ସମ୍ପାଦକୀୟ

ଗଙ୍ଗାରେ ଶବ

ବିହାର ବକ୍ସର ଜିଲାର ଗଙ୍ଗାନଦୀ କୂଳରେ ୪୫ ମୃତଦେହ ଭାସିବାର ଗୋଟିଏ ଦିନ ପରେ ୧୧ ମେ’ରେ ଉତ୍ତରପ୍ରଦେଶ ଗାଜିପୁରଠାରେ ଆହୁରି କିଛି ଶବ ଦେଖିବାକୁ ମିଳିଛି। ଏଗୁଡ଼ିକ କରୋନା ଭୂତାଣୁରେ ଆକ୍ରାନ୍ତ ବୋଲି କୁହାଯାଉଛି। ସ୍ଥାନୀୟ ଲୋକେ ଏସବୁ ଦେଖି…

ଏଇ ଭାରତରେ

ତାମିଲନାଡୁର ଦୁରାଇ ପୃଥ୍ବୀରାଜ ଦୁର୍ଗମ ଅଞ୍ଚଳର ଗରିବମାନଙ୍କୁ ମାଗଣାରେ ଆମ୍ବୁଲାନ୍ସ ସେବା ଓ ଖାଦ୍ୟ ଯୋଗାଇ ଦେଉଛନ୍ତି। ବିରୁଦ୍ଧୁନଗର ଜିଲା ଅରୁପ୍ପୁକୋଟ୍ଟାଇ ଗାଁରେ ଦୁରାଇଙ୍କ ଘର। ଏବେ ତାଙ୍କ ପାଖରେ ଦୁଇଟି ଆମ୍ବୁଲାନ୍ସ ରହିଛି। ତାଙ୍କ ଗାଁ ନିକଟରୁ ସେ ୪୦…

ମହାମାରୀରେ ସାମାଜିକ ବାଛନ୍ଦ

ରୁଦ୍ର ପ୍ରସନ୍ନ ରଥ କରୋନା ବିଷୟରେ ଲେଖିବାକୁ ବିଶେଷ କିଛି ବାକି ନାହିଁ। ଗୋଟିଏ ପାହୁ ନ ଥିବା ରାତି ପରି ଏହି ମହାମାରୀ ଆମ ସମସ୍ତଙ୍କ ଜୀବନକୁ ବିଗତ ବର୍ଷରୁ ସଂକ୍ରମିତ କରି ରଖିଛି। ସାରା ଦୁନିଆରେ ଲକ୍ଷ ଲକ୍ଷଙ୍କ…

ପ୍ରତିପାଳନ ଯତ୍ନ ଓ ଶିଶୁ

ଶୁଭନାରାୟଣ ଶତପଥୀ ପୌରାଣିକ କଥାବସ୍ତୁରୁ ଆମେ ଜାଣୁ ଯେ, ଦ୍ୱାପର ଯୁଗରେ ଦେବକୀନନ୍ଦନ ଶ୍ରୀକୃଷ୍ଣଙ୍କୁ ପ୍ରତିପାଳିତ କରୁଥିଲେ ମାଆ ଯଶୋଦା। ମାତା କୁନ୍ତୀ ତାଙ୍କ ମାନସ ପୁତ୍ର କର୍ଣ୍ଣଙ୍କୁ ତ୍ୟାଗ କରିବା ପରେ ତାଙ୍କର ପ୍ରତିପାଳନ କରିଥିଲେ ରାଧା। ସେଥିପାଇଁ ପରବର୍ତ୍ତୀ…

ମହାକାଶ ହାବେଳି

ପୃଥିବୀରେ ଅଳିଆ ଆବର୍ଜନା ଏତେ ମାତ୍ରାରେ ବଢ଼ିଗଲାଣି ଯେ, ତାହାକୁ ସହ୍ୟ କରିବା କ୍ଷମତା ଏହି ଗ୍ରହର କମି ଆସୁଛି ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କଲେଣି। ଭୂପୃଷ୍ଠ ଓ ଜଳଭାଗ ପଲିଥିଲିନ୍‌ରେ ଭର୍ତ୍ତି। ପର୍ଯ୍ୟାପ୍ତ ଜଙ୍ଗଲକ୍ଷୟ ଯୋଗୁ ବିଶ୍ୱତାପନ ବୃଦ୍ଧି…

ସତକୁ ଡର

ପରାଧୀନ ଭାରତରେ ବିଦେଶୀ ଶାସକମାନେ ସବୁବେଳେ ବିଭିନ୍ନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟାକୁ କମାଇ କରି ଦର୍ଶାଇବାକୁ ପସନ୍ଦ କରୁଥିଲେ। ତାହାର କାରଣ ଥିଲା, ପରାଧୀନ ନାଗରିକ ଅଧିକ ମୃତ୍ୟୁସଂଖ୍ୟା ଶୁଣିଲେ ସେମାନଙ୍କ ମନରେ ହିଂସାଭାବ ଜାଗ୍ରତ ହେବ। ତଥାପି ନଅଙ୍କ ଦୁର୍ଭିକ୍ଷ ଏବଂ…

ବିକଶିତ ଓଡ଼ିଶାର ମାର୍ଗ

ଡ. ଅମରେନ୍ଦ୍ର ଦାସ ୨୦୩୬ରେ ଓଡ଼ିଶାକୁ ଶହେ ବର୍ଷ ପୂରିବ। ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ବା ମଧ୍ୟବିତ୍ତ ରାଜ୍ୟରେ ପରିଣତ କରିବାକୁ ହେଲେ ଆମକୁ ସେଥିପାଇଁ ଉପାୟ ଚିନ୍ତା କରିବାକୁ ପଡ଼ିିବ। ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟର ସ୍ବାଧୀନତା ପରବର୍ତ୍ତୀ…

କରୋନା ଓ ଶିଶୁ ସ୍ବାସ୍ଥ୍ୟ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ଆପଣଙ୍କ ପିଲାଟି ତୀବ୍ର ଜ୍ୱରକୁ ସାମ୍ନାକରି ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଛି କି, ହାଲ୍‌କା କାଶ, ଥକ୍କା ପଣ ଓ ପେଟ ଯନ୍ତ୍ରଣା ସହ ବାନ୍ତି ଲାଗୁଛି କି? କେବଳ ସେତିକି ନୁହେଁ, ତା’ ଚର୍ମ ପୋଡ଼ାଜଳା…

ଏଇ ଭାରତରେ

ବର୍ଜ୍ୟର ପୁନଃ ଉପଯୋଗ କରି କୃଷି ସମସ୍ୟା ଦୂର କରିବାରେ ରାଜସ୍ଥାନର ନାରାୟଣ ଗୁଜ୍ଜର ଓ ପୁରନ ସିଂଙ୍କ ପ୍ରୟାସ ନିଶ୍ଚିତ ନିଆରା। ବୋରଜ ଗାଁର ଏହି ଦୁଇ ଯୁବକ ପରିବା ଓ ଫଳ ଚୋପାରୁ ଜୈବ ଅବଶୋଷଣକାରୀ ପଲିମର ପ୍ରସ୍ତୁତ…

ଖ୍ୟାତିରେ କ୍ଷତି

ଆକାର ପଟେଲ ବିଶ୍ୱ ତା’ ବିଶ୍ୱଗୁରୁ (ଭାରତ)ର କରୋନା କୁପରିଚାଳନାକୁ ନେଇ ଚିନ୍ତିତ। ଏହା ବିଶ୍ୱରେ ଏବେ ଏକ ଚର୍ଚ୍ଚିତ କାହାଣୀ ପାଲଟିଛି। ଆମେରିକାର ଇନ୍‌ଷ୍ଟିଚ୍ୟୁଟ ଫର୍‌ ହେଲ୍‌ଥ ମେଟ୍ରିକ୍ସ ଆଣ୍ଡ୍‌ ଏଭାଲ୍ୟୁଏଶନ ଆକଳନ କରିଛି ଯେ, ସେପ୍ଟେମ୍ବର ସୁଦ୍ଧା ଅର୍ଥାତ…

ମେୟରରୁ ମୁଖ୍ୟମନ୍ତ୍ରୀ

ପିତା ଏମ. କରୁଣାନିଧିଙ୍କ ଫାଉଣ୍ଟେନ୍‌ ପେନ୍‌ରେ ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ କେତେକ ଫାଇଲ୍‌ରେ ଦସ୍ତଖତ କରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ ୭ ମେ’ରେ ନୂଆ ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ…

ପଡ଼ି ମଣ୍ଡୁକ କ୍ରୂର ଅହି କବଳେ

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ କେଉଁ ପୁରୁଣା କାଳର ପୁରାଣର କଥା ୟେ, ଅଥଚ କେତେ ସତେଜ ଏହାର ସମ୍ବେଦ୍ୟ ସତ୍ୟତା! ମହାଭାରତର ଯକ୍ଷ ଯୁଧିଷ୍ଠିରଙ୍କ ପ୍ରଶ୍ନୋତ୍ତର କାହାଣୀରେ ନିଜ ତୃଷାର୍ତ୍ତ ଭାଇମାନଙ୍କୁ ମୂର୍ଚ୍ଛିତ ହୋଇଥିବାର ଦେଖି ଅସ୍ଥିର ହୋଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri