ସମ୍ପାଦକୀୟ

ଅଧିକାର ନାହିଁ

ଆକାର ପଟେଲ ସମୀର ଓ୍ବାଙ୍ଖଡେଙ୍କ ଅନୁସୂଚିତ ଜାତି(ଏସ୍‌ସି) ପ୍ରମାଣପତ୍ର ସମ୍ପର୍କରେ ଉଠିଥିବା ବିବାଦ ଆମକୁ ଦୁଇଟି ବିଷୟରେ ଅନୁଧ୍ୟାନ କରିବାକୁ ସୁଯୋଗ ଦେଇଛି। ପ୍ରଥମଟି ସଂରକ୍ଷଣ ଓ ଅନ୍ୟଟି ଧାର୍ମିକ ସ୍ବାଧୀନତା। ଭାରତ ହିନ୍ଦୁ, ଶିଖ, ବୌଦ୍ଧଧର୍ମର ଦଳିତଙ୍କୁ ଅନୁସୂଚିତ ଜାତି…

ପ୍ରଫେସରରୁ ପ୍ରତିରକ୍ଷା ମନ୍ତ୍ରୀ

ପ୍ରତିରକ୍ଷା ଦାୟିତ୍ୱ ପୁରୁଷଙ୍କର ବୋଲି ଧାରଣା ରହିଆସିଥିଲା। ସେଥିପାଇଁ ମନ୍ତ୍ରୀ, ସେନାଧ୍ୟକ୍ଷ ହୁଅନ୍ତୁ ବା ସୈନ୍ୟଙ୍କ କ୍ଷେତ୍ରରେ ଜଣେ ମହିଳାଙ୍କ ଉପସ୍ଥିତି ଅସହଜ ମନେହେଉଥିଲା। ସମୟକ୍ରମେ ସେଥିରେ ଅନେକ ପରିବର୍ତ୍ତନ ଆସିଲାଣି। କେବଳ ଶାରୀରିକ ଗଠନ ଦୃଷ୍ଟିରୁ ମହିଳାଙ୍କୁ କୋମଳ ଓ…

ଚାହିଁଥିବା ଜଳକା

ସହଦେବ ସାହୁ ରାଷ୍ଟ୍ରପତି ବାଇଡେନ୍‌ ବଡ଼ ସହଜରେ କହିଦେଲେ, “ଆଫ୍‌ଗାନିସ୍ତାନରୁ ୟୁଏସ୍‌ ଫୋର୍ସକୁ ଫେରାଇଆଣିବା ଯୁକ୍ତିଯୁକ୍ତ; ଯାହା ହୋଇଛି ତାହାଠାରୁ ବେଶି କିଛି ହେବାର ନାହିଁ।” ୨୦ ବର୍ଷ, ୨ ଟ୍ରିଲିଅନ୍‌ ଡଲାର ଓ ୨୪୪୮ ମାର୍କିନ୍‌ ସୈନିକଙ୍କ ଜୀବନ: ଆମେରିକା…

ଏଇ ଭାରତରେ

ଆଦିବାସୀ ଝିଅମାନଙ୍କୁ ଭଲ ଖେଳାଳି କରିବାର ପ୍ରତିବଦ୍ଧତା ଫୁଟବଲ ଖେଳାଳି ଆନନ୍ଦ କୁମାର ଗୋପେଙ୍କୁ ନୂଆ ପରିଚୟ ଦେଇଛି। ରାଞ୍ଚି ନିକଟସ୍ଥ କର୍ମା ଗାଁରେ ଆନନ୍ଦଙ୍କ ଜନ୍ମ। ଏହା ଏକ ଆଦିବାସୀବହୁଳ ଗାଁ। ପାରିବାରିକ କଟକଣା ଯୋଗୁ ଏହି ଗାଁରେ ଝିଅମାନେ…

ଏଇ ଭାରତରେ

କୃଷ୍ଣସାର ମୃଗ ଓ ଛୋଟ ବାରାସିଂହାଙ୍କ ଜୀବନ ରକ୍ଷା କରିବାରେ ରାଜସ୍ଥାନର ଅନିଲ ବିଷ୍ନୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଅନିଲ ଜଣେ କୃଷକ ଓ ସମାଜସେବୀ। ସେ ୧୦,୦୦୦ କୃଷ୍ଣସାର ମୃଗ ଓ ଛୋଟ ବାରାସିଂହାଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ…

ଉଚ୍ଚଶିକ୍ଷାରେ ଭେଦଭାବ

ଡ. ସୁବାସ ଚନ୍ଦ୍ର ପାତ୍ର ଓଡ଼ିଶାରେ ଭେଦଭାବର ନାମ ଉଚ୍ଚଶିକ୍ଷା। କଲେଜ କଲେଜ, ଶିକ୍ଷକ ଶିକ୍ଷକ ମଧ୍ୟରେ ପାହ୍ୟା, ଶିକ୍ଷାଗତ ଯୋଗ୍ୟତା, ଦରମା ନେଇ ଏତେ ତାରତମ୍ୟ ଯେ ଜଣାପଡ଼େନି ଏମାନେ ସମସ୍ତେ ଗୋଟିଏ ବ୍ୟବସ୍ଥା-ପ୍ରସୂତ କି ନୁହେଁ। ଅନ୍ତତଃ ଦୁଇଟି…

‘ମୁଁ’ ଆଉ ଚଳୁନି

ଡ. ସତ୍ୟନାରାୟଣ ମିଶ୍ର ଦେଶରେ ଦୁଇଟି ନୀତି ଦୈନନ୍ଦିନ ଜୀବନ ଧାରଣରେ ଜନତାଙ୍କର ସମସ୍ୟାକୁ ସବୁ ସମୟରେ ସାମ୍‌ନା କରିଥାଏ। ସେଥିରୁ ଗୋଟିଏ ଥାଏ ଅର୍ଥନୀତି ଓ ଅନ୍ୟଟି ଥାଏ ରାଜନୀତି। ଅର୍ଥନୀତି ଜୀବନ ନିର୍ବାହ କରିବା ପାଇଁ ବ୍ୟବସ୍ଥା ପ୍ରସ୍ତୁତ…

ଦରକାରୀ ବାବୁ

ଜଣେ ବିଜ୍ଞ, ସଚେତନ ଅଧିକାରୀ ଭାବେ ଅମିତ ଖାରେ ସବୁଥିରେ ସତର୍କ ରହିବା ଯୋଗୁ କାର୍ଯ୍ୟ ଭଲ ଭାବେ ହୋଇଯାଏ ବୋଲି ତାଙ୍କର ଜଣେ ବରିଷ୍ଠ ସହଯୋଗୀ କହନ୍ତି। ଅଧିକାଂଶ ପର୍ଯ୍ୟବେକ୍ଷକ ମଧ୍ୟ ଏହା କହନ୍ତି ଯେ,ଖାରେଙ୍କର ଏହି ପ୍ରବୃତ୍ତି ତାଙ୍କୁ…

ଏଇ ଭାରତରେ

ଆସାମର ଆଇଏଏସ୍‌ ଅଧିତ୍କାରୀ ଲକ୍ଷ୍ମୀପ୍ରିୟା ଏମ.ଏସ୍‌ ପ୍ଲାଷ୍ଟିକ ବୋତଲରେ ପାଇଖାନା ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି। ୫୦୦ ଏବଂ ୧ ଲିଟର ବିଶିଷ୍ଟ ୮,୦୦୦ରୁ ଅଧିକ ଅଦରକାରୀ ପ୍ଲାଷ୍ଟିକ ବୋତଲରେ ଏହି ପାଇଖାନ ନିର୍ମାଣ କରାଯାଇଛି। ବେଙ୍ଗାଇଗାଓଁ ଜିଲାର ଡେପୁଟି…

ବିପର୍ଯ୍ୟୟ ପରିଚାଳନା ଓ ଆମ ସୁରକ୍ଷା

ଶୁଭନାରାୟଣ ଶତପଥୀ   ୪୮୦ କିଲୋମିଟର ସୁଦୀର୍ଘ ଉପକୂଳ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଓଡ଼ିଶା ଅନେକ ବିପର୍ଯ୍ୟୟକୁ ସାମ୍ନା କରିଆସୁଛି। ୧୯୯୯ ମହାବାତ୍ୟାଠାରୁ ବର୍ତ୍ତମାନର ମହାମାରୀ ପର୍ଯ୍ୟନ୍ତ ଏକାଧିକ ବିପର୍ଯ୍ୟୟ ଓଡ଼ିଶାର ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ସାଂସ୍କୃତିକ ମେରୁଦଣ୍ଡକୁ…

କଳାପଟାରୁ ଆଭାସୀ ଶିକ୍ଷା ଯାଏ

ଡ. କିଶୋର ମହାନ୍ତି   ଏକଦା ଗ୍ରାମ୍ୟ ଚାଟଶାଳୀ ଥିଲା ଆମ ଶିକ୍ଷା ଗ୍ରହଣର ମନ୍ଦିର। ଆଉ ସେଇଠାରୁ ଆରମ୍ଭ ହେଉଥିଲା ପ୍ରତିଟି ପିଲାର ଖଡ଼ିଛୁଆଁ। ଗୁରୁଜୀମାନେ ଥିଲେ ଚାଟମାନଙ୍କର ମାର୍ଗଦର୍ଶକ ତଥା ତତ୍ତ୍ୱାବଧାରକ। ସେଠାରେ ଶିକ୍ଷକମାନେ ମୁଣ୍ଡା ଖଡ଼ିରେ ବର୍ଣ୍ଣମାଳାତକ…

ଜଳବାୟୁ କୂଟନୀତି

ଜନ୍‌ କ୍ୟାମ୍ଫେନର୍‌   ଜଳବାୟୁ ପରିବର୍ତ୍ତନ ବିଶ୍ୱ ସମ୍ମୁଖରେ ଏକ ବିରାଟ ଆହ୍ବାନ ଭାବେ ଉଭାହୋଇଛି। ଦେଶଗୁଡ଼ିକ ପାଇଁ ଏହା ଅନ୍ତିମ ପରୀକ୍ଷା। ବିଶ୍ୱରେ ପ୍ରଭାବ ଜାହିର କରିବାକୁ ଦେଶମାନେ ପ୍ରତିଯୋଗିତା କରିବେ ନା ସମ୍ମିଳିତ ଭାବେ ବିଶ୍ୱକୁ ସୁରକ୍ଷା କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?