ମନୋରଞ୍ଜନ

ନୋରାଙ୍କ ଅପସରା ଲୁକ୍‌

ମୁମ୍ବାଇ: ନୋରା ଫତେହି ଏବେ ବଲିଉଡ୍‌ରେ ରାଜ କରୁଛନ୍ତି । ଏହି ଡ୍ୟାନ୍ସ କୁଇନ୍ ନିଜ ଅଭିନୟ ସହ ଡ୍ୟାନ୍ସରେ ୟଙ୍ଗଷ୍ଟରଙ୍କୁ ଦିୱାନା ବନାଉଥିବା ବେଳେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଏହି ଅଭିନେତ୍ରୀ । ସୋସିଆଲ ମିଡିଆରେ ରହିଛନ୍ତି ତାଙ୍କର…

ଚର୍ଚ୍ଚାରେ ମଲାଇକାଙ୍କ ରିଆକ୍ସନ

ମୁମ୍ବାଇ: ବଲିଉଡର ହଟ୍ ନାୟିକା ମଲାଇକା ଆରୋରା କିଛି ନା କିଛି କାରଣ ପାଇଁ ଆସିଥାଆନ୍ତି ଚର୍ଚ୍ଚାକୁ । ନିକଟରେ ସେ ଏମିତି ଏକ ରିଆକ୍ସନ ଦେଇଥିଲେ ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଯୋର ଧରିଛି । ଏମ୍‌ଟିଭିର…

ଚିହ୍ନିଲେ ଦେଖି, ଏହି ପିଲାଟି ଏବେ କୋଟିକୋଟି ଦର୍ଶକଙ୍କ ହୃଦୟର ରାଣୀ

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ମାନେ ସୋସିଆଲ ମିଡିଆରେ ଅନେକ ସମୟରେ ସେମାନଙ୍କ ପିଲାଦିନର ଫଟୋସବୁ ଶେୟାର କରିଥାନ୍ତି। ଯାହାକୁ ଚିହ୍ନିବା ପ୍ରଶଂସକମାନଙ୍କ ପାଇଁ ବହୁତ କଷ୍ଟକର ହୋଇଥାଏ। ଏବେ କରୀନା କପୁରଙ୍କ ପିଲାଦିନର ଏକ ଫଟୋ ସାମ୍ନାକୁ ଆସିଛି। ଯାହାକୁ ତାଙ୍କ ଭଉଣୀ…

ଗୌରୀଙ୍କ ପାଇଁ ଜେଲ୍‌ ଯାଇଥିଲେ ଶାହରୁଖ: ଜାଣନ୍ତୁ କାହିଁକି

ବଲିଉଡ ଅଭିନେତା ଶାହାରୁଖ ଖାନ ଏବଂ ଗୌରୀ ଖାନ ଇଣ୍ଡଷ୍ଟ୍ରୀର ସବୁଠୁ ହିଟ୍‌ ଯୋଡିଙ୍କ ମଧ୍ୟରୁ ଅନ୍ୟତମ। ଶାହାରୁଖ ଖାନ ଜଣେ ମୁସଲମାନ ଏବଂ ଗୌରୀ ପଞ୍ଜାବୀ ପରିବାରରୁ ଆସିଛନ୍ତି। ଉଭୟଙ୍କ ପ୍ରେମ ସମସ୍ତଙ୍କ ଏକ ଉଦାହରଣ ସୃଷ୍ଟି କରିଛି। ଶାହାରୁଖ…

ବିବାହର ୨ ମାସ ପରେ ନେହାଙ୍କ ବେବି ବମ୍ପ ଦେଖି, ଶାଶୁ କହିଥିଲେ…

ବଲିଉଡ ଗାୟିକ ନେହା କକ୍କରଙ୍କ ଗର୍ଭବତୀ ଥିବା ଖବର ଆଜିକାଲି ଚର୍ଚ୍ଚା ହେଉଛି। ନିକଟରେ ନେହା ତାଙ୍କ ଭାଇ ଟୋନି କକ୍କରଙ୍କ ସହ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ। ସେ ତାଙ୍କ ଗୀତ କାଣ୍ଟା ଲଗାର ପ୍ରମୋଶନ ପାଇଁ ଏଠାକୁ ଆସିଥିଲେ।…

ଅନନ୍ୟାଙ୍କ ଅମ୍ବ୍ରେଲା ବୟ

ମୁମ୍ବାଇ: ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ପାଇଁ ‘ଅମ୍ବ୍ରେଲା ବୟ’ ସାଜିଛନ୍ତି ରଣବୀର ସିଂହ। ଫଟୋରେ ଅନନ୍ୟା ପୋଜ୍‌ ଦେଉଥିବା ନଜର ଆସିଛନ୍ତି। ତାଙ୍କ ପଛରେ ରଣବୀର ଏକ ରଙ୍ଗୀନ ଛତା ଧରି ଠିଆ ହୋଇଛନ୍ତି। ଫଟୋରେ ଦୁହେଁ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି।…

ବିଗ୍‌ ବଜେଟ ଫିଲ୍ମ ପାଇଁ ଖ୍ରୀଷ୍ଟମାସ ସ୍ଲଟ ଛାଡ଼ିଲେ ଅମିର

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଅମିର ଖାନଙ୍କ ଫିଲ୍ମ ସାଧାରଣତଃ ଖ୍ରୀଷ୍ଟମାସରେ ରିଲିଜ ହୁଏ। କିନ୍ତୁ ଚଳିତ ବର୍ଷ ଖ୍ରୀଷ୍ଟମାସରେ ତାଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଢ଼ା’ ରିଲିଜ ହେବ ନାହିଁ। ଏହି ଫିଲ୍ମକୁ ୨୦୨୨ ଭାଲେନଟାଇନ୍ସ ଅବସରରେ ରିଲିଜ କରାଯିବ…

‘ହାତୀଙ୍କ ଝଗଡ଼ା ହେଲେ ଘାସ ହିଁ କଷ୍ଟ ପାଏ’

ନୂଆଦିଲ୍ଲୀ: ସୁପରଷ୍ଟାର ଗୋବିନ୍ଦା ଓ ଭଣଜା କୃଷ୍ଣା ଅଭିଷେକଙ୍କ ମଧ୍ୟରେ ଚାଲିଥିବା ଝଗଡ଼ାରେ ବଳି ପଡ଼ିଛନ୍ତି ଅଭିନେତ୍ରୀ ଆରତି ସିଂ। ନିକଟରେ ଗୋବିନ୍ଦା ତାଙ୍କ ସହ କଥା ବନ୍ଦ କରି ଦେଇଥିବା କୃଷ୍ଣାଙ୍କ ଭଉଣୀ ଆରତୀ କହିଛନ୍ତି। ଆରତୀ କହିଛନ୍ତି, ହାତୀମାନଙ୍କ…

ଡିଭୋର୍ସ ପରେ ଏକାଠି ଡେଟ୍‌ରେ ଯାଉଛନ୍ତି ଏହି ଦମ୍ପତି…

ନୂଆଦିଲ୍ଲୀ: ନିକଟରେ ବଲିଉଡ୍‌ର ମିଷ୍ଟର ପରଫେକ୍ଟନିଷ୍ଟ ଅମିର ଖାନ୍‌ ଓ ତାଙ୍କ ସ୍ତ୍ରୀ କିରଣ ରାଓ ପରସ୍ପରଙ୍କୁ ଡିଭୋର୍ସ ଘୋଷଣା କରିଥିଲେ। କିନ୍ତୁ ଏବେ ସେ ଦୁହିଁଙ୍କୁ ସାଙ୍ଗରେ ଦେଖିବାକୁ ମିଳୁଛି। ସେ ପୁଣି ତାଙ୍କର ୯ବର୍ଷର ପୁଅ ଆଜାଦ୍‌ଙ୍କ ସହ।…

ହୋଷ୍ଟ ହେଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ବିଦେଶରେ ଥିଲେ ବି ଦେଶରେ ତାଙ୍କର ଖୁବ୍ ଚର୍ଚ୍ଚା ହେଉଛି । ନିକଟରେ ସେ ଏକ ପ୍ରୋଗାମର ହୋଷ୍ଟ ସାଜିଥିଲେ । ଆଉ ଏଥିରେ ତାଙ୍କ ଲୁକ୍ସ ଦର୍ଶକଙ୍କୁ ଫିଦା କରିଥିଲା…

ଟ୍ରୋଲ ହେଲେ ରକୁଲ ପ୍ରିତ

ମୁମ୍ବାଇ: ବଲିଉଡ୍ ନାୟିକା ରକୁଲ ପ୍ରିତ ସିଂ ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ନେଇ ସେ ଏବେ ଟ୍ରୋଲ ହୋଇଛନ୍ତି । ଫଟୋରେ ଯାହା ଦେଖାଯାଉଛି ସେଥିରେ ସେ…

ଫଟୋଗ୍ରାଫର୍‌ଙ୍କ ଉପରେ ରାଗିଲେ ଐଶ୍ଚର୍ଯ୍ୟାଙ୍କ ଝିଅ: କହିଲେ…

ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ଏବେ ବହୁତ ଛୋଟ କିନ୍ତୁ ସେ ଜଣେ ସେଲିବ୍ରିଟିଙ୍କଠାରୁ କମ ନୁହଁନ୍ତି। ଆରାଧ୍ୟା ଯୁଆଡେ ଯାଆନ୍ତି, ଲୋକ ଏବଂ ଫଟୋଗ୍ରାଫରମାନେ ତାଙ୍କ ଝଲକ ଦେଖିବାକୁ ଧାଇଁ ଆସନ୍ତି। ଆରାଧ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?