ସମ୍ବଲପୁର

ପରିଚୟପତ୍ର ନ ଥିବାରୁ ଘରକୁ ଫେରିବାକୁ ଲାଗିଲା ୧୦ ବର୍ଷ

କୁଚିଣ୍ଡା,୧୬।୧(ଡି.ଏନ.ଏ.): ସମ୍ବଲପୁର ଜିଲା ମହୁଲପାଲି ଥାନା ବାଙ୍କେ ପଞ୍ଚାୟତ ଗୋପାଳପାଲି ଗ୍ରାମର ରଞ୍ଜିତ କିଷାନ(୨୪) ୧୦ ବର୍ଷ ପରେ ଘରକୁ ଫେରିଛନ୍ତି। ଦୀର୍ଘବର୍ଷ ପରେ ପୁଅକୁ ପାଇ ପରିବାର ଓ ଗାଁରେ ଆନନ୍ଦର ଲହରି ଖେଳିଯାଇଛି। ୨୦୧୨ ଡିସେମ୍ବର ୧୩ରେ ଗ୍ରାମର…

୬ ସିନିୟର ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର,୧୫ା୧(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିସୁଟ୍‌ର ଦ୍ୱିତୀୟ ବର୍ଷ ଛାତ୍ର ମାନସ ସିଂଙ୍କୁ ମାଡ଼ ଘଟଣାରେ କର୍ତ୍ତୃପକ୍ଷ ସମ୍ପୃକ୍ତ ୬ଜଣ ସିନିୟର ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗତ ସେମିଷ୍ଟର ପରୀକ୍ଷାରେ ସେମାନଙ୍କ ଗୋଟିଏ ଲେଖାଏ ଗ୍ରେଡ୍‌ ପଏଣ୍ଟ କଟାଯିବ।…

ଭିମ୍‌ସାରରେ ଏମ୍‌ବିବିଏସ୍‌ ପରୀକ୍ଷା ସ୍ଥଗିତ

ସମ୍ବଲପୁର ଅଫିସ୍‌,୧୪।୧: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସମସ୍ତ ସ୍କୁଲ, କଲେଜ୍‌ ବନ୍ଦ କରିଦେଇଛନ୍ତି। ସେହିପରି ଭିମ୍‌ସାରରେ ଏମ୍‌ବିବିଏସ୍‌ ପରୀକ୍ଷା ସ୍ଥଗିତ ରଖାଯାଇଛି। ଶନିବାରରୁ ହେବାକୁ ଥିବା ଏହି ପରୀକ୍ଷାକୁ କର୍ତ୍ତୃପକ୍ଷ ସ୍ଥଗିତ…

ଆଜିଠୁ ସମଲେଶ୍ବରୀଙ୍କ ମନ୍ଦିର ବନ୍ଦ

ସମ୍ବଲପୁର,୧୧।୧(ବ୍ୟୁରୋ): ମା’ ସମଲେଶ୍ବରୀଙ୍କ ମନ୍ଦିରରେ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ମଙ୍ଗଳବାରରୁ ବନ୍ଦ ରହିବ। ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଶ୍ରଦ୍ଧାଳୁ ଆସନ୍ତା ୩୧ ତାରିଖ…

ରେକର୍ଡ ଭାଙ୍ଗିଲା ବିଦେଶୀ ପକ୍ଷୀଙ୍କ ଆଗମନ

ସମ୍ବଲପୁର,୧୧।୧(ବ୍ୟୁରୋ): ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରରେ ବିଦେଶୀ ପକ୍ଷୀ ଗଣନା ରିପୋର୍ଟ ସୋମବାର ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ରିପୋର୍ଟ ଅନୁଯାୟୀ ଚଳିତବର୍ଷ ବିଦେଶୀ ପକ୍ଷୀ ଆଗମନ ୧୦ ବର୍ଷର ରେକର୍ଡ ଭାଙ୍ଗିଛି। ୧୯ ନୂତନ ପ୍ରଜାତିର ପକ୍ଷୀ ଚିହ୍ନଟ…

ବଳାତ୍କାର ଉଦ୍ୟମ ପାଇଁ ଗିରଫ ହେଲେ ଅଗ୍ନିଶମ କର୍ମଚାରୀ

କୁଚିଣ୍ଡା,୧୦ା୧(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳର ଜନୈକା ୧୦ ବର୍ଷର ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ କୁଚିଣ୍ଡା ଅଗ୍ନିଶମ ବିଭାଗ ଅଗ୍ନିଶମ କର୍ମଚାରୀ ବିକାଶ ଚନ୍ଦ୍ର ବିଶ୍ୱାଳ(୨୭)ଙ୍କୁ ଗିରଫ କରି ସୋମବାର…

ମୃତଦେହ ସତ୍କାର କଲେ ଜିଲାପାଳ, ଏସ୍‌ପି

ସମ୍ବଲପୁର,୯ା୧(ବ୍ୟୁରୋ): ସମ୍ବଲପୁର ‘ସମ୍ବଳ’ ଅନୁଷ୍ଠାନ ପକ୍ଷରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ସତ୍କାର କରାଯାଇଛି। କମଳିବଜାର ସ୍ବର୍ଗଦ୍ୱାରରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଏସ୍‌ପି ବାତୁଲା ଗଙ୍ଗାଧର ଯୋଗଦେଇ ମୃତଦେହ ସତ୍କାର କରି ଅନୁଷ୍ଠାନର କର୍ମକର୍ତ୍ତାକୁ ଉତ୍ସାହିତ କରିଥିଲେ। ଜିଲାପାଳ ପରିଡା…

ଜାମିନରେ ଆସିବା ପରେ ପୋଲିସ ନାଁରେ ଅଭିଯୋଗ

ସମ୍ବଲପୁର,୪ା୧(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି। ଥାନା ପରିସରରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ମାରପିଟ କରିଛି। ଏକ ମାମଲାରେ ଜେଲ ଯାଇ ଜାମିନରେ ଆସିବା ପରେ ଧର୍ମେନ୍ଦ୍ର ଗିିରି ନାମକ ଯୁବକ ବୁର୍ଲା ଥାନା…

ଭିମ୍‌ସାର ଗବେଷଣା ରିପୋର୍ଟକୁ ମିଳିଲା ଡବ୍ଲ୍ୟୁଏଚ୍‌ଓ ମାନ୍ୟତା

ସମ୍ବଲପୁର,୩ା୧(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ଭିମ୍‌ସାରର ଏକ ଡାକ୍ତରୀ ଟିମ୍‌ ଟିକା ନେବା ପରେ ସଂକ୍ରମଣ ଏବଂ ଏକ ନିର୍ଦ୍ଦିଷ୍ଟ ବ୍ଲଡ୍‌ ଗ୍ରୁପ୍‌ରେ ସଂକ୍ରମଣ ବୃଦ୍ଧିକୁ ନେଇ ଗବେଷଣା କରିଥିଲେ। ଏହି ଗବେଷଣା ରିପୋର୍ଟକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମାନ୍ୟତା ଦେଇଛି।…

ଦା’ରେ କାଟିଦେଲେ ସ୍ତ୍ରୀଙ୍କ ଗଳା

ସମ୍ବଲପୁର,୨୬ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ଧମା ଥାନା ବତେମୁରା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ଲକ୍ଷ୍ମୀ ରାକସ (୩୨)ଙ୍କ ଗଳା କାଟି ସ୍ବାମୀ ଆନନ୍ଦ ହତ୍ୟା କରିଛନ୍ତି। ପୋଲିସ ଅଭିଯୁକ୍ତ ସ୍ବାମୀ ଆନନ୍ଦଙ୍କୁ ଗିରଫ କରିଛି। ମୃତଦେହ ବ୍ୟବଚ୍ଛେଦ…

ରାଜଧାନୀରୁ ସମ୍ବଲପୁରକୁ ଗଡ଼ିବନି ବସ୍‌

ସମ୍ବଲପୁର ଅଫିସ,୨୩ା୧୨: ଗୁରୁବାର ରାଜଧାନୀ ଭୁବନେଶ୍ୱରରୁ ସମ୍ବଲପୁରକୁ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଛି। ସକାଳ ୬ଟା ରୁ ରାତି ୧୨ଟା ପର୍ଯ୍ୟନ୍ତ ଦିନିକିଆ ବନ୍ଦ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ। ମଙ୍ଗୁଳି-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥ…

ଅଭିଯୁକ୍ତ ଟିଉଶନ ସାର୍‌ ଗିରଫ

ଭୁବନେଶ୍ୱର/ ସମ୍ବଲପୁର,୨୩।୧୨(ବ୍ୟୁରୋ): ଭୁବନେଶ୍ୱର ବଡ଼ଗଡ଼ ଥାନା ଅଞ୍ଚଳରୁ ଦୁଇ ଛାତ୍ରୀଙ୍କୁ ଅପହରଣ କରି ନେଇଥିବା ଟିଉଶନ୍‌ ସାର୍‌ ଗୋପାଳକୃଷ୍ଣ ବାଡ଼ତିଆଙ୍କୁ ପୋଲିସ ସମ୍ବଲପୁର ଅଇଁଠାପାଲି ଅଞ୍ଚଳରୁ ଗିରଫ କରିଛି। ଏଥିସହ ଛାତ୍ରୀଦ୍ୱୟଙ୍କୁ ଉଦ୍ଧାର କରିଛି। ଅଭିଯୁକ୍ତ ଟିଉଶନ ସାର ଏବଂ ଛାତ୍ରୀଦ୍ୱୟଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?