ମନୋରଞ୍ଜନ

ରାତି ୩ରେ ଏହି କାମ କରନ୍ତି ଅମିତାଭ ବଚ୍ଚନ

ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଏବେ କୁଇଜ୍‌ ଶୋ’ କୌନ ବନେଗା କରୋଡପତି ୧୩ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ଶୋ’ ହୋଷ୍ଟିଂ କରୁଥିବା ବିଗ୍‌ ବି’ ନିଜର ପୁରୁଣା ସ୍ମୃତିକୁ ପ୍ରଶଂସକ ଏବଂ ଦର୍ଶକଙ୍କ ସହ ଶେୟାର କରନ୍ତି। ନିକଟରେ ଏକ…

ରାଜନୀତିରେ ପାଦ ରଖିବେ କାମ୍ୟା

ବମ୍ବେ: ରାଜନୀତିରେ ପାଦ ରଖିବାକୁ ଯାଉଛନ୍ତି ଟେଲି ପରଦାର ଚର୍ଚ୍ଚିତ ଅଭିନେତ୍ରୀ କାମ୍ୟା ପଞ୍ଜାବୀ। ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ଏନେଇ ସେ ପ୍ରଶଂସକଙ୍କୁ ଖୁବ୍‌ଶୀଘ୍ର ଜଣାଇବେ ବୋଲି କୁହାଯାଉଛି। ଟେଲି ଧାରାବାହିକ ‘ଶକ୍ତି-ଅସ୍ତିତ୍ୱ ଏକ ଏହସାସ କି’ ଅଫଏୟାର ହୋଇଛି।…

ଜୟ ଜଗନ୍ନାଥ, ରସଗୋଲା ଆମର…

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରସଗୋଲା କାହାର? ଓଡ଼ିଶାର ନା ପଶ୍ଚିମବଙ୍ଗର? ଏହାକୁ ନେଇ ପୂର୍ବରୁ ଅନେକ ବିତର୍କ ହୋଇଆସୁଛି। ଗୋଟିଏ ପଟେ ଓଡ଼ିଶାବାସୀ ରସଗୋଲା ଆମର ବୋଲି କହୁଥିବା ବେଳେ ପଶ୍ଚିମବଙ୍କକୁ ଜିଆଇ ଟ୍ୟାଗ୍‌ ମିଳିସାରିଛି। ହେଲେ ଏବେ ପୁଣି ଚର୍ଚ୍ଚାରେ ଏହି ରସଗୋଲା…

ଆର୍ୟନଙ୍କ ପାଇଁ ଲଢ଼ିଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ; ତଥାପି ଆଜି ମିଳିଲାନି ଜାମିନ

ବମ୍ବେ: ଆଜି ବି ମିଳିଲାନି ଜାମିନ। ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ଅଛନ୍ତି ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ। ଏହାକୁ ୩ ସପ୍ତାହରୁ ଅଧିକ ସମୟ ବିତିଲାଣି। ସବୁଥର ପରି ମଙ୍ଗଳବାର ମଧ୍ୟ ତାଙ୍କ ଜାମିନ ଆବେଦନକୁ ମାଜିଷ୍ଟ୍ରେଟ୍‌…

୪୭ବର୍ଷରେ ପାଦ ଥାପିଲେ ବଲିଉଡ୍‌ ବିୟୁଟି

ମୁମ୍ବାଇ: ବଲିଉଡ ବିୟୁଟି ରବିନା ଟଣ୍ଡନ ମଙ୍ଗଳବାର ୪୭ବର୍ଷରେ ପହଞ୍ଚିଛନ୍ତି। ତଙ୍କେ ଜନ୍ମ ଦିନରେ ଅନେକ ଅଭିନେତା ଶୁଭେଚ୍ଛା ଜଣାଇଛନ୍ତି। ଅଭିନେତ୍ରୀ ଏଥର ଜନ୍ମଦିନକୁ ପରିବାର ସହ ପାଳନ କରିଛନ୍ତି। ସେ ୱେବ୍‌ ସିରିଜ୍‌ର ଶୁଟିଂ ପାଇଁ ହିମାଚଳ ପ୍ରଦେଶର ଡାଲହୋଇରେ…

ପୁଅକୁ ନେଇ ଗର୍ବ କଲେ ଅଭିନେତା

ମୁମ୍ବାଇ: ନିଜ ଉଦ୍ୟମ ବଳରେ ବଲିଉଡ୍‌ରେ ପରିଚୟ ସୃଷ୍ଟି କରିଥିବା ଆର୍‌ ମାଧବନ୍‌ଙ୍କ ପାଇଁ ଏକ ଗର୍ବର ମୂହୁର୍ତ୍ତ। କାରଣ ହେଉଛି ତାଙ୍କ ପୁଅ । ନିକଟରେ ୧୬ବର୍ଷୀୟ ବେଦାନ୍ତ ସନ୍ତରଣରେ ମେଡାଲ ଜିତି ମାଧବନ୍‌ଙ୍କୁ ଗର୍ବିତ କରିଛନ୍ତି। ବେଙ୍ଗାଲୁରୁରେ ଅନୁଷ୍ଠିତ…

ଚରିତ୍ର ଲାଗି ଲଣ୍ଡା

ବମ୍ବେ: କଳାକାରଟିଏ ନିଜକୁ ଚରିତ୍ରରେ ଢ଼ାଳିବା ପାଇଁ କିଛି ବି କରିପାରେ। ଏପରି ଅନେକ ଦୃଷ୍ଟାନ୍ତ ବଲିଉଡ୍‌ରେ ଦେଖିବାକୁ ମିଳିଛି। ଅନେକ ଅଭିନେତ୍ରୀ ନିଜର ଚରିତ୍ର ଲାଗି ଲଣ୍ଡା ହେବାକୁ ପଛାଇ ନାହାନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଶବାନା ଆଜମୀଙ୍କଠାରୁ ଆରମ୍ଭ…

ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇ ଖୁସି ଶେୟାର କଲେ କଙ୍ଗନା

ମୁମ୍ବାଇ: ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର ବିତରଣ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ସୋମବାର ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ସମ୍ମାନିତ କରିଛନ୍ତି। ଫିଲ୍ମ ‘ମଣିକର୍ଣ୍ଣିକା’ ଏବଂ ‘ପଙ୍ଗା’ରେ ଅଭିନୟ ପାଇଁ କଙ୍ଗନା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ତେବେ…

ସୈଫଙ୍କ ପଥମ ସ୍ତ୍ରୀଙ୍କୁ ଭେଟି ନାହାନ୍ତି କରୀନା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ବ୍ୟକ୍ତିଗତ ଜୀବନୀକୁ ନେଇ ଏକ ଖୁଲାସା କରିଛନ୍ତି। ସ୍ବାମୀ ତଥା ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପୂର୍ବତନ ସ୍ତ୍ରୀ ଅମ୍ରିତା ସିଂହଙ୍କ ସହ ତାଙ୍କର ଭେଟ ହୋଇ ନ ଥିବା କହନ୍ତି କରୀନା…

ବସ୍‌ କଣ୍ଡକ୍ଟରରୁ ସିନେମାର ଶ୍ରେଷ୍ଠ ପୁରସ୍କାର ପର୍ଯ୍ୟନ୍ତ ଯାତ୍ରା

ସୁପରଷ୍ଟାର ରଜନୀକାନ୍ତ ଅଭିନୟ ଜରିଆରେ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରନ୍ତି। ସିନେମାରେ ତାଙ୍କର ଅବଦାନ ହେତୁ ତାଙ୍କୁ ସିନେମା ଜଗତର ଶ୍ରେଷ୍ଠ ପୁରସ୍କାର ଦାଦାସହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି। ଆଜି ବି ସେ ସମଗ୍ର ବିଶ୍ୱରେ ଏକ ନିଆରା ପରିଚୟ…

ଶାହରୁଖ ଖାନଙ୍କ ପାଇଁ ତରଳିଲା ପାକିସ୍ତାନୀଙ୍କ ହୃଦୟ

ଇସଲାମାବାଦ,୨୬।୧୦:ବଲିଉଡର ପ୍ରସିଦ୍ଧ ଅଭିନେତା ଶାହରୁଖ ଖାନଙ୍କ ପ୍ରଶଂସକମାନେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଅଛନ୍ତି। ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଆର୍ୟନ ଖାନ ଆଜିକାଲି ଜେଲରେ ଅଛନ୍ତି। ଏଭଳି ପରିସ୍ଥିତିରେ ଦୁନିଆର ଅନେକ ଲୋକ ଶାହରୁଖଙ୍କ ବିଷୟରେ ନିଜର ମତାମତ…

ରିଲିଜ ହେଲା ‘ଅନ୍ତିମ’

ମୁମ୍ବାଇ: ବଲିଉଡ୍‌ ଷ୍ଟାର ସଲମାନ୍‌ ଖାନ୍‌ ଓ ଆୟୁଷ ଶର୍ମାଙ୍କ ଅଭିନୀତ ‘ଅନ୍ତିମ୍‌’(ଦ ଫାଇନାଲ୍‌ ଟ୍ରୁଥ୍‌)ର ଟ୍ରେଲର ରିଲିଜ ହୋଇଛି। ମହେଶ ମଞ୍ଜରେକାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ନଭେମ୍ବର ୨୬(ମଙ୍ଗଳବାର) ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ସଲମାନ୍‌ ଖାନ୍‌ ଏହାର ପୋଷ୍ଟର ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?