ସମ୍ପାଦକୀୟ

ଟିକା ନିଅନ୍ତୁ ନେତା

ଭାରତରେ କୋଭିଡ୍‌-୧୯ ଟିକାର ଶୁଭାରମ୍ଭ ୧୬ ଜାନୁୟାରୀରେ ହେବା ପରେ ଏହାକୁ ମଣିଷ ପାଇଁ ବରଦାନ ସଦୃଶ ବୋଲି କୁହାଯାଉଛି। ନେତାମାନେ ଦେଶର ବିଭିନ୍ନ ପ୍ରାନ୍ତରେ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଟିକା କେତେ ନିରାପଦ ସେହି ବିଷୟରେ ଲୋକଙ୍କ…

ଏଇ ଭାରତରେ

ମରୁଭୂମି ମଝିରେ ୫୦ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ସହ ଝାଞ୍ଜିରେ ପିଲାମାନେ ପଢ଼ିବେ, ଏ କଥା ଶୁଣିଲେ ବିଶ୍ୱାସ କରିହେଉନି। କିନ୍ତୁ ଏହା ସତ। ଏଭଳି ଏକ ସ୍କୁଲ୍‌ ନିର୍ମାଣ କରାଯାଇଛି ରାଜସ୍ଥାନର ଥର୍‌ ମରୁଅଞ୍ଚଳରେ। ଆମେରିକାର ଏକ ବେସରକାରୀ ସଂସ୍ଥା…

ଯନ୍ତ୍ରୀକୃତ ଅମଳର ପରିବେଶୀୟ ପ୍ରଭାବ

ଡ. ଦେବାନନ୍ଦ ବେଉରା କୋଭିଡ୍‌ କଟକଣା କମ୍‌ ହେଉ ହେଉ ମନହେଲା ଟିକେ ବାହାରେ ଯାଇ ବୁଲି ଆସିବାକୁ। ଭୁବନେଶ୍ୱର ବାହାରକୁ ବାହାରିଗଲା ପରେ ତଥା ଲକ୍ଷ୍ୟସ୍ଥଳ ନିର୍ଦ୍ଦିଷ୍ଟ ନ ଥିବାରୁ ପାଚିଲା ଧାନ କ୍ଷେତର ସୁନେଲି ଶିହରଣରେ ଆପେ ଆପେ…

ଦେଶ ନା ଅର୍ଣ୍ଣବ

ରିପବ୍ଲିକ୍‌ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଟେଲିଭିଜନ୍‌ ରେଟିଂ ପଏଣ୍ଟ (ଟିଆର୍‌ପି) ସ୍କାମ୍‌ର ତଦନ୍ତ ଚାଲିଥିବା ବେଳେ ମୁମ୍ବାଇ ପୋଲିସ ଏକ ନୂଆ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆଣିଛି। ତାହା ହେଲା ବାଲାକୋଟ୍‌ ଆକ୍ରମଣର ୩ ଦିନ…

ଆହାର ଓ ଆରୋହଣ

ସୁଧିରାଜ ରାଉତ “ ଅନେକଥର ଶୁଣିଛି ଯେଭଳି ଅନ୍ନ ସେଭଳି ମନ। ପ୍ରକୃତରେ ଏହା କ’ଣ ସତ୍ୟ?“ ବନ୍ଧୁଙ୍କ ପ୍ରଶ୍ନରେ ହସି କହିଲି – ପ୍ରକୃତରେ ଏ ଉକ୍ତି ବିଜ୍ଞାନର ନିୟମଟିଏ ନୁହେଁ, ଦର୍ଶନର ଦିଗବାରେଣୀ ଯନ୍ତ୍ରଟିଏ। ଭାରତୀୟ ଦର୍ଶନ କହେ…

କରୋନା ବେଳେ ସ୍ରଷ୍ଟା ମାନସ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ୯/୧୧ ଏକ ବିଶ୍ୱବିଦିତ ଦୁର୍ଘଟଣାର ଶିରୋନାମା ବହନ କରେ। ଯୁକ୍ତରାଷ୍ଟ୍ରର ନ୍ୟୁୟର୍କସ୍ଥିତ ମାନହଟନଠାରେ ଯେଉଁ ଆକର୍ଷଣୀୟ ଓ ବ୍ୟସ୍ତତମ ଟୁଇନ୍‌ ଟାଓ୍ବାର ଥିଲା, ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖ ମଙ୍ଗଳବାର ସକାଳେ ଓ୍ବାହାବୀ ଅଲକାଏଦା ଆତଙ୍କବାଦୀଙ୍କ…

ଏଇ ଭାରତରେ

ଜଣେ କି ଦି ଜଣ ନୁହେଁ, ୧୭୦୦ ରିକ୍ସାଚାଳକଙ୍କୁ ଅଧିକ ରୋଜଗାରର ବାଟ ଦେଖାଇଛନ୍ତି ନବୀନ କ୍ରିଷ୍ଣ ା ବାରାଣସୀର ନବୀନ ତାଙ୍କ କାରବାର ୨୦୧୫ରେ ଏସ୍‌ଏମ୍‌ଭି ଗ୍ରୀନ ସଲ୍ୟୁସନ ଗଠନ କରି ଗରିବ ରିକ୍ସା ଚାଳକଙ୍କ ଭାଗ୍ୟ ବଦଳାଇବାରେ ଲାଗିଛନ୍ତି…

ଏତେ ଘୃଣା କାହିଁକି

ଆକାର ପଟେଲ ମୋ ବହି ସମ୍ପର୍କରେ ମୋର ଏକ ସାକ୍ଷାତ୍‌କାର ନିଆଯିବାବେଳେ ଏହା ସହ ସମ୍ବନ୍ଧ ନ ଥିବା ଏକ ପ୍ରଶ୍ନ ପଚରାଯାଇଥିଲା। ପ୍ରଶ୍ନଟି ଥିତ୍ଲା – କାହିଁକି ହିନ୍ଦୁତ୍ୱ ନେହେରୁଙ୍କୁ ଘୃଣା କରେ? ଏହା ଏକ ରୋଚକ ପ୍ରଶ୍ନ ଥିଲା…

ଗଣତନ୍ତ୍ରରେ ଟ୍ରମ୍ପବାଦର ଦାଗ

ଅଧ୍ୟାପକ ଶରତ କୁମାର ଦାସ ସମସ୍ତ କଳ୍ପନାଜଳ୍ପନାକୁ ଅନ୍ତଘଟାଇ ଶେଷରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆମେରିକାର ସଂସଦରେ ପାରିତ ହେବା ବିଶ୍ବର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଏକ ସତର୍କ ଘଣ୍ଟି କହିଲେ ଅତ୍ୟୁକ୍ତି ହେବନାହିଁ। ଆମେରିକାର ଇତିହାସରେ…

ନେପାଳର ଟେରେସା

ବିଶ୍ୱବ୍ୟାପୀ ଅପହରଣ ଓ ଯୌନ ଶୋଷଣ ବଢ଼ିଚାଲିଛି। ଅଳ୍ପ ବୟସର ଯୁବତୀ ହୁଅନ୍ତୁ ବା ମହିଳାଙ୍କୁ ଏହି କାର୍ଯ୍ୟରେ ଲଗାଇ ଦଲାଲମାନେ ଅର୍ଥ ଉପାର୍ଜନ କରୁଛନ୍ତି। ଆର୍ଥିକ ଦୁର୍ବଳ ଶ୍ରେଣୀର ଝିଅମାନଙ୍କୁ ପ୍ରଲୋଭିତ କରାଯିବା ସହ ସ୍ଥଳବିଶେଷରେ ଯୁବତୀଙ୍କୁ ଅପହରଣ କରାଯାଇ…

ଏଇ ଭାରତରେ

ପାନୀୟ ଜଳ ସଙ୍କଟ ଦୂର କରିବା ସହ ଜଳ ସେଚନର ବିକାଶ ପାଇଁ ଝାଡ଼ଖଣ୍ଡର ଅଜୟ ଶର୍ମା ଯାହା କରୁଛନ୍ତି ତାହା ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଖୁଣ୍ଟି ଜିଲାରେ ସେ ଅଖାରେ ବାଲି,ମାଟି ଓ ଘାସ ଭର୍ତ୍ତି କରି ସେଥିରେ…

ଏଇ ଭାରତରେ

ଏମିତି ଗାଁ ଅଛି ଯେଉଁଠି ଜଣେ ବ୍ୟକ୍ତି ନବମ ଯାଏ ପଢିଛନ୍ତି, ଅନେକେ ବି ସ୍କୁଲ ଦେଖିନାହାନ୍ତି। ଏହି ଗାଁଟି ହେଉଛି ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲାର ମାଡ଼ିବନ୍ଧ। ଚିନ୍ତୁରୁ ବ୍ଲକ ଅନ୍ତର୍ଗତ ଉକ୍ତ ଗାଁରେ ୧୬୭ କୋଣ୍ଡାରେଡି ସମ୍ପ୍ରଦାୟର ଆଦିବାସୀ ପରିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri