ସରକାରୀ ବିଦ୍ୟାଳୟର ବିକଳ ଅବସ୍ଥା
ବିଚିତ୍ର ବିଶ୍ୱାଳ ୧୯୯୬ ମସିହାରେ ମୁଁ ମାଟ୍ରିକ୍ ପରୀକ୍ଷା ଦେବା ବେଳକୁ ଆମ ଭିରଙ୍ଗ ଉଚ୍ଚ ବିଦ୍ୟାଳୟରେ ମୋଟ୍ ନଅ ଜଣ ଶିକ୍ଷକ ଥିଲେ। ଯଦିଓ ସେତେବେଳେ ସେମାନେ ସରକାରଙ୍କ ପାଖରୁ ଦରମା ପାଉ ନ ଥିଲେ, କିନ୍ତୁ ସେମାନେ…
କେରଳ ଉପରେ ଦୃଷ୍ଟି
ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବା ଯୋଗୁ ତୃତୀୟ ଲହରର ଭୟ ମୁଣ୍ଡ ଟେକୁଛି। କ୍ରମାଗତ ସପ୍ତାହେ ଧରି ସଂକ୍ରମଣ ବୃଦ୍ଧି ପାଇ ୧ ଅଗଷ୍ଟ (ରବିବାର)ରେ ୪୦,୧୩୪ ଉପରେ ରହିବା ପରେ ସୋମବାର ୩୦,୫୪୯ରେ ପହଞ୍ଚିଛିି। ଅବଶ୍ୟ ଏହିସବୁ ତଥ୍ୟର…
ପ୍ରମାଣ ନାହିଁ
ପାକିସ୍ତାନର ବାଲୁଚିସ୍ତାନ, ପଞ୍ଜାବ, ସିନ୍ଧ୍ ଓ ଖୈବର ପଖତୁନ୍ଖ୍ବା ନାମରେ ୪ଟି ପ୍ରଦେଶ ରହିଛି। ଏଥିସହିତ ସଂଘୀୟ ଭାବେ ଶାସିତ ଇସ୍ଲାମାବାଦ ରାଜଧାନୀ ଅଞ୍ଚଳ ଅଛି। ଏବେ ଗିଲ୍ଗିଟ୍-ବାଲ୍ଟିସ୍ତାନକୁ ପ୍ରାଦେଶିକ ମାନ୍ୟତା ଦେବା ଲାଗି ପାକିସ୍ତାନ ସରକାର ସମସ୍ତ ପ୍ରକାର ଆଇନଗତ…
ଏଇ ଭାରତରେ
ଜଣେ ଆଇଏଏସ୍ ଅଧିକାରୀ ଗ୍ରାମାଞ୍ଚଳର ୯୦୦ରୁ ଊର୍ଦ୍ଧ୍ୱ ସରକାରୀ ସ୍କୁଲକୁ ବିଦ୍ୟୁତ୍ ଯୋଗାଇ ଦେବାର ବ୍ୟବସ୍ଥା କରି ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଆଇଏଏସ୍ ଅଧିକାରୀ ହେଉଛନ୍ତି ଡ. ଜିତେନ୍ଦ୍ର କୁମାର ସୋନି। ରାଜସ୍ଥାନର ନାଗପୁରର ଜିଲାପାଳ ଭାବେ ଦାୟିତ୍ୱ ନିର୍ବାହ…
ଆୟୁଷ ସରିଆସୁଥିବା ବିଶ୍ୱର ଅତିଥ
ସାରଦା ପ୍ରସାଦ କର ଭାଗବତର କଥା- ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ। ନଶ୍ୱର ମାନବ, ଏହାକୁ ଘେରି ରହିଥିବା ଜୈବ ବଳୟ। ମନୁଙ୍କଠାରୁ ଉପତ୍ନ୍ନ ମଣିଷର ପୁଣି ମନ୍ବନ୍ତରରେ ବିନାଶ ଅଛି। ଖଣ୍ଡ ପ୍ରଳୟ, ପ୍ରଳୟ…
ଗାନ୍ଧୀ ଲିଗାସି ଲିଭାଇବା ପ୍ରୟାସ
ତୁଷାର ଗାନ୍ଧୀ ଭାରତ ସରକାର ଗୁଜରାଟ ସରକାରଙ୍କ ମାଧ୍ୟମରେ ସାବରମତି ଆଶ୍ରମର ପୁନଃବିକାଶ କରି ତାହାକୁ ବିଶ୍ୱସ୍ତରୀୟ ସ୍ମାରକୀ ପ୍ରତିଷ୍ଠା କରିବା ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପାଇ ଆସୁଛି। ଲଗାତର ଦୁଇବର୍ଷ ହେବ ଏଭଳି ଖବର ପ୍ରକାଶ ପାଉଛି। ଏ…
ଆଦରରୁ ଚମତ୍କାର
ଟୋକିଓ ଅଲିମ୍ପିକ୍ସରେ ୧ ଅଗଷ୍ଟରେ ଭାରତର ପୁରୁଷ ହକି ଦଳ ଓ ୨ ତାରିଖରେ ମହିଳା ହକି ଦଳ ସେମି ଫାଇନାଲକୁ ପ୍ରବେଶ କରିବା ପରେ ଦେଶବ୍ୟାପୀ ଖେଳପ୍ରେମୀଙ୍କ ମଧ୍ୟରେ ଏକ ଉତ୍ସାହ ସୃଷ୍ଟି ହୋଇଛି। ଚଳିତ ଅଲିମ୍ପିକ୍ସରେ ଅଦ୍ୟାବଧି ଭାରତ…
ଜାତିର ଭୂମିକା ନାହିଁ
କୋଭିଡ୍-୧୯ ମହାମାରୀ ଭାରତର ସ୍ବାସ୍ଥ୍ୟ ବ୍ୟବସ୍ଥା କିଭଳି ରହିଛି ଦେଖାଇ ଦେଇଛି। କେବଳ ଶଯ୍ୟା ଓ ଅକ୍ସିଜେନ୍ ସିଲିଣ୍ଡର ଅଭାବ ଯୋଗୁ ଅସଂଖ୍ୟ ଲୋକଙ୍କ ଜୀବନ ଯାଇଛି ତା’ନୁହେଁ, ଗତ ଦେଢ଼ ବର୍ଷରେ ସମସ୍ତେ ପ୍ରମାଣ ପାଇଲେ ଯେ ଭାରତରେ ବଞ୍ଚିଥିବା…
ଏବେ ସମବାୟ ଉପରେ ଆଖି
କିଶୋର ଜେନା ୭ବର୍ଷରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍ଡିଏ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କର କର୍ପୋରେଟ୍ ଋଣକୁ ଲିଭାଇଦେବା ନାମରେ ୯ଲକ୍ଷ ୪ହଜାର କୋଟି ଟଙ୍କାରୁ ବେଶି ପ୍ରକାରାନ୍ତରେ ଋଣଛାଡ଼ କରିଛନ୍ତି। ପ୍ରତିବର୍ଷ ସମବାୟ ସଂସ୍ଥାଗୁଡ଼ିକ ଦେଶରେ ୨୦ ଲକ୍ଷ କୋଟିରୁ…
ବୃକ୍ଷ ହିଁ ଭରସା
ଡ.ଜୟକୃଷ୍ଣ ପାଣିଗ୍ରାହୀ ଛାୟାମନ୍ୟସ୍ୟ କୁର୍ବନ୍ତି ତିଷ୍ଠନ୍ତି ସ୍ବୟମାତପେ। ଫଳାନ୍ୟାପି ପରାର୍ଥାୟ ବୃକ୍ଷାଃ ସତ୍ପୁରୁଷାଃ ଇବ।“ ଅର୍ଥାତ୍ ବୃକ୍ଷଗୁଡ଼ିକ ନିଜେ ଜ୍ୱଳନ୍ତ ସୂର୍ଯ୍ୟଙ୍କର ପ୍ରଚଣ୍ଡ ରୌଦ୍ରତାପରେ ଜର୍ଜରିତ ହେଉଥିଲା ବେଳେ ଅନ୍ୟମାନଙ୍କୁ ସୁଶୀତଳ ଛାୟା ପ୍ରଦାନ କରନ୍ତି। ସେମାନଙ୍କର ଫଳ, ପୁଷ୍ପ ଇତ୍ୟାଦି…
ଏଇ ଭାରତରେ
ଘର ଅଗଣାଠାରୁ ଛାତ, ଯୁଆଡ଼େ ଚାହିଁବ ପରିବା ଓ ଫୁଲ। ଏମିତି ଏକ ଅର୍ବାନ ଗାର୍ଡେନ୍ ବା ସହରୀ ବଗିଚା କରିଛନ୍ତି ବିହାର ରାଜ୍ୟ ଔରଙ୍ଗାବାଦର ଗଣେଶ କୁଲ୍କର୍ଣ୍ଣି। ପେସାରେ ସେ ଜଣେ ଲାଇବ୍ରେରିଆନ। ସେ ତାଙ୍କ ଘରେ ୪୦୦ କୁଣ୍ଡରେ…
ଦର୍ଶକ କମୁଛନ୍ତି
ଆକାର ପଟେଲ ତିନି ଦଶନ୍ଧି ମଧ୍ୟରେ ଏବେ ଟୋକିଓରେ ଅନୁଷ୍ଠିତ ଅଲିମ୍ପିକ୍ସର ଦର୍ଶକଙ୍କ ସଂଖ୍ୟା ସବୁଠୁ କମ୍ ରହିଛି ବୋଲି ନିିକଟରେ ଏକ ରିପୋର୍ଟରେ ପ୍ରକାଶ ପାଇଥିଲା। ଯଦିଓ କୋଭିଡ୍ ମହାମାରୀ ଯୋଗୁ ଷ୍ଟାଡିୟମରେ ଦର୍ଶକ ଉପସ୍ଥିତି ନାହିଁ, ତଥାପି ବିଶ୍ୱରେ…
Archives


