ଏଇ ଭାରତରେ

ବେଳେବେଳେ କୃଷକମାନେ ଯାହା ଆବିଷ୍କାର କରନ୍ତି ତାହାକୁ ବୈଜ୍ଞାନିକମାନେ ବି ଗ୍ରହଣ କରିଥାନ୍ତି। ଏଭଳି ଜଣେ କୃଷକ ହେଉଛନ୍ତି ତେଲଙ୍ଗାନାର ଚିନ୍ତଲା ଭେଙ୍କଟ ରେଡ୍ଡୀ। ସେ ବିକାଶ କରିଥିବା ନୂଆ କିସମର ଧାନ ଓ ଗହମରୁ ଭିଟାମିନ ‘ଡି’ ମିଳୁଛି। ସିକନ୍ଦରାବାଦର ୭୦ ବର୍ଷୀୟ ଚାଷୀ ଚିନ୍ତଲା ଆଜକୁ ବହୁବର୍ଷ ଧରି ଛାଷକରି ଆସୁଛନ୍ତି ଓ କୃଷି ସମ୍ପର୍କିିତ ସବୁ ବିବରଣୀ ଏକ ଡାଏରୀରେ ଉଲ୍ଲେଖ କରିଛନ୍ତିି। ତେବେ ଧାନ ଓ ଗହମରୁ ବିଭଳି ଭିଟାମିନ ଡି’ ମିିଳିପାରିବ ତା’ଉପରେ ସେ ତାଙ୍କ ଡାଏରୀର ସବୁ ତଥ୍ୟ ଉପରେ ଅନୁଧ୍ୟାନ କରିଥିଲେ। ଏ ସମ୍ପର୍କରେ ବି କୃଷି ବିଶେଷଜ୍ଞଙ୍କ ସହଯୋଗ ବି ଲୋଡିଥିଲେ। ସେ ଧାନ ଓ ଗହମ ଲାଗି ବେଡ୍‌ ବା ପଟାଳି ତିଆରି କରି ପ୍ରଥମ ବେଡ୍‌ରେ ଅତ୍ୟଧିକ ଘିଅ,ଛେନା, ଅଣ୍ଡା, ଦୁଗ୍ଧ ଏବଂ ଅନ୍ୟ ପ୍ରାଣୀ ଆଧାରିତ ଭିଟାମିନ ଡି’ ଉତ୍ସକୁ ସେଥିରେ ପ୍ରୟୋଗ କରିଥିତ୍ଲେ। ଦ୍ୱିତୀୟ ବେଡ୍‌ରେ ଭିଟାମିନ ଡି’ ଦ୍ରବଣ ଓ ତୃତୀୟ ବେଡ୍‌ରେ ଗାଜର, କନ୍ଦମୂଳ ଏବଂ ମକା ଅଟାର ପେଷ୍ଟ ପ୍ରୟୋଗ କରିଥିଲେ। ଦୁଇବର୍ଷ ଗବେଷଣା କରିବା ପରେ ତୃତୀୟ ବେଡ୍‌ରେ ଥିବା ଧାନ ଓ ଗହମ ଭିଟାମିନ ଏ’କୁ ଡି’ରେ ରୂପାନ୍ତିରିତ କରିବାକୁ ସକ୍ଷମ ହୋଇଥିତ୍ଲା। ଚିନ୍ତଲାଙ୍କ ଏହି କିସମର ଧାନ ଓ ଗହମକୁ ତେଲଙ୍ଗନା ଷ୍ଟେଟ୍‌ ଏଗ୍ରିକଲଚର ୟୁନିଭର୍ସିଟିର ପ୍ରାଧ୍ୟାପକ ଜୟଶଙ୍କର ଏବଂ ସରକାରୀ ଅଧିତ୍କାରୀମାନେ ପରୀକ୍ଷା କରି ଏଥିରେ ଭିଟାମିନ ଡି’ ରହିଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri