ଦର ବୃଦ୍ଧି ବନାମ ବିକାଶ
ଗୋପାଳ ଚନ୍ଦ୍ର ନାଥ ଭାରତ ସ୍ବାଧୀନ ହେଲା ପରଠାରୁ ଦେଶର ସମ୍ବଳ ଓ ଦକ୍ଷତାକୁ ନେଇ ସରକାର ବିଭିନ୍ନ ପଦକ୍ଷେପ ଜରିଆରେ ବିକାଶ ପାଇଁ ଉଦ୍ୟମ କରିଆସୁଛନ୍ତି। ସ୍ବାଧୀନ ସମୟରେ ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ସୀମିତ ଥିଲା। ଦେଶରେ ଦାରିଦ୍ର୍ୟ ଏକ…
ଘାଜିଆବାଦରୁ ବାଣୀ
ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍ଏସ୍ଏସ୍) ମୁଖ୍ୟ ମୋହନ ଭଗଓ୍ବତ ୪ ଜୁଲାଇରେ ଘାଜିଆବାଦର ମଓ୍ବେର ପ୍ରତିଷ୍ଠାନରେ ଖ୍ବାଜା ଇଫ୍ତିକାର ଅହମ୍ମଦଙ୍କ ପୁସ୍ତକ ‘ମିଟିଂ ଅଫ୍ ମାଇଣ୍ଡ୍ସ’ ଉନ୍ମୋଚନ କରିବା ଅବସରରେ କହିଛନ୍ତି ଯେ, ଧର୍ମ ନାମରେ ଯେଉଁମାନେ ହିଂସାତ୍ମକ କାଣ୍ଡ…
ଅଣଦେଖା କରନି
ବାସହୀନ ଲୋକଙ୍କୁ ସରକାର ସବୁକିଛି ମାଗଣାରେ ଯୋଗାଇପାରିବେ ନାହିଁ। ସେମାନେ ଦେଶ ପାଇଁ କିଛି କରିବା ଉଚିତ ବୋଲି ବମ୍ବେ ହାଇକୋର୍ଟ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍)ର ଶୁଣାଣି କରି ଏହା କହିଛନ୍ତି । ବ୍ରିହାନ୍ ମୁମ୍ବାଇ ମହାନଗର ନିଗମରେ ରହୁଥିବା…
ହନୁ କହିବାକୁ ଥିବା ସତକଥା
ଡ. ନିଖିଳାନନ୍ଦ ପାଣିଗ୍ରାହୀ ରୋଗରେ ଶଯ୍ୟାଶାୟୀ ଜଣେ ବ୍ୟକ୍ତିର ମନୋଭାବ କ’ଣ ହୋଇପାରେ, ଏହି ସମ୍ପର୍କରେ ଧାରଣା ପାଇଁ ଆମେ ନିମ୍ନ ଉଦ୍ଧୃତାଂଶଟି ପ୍ରତି ଦୃଷ୍ଟିଦେଇ ପାରୁ।”ଦିନେ ମୁଁ କାମନାର କାଗଜ-ବୋଇତ ନିର୍ମାଣ କରି ଅପାର ପାରାବାର ବକ୍ଷରେ ଆହୁଲା ବାହି…
ଆନନ୍ଦ ବଜାର ଓ ମହାପ୍ରସାଦ
ଡ. ପ୍ରମୋଦ କୁମାର ପଣ୍ଡା ପୁରୀ ଜଗନ୍ନାଥ ଧାମ ବା ପୁରୁଷୋତ୍ତମ ଧାମ ହିନ୍ଦୁମାନଙ୍କର ୪ ମୁଖ୍ୟ ଧାମ ମଧ୍ୟରୁ ଅନ୍ୟତମ। ଅନ୍ୟ ତିନୋଟି ମୁଖ୍ୟ ଧାମ ହେଲା ବଦ୍ରିକା ଧାମ, ଦ୍ୱାରକା ଧାମ ଓ ରାମେଶ୍ୱର । ଶାସ୍ତ୍ର ବିଧି…
ଏଇ ଭାରତରେ
କୋଭିଡ୍ ମହାମାରୀରେ ଚାକିରି ହରାଇ ସେବାକୁ ବ୍ରତ ଭାବେ ଗ୍ରହଣ କରିଛନ୍ତି ପୁଣେର ଅନିତା ଗୋସାଭି। ସେ ପୁଣେ, ନାସିକ ଏବଂ ଲାଟୁର ଅଞ୍ଚଳରେ ଆମ୍ବୁଲାନ୍ସ ସେବା ଆରମ୍ଭ କରି କୋଭିଡ୍ ପୀଡ଼ିତଙ୍କୁ ହସ୍ପିଟାଲ ନେବା ଆଣିବା କରୁଛନ୍ତି। ୪୧ ବର୍ଷୀୟା…
କିଛି ଦେଖି ପାରୁନାହୁଁ
ଆକାର ପଟେଲ ଆମେରିକାରେ ସ୍ତମ୍ଭ ଲେଖିବା ପାଣ୍ଡିତ୍ୟ କାମ ବୋଲି କୁହାଯାଏ। ଆମେରିକୀୟଙ୍କ ଅନୁସାରେ ପଣ୍ଡିତ କହିଲେ କୌଣସି ନିର୍ଦ୍ଦିଷ୍ଟ ବିଷୟ କିମ୍ବା କ୍ଷେତ୍ରରେ ଜଣେ ବିଶେଷଜ୍ଞକୁ ବୁଝାଏ, ଯିଏ ଲଗାତର ଜନସାଧାରଣଙ୍କ ପାଖରେ ତାଙ୍କ ମତାମତ ଉପସ୍ଥାପନ କରିଥାଆନ୍ତି। ବାସ୍ତବରେ…
ଗ୍ରାଣ୍ଡ୍ ପ୍ରାଇଜ୍ ବିଜେତା
ସାମ୍ବାଦିକତା ସରକାରଙ୍କ ଦ୍ୱାରା ନିର୍ଣ୍ଣୟ ହେବା ଉଚିତ ନୁହେଁ ଓ ସାମ୍ବାଦିକମାନେ ସରକାରଙ୍କଠାରୁ ପୁରସ୍କାର ଗ୍ରହଣ କରିବା ଅନୁଚିତ। କାରଣ ସେମାନେ ସରକାରଙ୍କ ଉପରେ ଲେଖିଥାଆନ୍ତି ଓ ବିଭିନ୍ନ କାର୍ଯ୍ୟକ୍ରମକୁ ଗଣମାଧ୍ୟମରେ ସ୍ଥାନିତ କରିଥାଆନ୍ତି। ପ୍ରଖ୍ୟାତ ସାମ୍ବାଦିକ ପି. ସାଇନାଥ ଏହା…
ଟିକାକରଣର ଶ୍ରେୟ କାହାକୁ
ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ ରାଜ୍ୟର କିଛି ଟିକାକରଣ କେନ୍ଦ୍ରରେ ଭାଜପା କର୍ମୀମାନେ ପଶି ସେଠାରେ ଲାଗିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଓ ବ୍ୟାନରକୁ ଚିରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା କଟ୍ଆଉଟ୍ ଲଗାଇବାର ଦୁର୍ଭାଗ୍ୟଜନକ ଘଟଣା ସାମ୍ନାକୁ…
ଏଇ ଭାରତରେ
ଗୋଟିଏ ଆମ୍ବର ମୂଲ୍ୟ ୧୫୦୦ ଟଙ୍କା। ଏହା ବିଶ୍ୱାସ ହେଉ ନ ଥିଲେ ବି ସତ। ଏମିତି ଆମ୍ବ ଫଳୁଛି ମଧ୍ୟପ୍ରଦେଶର ଶିବରାଜ ସିଂ ଯାଦବଙ୍କ ଫାର୍ମରେ। ଏହି ଆମ୍ବର ନାଁ ନୁର୍ଜାହାଁ । ମୋଗଲ ରାଣୀଙ୍କ ନାମାନୁସାରେ ଆମ୍ବର ଏଭଳି…
ଏଇ ଭାରତରେ
କୋଭିଡ୍ ମହାମାରୀରେ ସବୁଠୁ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସଂକ୍ରମିତ ଗର୍ଭବତୀମାନେ। ଏହି ସମୟରେ ସନ୍ତାନ ପ୍ରସବ କରିବା ମା’ ଓ ଶିଶୁଙ୍କ ସ୍ବାସ୍ଥ୍ୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ତେବେ ସନ୍ତାନ ପ୍ରସବ କରାଇବାରେ ଶ୍ରୀନଗରର ଜେଏଲ୍ଏନ୍ଏମ୍ ହସ୍ପିଟାଲର ସୁଗୁପ୍ତା ଆରା ନିଜର…
ଶିକ୍ଷା ଓ ବିଦ୍ୟା
ଇଂ. ମୁରଲୀଧର ହୋତା ଆମର ପ୍ରଚଳିତ ଧାରଣାରେ ଶିକ୍ଷା, ସାକ୍ଷରତାରୁ ଆରମ୍ଭ କରି ବୈଷୟିକ ପାଠ୍ୟକ୍ରମରେ ସିଦ୍ଧି, କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସାଫଲ୍ୟ ଅଥବା ଜୀବିକା ନିର୍ବାହ ତଥା ସମୃଦ୍ଧି ପ୍ରାପ୍ତିପାଇଁ ଅନ୍ୟ କୌଣସି ବୃତ୍ତିରେ ତାଲିମ ପ୍ରାପ୍ତି। ଏହିଥିରୁ ଯେକୌଣସି…
Archives


