ସମ୍ପାଦକୀୟ

ଖେଳ ସରିନାହିଁ

୧୯୮୬ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ପଙ୍କଜ କୁମାରଙ୍କୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ପାଇଛି ଗୁଜରାଟ। କିନ୍ତୁ କୁମାରଙ୍କ ପୂର୍ବରୁ ମୁଖ୍ୟ ଶାସନ ସଚିବ ଥିବା ଅନିଲ ଗୋପିଶଙ୍କର ମୁକିମ୍‌ଙ୍କୁ ନଇ ବାବୁ ପରିସରରେ ବହୁ ଉକତ୍ଣ୍ଠା ପ୍ରକାଶ ପାଇଛି।…

ଏଇ ଭାରତରେ

ପାଇଖାନା ନିର୍ମାଣ ହୋଇଛି ୫୦୦ ଏବଂ ୧ ଲିଟର ବିଶିଷ୍ଟ ୮,୦୦୦ରୁ ଅଧିକ ଅଦରକାରୀ ପ୍ଲାଷ୍ଟିକ ବୋତଲରେ। ଏହା ବିଶ୍ୱାସ କରିହେଉ ନ ଥିଲେ ବି ସତ। ଆସାମର ଆଇଏଏସ୍‌ ଅଧିତ୍କାରୀ ଲକ୍ଷ୍ମୀପ୍ରିୟା ଏମ.ଏସ୍‌ ଏମିତି ପାଇଖାନା ନିର୍ମାଣ କରି ଉଦାହରଣ…

କୋଭିଡ୍‌ ସମୟରେ ପୋଷଣ ଓ ସ୍ବାସ୍ଥ୍ୟ

ଶୁଭନାରାୟଣ ଶତପଥୀ ଆମେ ସମସ୍ତେ ସବୁବେଳେ ସୁସ୍ଥ ରହିବାକୁ ଚାହିଁଥାଉ। ଏହି ସୁସ୍ଥ ସ୍ବାସ୍ଥ୍ୟ ହିଁ ଆମକୁ ପୋଷଣରୁ ମିଳିଥାଏ; ଯାହା ଖାଦ୍ୟରେ ଥିବା ପୋଷକତତ୍ତ୍ୱ ଯଥା- ପ୍ରୋଟିନ୍‌, କାର୍ବୋହାଇଡ୍ରେଟ୍‌, ଫ୍ୟାଟ୍‌, ଭିଟାମିନ୍‌, ମିନେରାଲରୁ ମିଳିଥାଏ। ସନ୍ତୁଳିତ ଖାଦ୍ୟ ହିଁ ଏକ…

ଆଇସିସି ଓ ପରିବେଶଗତ ଅପରାଧ

କାଟେ ମ୍ୟାକିନ୍‌ଟୋସ, ଜୋଜୋ ମେହେଟା ବନ୍ୟା, ବନାଗ୍ନି, ଅତ୍ୟଧିକ ତାପମାତ୍ରା ବୃଦ୍ଧି ଏବଂ ଜୀବବାହିତ ସଂକ୍ରାମକ ରୋଗ ମୁଖ୍ୟତଃ ଜଳବାୟୁ ଏବଂ ଜୈବମଣ୍ଡଳୀୟ ସଙ୍କଟ ସୃଷ୍ଟି କରୁଛି। ଏଭଳି ସଙ୍କଟକୁ ଅଣଦେଖା କରିବା ଉଚିତ ନୁହେଁ। ଆମ ପରିବେଶର ଗୁରୁତର କ୍ଷତି…

ଅଭିଶପ୍ତ ଦେବତା

ନିମାଇଁ ଚରଣ ଲେଙ୍କା ଆମର ତିନିମାତା ଅଛନ୍ତି। ୧ମରେ ଜନ୍ମଦାତ୍ରୀ ମାତା, ୨ୟରେ ମାତୃଗର୍ଭରୁ ଭୂମିଷ୍ଠ ହେଲାପରେ ଆମକୁ କୋଳେଇ ନେଉଥିବା ଧରିତ୍ରୀମାତା ଓ ୩ୟରେ ମାତୃସ୍ତନ୍ୟପାନ ଅଭାବରେ ଆମ ମୁଖରେ ଅମୃତ(କ୍ଷୀର)ଦେଉଥିବା ଗୋ’ମାତା। ଆର୍ଯ୍ୟସଂସ୍କୃତି ଓ ଶାସ୍ତ୍ରାନୁସାରେ, ଗୋ’ମାତାଙ୍କ ଶରୀରରେ…

ଆଫଗାନ୍‌ଙ୍କ ସୁରକ୍ଷା ନାଟୋର ଦାୟିତ୍ୱ

ଏଦି ରାମା ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ୟୁରୋପୀୟ ଇହୁଦୀମାନଙ୍କ ପତନ ବା ବିନାଶକୁ ଲକ୍ଷ୍ୟ କଲେ ଆଲ୍‌ବାନିଆର ବୀରତ୍ୱ ଗାଥା ସ୍ପଷ୍ଟ ପ୍ରତୀୟମାନ ହୁଏ। ଏହା ଏକମାତ୍ର ବୀରତ୍ୱ ନୁହେଁ, ଏହାବାଦ୍‌ ଆଲ୍‌ବାନିଆର ଇତିହାସରେ ବୀରତ୍ୱର ଆଉ କିଛି ସମୃଦ୍ଧ ପୃଷ୍ଠା ମଧ୍ୟ…

ଭଲ ମଣିଷ ମିଳିବା କଷ୍ଟ

ଉମାଶଙ୍କର ପ୍ରସାଦ ଆଜିର ସମାଜରେ ତଥାକଥିତ ବଡ଼ ମଣିଷମାନଙ୍କର ସଂଖ୍ୟା ସେମାନଙ୍କ ଭୂମିକା ଅନୁଯାୟୀ ବଢ଼ି ବଢ଼ି ଚାଲିଥିବା ବେଳେ ବାସ୍ତବ ‘ଭଲମଣିଷ’ମାନଙ୍କର ସଂଖ୍ୟା ସେହି ବହୁଚର୍ଚ୍ଚିତ ସନ୍ଥ ଦାର୍ଶନିକ ଦାଓଜେନଙ୍କ ଦିନ ଦ୍ୱିପ୍ରହରରେ ଲଣ୍ଠନ ଜାଳି ଭଲ ମଣିଷଟିଏ ଖୋଜୁଥିବା…

ଧୀର ଜହର

ଡ. ଅଜୟ କୁମାର ପାତ୍ର ଜ୍ଞାନୀମାନେ ଜଳକୁ ‘ସାର୍ବଜନୀନ’ବୋଲି କହିଥାଆନ୍ତି। କାରଣ ପୃଥିବୀର ଆୟତନରୁ ଜଳଭାଗ ପ୍ରାୟ ସତୁରି ପ୍ରତିଶତ ଅଧିକାର କରିଛି। ସେମିତି ଆମ ଶରୀର କୋଷରେ ସତୁରି ପ୍ରତିଶତରୁ ଅଧିକ ଭାଗ ଜଳ। ଜଳ ହିଁ ଜୀବଜଗତର ଜୀବନକୁ…

ଏଇ ଭାରତରେ

ପ୍ରତିଦିନ ପାଖାପାଖି ୪୦୦ ଲୋକଙ୍କୁ ୫ ଟଙ୍କାରେ ମିଲ୍‌ ଯୋଗାଇ ଦେଉଛନ୍ତି ତାମିଲନାଡୁର ତ୍ରିଚିର ବାସିନ୍ଦା ଚନ୍ଦ୍ରଶେଖର। ସେ ଓ୍ବେଲ୍‌ଡର ଭାବେ କାମ କରନ୍ତି। ଏଥିରୁ ଯାହା ଆୟ କରୁଛନ୍ତି ସେଥିରେ ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି। ଏଥିପାଇଁ ସେ ଅଗଷ୍ଟ…

ଏଇ ଭାରତରେ

ପରିବେଶ ପ୍ରଦୂଷଣ ଦୂର କରିବା ଲାଗି ଅଭିନବ ପଦ୍ଧତି ସାମ୍ନାକୁ ଆଣୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ କର୍ନାଟକର ଧନଞ୍ଜୟ ହେଗେଡ ଅନ୍ୟତମ। ଧନଞ୍ଜୟ ଜଣେ ଅବସରପ୍ରାପ୍ତ ମେକାନିକାଲ ଇଞ୍ଜିନିୟର ଓ ରହନ୍ତି ଉତ୍ତର କନ୍ନଡ ଜିଲାର କରଓ୍ବାର ସହରରେ। ସେ ୧୦ କେ.ଜି.…

ବୈକୁଣ୍ଠ ସମାନ ଘର

ଅଲେଖ ଚନ୍ଦ୍ର ମିଶ୍ର   ଆଜିକାଲି ସମାଜରେ ପାରିବାରିକ ଅବୁଝାମଣା ଏକ ସଂକ୍ରାମକ ବ୍ୟାଧି ଭଳି ବ୍ୟାପୀ ଚାଲିଛି। କେହି କାହା କଥା ଶୁଣିବାକୁ ନାରାଜ, ବୁଝିବାକୁ ଅମଙ୍ଗ। ଯିଏ ଯାହା ହାତରେ ଚଉଦ ପା’। ବରିଷ୍ଠଙ୍କୁ ଖାତିର ନାହିଁ କି…

ରାଜନୀତିରେ ଅପରାଧ ତତ୍ତ୍ୱ

ସୌଭାଗ୍ୟ ସୁନ୍ଦରରାୟ   ମାତ୍ର ୨ ବର୍ଷରେ ଦେଶର ଜନପ୍ରତିନିଧିଙ୍କ ଆପରାଧିକ ମାମଲା ୧୭% ବୃଦ୍ଧି ପାଇଛି। ଜନପ୍ରତିନିଧିଙ୍କ ବିରୋଧରେ ଥିବା ଆପରାଧିକ ମାମଲାର ତ୍ୱରିତ୍‌ ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ଦାଏର ଏକ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଗତ ୯…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri