ସରକାରଙ୍କ ପାଇଁ ଆହ୍ବାନ
ଗତ ଏକ ମାସରୁ ଊର୍ଦ୍ଧ୍ୱ ହେବ ପୁଞ୍ଜି ବଜାର ରେକର୍ଡ ସ୍ତରରେ ପହଞ୍ଚିବା ପରେ ଏବେ ଅନିୟନ୍ତ୍ରିତ ଭାବେ ହ୍ରାସ ପାଇବାରେ ଲାଗିଛି। ଲଗାତର ୫ ଦିନ ହେବ ଏହା ତଳକୁ ଖସି ଗୁରୁବାର ହଠାତ୍ ସେନସେକ୍ସ ୫୩୬ ପଏଣ୍ଟ ହ୍ରାସ…
ଅନ୍ଲାଇନ ଶିକ୍ଷା ଆଶୀର୍ବାଦର ରୂପ ନେଉ
ଡ. ଭାରତ ଭୂଷଣ ରଥ କରୋନାରେ ସବୁକିଛି ଧୀରେ ଧୀରେ ସୁଧୁରୁଥିଲେ ମଧ୍ୟ ଶିକ୍ଷା, ଯାହା ସମାଜର ଭିତ୍ତିଭୂମି ତାହା ଏପର୍ଯ୍ୟନ୍ତ ସୁଦ୍ଧା ମୂଳସ୍ରୋତକୁ ଆସିପାରୁନାହିଁ। ଛାତ୍ରୀଛାତ୍ରମାନଙ୍କର ସ୍ବାସ୍ଥ୍ୟ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ପୂର୍ଣ୍ଣରୂପରେ ଖୋଲିବା ଏତେ ସହଜସାଧ୍ୟ ହେଉନାହିଁ…
ବାର୍ଡ ଫ୍ଲୁ ଓ ଆମ ନୀତି
ମାନେକା ଗାନ୍ଧୀ ଭାରତର ଅନେକ ରାଜ୍ୟରେ ଲାଗିରହିଥିବା ବାର୍ଡ ଫ୍ଲୁ ସଂକ୍ରମଣ ରୋକିବା ଲାଗି ସେଠାରେ କୁକୁଡ଼ାଙ୍କୁ ମାରି ଦିଆଯାଉଛି। ନ ବୁଝିଶୁଝି ସ୍ବାସ୍ଥ୍ୟ ବିଭାଗ ଏଭଳି ପଦକ୍ଷେପ ଗ୍ରହଣ କରିଛି। ବାର୍ଡ ଫ୍ଲୁ ଭାରତରେ ପ୍ରଥମ ଥର ଦେଖାଯାଇନାହିଁ। ୨୦୦୬ରୁ…
ସଂକ୍ରାମକ ରୋଗ ଓ ଆଣ୍ଟିବାୟୋଟିକ୍
ଡା. କାନ୍ତୀ ନାୟକ ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ଭାରତରେ ଟିକାଦାନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ତେବେ ଏହି ସମୟରେ ସଂକ୍ରମିତ ରୋଗରୁ ଆରୋଗ୍ୟ ପାଇଁ ଆଣ୍ଟିବାୟୋଟିକ୍ ଔଷଧର ଆବଶ୍ୟକତା ଉପରେ ଏକ ପ୍ରକାର ଚର୍ଚ୍ଚା ଆରମ୍ଭ ହେଲାଣି। କରୋନା…
ଜୀବନ ମାନ ପ୍ରତି ଧ୍ୟାନ ଦିଆଯାଉ
ଡ. ସନ୍ତୋଷ କୁମାର ମହାପାତ୍ର ଆସନ୍ତା ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ। ଗତବର୍ଷ ବଜେଟ ଉପସ୍ଥାପନ ବେଳେ ଅର୍ଥନୀତି ମାନ୍ଦାବସ୍ଥା ଓ ମନ୍ଥର ଅଭିବୃଦ୍ଧି ଦ୍ୱାରା ପ୍ରଭାବିତ ହୋଇଥିଲା। ଏବେ କରୋନା ମହାମାରୀ…
ଏଇ ଭାରତରେ
ବୟସ କମ୍ ହେଲେ କ’ଣ ହେବ, କାମ କିନ୍ତୁ ପ୍ରଭାବଶାଳୀ। ଏମିତି ଜଣେ ପିଲା ହେଉଛନ୍ତି ତନ୍ଭୀ ଅରବିନ୍ଦ। ବୟସ ୧୪। ସେ ୯ମ ଶ୍ରେଣୀରେ ପଢୁଛନ୍ତି। ତନ୍ଭୀ ବରିଷ୍ଠ ନାଗରିକମାନଙ୍କୁ ଅନ୍ଲାଇନରେ ମେସେଜ ପଠାଇବା, ଆପ୍ କିମ୍ବା ଷ୍ଟ୍ରିମ୍ ଭିଡିଓ…
ଏଇ ଭାରତରେ
ବଣ ପାହାଡ଼ଘେରା ଦୁର୍ଗମ ଅଞ୍ଚଳର ଆଦିବାସୀ ଗ୍ରାମଗୁଡ଼ିକରେ ଶିକ୍ଷକ ଭାବେ କାର୍ଯ୍ୟ କରିବା ପାଇଁ ପ୍ରାୟ ଅନେକ ଅମଙ୍ଗ ହୋଇଥାନ୍ତି। କିନ୍ତୁ ମହାରାଷ୍ଟ୍ରର ଶିକ୍ଷକ ଦମ୍ପତି ପୋପାଟ୍ରାଓ ଫୁଣ୍ଡେ ଓ ତାଙ୍କ ସ୍ତ୍ରୀ ଅନୁରାଧାଙ୍କ ଚିନ୍ତାଧାରା ଭିନ୍ନ। ସେମାନେ ଆଦିବାସୀ ଗ୍ରାମରେ…
ଅମର ହେବ ମଣିଷ
ଡ. ନରେନ୍ଦ୍ର ସେଠୀ ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ। ଭାଗବତର ଏହି ମର୍ମସ୍ପର୍ଶୀ ବାଣୀର ଅର୍ଥ ହେଲା ଯିଏ ଜନ୍ମ ନେବ ତା’ର ମୃତ୍ୟୁ ନିଶ୍ଚିତ। ସେ ଦେବତା ହେଲେ ମଧ୍ୟ ଏହି ନିୟମରେ ବନ୍ଧା।…
ଗଣତନ୍ତ୍ରର ମହାପର୍ବ
ଡ.ପ୍ରଫୁଲ୍ଲ କୁମାର ସାହୁ ଆଜି ଜାନୁୟାରୀ ୨୬ ତାରିଖ। ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରର ମହାପର୍ବ। ସତୁରି ବର୍ଷରୁ ଊଦ୍ଧର୍ବ କାଳ ଧରି ଏହି ଦିବସ ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ସଚେତନ କରାଇ ଚାଲିଛି ସମ୍ବିଧାନ ପ୍ରଦତ୍ତ ଅଧିକାର ଓ କର୍ତ୍ତବ୍ୟ…
ଆଇନର ବ୍ୟାଖ୍ୟାନ
ବମ୍ବେ ହାଇକୋର୍ଟ ବିଚାରପତି ପୁଷ୍ପା ଗନେଡିଓ୍ବାଲାଙ୍କ ଦ୍ୱାରା ଦିଆଯାଇଥିବା ରାୟ ଅନୁଯାୟୀ ଯଦି କୌଣସି ପୁରୁଷ ଜଣେ କିଶୋରୀର ପୋଷାକ ଉପରୁ ସ୍ତନକୁ ଛୁଅନ୍ତି, ତେବେ ତାହା ଯୌନ ଅପରାଧ ହେବ ନାହିଁ। ଯଦି ପୁରୁଷ ଏବଂ ସାନ ଝିଅ ମଧ୍ୟରେ…
ଟାଣିଆଣି ସମ୍ମାନ
ଗତ ସପ୍ତାହର ଶେଷଦିନକୁ ଦେଶବ୍ୟାପୀ ଏକ ପର୍ବ ଭାବେ ପାଳନ କରାଯିବାର ପ୍ରଚେଷ୍ଟା ହୋଇଥିଲା। ସ୍ବାଧୀନତା ସଂଗ୍ରାମୀ, ଜାତୀୟ କଂଗ୍ରେସର ସଭାପତି ଏବଂ ଇଣ୍ଡିଆନ୍ ନ୍ୟାଶନାଲ୍ ଆର୍ମି (ଭାରତୀୟ ସେନାନୀ ବା ଆଜାଦ ହିନ୍ଦ୍ ଫୌଜ)ର ଜନ୍ମଦାତା ନେତାଜୀ ସୁଭାଷ ଚନ୍ଦ୍ର…
ସଶସ୍ତ୍ର ସେନାରେ ମହିଳାଙ୍କୁ ସମାନତା
ଅଜୟ କୁମାର ବ୍ରିଟିଶ ଶାସନ କାଳରୁ ଭାରତୀୟ ପ୍ରତିରକ୍ଷା ବଳରେ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ମହିଳାମାନଙ୍କ ପ୍ରବେଶାଧିକାର ରହିଆସିଥିଲେ ସୁଦ୍ଧା, ସେମାନଙ୍କ ଭୂମିକା ମୁଖ୍ୟତଃ ନର୍ସିଂ ଓ ମେଡିକାଲ ଅଧିକାରୀ ଏବଂ ସେନା, ସେମାନଙ୍କ ପରିବାର ଓ କୌଣସି ସ୍ଥାନରେ ସେନା…
Archives


