ସମ୍ବଲପୁର

ମିନି ଷ୍ଟାଡିୟମ ନିର୍ମାଣ କାମରେ ଅନିୟମିତତା

ସମ୍ବଲପୁର,୮ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ପଞ୍ଚାୟତ ସମିତି ପକ୍ଷରୁ ତହସିଲ ଅଫିସ ପଛପଟେ ମିନି ଷ୍ଟାଡିୟମ ନିର୍ମାଣ କାମ ଚାଲିଛି। ହେଲେ ଏଥିରେ ବ୍ୟାପକ ଅନମିୟତା ହୋଇଥିବା ନେଇ ଯୁଯୁମୁରା ସରପଞ୍ଚ ବାସନ୍ତି ପ୍ରଧାନ ଓ ସମିତି ସଭ୍ୟ ଜୟନ୍ତ ପ୍ରଧାନ…

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିକ୍ଷୋଭ

ସମ୍ବଲପୁର,୭।୧୨(ବ୍ୟୁରୋ): ସମ୍ବଲପୁର-ଅନୁଗୋଳ ୫୫ନଂ. ଜାତୀୟ ରାଜପଥ ନିର୍ମାଣ କରୁଥିବା ଠିକା ସଂସ୍ଥା ଅଗ୍ରୱାଲ କନଷ୍ଟ୍ରକଶନ (ଏଆଇପିଏଲ୍‌)ର ଯୁଯୁମୁରା ଥାନା ଗଡଗଡବାହାଲ କ୍ୟାମ୍ପ ପରିସରରେ ୪ ଜଣ ଅଣଓଡିଆ ଡ୍ରାଇଭରଙ୍କୁ ଆକ୍ରମଣ କରାଗଲା। କମ୍ପାନୀ ସୁପରଭାଇଜର, ବାଉନସର ଓ କେତେଜଣ କର୍ମଚାରୀ କଙ୍ଗାରୁ…

ଡେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ

ସମ୍ବଲପୁର,୪।୧୨(ବ୍ୟୁରୋ): ସମ୍ବଲପୁର ଡେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘ ଦେଖିବାକୁ ମିଳିଛି। ଗତ ୧ତାରିଖରେ ପର୍ଯ୍ୟଟକ ଓ ବନ ବିଭାଗ କର୍ମଚାରୀ କରିଥିବା ଭିଡିଓ ଏବେ ଭାଇରାଲ ହୋଇଛି। ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାଶ ଅଭୟାରଣ୍ୟରେ ମହାବଳ ବାଘ ଥିବା ନେଇ…

କୁଚିଣ୍ଡା ଉପଖଣ୍ଡ: ଧାନକିଣା ଆରମ୍ଭରୁ ଅବ୍ୟବସ୍ଥା

କୁଚିଣ୍ଡା,୩ା୧୨(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡର ୯ଗୋଟି ଲ୍ୟାମ୍ପ୍ସ ଓ ଗୋଟିଏ ମହିଳା ଏସ୍‌ଏଚ୍‌ଜି ଦ୍ୱାରା ବୁଧବାର ଖରିଫ ଧାନକିଣା ଆରମ୍ଭ ହୋଇଛି। କୁଚିଣ୍ଡା ସହକାରୀ ନିବନ୍ଧକଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ଥିବା କୁଚିଣ୍ଡା ଓ ଜମନକିରା ବ୍ଲକର ୭ଗୋଟି ମଣ୍ଡି ଆର୍‌ଏମ୍‌ସି…

୪ବର୍ଷ ପରେ ମାଆ କୋଳରେ ଝିଅ

ସମ୍ବଲପୁର,୩ା୧୨(ବ୍ୟୁରୋ): ସ୍ବାମୀ ଓ ସ୍ତ୍ରୀଙ୍କ ଝଗଡ଼ା ଯୋଗୁ ୫ବର୍ଷର ଶିଶୁକନ୍ୟା ମା’ଠାରୁ ଦୂରେଇ ସମ୍ବଲପୁର ଚାଲିଆସିଥିଲା। ଲାଳନପାଳନ ସମୟରେ ମାଆର ମମତା ପାଇବାରୁ ବଞ୍ଚତ୍ତ ହୋଇଥିଲା ଶିଶୁକନ୍ୟା। ହେଲେ ମାଆର ମମତାରେ ରହିଛି ଆଲୌକିକ ଶକ୍ତି। ପିଲା ଯେତେ ଦୂରରେ ଥିଲେ…

ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ ପର୍ଯ୍ୟଟକ

ସମ୍ବଲପୁର,୧ା୧୨(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାର ପାର୍ଶ୍ୱ ଜମାଦାରପାଲିଠାରେ ଗୁରୁବାର ହୀରାକୁଦ ଇକୋ ରିଟ୍ରିଟ୍‌ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ ମୋଡ୍‌ରେ ହୀରାକୁଦ ସମେତ ଓଡ଼ିଶାର ୬ଟି ସ୍ଥାନରେ ଇକୋ ରିଟ୍ରିଟର ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଉତ୍ତରାଞ୍ଚଳ ରାଜସ୍ବ…

ଭିସୁଟ ରାଗିଂ ଘଟଣା : ୩ ଛାତ୍ର ବହିଷ୍କୃତ, ୪ ଜଣଙ୍କୁ ଜରିମାନା

ସମଲପୁର,୨୯। ୧୧(ବ୍ୟୁରୋ): ବୁର୍ଲା ଭିସୁଟ ଛାତ୍ର ରାଗିଂ ଘଟଣାରେ ୭ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୩ ଛାତ୍ରଙ୍କୁ ବହିଷ୍କୃତ କରାଯାଇଥିବା ବେଳେ ୪ ଛାତ୍ରଙ୍କଠାରୁ ୫ ହଜାର ଟଙ୍କା ଲେଖାଏ ଜରିମାନା ନିଆଯାଇଛି। ରାଗିଂ ବିରୋଧରେ କର୍ତ୍ତୃପକ୍ଷ…

ନିର୍ଦ୍ଦେଶନାମା ପାଇବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା

ସମ୍ବଲପୁର,୨୯ା୧୧(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଓ ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ଦାବି ନେଇ ଚାଲିଥିବା ଆନ୍ଦୋଳନ ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି)…

ଦେଶୀ ମଦଭାଟିରେ ଅଚଳ ଇଟିପି

ସମ୍ବଲପୁର,୨୬ା୧୧(ବ୍ୟୁରୋ): ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦେଶୀ ମଦଭାଟିରେ ଇଟିପି (ଏଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ବା ବର୍ଜ୍ୟଜଳ ବିଶୋଧନ କରୁଥିବା ପ୍ଲାଣ୍ଟ) ଲଗାଇବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲା। ତଦନୁଯାୟୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହାକୁ କାର୍ଯ୍ୟକାରୀ କରିବାକୁ…

ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ

ସମ୍ବଲପୁର ଅଫିସ,୨୩।୧୧: ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ। ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ବତନ୍ତ୍ର ରାଜ୍ୟ, ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା, ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ, ପାଣି ମିଟର ଓ ସ୍କାର୍ଟ ବିଦ୍ୟୁତ ମିଟର…

ଫାର୍ମା କମ୍ପାନୀ ଖୋଲିବେ ଯୁବ ବୈଜ୍ଞାନିକ ଶେଷ କିଷାନ

ରେଢାଖୋଲ,୨୩ା୧୧(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ ନାକ୍ଟିଦେଉଳ ବ୍ଲକ ଅଧୀନ ବଲାସିଙ୍ଗା ଗ୍ରାମର ଯୁବ ବୈଜ୍ଞାନିକ ଡ. ଶେଷ କିଷାନ ଖୁବ୍‌ଶୀଘ୍ର ଏକ ଫାର୍ମା କମ୍ପାନୀ ଖୋଲିବାକୁ ଯାଉଛନ୍ତି। ମଙ୍ଗଳବାର ତାଙ୍କ ବିବାହ ରିସେପ୍‌ସନ ଅବସରରେ ରେଢ଼ାଖୋଲ ବିଜୁ ପଟ୍ଟନାୟକ କଲ୍ୟାଣ…

ଘାରିଲା ସାମାଜିକ ବାସନ୍ଦ ଭୟ: ଛୁଇଁଲେନି କୁଷ୍ଠରୋଗୀଙ୍କ ମୃତଦେହ

ସମ୍ବଲପୁର,୨୧।୧୧(ବ୍ୟୁରୋ): କୃଷ୍ଠ ରୋଗରେ ପୀଡିତ ହେବା ପରେ ଗ୍ରାମରୁ ବାସନ୍ଦ ହୋଇ ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ସମାଜ ଓ ଜାତିଠାରୁ ଦୂରେଇ ରହି ବହୁ କଷ୍ଟରେ ଜୀବନ କାଟୁଥିବା ବ୍ୟକ୍ତିଙ୍କ ଏବେ ମୃତ୍ୟୁ ଘଟିଛି। ଗାଁ ବାହାରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?