ମନୋରଞ୍ଜନ

ରାଜଙ୍କ ପାଇଁ କରଓ୍ବାଚୌଥ ବ୍ରତ କଲେ ଶିଳ୍ପା

ମୁମ୍ବାଇ: ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସ୍ବାମୀ ରାଜ କୁନ୍ଦ୍ରାଙ୍କ ପାଇଁ କରଓ୍ବାଚୌଥ ବ୍ରତ ପାଳନ କରିଛନ୍ତି । ସୋସିଆଲ ମିଡିଆରେ ଏନେଇ ସେ ଏକ ଭିଡିଓ ଶେୟାର କରିଛନ୍ତି ।…

ଭିଡିଓରେ ଏଭଳି କହିଲେ କାଟ୍ରିନା…

ମୁମ୍ବାଇ: ଫିଲ୍ମ ସୂର୍ଯ୍ୟବଂଶୀକୁ ନେଇ ଉତ୍ସାହିତ ଅଛନ୍ତି ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଓ ଅକ୍ଷୟ କୁମାର। କାଟ୍ରିନା କୈଫ୍‌ ଏକ ଭିଡିଓ ମାଧ୍ୟମରେ ଏହା ଦେଖାଇଛନ୍ତି। ସବୁଠାରୁ ବ୍ୟଙ୍ଗାତ୍ମକ ଅଭିନେତା ପାଇଁ ପୁରସ୍କାର … ଏହାକୁ ଅପେକ୍ଷା କର … କାଟ୍ରିନା…

ବୋଲ୍ଡ ଅବତାରରେ ଛୋଟ ପରଦାର ସଂସ୍କାରୀ ବୋହୂ

ମୁମ୍ବାଇ: ଛୋଟ ପରଦାର ସଂସ୍କାରୀ ବୋହୂ ଭାବେ ପରିଚିତ ଟିନା ଦତ୍ତା ବାସ୍ତବ ଜୀବନରେ ବହୁତ ବୋଲ୍ଡ। ଏହାର ଝଲକ ଟିନା ନିଜେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଧାରାବାହିକ ‘ଉତ୍ତରନ’ରେ ସବୁବେଳେ ଶାଢ଼ି ଶୁଟ୍‌ରେ ନଜର ଆସୁଥିବା ଟିନା ଅସଲ…

ବିଗ୍‌ ବି – ଶତ୍ରୁଘ୍ନ ମଧ୍ୟରେ ବନ୍ଧୁତା ଖରାପ ନେଇ ଦାୟୀ କରାଯାଇଥିଲା ରେଖାଙ୍କୁ, ପୂରା ଘଟଣା ଜାଣିଲେ…

ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି ଅନେକ ତାରକା ଅଛନ୍ତି, ଯାହାଙ୍କ ବନ୍ଧୁତା ସର୍ବଦା ଚର୍ଚ୍ଚାରେ ଥାଏ। ଏହି ତାଲିକାରେ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ନାମ ମଧ୍ୟ ରହିଛି। ଅମିତାଭ ଏବଂ ଶତ୍ରୁଘ୍ନ ବହୁତ ଭଲ ବନ୍ଧୁ ।…

ଭାଇରାଲ ହେଉଛି କାଜଲଙ୍କ ଭ୍ୟାକେଶନ ଫଟୋ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଜଲଙ୍କର ଯେତେ ପ୍ରଶଂସା କଲେ ବି କମ୍ ହୁଏ ବୋଲି କୁହାଯାଏ । ଅଭିନୟରେ ପାରଙ୍ଗମ ଏହି ଅଭିନେତ୍ରୀ ଏବେ ଭ୍ୟାକେଶନରେ । ଏଥର ମସ୍କୋରେ ସମୟ କାଟୁଛନ୍ତି କାଜଲ । ରୁଷିଆର ଏହି ସୁନ୍ଦର ସହରର…

ଦୀପାବଳିକୁ ନେଇ ଏଭଳି ବାର୍ତ୍ତା ଦେଲେ କିଙ୍ଗ ଖାନ୍‌

ମୁମ୍ବାଇ: ଉତ୍ସବ ସମୟରେ ବ୍ରାଣ୍ଡଗୁଡ଼ିକ ବିଜ୍ଞାପନ ଦେଇଥା’ନ୍ତି। ତାହା ପୁଣି ବିଶେଷ ରିହାତି ସହ। କ୍ୟାଡବରୀ ହେଉଛି ଏମିତି ଏକ ବ୍ରାଣ୍ଡ ଯାହାକି ଅନେକ ବିଶେଷ ପର୍ବ ସମୟରେ ବିଜ୍ଞାପନ ଦେଇଥାଏ। ଏଥର ଦୀପାବଳିରେ ନୂଆ ବାର୍ତ୍ତା ସହ କ୍ୟାଡବରୀ ପକ୍ଷରୁ…

ମାନହାନୀ ପରେ ସମନ୍ଥାଙ୍କୁ ନାତୁଣୀ କହିଲେ ଡାକ୍ତର

ଚେନ୍ନାଇ,୨୪।୧୦: ତେଲୁଗୁ ଓ ତାମିଲ ଫିଲ୍ଡ ଇଣ୍ଡଷ୍ଟ୍ରିରେ ସବୁଠୁ ଜଣାଶୁଣା ନାମ ସମନ୍ଥା ନିକଟରେ ତାଙ୍କ ସ୍ବାମୀ ନାଗା ଚୈତନ୍ୟଙ୍କ ସହ ବିବାହ ବିଚ୍ଛେଦ କରିଛନ୍ତି। ଦୀର୍ଘ ୪ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ୨୦୧୭ରେ ବିବାହ ବନ୍ଧନରେ…

ସ୍ବାମୀଙ୍କ ଜନ୍ମଦିନରେ ଏମିତି ଲେଖିଲେ ଅଭିନେତ୍ରୀ ଗୌହର ଖାନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଗୌହର ଖାନ୍‌ଙ୍କର ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲା। ସେ ଗାୟକ ଜେଦ୍‌ ଦରବାରଙ୍କୁ ବିବାହ କରିଛନ୍ତି। ରବିବାର ଜେଦ୍‌ଙ୍କର ଜନ୍ମଦିନ ଅବସରରେ ଅଭିନେତ୍ରୀ ସ୍ବାମୀଙ୍କ ପାଇଁ ସୋସିଆଲ ମିଡିଆରେ ଏକ ସ୍ନେହଭରା ନୋଟ୍‌ ଲେଖିଛନ୍ତି। ଜେଦ୍‌…

ସ୍ତ୍ରୀଙ୍କ ପାଇଁ କରଓ୍ବାଚୌଥ ଉପବାସ କରନ୍ତି ଏହିସବୁ ସେଲିବ୍ରିଟି

୨୪ ଅକ୍ଟୋବର ଅର୍ଥାତ୍‌ ଆଜି କରଓ୍ବାଚୌଥ ବ୍ରତ ପାଳନ କରାଯାଉଛି। ଆଜି ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ ପାଇଁ ଏକ ନିର୍ଜଳା ଉପବାସ ପାଳନ କରିବେ। ବିଶ୍ୱାସ କରାଯାଏ କରଓ୍ବାଚୌଥ ବ୍ରତ କଲେ ସ୍ବାମୀଙ୍କ ଜୀବନରେ କୌଣସି ଅସୁବିଧା ଆସି…

କରୱା ଚୌଥ୍‌ରେ ୧୯ବର୍ଷ ତଳର ଲେହେଙ୍ଗା ପିନ୍ଧିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଭିନ୍ନ ଢ଼ଙ୍ଗରେ ଏଥର କରୱା ଚୌଥ୍‌ ପାଳନ କରିଛନ୍ତି। ସେ ବାହାଘରରେ ପିନ୍ଧିଥିବା ଲେହେଙ୍ଗାକୁ ପିନ୍ଧି ଏଥରର କରଓ୍ବା ଚୌଥ୍‌ ପାଳନ କରିଥିଲେ। ତେବେ ଲେହେଙ୍ଗାଟି ହେଉଛି ୧୯ବର୍ଷ ତଳର। ଏହି ଲେହେଙ୍ଗା ବଲିଉଡ୍‌ର…

‘ଦାଦା ସାହେବ ଫାଲକେ ପୁରସ୍କାର ପାଇବି କେବେ ଭାବି ନ ଥିଲି’

ଚେନ୍ନାଇ: ଲୋକପ୍ରିୟ ସାଉଥ୍‌ ସୁପରଷ୍ଟାର୍‌ ରଜନୀକାନ୍ତଙ୍କୁ ଚଳିତ ବର୍ଷ ‘ଦାଦା ସାହେବ ଫାଲକେ’ ପୁରସ୍କାରରେ ସମ୍ମାନିତ କରାଯିବ। ସେ ତାଙ୍କ ବାସଭବନରେ ଏକ ପ୍ରେସମିଟ୍‌ କରି ଏହି ସୂଚନା ଦେଇଛନ୍ତି। ତେବେ ରଜନୀକାନ୍ତ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ପୁରସ୍କାର କାର୍ଯ୍ୟକ୍ରମରେ…

ଏମିତି ଜୀବନସାଥୀ ଖୋଜୁଛନ୍ତି କ୍ରୀତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ରୀତି ସାନନଙ୍କ ଫିଲ୍ମ ‘ହମ ଦୋ ହମାରେ ଦୋ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ବଲିଉଡ୍‌ ଅଭିନେତା ରାଜକୁମାର ରାଓଙ୍କ ସହ ନଜର ଆସିବେ। ଏହି ଦୁଇ ଷ୍ଟାର ଆଜିକାଲି ସେମାନଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?