ଅର୍ଥ ଚିନ୍ତା
ବିଶ୍ୱବ୍ୟାଙ୍କ ଜୁନ୍ ୨୦୨୦ରେ ଏକ ରିପୋର୍ଟ ପ୍ରକାଶ କରିଥିଲା ଯେ କୋଭିଡ୍-୧୯ ଯୋଗୁ ବିଶ୍ୱ ଭୟଙ୍କର ମାନ୍ଦାବସ୍ଥା ଦେଇ ଗତି କରିବ, ଯେଉଁଥିରେ ଲୋକଙ୍କ ମୁଣ୍ଡପିଛା ଆୟ କମିଯିବ ଏବଂ ଲକ୍ଷ ଲକ୍ଷ ଲୋକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯିବେ। ଫଳରେ…
ଏଇ ଭାରତରେ
ଉତ୍ତରାଖଣ୍ଡର ଗ୍ରାଫିକ ଏରା ଡିମ୍ଡ ୟୁନିଭର୍ସିଟି ଛାତ୍ରମାନଙ୍କ ଏକ ଟିମ୍ ବର୍ଜ୍ୟ କାଗଜରୁ ପ୍ରସ୍ତୁତ ବଡିରେ ଏକ ପ୍ରୋଟୋଟାଇପ୍ କାର ନିର୍ମାଣ କରି ଖ୍ୟାତି ହାସଲ କରିଛନ୍ତି। ଏହି ଟିମ୍ରେ ସମୁଦାୟ ୧୦ ଜଣ ଛାତ୍ର ରହିଛନ୍ତି ଓ ଏହାର ନେତୃତ୍ୱ…
ଦୃଷ୍ଟି ପଡ଼ୁ ନାହିଁ
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରେ ଭାରତରେ ଦଳିତ, ଆଦିବାସୀ ଓ ମୁସଲମାନଙ୍କ ପ୍ରତି ଅଧିକ ଅନ୍ୟାୟ ହେଉଥିବାର ପରିଲକ୍ଷିତ ହୋଇଛି। ଉଚ୍ଚଜାତି ଓ ଧନୀ ବର୍ଗଠାରୁ ଏହି ତିନି ଗୋଷ୍ଠୀର ନାଗରିକ ସବୁବେଳେ ବିଭିନ୍ନ…
କରୋନା କାଳରେ ମୃତକ
ଡ. ନିଖିଳାନନ୍ଦ ପାଣିଗ୍ରାହୀ ରିଷି କପୁର (୧୯୫୨-୨୦୨୦) ଜଣେ ପ୍ରସିଦ୍ଧ ଅଭିନେତା ଥିଲେ। ଅତି କମ୍ ବୟସରେ ସେ ଫିଲ୍ମ ‘ବବି’ରେ ଅଭିନୟ କରି ଦର୍ଶକମାନଙ୍କ, ବିଶେଷତଃ ଯୁବ ସମାଜ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯାଇଥିଲେ। ସେ ବଲିଉଡ୍ର ଶୋ-ମ୍ୟାନ୍ ଭାବେ…
ପିଲାଦିନର କ୍ରୀଡ଼ା ଓ ଆଜିର ମୁହୂର୍ତ୍ତ
ଡା. ବିରଞ୍ଚି ନାରାୟଣ ମଲ୍ଲିକ ଭାରତ କେଉଁ ଖେଳରେ ବିଶ୍ୱ ଚାମ୍ପିୟନ ବୋଲି ପଚାରିଲେ ଚଟ୍ କିନା ଉତ୍ତର ଆସିବ କ୍ରିକେଟରେ। କିନ୍ତୁ ଭାରତ ମଧ୍ୟ କବାଡ଼ି ଖେଳରେ ଅପ୍ରତିଦ୍ୱନ୍ଦ୍ୱୀ ବିଶ୍ୱ ଚାମ୍ପିୟନ। କବାଡ଼ି କଥା ଏଇଥିପାଇଁ ଆମ ମନକୁ ଆସେନା…
ଏଇ ଭାରତରେ
ନିଯୁକ୍ତି ସୃଷ୍ଟି କରିବା ସହ କୃଷକଙ୍କୁ ସଶକ୍ତ କରିବାରେ ଲାଗିଛନ୍ତି ମୁମ୍ବାଇର ଶ୍ରୀୟା ନହେଟା। ସେ ମୁମ୍ବାଇର ଲୋକମାନଙ୍କୁ ଅର୍ଗାନିକ ଫୁଡ୍ ଡେଲିଭରି କରୁଛନ୍ତି। ଶ୍ରୀୟା ଏହିସବୁ ଫୁଡ୍ କୃଷକମାନଙ୍କଠାରୁ ଆଣୁଛନ୍ତି ଓ ଏଥିରେ ୫୦,୦୦୦ କୃଷକ ଲାଭ ପାଉଛନ୍ତି। ଦେଶର…
ଅନ୍ଲକ୍ ୪.୦
ଆକାର ପଟେଲ ସେପ୍ଟେମ୍ବର ପହିଲାରୁ ଆମେ ଅନଲକ୍ ୪.୦ ଦେଖିବା। ଏହା କ’ଣ ପାଇଁ ହେଉଛି ମୁଁ ଜାଣିପାରୁନି ଏବଂ ଭାବୁଛି କେହି ବି ବାସ୍ତବରେ ଏହାକୁ ବୁଝିପାରୁ ନ ଥିବେ। ଦେଖିବାକୁ ଗଲେ ଲକ୍ଡାଉନ ଓ ଶଟ୍ଡାଉନରେ ସବୁକିଛି ବନ୍ଦ…
କପା ଓ ଓଡ଼ିଶାରେ ନିଯୁକ୍ତି ସମ୍ଭାବନା
ନଟବର ଖୁଣ୍ଟିଆ ପାକୁ କୁହାଯାଏ ‘ଧଳା ସୁନା’। ସୁନା ହେଉଛି ବିଶ୍ୱର ସବୁଠାରୁ ମୂଲ୍ୟବାନ ଧାତୁ। କପା ସେହିପରି ମୂଲ୍ୟବାନ ନ ହେଲେ ବି କପାରୁ ବସ୍ତ୍ର ପ୍ରସ୍ତୁତ କରି ବ୍ୟବହାର ଉପଯୋଗୀ କରିବା ପର୍ଯ୍ୟନ୍ତ ଯେଉଁ ସବୁ ପ୍ରକ୍ରିୟା ଦେଇ…
ଉତ୍ସର୍ଗୀକୃତ ଡାକ୍ତର
କୋଭିଡ୍-୧୯ ମୁକାବିଲା ଦିଗରେ ଡାକ୍ତରମାନେ ସର୍ବାଧିକ ସେବା କରି ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଛନ୍ତି। ଭାରତୀୟ ବଂଶୋଦ୍ଭବ ଡାକ୍ତର ରବି ସୋଲାଙ୍କି ବ୍ରିଟେନ୍ରେ କରୋନା ପ୍ରତିହତ କରିବାକୁ ଯାଇ ନେଇଥିବା ପଦକ୍ଷେପ ତାଙ୍କୁ ବ୍ରିଟେନ୍ ରୟାଲ ଏକାଡେମୀ ଅଫ୍ ଇଞ୍ଜିନିୟରିଂ ପ୍ରେସିଡେଣ୍ଟ୍ସ…
ଏଇ ଭାରତରେ
ସହରରେ ଏବେ ଛାତ ଉପରେ ଚାଷ କରିବାକୁ ଅନେକେ ପସନ୍ଦ କରୁଥିବାବେଳେ ସେମାନଙ୍କ ପାଇଁ ଥାନେ ସୋସାଇଟି ପଥପ୍ରଦର୍ଶନ ପାଲଟିବ ବୋଲି କୁହାଯାଇପାରେ। କାରଣ ଏହି ସୋସାଇଟିର ସଦସ୍ୟମାନେ ଛାତ ଉପରେ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି । ଏମାନେ କେବଳ…
ଲକ୍ଷ୍ୟ ସିଇସି ପଦ
ପୂର୍ବତନ ଅର୍ଥ ସଚିବ ରାଜୀବ କୁମାରଙ୍କୁ ନୂଆ ନିର୍ବାଚନ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ଅଶୋକ ଲାଭାସା ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ରାଜୀବଙ୍କୁ ଏହି ନିଯୁକ୍ତି ମିଳିଛି। ଲାଭାସା ଏସିଆନ୍ ଡେଭଲପ୍ମେଣ୍ଟ ବ୍ୟାଙ୍କ(ଏଡିବି)ର ଭାଇସ୍ ପ୍ରେସିଡେଣ୍ଟ୍ ଭାବେ ଯୋଗଦେବାକୁ…
ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅଦାଲତ ଅବମାନନା
ଭାଲଚନ୍ଦ୍ର ଷଡ଼ଙ୍ଗୀ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଅଦାଲତ ଅବମାନନା ଅଭିଯୋଗରେ ଦେଶର ସର୍ବୋଚ୍ଚ ଅଦାଲତ ଦ୍ୱାରା ବିଚାରଣା ଏବଂ ଦୋଷୀ ସାବ୍ୟସ୍ତକୁ ନେଇ ଦେଶବ୍ୟାପୀ ବିତର୍କ ଆରମ୍ଭ ହୋଇଛି। କେନ୍ଦ୍ରର କ୍ଷମତାସୀନ ଦଳ ସହିତ ସମ୍ପୃକ୍ତ ନେତା ଓ ବୁଦ୍ଧିଜୀବୀମାନେ…
Archives


