ସ୍ବଚ୍ଛ ପରିବେଶ ହିଁ ସ୍ବଚ୍ଛ ମାନବ ସମ୍ବଳ
ଡ. ଲକ୍ଷ୍ମଣ ସାହୁ ଦେଶରେ ପ୍ରଦୂଷଣକୁ ରୋକିବା ପାଇଁ କୌଣସି ନିୟମର ଅଭାବ ନାହିଁ, କିନ୍ତୁ ଏକ ଅଂଶଗ୍ରହଣକାରୀ ଆଭିମୁଖ୍ୟ ଏବଂ ପ୍ରାକୃତିକ ପରିବେଶ ସହିତ ଦ୍ୱିପାକ୍ଷିକ ଭୂମିକା ଥିବାବେଳେ ଏହା କାର୍ଯ୍ୟକାରୀ ହେବା ସମ୍ଭବ ହେବ ଏବଂ ଏହାକୁ ଏକ…
ଏଇ ଭାରତରେ
ବାଉଁଶରୁ ବର୍ଷକୁ ଆୟ ୧ କୋଟି ଟଙ୍କା। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ଏହା ସମ୍ଭବ ହୋଇଛି ମହାରାଷ୍ଟ୍ରର ଚାଷୀ ରାଜଶେଖର ପାଟିଲଙ୍କ ଉଦ୍ୟମରେ। ଓସମାନବାଦ ଜିଲାର ନିପାନି ଗ୍ରାମର ଏହି ଚାଷୀ ଜଣକ ୫୦ ପ୍ରଜାତିର ବାଉଁଶ ଚାଷ…
ମୋଦିଙ୍କ ୮ମ ବଜେଟ
ଆକାର ପଟେଲ ଉପସ୍ଥାପନ ହେବାକୁ ଯାଉଛି ମୋଦି ସରକାରଙ୍କ ୮ମ ବଜେଟ। ଚଳିତ ଆଥିର୍କବର୍ଷ ଅର୍ଥାତ୍ ଏପ୍ରିଲ ୨୦୨୧ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ସାମଗ୍ରୀ ଓ ସେବାର ମୋଟ ଘରୋଇ ଉତ୍ପାଦ (ଜିଡିପି) ଏପ୍ରିଲ ୨୦୨୦ରୁ ମାର୍ଚ୍ଚ ୨୦୨୧ର ଜିଡିପି ତୁଳନାରେ…
ଟିକା ପରେ ବି ଟିକେ ଅପେକ୍ଷା କର
ସହଦେବ ସାହୁ ଲୋକେ ଟିକା ନେଲେଣି, ଏଣିକି ଯୁଆଡ଼େ ସିଆଡ଼େ ଯିବା-ଏମିତି ନିରାପଦ ଅବସ୍ଥା ଆସିଗଲା ବୋଲି ଭାବନ୍ତୁ ନାହିଁ। ଏବେ ଡାକ୍ତର ଡାକ୍ତରାଣୀ ତ ଟିକା ନେଲେଣି, ସ୍ବାସ୍ଥ୍ୟ ସେବକ ସେବିକାମାନେ ଟିକା ନେଇ ସାରିଲେଣି, ତେଣୁ ସେମାନଙ୍କ ସାଙ୍ଗରେ…
ଉଦାରବାଦୀ ବିଦ୍ୱାନ୍
ଭାରତୀୟ ଧର୍ମୀୟଧାରାକୁ ଦେଖିଲେ ପ୍ରତ୍ୟେକ ଧର୍ମରେ ରକ୍ଷଣଶୀଳ ଚିନ୍ତାଧାରାକୁ ଅନେକେ ଗ୍ରହଣ କରିଥାଆନ୍ତି। କିନ୍ତୁ କେତେକେ ସେହି ଶଗଡ଼ଗୁଳାରେ ନ ଯାଇ ବାସ୍ତବବାଦୀ ଆଭିମୁଖ୍ୟ ନେଇଥାଆନ୍ତି। ମଣିଷର ଜୀବନଧାରାକୁ ଏଭଳି ବ୍ୟକ୍ତି ଧର୍ମଠାରୁ ଊର୍ଦ୍ଧ୍ୱରେ ଦେଖୁଥିବାରୁ ସେମାନେ ଉଦାହରଣ ପାଲଟିଥାଆନ୍ତି। ନିକଟରେ…
ଏଇ ଭାରତରେ
ନୂଆ ନୂଆ ଜିନିଷ ଗଢ଼ିବାରେ ଏବେ ଯୁବଶକ୍ତି ବେଶ୍ ଆଗକୁ ଯାଇପାରିଛନ୍ତି, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ। ମଣିଗନ୍ଦନ କୁମାରାପ୍ପାନ ଏବଂ ତାଙ୍କ ଟିମ୍ ଷ୍ଟାର୍ଟଅପ୍ ମାଧ୍ୟମରେ ନଡ଼ିଆପତ୍ରରୁ ଷ୍ଟ୍ର ତିଆରି କରୁଛନ୍ତି। ପ୍ଲାଷ୍ଟିକ ଷ୍ଟ୍ର ଜନିତ ପରିବେଶ ପ୍ରଦୂଷଣ…
ଏଇ ଭାରତରେ
ପରିବେଶ ସୁରକ୍ଷାରେ ସଦା ବ୍ୟସ୍ତ ମହାରାଷ୍ଟ୍ରର ମହମ୍ମଦ ଦିଲାଓ୍ବାର। ସେ ଘରଚଟିଆଙ୍କ ସହ ଦେଶୀ ପ୍ରଜାତି ଗଛଗୁଡ଼ିକର ସଂରକ୍ଷଣ କରୁଛନ୍ତି। ମହମ୍ମଦ ରହୁଛନ୍ତି ନାସିକରେ। ଏବେ ସୁଦ୍ଧା ମହମ୍ମଦ ଭାରତରେ ଥିତ୍ବା ୪୦୦ ପ୍ରଜାତିର ଦେଶୀ ଗଛ ସଂଗ୍ରହ କରିଛନ୍ତି। ଗଛଗୁଡ଼ିକୁ…
ପ୍ରାଚୀନ ଭାରତର ବିଶ୍ୱବିଦ୍ୟାଳୟ
ଇଂ.ମାୟାଧର ସ୍ବାଇଁ ପାଶ୍ଚାତ୍ୟ ଜଗତରେ ବିଶ୍ୱବିଦ୍ୟାଳୟ ସ୍ଥାପନର ବହୁ ପୂର୍ବରୁ ଭାରତରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା ଏବଂ ଏଠାରେ ଦେଶ, ବିଦେଶର ଅନେକ ଛାତ୍ର ଶିକ୍ଷାଲାଭ କରିଥିଲେ। ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ୧୦୯୬ ମସିହାରେ ସ୍ଥାପିତ ହୋଇଥିଲା ଏବଂ ଏହାକୁ ୟୁରୋପର…
ଗାନ୍ଧୀ ଦର୍ଶନରେ ଗ୍ରାମୋଦ୍ୟୋଗ ଓ କୃଷିନୀତି
ଡ. ଅଶ୍ୱିନୀ କୁମାର ଶତପଥୀ ଗାନ୍ଧିଜୀ ୧୮୯୩ ମସିହାରେ ଦକ୍ଷିଣ ଆଫ୍ରିକାରେ ପହଞ୍ଚତ୍ ନିଜର ଓକିଲାତି ଆରମ୍ଭ କରିଥିଲେ। ଆଇନ ବ୍ୟବସାୟ ସହିତ ସେଠାରେ ଅବସ୍ଥାନ କରୁଥିବା ଭାରତୀୟମାନଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିବା ଦିଗରେ ସେ ଅଗ୍ରଣୀ ଭୂମିକା ନିର୍ବାହ…
ବଦଳି ପାଲା
କେନ୍ଦ୍ରରେ ମୋଦି ସରକାର ପ୍ରଶାସନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏଥିରେ ୧୮ ଜଣ ସଚିବଙ୍କୁ ବଦଳି କରାଯାଇ ସେମାନଙ୍କୁ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ନିଯୁକ୍ତି ଦିଆଯାଇଛି। ଅନେକଙ୍କୁ ବି ପଦୋନ୍ନତି ମିଳିଛି। ବହୁ ସମୟରେ ଏଭଳି…
ଭିନ୍ନ ଏକ ମହାମାରୀ
ପ୍ର. ରମେଶ ଚନ୍ଦ୍ର ପରିଡ଼ା ବିଗତ ପ୍ରାୟ ଦୁଇ ଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି, ଶିଳ୍ପ ବିପ୍ଳବର ଆରମ୍ଭ କାଳରୁ ଯାନ୍ତ୍ରିକ ସଭ୍ୟତାର ଦ୍ରୁତ ବିକାଶ ଘଟିଚାଲିଛି। ଫଳରେ ବଦଳିବାରେ ଲାଗିଛି ମଣିଷର ଜୀବନଚର୍ଯ୍ୟା। ତାହା କ୍ରମଶଃ ଶ୍ରମବିହୀନ ହେବାରେ ଲାଗିଛି…
ଏଇ ଭାରତରେ
ରାନୋଦୀପ ଶାହା। ବୟସ ୨୪। ଜୀବିକା ଅନ୍ବେଷଣରେ ନିଜେ ସଫଳ ହେବା ସହ ସାରା ଭାରତରେ ୧୦,୦୦୦ କାରିଗରଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି। ରାନୋଦୀପ ରହୁଛନ୍ତି କୋଲକାତାରେ । ପିଲାବେଳୁ ରାନୋଦୀପ୍ଙ୍କ ମାତାପିତା ତାଙ୍କୁ ଚିତ୍ର ଆଙ୍କିବା ଲାଗି ଉତ୍ସାହିତ କରିଥିତ୍ଲେ।…
Archives


