ମନୋରଞ୍ଜନ

ଫିଲ୍ମ‘ସତ୍ୟମେବ ଜୟତେ ୨’ର ପ୍ରଥମ ଗୀତ ରିଲିଜ୍‌

ମୁମ୍ବାଇ: ଫିଲ୍ମ‘ସତ୍ୟମେବ ଜୟତେ ୨’ର ଟ୍ରେଲର ରିଲିଜ୍‌ ହେବା ପରେ ଗୁରୁବାର ଏହାର ପ୍ରଥମ ଗୀତ‘ମେରି ଜିନ୍ଦେଗୀ ହୈ ତୁ’ ରିଲିଜ୍‌ ହୋଇଛି। ଜନ ଆବ୍ରାହମ ଏବଂ ଦିବ୍ୟା ଖୋସଲା କୁମାରଙ୍କୁ ଏହି ଗୀତରେ ଦେଖିବାକୁ ପାଇବେ ଦର୍ଶକ। ତେବେ ଫିଲ୍ମର…

ପୋଲିସ୍‌ ଅବତାର

ଭୂମିକାଟି ଆକ୍ସନ ହେଉ କି କମେଡି, ସେଗୁଡ଼ିକୁ ବେଶ୍‌ ସୂଚାରୁ ରୂପରେ ତୁଲାଇବା ସହ ବଲିଉଡ୍‌ରେ ନିଜକୁ ଜଣେ ନାମୀ ଅଭିନେତାର ପରିଚୟ ଦେଇସାରିଛନ୍ତି ଅକ୍ଷୟ କୁମାର। ଏବେ ତାଙ୍କୁ ନେଇ ଚର୍ଚ୍ଚା। କାରଣ ସେ ଅଭିନୟ କରିଥିବା ତଥା ରିଲିଜ…

କିଏ ଏହି କୁନି ଶିଶୁ, ଯାହାର ଚେହେରା ମିଶୁଛି କରୀନାଙ୍କ ପୁଅ ସହ

କରୀନା କପୁର ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ ଷ୍ଟାର୍‌ କିଡ୍‌ ଭାବେ ଲୋକପ୍ରିୟତା ରହିଛି। ସୋସିଆଲ ମିଡିଆରେ ଏବେ ତୈମୁରଙ୍କ ଚେହେରା ପରି ଆଉ ଜଣେ କୁନି ଶିଶୁର ଫଟୋ ଭାଇରାଲ ହେଉଛି। ଏମିତିରେ ବି…

ଟୋଟାଲ ବାଳୁଙ୍ଗା

ଲଭ୍‌, ଇମୋଶନ, କମେଡି ଏବଂ ଫ୍ୟାମିଲି ଡ୍ରାମାକୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ଏକ ଭିନ୍ନ ଧରଣର ଓଡ଼ିଆ ସିନେମା। ଏହାର ଟାଇଟଲ ରହିଛି ‘ଟୋଟାଲ ବାଳୁଙ୍ଗା’। କ୍ରିଷ୍ଣା ଫିଲ୍ମସ ବ୍ୟାନରରେ ଏହାର ମହୁରତ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏକ ତ୍ରିକୋଣୀୟ…

କଂଗ୍ରେସରେ ଯୋଗ ଦେଲେ ଅଭିନେତ୍ରୀ କାମ୍ୟା ପଞ୍ଜାବୀ

ମୁମ୍ବାଇ: ଟେଲି ଦୁନିଆର ପ୍ରସିଦ୍ଧ ଅଭିନେତ୍ରୀ କାମ୍ୟା ପଞ୍ଜାବୀ କଂଗ୍ରେସରେ ଯୋଗ ଦେଇଛନ୍ତି । ମୁମ୍ବାଇର କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରାଜନୀତିରେ…

ସଲମାନଙ୍କୁ ଜୋରରେ ଲାଗିଲା ଭୋକ: କଲେ ଏମିତି

ବଲିଉଡ ସୁପରଷ୍ଟାର ସଲମାନ ଖାନ ନିଜ ଫିଟନେସ୍‌ ପାଇଁ ଜଣାଶୁଣା। ସଲମାନ ନିଜ ଡାଏଟକୁ ନେଇ ବେଶ୍‌ ସଚେତନ। ପ୍ରତିଦିନ ସେ ଜିମ୍‌ ଯିବାକୁ ଭୁଲନ୍ତି ନାହିଁ। କିନ୍ତୁ ଯଦି ସଲ୍ଲୁ କେବେ ଭୋକିଲା ଥାନ୍ତି ସେତେବେଳେ ସେ ଡାଏଟ୍‌ ସହ…

ଏ ମନ ଖୋଜୁଥାଏ…

କଥାରେ ଅଛି ‘ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା’। ରିତେଶ ଦେଶମୁଖଙ୍କୁ ନାୟକ ଭାବରେ ବ୍ରେକ୍‌ ମିଳିଥିଲା ‘ତୁଝେ ମେରି କସମ୍‌’ରେ। ଫିଲ୍ମଟି ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ଅଭିନୟ…

କାହାକୁ ପିଟିବାକୁ ଚାହୁଁଛନ୍ତି ସାମନ୍ଥା

ଦକ୍ଷିଣ ଫିଲ୍ମ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ନାଗା ଚୈତନ୍ୟଙ୍କଠାରୁ ଛାଡପତ୍ର ହେବା ପରେ ତାଙ୍କ ଜୀବନ ସଜାଡିବାକୁ ଆରମ୍ଭ କରିଛନ୍ତି। ନିକଟରେ ସେ ଦର୍ଶନ ପାଇଁ ବଦ୍ରିନାଥ ଏବଂ କେଦାରନାଥରେ ପହଞ୍ଚିଥିଲେ। ଦର୍ଶନ ପରେ ପରେ ସେ ନିଜ ସମାଲୋଚକଙ୍କୁ…

ଓସ୍କାର ଦୌଡ଼ରୁ ବାଦ ପଡ଼ିଲା ଭିକି କୌଶଲଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ‘ସର୍ଦ୍ଦାର ଉଦ୍ଧମ’

ମୁମ୍ବାଇ: ଅଭିନେତା ଭିକି କୌଶଲଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ‘ସର୍ଦ୍ଦାର ଉଦ୍ଧମ’ ଓସ୍କାର ଦୌଡ଼ରୁ ବାଦ ପଡ଼ିଛି । ଫିଲ୍ମରେ ବ୍ରିଟିଶଙ୍କ ପ୍ରତି ହିଂସାକୁ ଚିତ୍ରଣ କରାଯାଇଥିବାରୁ ଏହାକୁ ଚୟନ କମିଟି ଖାରଜ କରିଥିବାର ସୂଚନା ମିଳିଛି । କିନ୍ତୁ ଫିଲ୍ମ…

ବାୟୋପିକ୍‌ ନିଶାରେ ତାପସୀ

ତେଲୁଗୁ ହେଉ କି ତାମିଲ ଫିଲ୍ମରେ ତାପସୀ ପାନୁ ଜଣେ ପରିଚିତା ଅଭିନେତ୍ରୀ। ୟା ଭିତରେ ସେ ଅନେକ ମନ ପସନ୍ଦର ସିନେମାରେ ଅଭିନୟ କରିସାରିଲେଣି। ଏବେ ତାଙ୍କୁ ନେଇ ଟଲିଉଡ୍‌ରେ ଚର୍ଚ୍ଚା। କାରଣ କ’ଣ ଜାଣନ୍ତି ? ସେ ଏବେ…

ଡିସେମ୍ବରରେ ବିବାହ କରିବେ ବଲିଉଡର ଏହି ଚର୍ଚ୍ଚିତ ଲଭ୍‌ବାର୍ଡ !

ବମ୍ବେ: ଡିସେମ୍ବରରେ ବିବାହ କରିବେ ବଲିଉଡ୍‌ର ଚର୍ଚ୍ଚିତ ଲଭ୍‌ବାର୍ଡ ବିକ୍କି କୌଶଲ-କଟ୍ରିନା କୈଫ। ଏନେଇ ଅନେକ କିଛି ଶୁଣିବାକୁ ମିଳୁଛି। ଡିଜାଇନର ସବ୍ୟସାଚୀ କଟ୍ରିନାଙ୍କ ବିବାହ ପୋଷାକ ପ୍ରସ୍ତୁତ କରୁଛନ୍ତି। ଯଦି ସବୁକିଛି ଠିକ୍‌ ରୁହେ ଖୁବ୍‌ଶୀଘ୍ର ପ୍ରଶଂସକମାନେ ଏହି ଖୁସିଖବର…

ଆଜି ବି ମିଳିଲାନି ଆର୍ୟନଙ୍କୁ ଜାମିନ, କାଲି ହେବ ଶୁଣାଣି

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନ ଉପରେ ମୁମ୍ବାଇ ହାଇକୋର୍ଟ ଶୁଣାଣି କରିଛନ୍ତି। ହାଇକୋର୍ଟରେ ଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଆର୍ୟନଙ୍କ ଜାମିନକୁ ବିରୋଧ କରି ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?