ସମ୍ବଲପୁର

ଯୁବକଙ୍କୁ ନିର୍ମମ ହତ୍ୟା: ପୋଲିସ ଗୁଳିରେ ଅଭିଯୁକ୍ତ ଆହତ

ସମ୍ବଲପୁର,୧୯।୮(ପ୍ରମୋଦ ବହିଦାର): ଧନୁପାଲି ଥାନା ଅନ୍ତର୍ଗତ ମୋତିଝରଣ ଅଞ୍ଚଳରେ ଜଣେ ଯୁବକଙ୍କୁ ହତ୍ୟାକରି ଫେରାର ଅଭିଯୁକ୍ତ ପୋଲିସ ସହ ଗୁଳି ବିନିମୟରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପୋଲିସ ଗିରଫ କରି ଚିକିତ୍ସା ପାଇଁ ଭିମସାରରେ ଭର୍ତ୍ତି କରିଛି। ତାଙ୍କ ବାମ…

ନବମ ଶ୍ରେଣୀ ଛାତ୍ରୀଙ୍କୁ ଟେକିନେଲେ ୫ ଯୁବକ: ନିଛାଟିଆ ସ୍ଥାନରେ ଗଣବଳାତ୍କାର ପରେ କଲେ…

ସମ୍ବଲପୁର,୧୯ା୮(ପ୍ରମୋଦ ବହିଦାର):ଯୁବଗୋଷ୍ଠୀ ମଧ୍ୟରେ ବଢ଼ିଚାଲିଛି ଅପରାଧ ପ୍ରବଣତା। ବିଶେଷ କରି ଅପରାଧରେ କିଶୋରମାନଙ୍କ ସମ୍ପୃକ୍ତି ସମ୍ପ୍ରତି ଏକ ଚିନ୍ତାର କାରଣ ପାଲଟିଛି। ସମ୍ବଲପୁର ଜିଲା ଯୁଯୁମୁରାରେ ରବିବାର ସନ୍ଧ୍ୟାରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଜଣାପଡ଼ିଛି। ଏଥିରେ ମୋଟ ୫ଜଣଙ୍କ ସମ୍ପୃକ୍ତି…

ସମ୍ବଲପୁରରେ ଲଜ୍ଜା: ନାବାଳିକାଙ୍କୁ ଗଣବଳାତ୍କାର

ସମ୍ବଲପୁର,୧୮।୮: ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ୫ଜଣ ଅଭିଯୁକ୍ତ ସମ୍ପୃକ୍ତ ରହିଥିବା ଥିବା ପୋଲିସ ପକ୍ଷରୁ କୁହାଯାଇଛି। ଅଭିଯୋଗକୁ ଭିତ୍ତି କରି…

ଧାର୍ଯ୍ୟ ହେଲା ଗଣପର୍ବ ନୂଆଁଖାଇ ଲଗ୍ନ,ଜାଣନ୍ତୁ ସବିଶେଷ…

ସମ୍ବଲପୁର,୧୬ା୮(ବି.ଶଙ୍କର): ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଛି। ପଣ୍ଡିତ ଓ ଜ୍ୟୋତିର୍ବିଦମାନଙ୍କ ଗଣନାନୁସାରେ ଚଳିତ ମାସ ୨୮ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଗୁରୁବାର ପୂର୍ବାହ୍ନ ୧୦ଟା ୩୩ ମିନିଟ ଗତେ ୧୦ଟା ୫୫ ମିନିଟ…

ତଣ୍ଟି କାଟି ଗୁରୁତର ହୋଇଥିଲେ,ମେଡିକାଲ ନେବାରୁ ଛାତରୁ ଡେଇଁଲେ, ପରେ…

ସମ୍ବଲପୁର,୧୩।୮ (ପ୍ରମୋଦ ବହିଦାର): ଭୀମସାରରେ ପୁଣି ଏକ ଅଘଟଣ ଘଟିଛି। ଜଣେ ରୋଗୀ ବୁଧବାର ସକାଳେ ଭୀମସାର ପ୍ରଥମ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ଭାଟିଗାଓଁର ସୁବୀର ସିରଦାର(୨୮) ବୋଲି ଜଣାପଡ଼ିଛି।…

ଭିଜିଲାନ୍ସ ପଞ୍ଝାରେ ପ୍ରିନ୍ସିପାଲ ସାଇଣ୍ଟିଫିକ୍‌ ଅଫିସର, ଏକକାଳୀନ ୭ ସ୍ଥାନରେ ଚାଲିଛି ଚଢ଼ାଉ, ଜାଣନ୍ତୁ କେଉଁଠି…

ସମ୍ବଲପୁର,୬ା୮(ପ୍ରମୋଦ ବହିଦାର): ସମ୍ବଲପୁର ଡ୍ରଗ୍ସ କଣ୍ଟ୍ରୋଲରଙ୍କ କାର୍ଯ୍ୟାଳୟର ପ୍ରିନ୍ସିପାଲ ସାଇଣ୍ଟଫିକ୍‌ ଅଫିସର ଦେବାଶିଷ ପଣ୍ଡା ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ବୁଧବାର ତାଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ସମ୍ବଲପୁର ବରାଇପାଲି ଗ୍ରେଟର ସମ୍ବଲପୁରସ୍ଥିତ ଭଡ଼ା ଘରେ…

ପାର୍କିଂରେ ଠିଆ ହୋଇଥିଲା କାର୍‌: ହଠାତ୍‌ ଲାଗିଗଲା ନିଆଁ

ସମ୍ବଲପୁର,୪।୮: ସମ୍ବଲପୁର ଚର୍ଚ୍ଚ ଛକରେ ସୋମବାର ଏକ ଅଘଟଣ ସାମ୍ନାକୁ ଆସିଛି। ପାର୍କିଂରେ ଠିଆ ହୋଇଥିବା ବେଳେ ଏକ କାର୍‌ରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ନିଆଁ ଏତେ ଜୋର ଥିଲା ଯେ, କାର୍‌ଟି ହୁତୁ ହୁତୁ ହୋଇ ସମ୍ପୂର୍ଣ୍ଣ ଜଳି…

ରାତିଅଧିଆ ଶିକ୍ଷାନୁଷ୍ଠାନରେ ରାଗିଂ ଅଭିଯୋଗ: ମେସେଜ୍‌ ଭାଇରାଲ ପରେ…

ସମ୍ବଲପୁର,୪ା୮(ପ୍ରମୋଦ ବହିଦାର):ସମ୍ବଲପୁରରେ ଏକ ପ୍ରତିଷ୍ଠିତ ଉଚ୍ଚଶିକ୍ଷାନୁଷ୍ଠାନର ଛାତ୍ରୀନିବାସରେ ବରିଷ୍ଠ ଛାତ୍ରୀମାନେ ବୈଠକ ନାମରେ କନିଷ୍ଠଙ୍କୁ ଡାକି ରାତିଅଧିଆ ମାନସିକ ନିର୍ଯାତନାଜନିତ ରାଗିଂ କରୁଥିବା ଅଭିଯୋଗ ହୋଇଛି। ସେମାନେ କନିଷ୍ଠ ଛାତ୍ରୀମାନଙ୍କୁ ଦୀର୍ଘ ଏକଘଣ୍ଟା ଧରି ନିରବଛିନ୍ନଭାବେ ଛିଡା କରାଇ ସେମାନଙ୍କ ମୋବାଇଲ…

ଜଙ୍ଗଲ ରାସ୍ତାକଡ଼ରୁ ମିଳିଲା ମହିଳାଙ୍କ ମୃତଦେହ, ବଳାତ୍କାର ପରେ…

କୁଚିଣ୍ଡା,୩ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅନ୍ତର୍ଗତ ଡିମିରିମୁଣ୍ଡା ଛକରୁ ଡିମୁରିମୁଣ୍ଡା ଗାଁକୁ ଯିବା ନିଛାଟିଆ ଜଙ୍ଗଲ ରାସ୍ତା କଡ଼ରୁ ପୋଲିସ ରବିବାର ସକାଳୁ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି। ମୃତ ମହିଳା ଜଣକ ହେଲେ ଡିମିରିମୁଣ୍ଡା ଗ୍ରାମର…

ବ୍ରିଜ ଉପରୁ ମହାନଦୀକୁ ଡେଇଁ ପଡ଼ିଲେ ଯୁବକ

ସମ୍ବଲପୁର,୨୯।୭: ସମ୍ବଲପୁର ଚାଉଁରପୁର ବ୍ରିଜ ଉପରୁ ମଙ୍ଗଳବାର ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡିଛି। ଯୁବକ ଜଣକ କେଉଁ ପରିସ୍ଥିତିରେ ବ୍ରିଜ ଉପରୁ ମହାନଦୀକୁ ଡେଇଁ ପଡିଲେ ତାହା ଜଣାପଡି ନାହିଁ। ଅନ୍ୟପକ୍ଷେ ହୀରାକୁଦର ୧୮ଟି ଗେଟ୍‌ ଖୋଲାଥିବାରୁ…

ବଢୁଛି ହୀରାକୁଦ ଜଳଭଣ୍ଡାର ଜଳପତ୍ତନ: ୨୦ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ଜଳ ନିଷ୍କାସନ ଜାରି

ସମ୍ବଲପୁର,୨୮ା୭(ପ୍ରମୋଦ ବହିଦାର):ଉପରମୁଣ୍ଡରେ ପ୍ରବଳ ବର୍ଷାଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଉଛି। ୨୦ଟି ସୁଇସ୍‌ ଗେଟ୍‌ ଜରିଆରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ଜାରି ରହିଛି। ଶନିବାର ରାତି ସାଢ଼େ ୯ଟା ସୁଦ୍ଧା ହସ୍ତଗତ ହୋଇଥିବା ଖବର ଅନୁସାରେ ଜଳଭଣ୍ଡାରର ଜଳପତ୍ତନ…

ସମ୍ବଲପୁରରେ ଶାଲିମାର ଏକ୍ସପ୍ରେସ ଲାଇନ୍‌ଚ୍ୟୁତ

ସମ୍ବଲପୁର,୨୪ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଲାଇନଚ୍ୟୁତ ହୋଇ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ମହିମା ଗୋସାଇଁ ଶାଲିମାର ଏକ୍ସପ୍ରେସ୍‌। ଶାଲିମାରରୁ ଅନୁଗୋଳ ଦେଇ ସମ୍ବଲପୁର ଆସୁଥିବା ଟ୍ରେନ୍‌ ନମ୍ବର ୨୦୮୩୧ ମହିମା ଗୋସାଇଁ-ଶାଲିମାର ଏକ୍ସପ୍ରେସ ଟ୍ରେନ୍‌ର ଶେଷ ଟ୍ରଲି ବଗିର ପୂର୍ବ ଅଣସଂରକ୍ଷିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri