ସୈଫଙ୍କ ପଥମ ସ୍ତ୍ରୀଙ୍କୁ ଭେଟି ନାହାନ୍ତି କରୀନା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ବ୍ୟକ୍ତିଗତ ଜୀବନୀକୁ ନେଇ ଏକ ଖୁଲାସା କରିଛନ୍ତି। ସ୍ବାମୀ ତଥା ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପୂର୍ବତନ ସ୍ତ୍ରୀ ଅମ୍ରିତା ସିଂହଙ୍କ ସହ ତାଙ୍କର ଭେଟ ହୋଇ ନ ଥିବା କହନ୍ତି କରୀନା ।
କରଣ ଜୋହରଙ୍କ ଚାଟ ଶୋ’ କଫି ୱିଥ କରଣ-୬ରେ କରୀନାଙ୍କ ସହ କଥାବାର୍ତ୍ତା ସମୟରେ, କରଣ ଅମ୍ରିତା ସିଂହ ବିଷୟରେ ପଚାରିଥିଲେ। କରଣ ଜୋହର ପଚାରିଥିଲେ ଯେ ଆପଣ ଦୁହେଁ ପରସ୍ପର ସହ କଥା ହୁଅନ୍ତି ? ତେବେ କରୀନା କହିଥିଲେ ଯେ ‘ଆମେ କଥା ହେଇନୁ କିନ୍ତୁ ମୁଁ ତାଙ୍କୁ ସମ୍ମାନ ଦିଏ।
ସୈଫ ପ୍ରଥମେ ଅମ୍ରିତାଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର ୧୩ ବର୍ଷ ପରେ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ । ଏହାପରେ ସେ କରୀନାଙ୍କୁ ବିବାହ କରିଥିଲେ। ଏବେ ଉଭୟଙ୍କର ଦୁଇଟି ସନ୍ତାନ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମରେ ରାଜ କରିବାକୁ ପ୍ରସ୍ତୁତ ହେଲେଣି ଧୋନି

ମୁମ୍ବାଇ: କ୍ରିକେଟ ଦୁନିଆର ଲୋକପ୍ରିୟ ଚେହେରା ମହେନ୍ଦ୍ର ସିଂ ଧୋନି । ତାଙ୍କ ସମ୍ପର୍କରେ ଅଧିକ କିଛି କହିବାର ଆବଶ୍ୟକତା ନାହିଁ । ସେ ନିଜେ...

୭ ବର୍ଷ ତଳୁ ସରିଥିଲା ନିର୍ବନ୍ଧ, ପ୍ରେମିକଙ୍କ ହାତ ଧରିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଆଉ ଜଣେ ଅଭିନେତ୍ରୀ। ‘ବହୁ ହମାରି ରଜନୀକାନ୍ତ, ବେପନାହ ପ୍ୟାର, ମଧୁବାଲା’ ଭଳି ଧାରାବାହିକରେ ନଜର ଆସିଥିବା ତନଭି...

ଶୁଟିଂ ଚାଲିଛି ମନେ ମନେ ମନ ଖୋଜୁଥିଲା

ଦୁଇଟି ପରିବାର ଭିତରେ ଅହି-ନକୂଳ ସମ୍ପର୍କ। ହେଲେ ପ୍ରେମ ଏପରି ଏକ ଜିନିଷ ଯାହା କିଛି ଖାତିର କରେନା। ଅଭିମନ୍ୟୁଙ୍କ ପୁଅ ଓମ୍‌ ଏବଂ ଦୁର୍ଯ୍ୟୋଧନଙ୍କ...

ପରିବା ବିକୁଥିବା ସପ୍ଟଓ୍ବେୟାର ଇଞ୍ଜିନିୟରଙ୍କୁ ଚାକିରି ଦେଲେ ସୋନୁ

ମୁମ୍ବାଇ: ବଲିଉଡ୍‌ ଖଳନାୟକ ସୋନୁ ସୁଦ ଏବେ ଅସଲରେ ଜଣେ ନାୟକ ପାଲଟି ଯାଇଛନ୍ତି। କରୋନା ମହାମାରୀକୁ ନେଇ ଦେଶରେ ଯେଉଁଭଳି ଆର୍ଥିକ ସଙ୍କଟ ଦେଖାଦେଇଛି...

ନେଗେଟିଭ୍‌ କ୍ୟାରେକ୍ଟର ମାଧ୍ୟମରେ ଦର୍ଶକଙ୍କ ନିକଟତର ହେବେ କି ଛୋଟେ ନବାବ!

ମୁମ୍ବାଇ: ବଲିଉଡ୍‌ ନାୟକ ଶୈଫ ଅଲି ଖାଁ ବେଶ୍‌ କିଛିଦିନ ହେବ ବଡ଼ ପରଦାରେ ସେମିତି କିଛି ଚରିତ୍ରରେ ଦେଖାଦେଇ ନାହାଁନ୍ତି। ଯାହା ଦର୍ଶକଙ୍କୁ ଛୁଇଁ...

ବଲିଉଡ୍‌ର ଦାମୀ ଉପହାର

ଉପହାରଟିଏ ପାଇଲେ ସମସ୍ତେ ଖୁସି ହୁଅନ୍ତି। ତାହା ଛୋଟିଆ ହେଲେ ବି ମନରେ ଭରିଥାଏ ଅପାର ଆନନ୍ଦ। ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ...

ବିବାହର ପ୍ରଥମ ଭାଲେଣ୍ଟାଇନ୍‌ ଡେ’ ସଲମାନଙ୍କ ସହ ବିତାଇବେ କ୍ୟାଟ୍ରିନା

ସୁପରଷ୍ଟାର ସଲମାନ ଖାନ ମୁମ୍ବାଇର ୟଶ ରାଜ ଫିଲ୍ମ ଷ୍ଟୁଡିଓରେ ଆସନ୍ତା ଫେବୃୟାରୀ ୫ଠାରୁ ‘ଟାଇଗର ୩’ର ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଶୁଟିଂ...

ଝିଅ ଆରଧ୍ୟାଙ୍କ ପାଇଁ କାନ ଫୋଡ଼ାଇଥିଲେ ବାପା ଅଭିଷେକ ବଚ୍ଚନ: କାହିଁକି ଜାଣନ୍ତୁ…

ବାପା, ଝିଅ ସମ୍ପର୍କ ଦୁନିଆର ସବୁଠାରୁ ମୂଲ୍ୟବାନ ସମ୍ପର୍କ। ସବୁଘରେ ଝିଅମାନେ ବାପାଙ୍କର ଅଳିଅଳି। ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କ ଝିଅ ଆରଧ୍ୟା ମଧ୍ୟ ବାପାଙ୍କର...

Advertisement
Archives

Model This Week