ମନୋରଞ୍ଜନ

ଏମିତି ବିବାହ ବାର୍ଷିକୀ ପାଳନ କଲେ ଏହି ଯୋଡ଼ି

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର- ରୋହନପ୍ରୀତ୍‌ଙ୍କ ବିବାହକୁ ବର୍ଷେ ପୂରିଛି। ଅକ୍ଟୋବର ୨୪ରେ ନେହା ଏବଂ ରୋହନପ୍ରୀତ୍‌ ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରିଥିଲେ। ଏହି ଅବସରରେ ଏହି ଯୋଡ଼ି ରାଜସ୍ଥାନର ଉଦୟପୁର ଯାଇଛନ୍ତି। ନେହା ଏବଂ…

ଅମିତାଭଙ୍କ ଘର ‘ଜଲସା’ରେ ବାଦୁଡିଙ୍କ ତାଣ୍ଡବ; ପରିବାରଲୋକେ ଭୟଭୀତ

ବମ୍ବେ: ବଲିଉଡ୍‌ର ମହାନାୟକ ଅମିତାଭଙ୍କ ଘରେ ବାଦୁଡିମାନଙ୍କ ତାଣ୍ଡବ। ଗୋଟିଏ କି ଦୁଇଟି ନୁହେଁ ବରଂ ଶହ ଶହ ସଂଖ୍ୟାରେ ବାଦୁଡ଼ିମାନଙ୍କୁ ଦେଖି ଅମିତାଭଙ୍କ ପରିବାର ମଧ୍ୟ ଚିନ୍ତିତ। ପରିବାରରେ ଭୟର ବାତାବରଣ ଖେଳିଯାଇଥିବା ନେଇ ବିଗ୍‌ ବି ପ୍ରଶଂସକଙ୍କୁ କହିଛନ୍ତି।…

ପୁଅକୁ ନେଇ ଗର୍ବ କଲେ ମାଧବନ

ବଲିଉଡ ଅଭିନେତା ଆର ମାଧବନ ନିଜର ସରଳତା ପାଇଁ ସର୍ବଦା ଜଣାଶୁଣା। ବଲିଉଡର ପାର୍ଟିଠାରୁ ଦୂରରେ ସେ ନିଜ ପରିବାରକୁ ସର୍ବାଧିକ ସମୟ ଦିଅନ୍ତି। ଏହା ସହିତ ସୋସିଆଲ ମିଡିଆରେ ସକ୍ରିୟ ଥିବା ମାଧବନ ତାଙ୍କ ପରିବାର ଫଟୋ ପ୍ରଶଂସକଙ୍କ ସହ…

ହାତକୁ ଦି’ ହାତ ହେବେ ଆଲିଆ-ରଣବୀର

ମୁମ୍ବାଇ: ବିବାହ ଋତୁ ଆରମ୍ଭରୁ ବଲିଉଡ୍‌ର ଯୋଡ଼ିକୁ ନେଇ ଚର୍ଚ୍ଚା ଚାଲିଛି। ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଓ ଭିକି କୌଶଲଙ୍କ ବିବାହ ଚର୍ଚ୍ଚାରେ ଥିବା ବେଳେ ଏବେ ସୁନ୍ଦରୀ ଅଭିନେତ୍ରୀ ଆଲିଆ ଭଟ୍ଟ-ରଣବୀର କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଛି।…

ପ୍ରାର୍ଥନା କରୁଛନ୍ତି ଆର୍ୟନଙ୍କ ସାଙ୍ଗ

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ମାମଲାରେ ଆର୍ୟନ ଖାନ୍‌ଙ୍କ ଜାମିନ ଆବେଦନ ଶୁଣାଣି ମଙ୍ଗଳବାର ସ୍ଥଗିତ ରଖାଯାଇଥିବା ବେଳେ ବୁଧବାର ପୁଣି ଏହାର ଶୁଣାଣି ହେବ। ଆର୍ୟନଙ୍କୁ ଜାମିନ ନ ମିଳୁଥିବାରୁ ଶାହାରୁଖ ଖାନ୍‌ ଓ ଗୌରୀ ଖାନ୍‌ ଚିନ୍ତାରେ ଅଛନ୍ତି। ଏହି…

ଧନ୍ୟବାଦ ଜଣାଇଲେ ହେମା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ହେମାମାଳିନୀ ସ୍ବାମୀ ଧର୍ମେନ୍ଦ୍ରଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି ଜନ୍ମଦିନର ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅକ୍ଟୋବର ୧୬ରେ ହେମାଙ୍କ ୭୩ତମ ଜନ୍ମଦିନ ଥିଲା। ସେ ଏହି ଦିନକୁ ଘରେ ରହି…

ଏହି ଗାୟିକାଙ୍କୁ କୁହାଯାଉଥିଲା ଦ୍ୱିତୀୟ ଲତା ମଙ୍ଗେସକର; ଆଜି ବି ଅସଲ ନାମ ଜାଣିନାହାନ୍ତି କେହି…

ବମ୍ବେ: ହିନ୍ଦି ସିନେମାର ଶ୍ରେଷ୍ଠ ଗାୟିକାଙ୍କ ମଧ୍ୟରୁ ଅନୁରାଧା ପୌଡ଼ୁଆଲ ଜଣେ। ଏକ ସମୟରେ ତାଙ୍କ ତୁଳନା ଲତା ମଙ୍ଗେସକର ବୋଲି କୁହାଯାଉଥିଲା। ଏବେ ଦୀର୍ଘ ୧୨ ବର୍ଷ ଧରି ସେ ଗୀତ ଗାଇବାଠାରୁ ଦୂରେଇ ଯାଇଛନ୍ତି। ହେଲେ ଆଜି ବି…

ସୋସିଆଲ ମିଡିଆ ଆପ୍‌ ଲଞ୍ଚ୍‌ କଲେ ରଜନୀକାନ୍ତ

ମୁମ୍ବାଇ: ଲୋକପ୍ରିୟ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଏକ ନୂଆ ସୋସିଆଲ ମିଡିଆ ଆପ୍‌ ଲଞ୍ଚ କରିଛନ୍ତି। ଏହି ଆପ୍‌ର ନାଁ Hoote। ଏହା ଏକ ଭଏସ୍‌ ଆଧାରିତ ସୋସିଆଲ ମିଡିଆ ଆପ୍‌। ଏହି ଆପ୍‌ରେ ଜଣେ ୬୦ ସେକେଣ୍ଡ ପର୍ଯ୍ୟନ୍ତ ଏକ…

ଜନ୍ମଦିନରେ ପୂରାପରିବାରକୁ ହରାଇଥିଲେ ଏହି ଅଭିନେତା: ବାପା ହିଁ କରିଥିଲେ ଗୁଳି

ଜନ୍ମଦିନ ସମସ୍ତଙ୍କ ପାଇଁ ବର୍ଷର ସବୁଠାରୁ ବଡ଼ ଦିନ ହୋଇଥାଏ । ଏହି ଦିନକୁ ସମସ୍ତେ ଅପେକ୍ଷା କରି ରହିଥାନ୍ତି। ହେଲେ ଏହି ଜନ୍ମଦିନ ଜଣେ କଳାକାରଙ୍କ ଜୀବନରେ ଅନ୍ଧକାର ଆଣିଦେଇଥିଲା। ଜନ୍ମଦିନରେ ସେ ହରାଇଦେଇ ପୂରା ପରିବର। ୯୦ ଦଶକର…

୫ ହଜାର କୋଟି ସମ୍ପତ୍ତିର ମାଲିକ, ପିଲାମାନେ ପାଇବେନି କିଛି…

ଚଣ୍ଡିଗଡ଼,୨୭।୧୦: ବଲିଉଡ ଅଭିନେତା ସୈଫ ଅଲି ଖାଁ ହେଉଛନ୍ତି ପଟୌଦିର ନବାବ ଏବଂ ତାଙ୍କୁ ବଲିଉଡର ନବାବ ମଧ୍ୟ କୁହାଯାଏ। ସେ ରୟାଲ ପରିବାର ସହିତ ତାଙ୍କର ସମ୍ପର୍କ। ସୈଫ୍‌ ଗୋଟିଏ ବର୍ଷରେ ଚଳଚ୍ଚିତ୍ର ଏବଂ ବିଜ୍ଞାପନରେ ଅଭିନୟ କରି ବହୁ…

ରାଗରେ ଏହି ଅଭିନେତ୍ରୀଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ଇଶା, ଆଉ ତା’ ପରେ

ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କ ମଧ୍ୟରେ ଝଗଡା ସାଧାରଣ କଥା। ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଛୋଟଛୋଟ ମନୋମାଳିନ୍ୟ ଲାଗି ଚର୍ଚ୍ଚାକୁ ଆସିଥାନ୍ତି। ଏହି କାରଣରୁ, ଇଣ୍ଡଷ୍ଟ୍ରିର କିଛି ଅଭିନେତ୍ରୀ ପରସ୍ପର ସହ କାମ କରିବା ଠାରୁ ଦୂରେଇ ରହିଛନ୍ତି। କିନ୍ତୁ…

ଫିଲ୍ମ ‘ତଡପ’ର ଟିଜର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀଙ୍କ ପୁଅ ଆହାନ ଶେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ ‘ତଡପ’ର ଟିଜର ରିଲିଜ୍‌ ହୋଇଯାଇଛି । ତରଣ ଆଦର୍ଶ ଫିଲ୍ମର ଟିଜର ସେୟାର କରିବା ସହିତ ଲେଖିଛନ୍ତି ଯେ, ଆହାନ ଶେଟ୍ଟୀ ଏବଂ ତାରା ସୁତାରିଆଙ୍କ ଅଭିନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?