥାନ୍ତେ ଲୋକେ, କାରଣ ଜାଣିଲେ…

ଅଜୟ ଦେବଗନଙ୍କୁ ବଲିଉଡର ସିଙ୍ଘମ କୁହାଯାଏ । ସେ ପରଦାରେ ସମସ୍ତ ପ୍ରକାରର ଅଭିନୟ କରିପାରନ୍ତି। କିନ୍ତୁ ଆକ୍ସନ ଚରିତ୍ରରେ ତାଙ୍କୁ ବହୁତ ପସନ୍ଦ କରାଯାଏ। ଅଜୟ ‘ଫୁଲ ଅର କାଣ୍ଟେ’ ସହିତ ଫିଲ୍ମରେ ଡେବ୍ୟୁ କରିଥିଲେ। ଭେରୁ ଦେବଗନଙ୍କ ପୁଅ…

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ଲୋକପ୍ରିୟ ଶୋ’ ବାଳିକା ବଧୁ ସମେତ ଅନେକ ଫିଲ୍ମରେ ଅଭିନୟ କରିଥିବା ସୁରେଖା ସିକରୀଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କ ୭୫ ବର୍ଷ ହୋଇଥିଲା। ଶୁକ୍ରବାର ସକାଳେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ସେ ଦୀର୍ଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?