ଚୁପ୍, ବିକାଶ ଚାଲିଛି
ପୁଷ୍ପାରାଣୀ ମିଶ୍ର ସମ୍ପ୍ରତି ସାରା ଦେଶରେ ବିକାଶର ହାଓ୍ବା ବହୁଛି। ଏହି ବିକାଶକୁ ପ୍ରଚାର ପ୍ରସାର କରାଇ ନେତାମାନେ ଭୋଟ୍ ଭିକ୍ଷା କଲାବେଳେ ପ୍ରକାରାନ୍ତରେ ନିଜର ରାଜନୈତିକ ଲକ୍ଷ୍ୟ ହାସଲ କରିନେଉଥିବା ବେଳେ ତାଙ୍କର ଚେଲାଚାମଣ୍ଡାମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରାଇପାରୁଛନ୍ତି।…
ତାଲିବାନ୍ ଶାସନର ସିଲାବସ୍
ସହଦେବ ସାହୁ ‘ଈଶ୍ୱର’ଙ୍କୁ ଆରବୀୟ ଭାଷାରେ ‘ଆଲ୍ଲା’ କହନ୍ତି। ଇସ୍ଲାମରେ ଆଲ୍ଲାଙ୍କ ବ୍ୟତୀତ ଅନ୍ୟ କୌଣସି ଠାକୁର ନାହାନ୍ତି, ସେହି ଅଦ୍ୱୈତ ଈଶ୍ୱରଙ୍କର ବାଣୀ ମହମ୍ମଦ ଶୁଣି ଅନୁଗତମାନଙ୍କୁ ଶୁଣାଇଛନ୍ତି ବୋଲି ମହମ୍ମଦଙ୍କୁ ‘ଈଶ୍ୱରଙ୍କ ଦୂତ’ (ପ୍ରଫେଟ୍) କୁହାଯାଏ। ମହମ୍ମଦ…
‘ବେଟା’ ନୁହେଁ
ସେପ୍ଟେମ୍ବର ୧୩ରେ ମାଡ୍ରାସ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ତାମିଲ୍କୁ ଈଶ୍ୱରଙ୍କ ଭାଷା ବୋଲି କହିଛନ୍ତି। ଏହା ମଧ୍ୟ କହିଛନ୍ତି ଯେ, ବିଭିନ୍ନ ଦେଶ ଓ ଧର୍ମରେ ଭିନ୍ନ ଭିନ୍ନ ବିଶ୍ୱାସ ରହିଛି ଏବଂ ଆଞ୍ଚଳିକ ତଥା ସାଂସ୍କୃତିକ ପରିବର୍ତ୍ତନ ଯୋଗୁ…
ଏଇ ଭାରତରେ
ଆଦିତ୍ୟ ବାଙ୍ଗରଙ୍କ ବୟସ ୧୭, କିନ୍ତୁ କାର୍ଯ୍ୟ ପ୍ରେରଣାଦାୟକ। ସେ ପ୍ରତିଦିନ ୧୦ ଟନ୍ ପ୍ଲାଷ୍ଟିକ ରିସାଇକ୍ଲିଂ କରି ସେଥିରୁ କପଡ଼ା ତିଆରି କରୁଛନ୍ତି। ରାଜସ୍ଥାନର ଭିଲ୍ଓ୍ବାରାରେ ରୁହନ୍ତି ବାଙ୍ଗର। ଜାନୁୟାରୀ ୨୦୨୧ରେ ‘ଟାର୍ସ ଟୁ ଟ୍ରେଜର’ ଷ୍ଟାର୍ଟଅପ୍ ଆରମ୍ଭ କରି…
ଅସଲି-ନକଲି
ଡ. ଗୌରହରି ରାଉତ ସକାଳୁ ସକାଳୁ ଗେଟ୍ ପାଖରେ ଠକ୍ ଠକ୍ ଶବ୍ଦ ଶୁଭିଲା। ଦ୍ୱାର ଖୋଲି ଦେଖେ ତ ଆଲୁଳାୟିତ କେଶ, ମସିଆ ଲୁଗା ପିନ୍ଧା ସ୍ତ୍ରୀ ଲୋକଟିଏ ଛୋଟ ଶିଶୁପୁତ୍ରକୁ କାଖରେ ଧରି ଠିଆହୋଇ କିଛି ପଇସା ମାଗୁଛି।…
ନାକ ଉପରେ ବ୍ରଣ
ଡ. ସୁବାସ ଚନ୍ଦ୍ର ପାତ୍ର ଯୁଦ୍ଧ ହେଉ ଅବା ଜୀବନ, ପ୍ରତ୍ୟେକ ସଂଗ୍ରାମ ପାଇଁ ଲୋଡ଼ା ସାହସ। ଅବଶ୍ୟ ଏ ଲଢ଼େଇରେ ସଫଳତା ପାଇଁ ଶାରୀରିକ ଅପେକ୍ଷା ଅଧିକ ଜରୁରୀ ମାନସିକ ଓ ନୈତିକ ସାହସ। ଶେଷୋକ୍ତ ଦୁଇଟିର ଅଭାବରେ ଶାରୀରିକ…
ଇସ୍ଲାମୀୟ ବିପଦ
ତାଲିବାନ୍ ଆଫଗାନିସ୍ତାନକୁ ୨୦ ବର୍ଷ ପରେ କ୍ଷମତାକୁ ଫେରିବା ପରେ ଆଶା କରାଯାଉଥିଲା ତା’ର ହିଂସାତ୍ମକ ଆଭିମୁଖ୍ୟରେ ପରିବର୍ତ୍ତନ ଆସିବ। ଅଗଷ୍ଟ ୧୫ରେ କାବୁଲ ଦଖଲ କଲା ପରେ ତାଲିବାନ୍ର ଅନ୍ୟତମ ଶୀର୍ଷ ନେତା ତଥା ଉପପ୍ରଧାନମନ୍ତ୍ରୀ ଅବଦୁଲ ଗନି ବରାଦର…
କେତେ ମୁଖ୍ୟମନ୍ତ୍ରୀ ବଦଳିବେ
ଭାରତୀୟ ଜନତା ପାର୍ଟି (ଭାଜପା) ୧୨ ସେପ୍ଟେମ୍ବରରେ ଭୂପେନ୍ଦ୍ର ପଟେଲଙ୍କୁ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛି। ଘାଟଲୋଡିଆରୁ ବିଧାୟକ ଥିବା ଭୂପେନ୍ଦ୍ର ପଟିଦାର ସଙ୍ଗଠନର ଟ୍ରଷ୍ଟି ଅଛନ୍ତି। ବିଜୟ ରୂପାନୀ ଇସ୍ତଫା ଦେବା ପରେ ଉପମୁଖ୍ୟମନ୍ତ୍ରୀ ଥିବା ନୀତିନ…
ଜଣେ କରିଦେବ କଳୁଷିତ
ଦିଲ୍ଲୀର ନିର୍ଭୟା ଗଣବଳାତ୍କାରର ୯ ବର୍ଷ ପରେ ନିକଟରେ ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇର ସାକିନାକା ଅଞ୍ଚଳରେ ଜଣେ ୩୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର କରାଯିବା ପରେ ତାଙ୍କ ଗୁପ୍ତାଙ୍ଗରେ ଲୁହାରଡ୍ ପୂରାଇ ଦିଆଯାଇଥିଲା। ୧୧ ସେପ୍ଟେମ୍ବରରେ ତାଙ୍କର ମୃତ୍ୟୁ ଘଟିଯାଇଛି। ଦିଲ୍ଲୀ…
ଅବସର ସମୟର ବନ୍ଧୁ
ଡ. ସିଦ୍ଧାର୍ଥ କାନୁନ୍ଗୋ ଆଜକୁ ପ୍ରାୟ ୪୬ ବର୍ଷ ତଳେ ମୋ ସାଙ୍ଗେ କଲେଜରେ ପଢ଼ୁଥିବା ଏବଂ ଗତବର୍ଷ ସରକାରୀ ଚାକିରିରୁ ଅବସର ନେଇଥିବା ବନ୍ଧୁ ଅମୀୟରଞ୍ଜନ ହଠାତ୍ ମୋ ଘରେ ଆସି ପହଞ୍ଚତ୍ଲେ। କଲେଜ ଛାଡ଼ିବା ଦିନଠାରୁ ତାଙ୍କ ସହ…
ଶିକ୍ଷା ବ୍ୟବସ୍ଥାର ଦୟନୀୟ ଚିତ୍ର
ଡ.ଚିତ୍ତରଂଜନ ମିଶ୍ର ଭାରତୀୟ ଡେଭଲପମେଣ୍ଟ ଇକୋନୋମିଷ୍ଟ ବା ବିକାଶଧର୍ମୀ ଅର୍ଥନୀତିଜ୍ଞମାନଙ୍କ ମଧ୍ୟରେ ପ୍ରାୟତଃ ଦୁଇଟି ଚିନ୍ତାଧାରା କାର୍ଯ୍ୟ କରିଥାଏ। ଗୋଟିଏ ଚିନ୍ତାଧାରା ‘ଅଭିବୃଦ୍ଧି’ ପାଇଁ ଓ ଅନ୍ୟଟି ‘ପୁନର୍ବିତରଣ’ ପାଇଁ ଓକିଲାତି କରିଥାଏ। ଗୋଟିଏ କଥା ନିଶ୍ଚିତ ଯେ ‘ଅଭିବୃଦ୍ଧି’ ଓ…
ଏଇ ଭାରତରେ
ମାନସିକ ଅନଗ୍ରସର ଓ ବିଷାଦଗ୍ରସ୍ତଙ୍କ ପାଇଁ ସାହାରା ପାଲଟିଛନ୍ତି ସୁମିତ୍ରା ଗାର୍ଗାଇ। ହୋ’ ଆଦିବାସୀ ସମ୍ପ୍ରଦାୟର ସୁମିତ୍ରା ରହନ୍ତି ଝାଡ଼ଖଣ୍ଡର ନାରଙ୍ଗ ଗାଁରେ। ନବମ ପାସ୍ ପରେ ସେ ବିବାହ କରି ବହୁ ବିପର୍ଯ୍ୟୟକୁ ସାମ୍ନା କରିଥିଲେ। ୩ କନ୍ୟା ସନ୍ତାନର…
Archives


