ସମ୍ପାଦକୀୟ

କରୋନା ସଂକ୍ରମିତ ମା’ଙ୍କ ସ୍ତନ୍ୟପାନ

ଡା.ଜ୍ୟୋତିରଞ୍ଜନ ଚମ୍ପତିରାୟ ବର୍ତ୍ତମାନ ସମୟରେ କରୋନା ଯଦିଓ ତଳ ମୁହଁା ହେଲାଣି ତଥାପି ସାଧାରଣରେ ଲୋକମାନଙ୍କ ଭିତରେ ଭୟ ରହିଛି। ବିଶେଷକରି କରୋନାର ଶିକାର ହୋଇଥିବା ମା’ମାନେ ନିଜ ଶିଶୁଙ୍କୁ ସ୍ତନ୍ୟପାନ ଦେବା ନେଇ ବଡ଼ ଚିନ୍ତାରେ ପଡ଼ୁଛନ୍ତି। ମା’କ୍ଷୀର ଅମୃତ…

ଦେଶକୁ ଗଲା ଝୁମୁକା

ଦ୍ୱିତୀ ଚନ୍ଦ୍ର ସାହୁ ଅନେକ ଦିନ ପରେ ଗାଁକୁ ଯାଇଥିଲି। କରୋନା ହେତୁ କିଏ କୁଆଡ଼େ ଯିବା ଆସିବା ଏକ ପ୍ରକାର ବନ୍ଦ। ଘରୁ ବାହାରକୁ ଯାଇ ଥରେ ଆସିଲେ ମନରେ ଅନେକ ପ୍ରଶ୍ନ ଉଙ୍କି ମାରେ। କରୋନା ଆସିଯାଇନି ତ!…

ଏଇ ଭାରତରେ

କେହି ଯଦି ଆପଣଙ୍କୁ ପଚାରେ କି ଆପଣ ୨୬ ଜାନୁୟାରୀକୁ ଦେଖିଛନ୍ତି! ତା’ହେଲେ ଆପଣଙ୍କୁ ପ୍ରଶ୍ନଟା ହୁଏତ ଅଜବ ମନେ ହୋଇପାରେ। କିନ୍ତୁ ପ୍ରକୃତରେ ଏଇ ଭାରତରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯାହାଙ୍କର ନାଁ ହେଉଛି ୨୬ ଜାନୁୟାରୀ। ମଧ୍ୟପ୍ରଦେଶର…

ଖାଲି ବାହାନା

ଆକାର ପଟେଲ ଲଗାତର ମାନ୍ଦାବସ୍ଥା ଦେଇ ଗତି କରୁଥିବା ଭାରତୀୟ ଅର୍ଥ ବ୍ୟବସ୍ଥାର ୧୩ଶ ତ୍ରୈମାସିକରେ ଆମେ ପ୍ରବେଶ କରିଛୁ। ଗ୍ରସ୍‌ ଡୋମେଷ୍ଟିକ୍‌ ପ୍ରଡକ୍ଟ ବା ମୋଟ ଘରୋଇ ଉତ୍ପାଦ (ଜିଡିପି) କହିଲେ ଦେଶରେ ଗତ ୧୨ ମାସରେ ସେବା ଓ…

ରାଜକୋଷ ସଚିବ

ଜାନୁୟାରୀ ୨୦ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କ ପ୍ରଶାସନରେ ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତ କରୁଛନ୍ତି। ସରକାର ପରିଚାଳନା କରିବା ଲାଗି ରାଜକୋଷ ବା ଅର୍ଥର ଭୂମିକା ସର୍ବାଗ୍ରେ ରହିଥାଏ। ତେଣୁ ସେହି…

ସରକାରୀ ସ୍କୁଲକୁ ନେଇ ବିତର୍କ

ପ୍ରକାଶ ତ୍ରିପାଠୀ ଉତ୍ତରପ୍ରଦେଶର ସରକାରୀ ସ୍କୁଲଗୁଡ଼ିକରେ କରାଯାଇଥିବା କାମ ଦେଖିଯିବା ପାଇଁ ଆପଣଙ୍କ ନିମନ୍ତ୍ରଣକୁ ମୁଁ ଗ୍ରହଣ କରୁଛି। ଆପଣ ୧୦ଟି ସ୍କୁଲର ତାଲିକା ପ୍ରସ୍ତୁତ କରନ୍ତୁ, ଯେଉଁଠାରେ ସୁଧାର କାର୍ଯ୍ୟ ସମ୍ପନ୍ନ ହୋଇଛି ଓ ପିଲାମାନେ ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ…

ଏଇ ଭାରତରେ

ବର୍ଜ୍ୟ ପ୍ଲାଷ୍ଟିକର ଉପଯୋଗ କରି କିଏ କେତେ କ’ଣ କରୁଛନ୍ତି କିନ୍ତୁ ଆସାମର ରୂପଜ୍ୟୋତି ସାଇକିଆ ଗୋଗୋଇ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭିନ୍ନ। କାଜିରଙ୍ଗା ଜାତୀୟ ଉଦ୍ୟାନରେ ପଡିଥିବା ଅଦରାକରୀ ପ୍ଲାଷ୍ଟିକ କଭର୍‌ ସଂଗ୍ରହ କରି ପାରମ୍ପରିକ ହସ୍ତତନ୍ତରେ ଏଗୁଡ଼ିକୁ ବୁଣି…

ଆଇଆର୍‌ଏସ୍‌ ରାଡାର

ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ୍‌ (ସିବିଡିଟି) ହିସାବ ବହିର୍ଭୂତ ବିଦେଶୀ ଏବଂ ବେନାମୀ ସମ୍ପତ୍ତି ଉପରେ ଏବେ ତା’ ଅଭିଯାନ ଜୋରଦାର କରିଛି। ଏଥିପାଇଁ ସିବିଡିଟି ବି ଅନେକ ନୂତନ ପଦକ୍ଷେପ ଗ୍ରହଣ କରିଛି। ଏହା ଏକ ନୂଆ ଅନ୍‌ଲାଇନ…

ବିପ୍ଳବୀ ବୀର ସୁରେନ୍ଦ୍ର ସାଏ

ଅକ୍ଷୟ କୁମାର ରାଉତ ଇତିହାସ ପୃଷ୍ଠାରେ ଦେଶ, ଜାତି ପାଇଁ ସଂଗ୍ରାମ କରିଥିବା ବହୁ ବୀର ପୁରୁଷଙ୍କ ବୀରତ୍ୱର ଗରିମା ଦେଖିବାକୁ ପାଉ। ଭାରତମାତା ତା’ର ବୀର ସଂଗ୍ରାମୀମାନଙ୍କ ଦେଶପ୍ରେମ, ବୀରତ୍ୱ ଯୋଗୁ ଗର୍ବିତ ଓ ଗୌରବାନ୍ବିତ। ପୃଥ୍ବୀରାଜ, ମିବାରର ରାଣା…

ପ୍ରଣମ୍ୟ ନେତାଜୀ

ଡ. ମନୋରଞ୍ଜନ ପ୍ରଧାନ ଆଜକୁ ପ୍ରାୟ ୧୨୫ ବର୍ଷ ପୂର୍ବେ ଅର୍ଥାତ୍‌ ଜାନୁୟାରୀ ମାସ ୨୩ ତାରିଖ ୧୮୯୭ରେ ଉତ୍କଳ ପ୍ରାନ୍ତର ଏକତା ଓ ସଦ୍‌ଭାବନାର ନଗରୀ କଟକରେ ଜନ୍ମ ନେଇଥିଲା ଜଣେ ଯୋଗଜନ୍ମା ଶିଶୁ ପୁତ୍ର। ଆନନ୍ଦରେ ବିଭୋର ପିତା…

ଏଇ ଭାରତରେ

କୀ ର୍ତ୍ତି ଭାରତୀ ଏବେ ସୁଦ୍ଧା ୧୪୦୦ରୁ ଊର୍ଦ୍ଧ୍ୱ ବାଲ୍ୟ ବିବାହ ରୋକି ପାରିଛନ୍ତି। ତାଙ୍କୁ ଏବେ ବୟସ ୩୫। ଜନ୍ମ ଗୁଜରାଟରେ, ହେଲେ କର୍ମଭୂମି ପାଲଟିଛି ରାଜସ୍ଥାନର ଯୋଧପୁର। ଏଠାରେ ସେ ସାରଥି ଟ୍ରଷ୍ଟ ଗଠନ କରି ତା’ ମାଧ୍ୟମରେ…

ଶେଷକଥା

ଅଞ୍ଜନ ଚାନ୍ଦ ଆପଣମାନେ ଖୁସିରେ ଅସମ୍ଭାଳ ହୋଇ ସହରକୁ ଦୁଲୁକାଇଲେ। କେଉଁଠି କର୍ଫ୍ୟୁ, କେଉଁଠି ୧୪୪ଧାରା, ସେସବୁକୁ ଖାତିର କଲେ ନାହିଁ। ପାର୍ଟି, ଫଙ୍କ୍‌ସନ, ପିକ୍‌ନିକରେ ମୋତେ ବିଦାୟ ଦେଲେ। ମୁଁ ଗଲି ଅନେକ ଅପବାଦ ମୁଣ୍ଡରେ ମୁଣ୍ଡାଇ, ନିନ୍ଦା ଅପମାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri