ସମ୍ପାଦକୀୟ

ଚନ୍ଦ୍ର ଚୋରି

ଡ. ନିଖିଳାନନ୍ଦ ପାଣିଗ୍ରାହୀ କିଛି ଲୋକଙ୍କ ମୁହଁରୁ ଶୁଣିବାକୁ ମିଳେ ଏକ ଅଜବ କାହାଣୀ। ପୁରୀ ଗଜପତିଙ୍କ ଅମଳର କଥା। ସମ୍ଭବତଃ ଗଙ୍ଗବଂଶୀୟ। କୌଣସି ଜଣେ ଗଜପତିଙ୍କ ଅଧୀନରେ ବାହିନୀପତି ନାମକ ଜଣେ ପଣ୍ଡିତ ଥିଲେ। ସେ ଏକଦା ଭୁଲବଶତଃ ପୂର୍ଣ୍ଣମୀ…

ଏଇ ଭାରତରେ

ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲାର ଦୁର୍ଗମ ଗାଁଗୁଡ଼ିକରେ ବୁଲୁଛି ଭ୍ୟାକ୍ସିନ ରଥ। ଏହି ରଥ ବୁଲାଉଛନ୍ତି ପ୍ରାଥମିକ ସ୍କୁଲ ଶିକ୍ଷକ ଦୀପ ନାରାୟଣ ନାୟକ। ଦୀପଙ୍କ ବୟସ ୩୪। ସେ ଏକ ବସ୍‌କୁ ଭଡ଼ାରେ ଆଣି ଭ୍ୟାକ୍ସିିନ ରଥ କରିଛନ୍ତି। ଏହି…

ବିତର୍କର ଅଭାବ

ଆକାର ପଟେଲ ଇଂରେଜଙ୍କ ଦ୍ୱାରା ପ୍ରଣୀତ ସାଧାରଣ ଆଇନ ପଦ୍ଧତିକୁ ଏବେ ସୁଦ୍ଧା ଭାରତ ଅନୁସରଣ କରୁଛି। ତେବେ ଏକ ସ୍ବାଧୀନ ଦେଶ ଭାବେ ଭାରତ ଏଥିରେ କିଛି ନବୀକରଣ କରିଛି ଓ ତା’ ମଧ୍ୟରୁ ଗୋଟିଏ ହେଉଛି ରିଭର୍ସ ବର୍ଡନ…

ପିଏଏସ୍‌ ଅଧିକାରୀ

ପୃଥିବୀବ୍ୟାପୀ ଦେଖାଯାଇଛି, ସିଭିଲ ସର୍ଭିସ ବା ବେସାମରିକ ସେବାରେ ନିୟୋଜିତ ଅଧିକାରୀ ସରକାରଙ୍କୁ ମାର୍ଗଦର୍ଶନ ଦେଇଥାଆନ୍ତି। ସେମାନଙ୍କ ପ୍ରତିତ୍ପନ୍ନମତିତା ବିଭିନ୍ନ ସ୍ଥିତିକୁ ଠିକ୍‌ ଭାବେ ପରିଚାଳନା କରିବାରେ ବିଶେଷ ସହାୟକ ହୋଇଥାଏ। ସେଥିପାଇଁ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଲାଗି ବିଦ୍ୟାର୍ଥୀଙ୍କୁ…

ନିର୍ଣ୍ଣୟ କ୍ଳାନ୍ତି

ରଞ୍ଜନ କୁମାର ଦାସ ବାରାକ୍‌ ଓବାମା ଆମେରିକାର ରାଷ୍ଟ୍ରପତି ଥିଲାବେଳେ ଯେତେବେଳେ ପଦାକୁ ବାହାରନ୍ତି ପ୍ରାୟ କଳା ଓ ନୀଳ ରଙ୍ଗର ପୋଷାକ ପିନ୍ଧନ୍ତି, ସେଇଭଳି ଫେସବୁକ୍‌ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ପ୍ରାୟତଃ ପାଉଁଶିଆ ରଙ୍ଗର ଟି-ଶାର୍ଟ ପିନ୍ଧିବାର ଦେଖିବାକୁ ମିଳିଥାଏ।…

ଏଇ ଭାରତରେ

ଜୀବନ ସଭିଙ୍କ ପାଇଁ ସମାନ । ଯେକୌଣସି ଧର୍ମ ବିଚାରରେ ବି ଜୀବନର ମୂଲ୍ୟ ଅକଳନୀୟ। ଯେଉଁଥିତ୍ପାଇଁ ଜଣେ ହିନ୍ଦୁ ମହିଳା ଓ ଜଣେ ମୁସଲମାନ ମହିଳା ସେମାନଙ୍କ କିଡ୍‌ନୀ ଦାନ କରି ପରସ୍ପରର ସ୍ବାମୀଙ୍କ ଜୀବନ ବଞ୍ଚାଇ ଏକ ଉଦାହରଣ…

ଏଇ ଭାରତରେ

ଆଗାମୀ ପିଢ଼ି ଲାଗି ଯଦି କିଛି ସର୍ବଶ୍ରେଷ୍ଠ ଉପହାର ଥାଏ, ତେବେ ତାହା ହେଉଛି ପାଣି-ଏହା ଉପଲବ୍ଧି କରିଛନ୍ତି ଗୁଜରାଟର ଡେଥାଲି ଗାଁ। ଏହି ମରୁଡ଼ି ପ୍ରବଣ ଗାଁରେ ଏବେ ପର୍ଯ୍ୟାପ୍ତ ଜଳ ଉପଲବ୍‌ଧ ହେବା ସହ ପକ୍ଷୀଙ୍କ ସ୍ବର୍ଗ ପାଲଟିଛି।…

ଅକ୍ଷର ଜ୍ଞାନ ବନାମ ସାକ୍ଷରତା

ନଗେନ୍ଦ୍ର ନାଥ ପଟ୍ଟନାୟକ ଜ୍ଞାନ ମନୁଷ୍ୟ ପାଇଁ ଦଶଟି ମାର୍ଗ ଉନ୍ମୁକ୍ତ କରିଥାଏ। କିନ୍ତୁ ମଣିଷ ଯେତେବେଳେ ପଢ଼ାଲେଖା ଭଳି ମୌଳିକ କଥା ଜାଣିପାରୁନି, ନିଜର ତଥା ପରିବାର ଲାଗି ସୁଦିନର ସୁନେଲି ସ୍ବପ୍ନ ଦେଖିବ କିପରି? ସଂପ୍ରତି ଭାରତବର୍ଷର ସ୍ଥିତି…

ବିରୋଧୀଙ୍କ ଭୂମିକା ଓ ସ୍ଥିତ

ଅନିଲ କୁମାର ବିଶ୍ୱାଳ ଶାସକ ସକ ଏବଂ ବିରୋଧୀ ହେଉଛନ୍ତି ଗଣତନ୍ତ୍ର ବ୍ୟବସ୍ଥାରେ ଲୋକମାନଙ୍କର ଦୁଇ ଆଖି ଭଳି। ଯଦିଓ ବିଧାନସଭା ବା ଲୋକ ସଭାରେ ଯେଉଁ ବିରୋଧୀ ରାଜନୈତିକ ଦଳ ଦ୍ୱିତୀୟ ସର୍ବାଧିକ ଆସନ ପାଇଥାଏ ତାକୁ ବିରୋଧୀ ଦଳର…

ମୁଣ୍ଡ ନୁଆଁଇଲେ

ନ୍ୟାଶ୍‌ନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି) ଏବଂ ନ୍ୟାଶ୍‌ନାଲ କମ୍ପାନୀ ଲ’ଆପିଲେଟ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଏଟି)ର ସଦସ୍ୟ ପଦ ପୂରଣ କରିବାରେ କେନ୍ଦ୍ର ସରକାରଙ୍କ ବିଳମ୍ବିତ କାର୍ଯ୍ୟଧାରାକୁ ନେଇ ସୁପ୍ରିମ୍‌କୋର୍ଟ (ଏସ୍‌ସି) ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୁଇ ସଂସ୍ଥାରେ ପଦ ଖାଲି ରହିବା…

ଏଇ ଭାରତରେ

ଜୈବିକ କୃଷିରେ ଉନ୍ନତି ଆଣିବାରେ ଉତ୍ତରପ୍ରଦେଶର ଗୀତା ସିଂଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ତାଙ୍କ ବୟସ ୪୮। ଗୋଣ୍ଡା ଜିଲାର ନିବାସୀ ଗୀତା ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ସ୍ବାମୀ ସରକାରୀ ଚାକିରି ଛାଡି କୃଷିରେ ପ୍ରବେଶ…

ରାସ୍ତାର ଦୁଇ ପାଖ

ପ୍ରକାଶ ତ୍ରିପାଠୀ ରାଜଧାନୀର ଏକ ଓସାରିଆ ରାସ୍ତା। ରାସ୍ତାର ଗୋଟିଏ କଡେ ଧାଡ଼ିହୋଇ ଲମ୍ବିଛି ଭିନ୍ନ ଭିନ୍ନ ଡିଜାଇନର ଆଧୁନିକ କୋଠା। ସମ୍ଭ୍ରାନ୍ତ, ଆଭିଜାତ୍ୟ ଓ ଆଧୁନିକତାର ସ୍ବାକ୍ଷର ବହନ କରୁଥିବା ସେହି ପ୍ରାସାଦଗୁଡ଼ିକରେ ରୁହନ୍ତି ଆମ ସମାଜର ଅନେକ ବିଶିଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri