ଶାହରୁଖ ଖାନଙ୍କ ପାଇଁ ତରଳିଲା ପାକିସ୍ତାନୀଙ୍କ ହୃଦୟ

ଇସଲାମାବାଦ,୨୬।୧୦:ବଲିଉଡର ପ୍ରସିଦ୍ଧ ଅଭିନେତା ଶାହରୁଖ ଖାନଙ୍କ ପ୍ରଶଂସକମାନେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଅଛନ୍ତି। ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଆର୍ୟନ ଖାନ ଆଜିକାଲି ଜେଲରେ ଅଛନ୍ତି। ଏଭଳି ପରିସ୍ଥିତିରେ ଦୁନିଆର ଅନେକ ଲୋକ ଶାହରୁଖଙ୍କ ବିଷୟରେ ନିଜର ମତାମତ ଦେଉଛନ୍ତି। ପଡୋଶୀ ଦେଶ ପାକିସ୍ତାନ ଆର୍ୟନ ଡ୍ରଗ୍ସ ମାମଲାରେ ଶାହରୁଖଙ୍କ ସପକ୍ଷରେ ଆସିଛି। ପାକିସ୍ତାନୀ ଅନ୍ୟତମ ଲୋକପ୍ରିୟ ଆଙ୍ଗର ୱାକର ଜାକା ସୋସିଆଲ ମିଡିଆ ମାଧ୍ୟମରେ ଆର୍ୟନ ଖାନ ଡ୍ରଗ୍ସ ଉପରେ ଶାହରୁଖଙ୍କୁ ସମର୍ଥନ କରିଛନ୍ତି। ଏହା ସହିତ ତାଙ୍କୁ ଭାରତ ଛାଡି ପାକିସ୍ତାନରେ ରହିବାକୁ ପରାମର୍ଶ ଦେଇଛନ୍ତି। ତେବେ ଜାକାଙ୍କ ପାଇଁ ଏହା କହିବା ଭାରୀ ପଡିଛି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କୁ ଟ୍ରୋଲ କରୁଛନ୍ତି।
ୱାକର ଜାକା ତାଙ୍କ ଅଫିସିଆଲ ଟୁଇଟର୍‌ ଆକାଉଣ୍ଟରେ ଶାହରୁଖ ଖାନଙ୍କ ବିଷୟରେ ଲେଖିଛନ୍ତି, ଶାହରୁଖ ଖାନ ସାର୍‌, ଭାରତ ଛାଡି ପରିବାର ସହ ପାକସ୍ତାନନକୁ ପଳାଇଆସନ୍ତୁ। ନରେନ୍ଦ୍ର ମୋଦି ସରକାର ଆପଣଙ୍କ ପାଇଁ ଯାହା କରୁଛନ୍ତି ତାହା ମୂର୍ଖ ଅଟେ। ମୁଁ ଶାହରୁଖ ଖାନଙ୍କ ସହିତ ଛିଡା ହୋଇଛି । ୱାକର ଜାକାଙ୍କ ଏହି ଟୁଇଟ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କୁ ମନ୍ତବ୍ୟ ଦେଇ ଟ୍ରୋଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀକୁ ଯେତିକି ଗାଡ଼ିକୁ ବି ସେତିକି ଭଲ ପାଆନ୍ତି ଏହି ଲୋକପ୍ରିୟ ଅଭିନେତା

ତେଲୁଗୁ ସୁପରଷ୍ଟାର ନାଗାଚୈତନ୍ୟ କେବଳ ତାଙ୍କ ଫିଲ୍ମ ପାଇଁ ଜଣାଶୁଣା ନୁହନ୍ତି ବରଂ ଯାନବାହନ ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ସ୍ବତନ୍ତ୍ର...

ନିର୍ବନ୍ଧ ସରିଛି କହି ପ୍ରଶଂସକଙ୍କୁ ଭୁଆଁ ବୁଲାଇଲେ ଏହି ଅଭିନେତ୍ରୀ, ପରେ କହିଲେ…

ବମ୍ବେ: ନିର୍ବନ୍ଧ ହେବା କହି ଲୋକଙ୍କୁ ଭୁଆଁ ବୁଲାଇଲେ ଟେଲି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜୀ। ବୁଧବାର ସୋସିଆଲ ମିଡିଆ ଆକାଉଣ୍ଟରେ ସେ ଏବଂ ବିଶାଲ ସିଂହ...

ଇଣ୍ଡୋନେସିଆରେ ଆସିପାରେ ସୁନାମି

ଜାକର୍ତ୍ତା,୨।୮: ଇଣ୍ଡୋନେସିଆର ସୁମାତ୍ରା ଓ ଜାଭା ଉପକୂଳରେ ଶୁକ୍ରବାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୬.୮। ସ୍ଥାନୀୟ...

ଗର୍ଭବତୀ ଥିବା ଏହି ଅଭିନେତ୍ରୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଜଣେ ଅଭିନେତା

ଫିଲ୍ମ ‘ବଧାଇ ହୋ’ ସହିତ ଦୀର୍ଘ ସମୟ ପରେ ସିନେମାକୁ ଫେରିଥିବା ନୀନା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ...

ସୈଫ୍‌ଙ୍କ ପିଠିରେ ଶୋଇ ମଜା ଉଠାଉଛନ୍ତି ପୁଅ ତୈମୁର, ଫଟୋ ଶେୟାର କଲେ କରୀନା

ମୁମ୍ବାଇ: କରୋନା ଭାଇରସ୍‌ ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି ସମୟରେ ବଲିଉଡ୍‌ ଷ୍ଟାର୍‌ମାନେ ସାଧାରଣ ଲୋକଙ୍କ ପରି ନିଜ ଘରେ ରହିବାକୁ...

କୋହଲି ନୁହନ୍ତି, ବରଂ ଛାଇ ଭଳି ଅନୁଷ୍କାଙ୍କ ପାଖେ ପାଖେ ରହିଥାନ୍ତି ଏହି ବ୍ୟକ୍ତି; କୋଟିରେ ନିଅନ୍ତି ଦରମା…

ବମ୍ବେ: ସେଲିବ୍ରିଟି ହେବା ପରେ ସୁରକ୍ଷା ଚିନ୍ତା ସମସ୍ତଙ୍କୁ ଘାରିଥାଏ। ଏଣୁ ସେମାନଙ୍କୁ ସାଙ୍ଗରେ ବଡିଗାର୍ଡ ରଖିବାକୁ ପଡ଼ିଥାଏ। ସେହିଭଳି ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ତଥା...

ମା’ ହେବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଡ୍ରାମା କୁଇନ୍‌ ରାଖୀ ସାୱନ୍ତଙ୍କ ବିଗ ବସ ୧୪ ଛାଡିଛନ୍ତି। ଚଳିବର୍ଷ ବିଗ୍‌ବସ୍‌ର ସବୁଠାରୁ ଚର୍ଚ୍ଚିତ ପ୍ରତିଯୋଗୀ ଥିଲେ ସେ। ଦର୍ଶକଙ୍କ ମନୋରଞ୍ଜନ...

ଫଟୋଗ୍ରାଫର୍‌ଙ୍କ ପାଇଁ ସର୍ତ୍ତ ରଖିଲେ କରୀନା

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ନିକଟରେ ଦ୍ୱିତୀୟଥର ପୁତ୍ର ସନ୍ତାନର ମା’ ହୋଇଛନ୍ତି। ମା’ ହେବାର ଅଳ୍ପ କିଛିଦିନ ପରେ ସେ କର୍ମ କ୍ଷେତ୍ରକୁ...

Advertisement
Archives

Model This Week