ସମ୍ବଲପୁର

ହୀରାକୁଦକୁ ବିଦେଶୀ ପକ୍ଷୀ ଆଗମନରେ ବିଳମ୍ବ

ସମ୍ବଲପୁର, ୨୦।୧୧(ବ୍ୟୁରୋ): ସମ୍ବଲପୁର ଜିଲାରେ ଅନେକ ପର୍ଯ୍ୟଟନ ସ୍ଥଳ ରହିଛି। ସେଥିମଧ୍ୟରେ ହୀରାକୁଦ ଅନ୍ୟତମ। ହୀରାକୁଦ ଜଳଭଣ୍ଡାର ସହ ଚତୁଃପାର୍ଶ୍ୱରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ପର୍ଯ୍ୟଟନ ଋତୁରେ ବିଦେଶୀ ପକ୍ଷୀଙ୍କ ସମାଗମ ମୁଖ୍ୟ ଆକର୍ଷଣ ସାଜିଥାଏ। ଏଥିପାଇଁ…

ଭବିଷ୍ୟତ ଗଠନ ପାଇଁ ଏହା ଉଚିତ ସମୟ: ମନ୍ତ୍ରୀ

ସମ୍ବଲପୁର,୧୯।୧୧(ବ୍ୟୁରୋ): ଶିକ୍ଷିତ ସମାଜ ଗଠନ କରିବାରେ ଛାତ୍ରୀଛାତ୍ରଙ୍କ ଭୂମିକା ରହିଛି। ସମାଜ ଗଠନ ସହିତ ନିଜ ଭବିଷ୍ୟତ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ଅଛି। ଛାତ୍ର ଜୀବନରୁ ଭବିଷ୍ୟତ ଗଠନ ଦିଗରେ ଲକ୍ଷ୍ୟ ରଖିବା ଉଚିତ ସମୟ ବୋଲି ଯୁଯୁମୁରା ବ୍ଲକ…

ମିଲରଙ୍କ ଶୋଷଣ ନୀତି ରୋକିବାକୁ ଯୁବଚାଷୀଙ୍କୁ ଦାୟିତ୍ୱ

ସମ୍ବଲପୁର,୧୯।୧୧(ବ୍ୟୁରୋ): ପ୍ରଶାସନ ଓ ସରକାରଙ୍କ ସହିତ ସଲାସୁତରା କରି ମିଲରମାନେ ଚାଷୀଙ୍କୁ ଶୋଷଣ କରୁଛନ୍ତି। କଟ୍‌ନୀଛଟ୍‌ନୀ କରି ଚାଷୀଙ୍କ ଅମଳ ଧାନକୁ ମିଳିମିଶି ଲୁଟ କରାଯାଉଛ। ଯୋଗାଣ ବିଭାଗ ଓ ଜିଲା ପ୍ରଶାସନ ପାଖରେ ଅଭିଯୋଗ କଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ମିଲ୍‌ ଭିତରୁ ପାଇଲେ, ବେପାରୀଙ୍କୁ ଦାୟୀ କଲେ

ସମ୍ବଲପୁର,୧୯।୧୧(ବ୍ୟୁରୋ): ସମ୍ବଲପୁର ଜିଲା ଚାଆଁରପୁର ଅଞ୍ଚଳରେ ଚାଷୀମାନେ ୯ ଗାଡି ଧାନ ଅଟକ ରଖି ଯୋଗାଣ ବିଭାଗକୁ ଜିମା ଦେଇଥିଲେ। ମିଲ ଭିତରେ ମଧ୍ୟ ୭ ଗାଡିରେ ଧାନ ରହିଥିଲା। ଯୋଗାଣ ବିଭାଗର ଏକ ଟିମ୍‌ ଧାନ ଜବତ କରି ସ୍ଥାନୀୟ…

କୃଷକ ଭବନ ଜବରଦଖଲ ଅଭିଯୋଗ

ସମ୍ବଲପୁର,୧୮ା୧୧(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ଦଣ୍ଡେଇପାଲି ଗ୍ରାମ ଛକ ରାସ୍ତା କଡ଼ରେ କୃଷକ ଭବନକୁ ସ୍ଥାନୀୟ ଜଣେ ଚାଷୀ ରାମ ସାଗର ସାହୁ ଜବରଦଖଲ କରିଥିବା ନେଇ ସ୍ଥାନୀୟ କେତେଜଣ ଯୁବକ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗକ୍ରମେ, ପ୍ରାୟ…

ବୀମା ଟଙ୍କା ପାଇଁ କୃଷି ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ ଚାଷୀ

ସମ୍ବଲପୁର,୧୭ା୧୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କାକୁ ନେଇ ଭାଜପା ଓ ବିଜେଡି ପରସ୍ପର ମଧ୍ୟରେ ଦୋଷ ଲଦାଲଦି ହେବାରେ ଲାଗିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ସମ୍ବଲପୁର ଜିଲାରେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ଯୁଯୁମୁରା…

ପରିବର୍ତ୍ତନ ହେଲା ଧାନ ସଂଗ୍ରହ ତାରିଖ

ସମ୍ବଲପୁର,୧୫ା୧୧(ବ୍ୟୁରୋ): ସମ୍ବଲପୁର ଜିଲାରେ ଧାନ ସଂଗ୍ରହ ଡିସେମ୍ବର ୨୫ ତାରିଖରେ ଆରମ୍ଭ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ହେଲେ ଏହାକୁ ପରିବର୍ତ୍ତନ କରାଯାଇଛି। ଡିସେମ୍ବର ୨୨ ତାରିଖଠାରୁ ଧାନ ସଂଗ୍ରହ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରିଛି। ବିଭିନ୍ନ ଅଞ୍ଚଳରେ…

ରକ୍ତତୀର୍ଥ କୁଦୋପାଲି ସୁରକ୍ଷାରେ ‘ରଣଭୂମି’

ସମ୍ବଲପୁର,୧୫ା୧୧(ବ୍ୟୁରୋ):ସମ୍ବଲପୁର ସହର ଉପକଣ୍ଠରେ ରହିଛି କୁଦୋପାଲି ପାହାଡ଼। ଇଂରେଜ ଓ ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ଯୁଦ୍ଧର ମୂକସାକ୍ଷୀ ଏହି ଐତିହ୍ୟସ୍ଥଳ ଆଜି ଅବହେଳିତ। ଅବହେଳା ଯୋଗୁ ରକ୍ତତୀର୍ଥ କୁହାଯାଉଥିବା ଏହି ସ୍ଥାନର ପ୍ରାଚୀନ କୀର୍ତ୍ତି, ମନ୍ଦିର, ଗୁମ୍ଫା, ମୂର୍ତ୍ତି ଅସ୍ତିତ୍ୱ ହରାଇବାକୁ…

୨୧ରୁ ଅଙ୍ଗନଓ୍ବାଡ଼ିଙ୍କ କାର୍ଯ୍ୟବନ୍ଦ

ରେଢ଼ାଖୋଲ,୧୪ା୧୧(ଡି.ଏନ.ଏ.): ଭାରତୀୟ ମଜଦୁର୍‌ ସଂଘ ଦ୍ବାରା ପରିଚାଳିତ ଅଲ ଓଡ଼ିଶା ଅଙ୍ଗନଓ୍ବାଡି ଲେଡିଜ଼ ୱାର୍କର୍ସ ଆସୋସିଏଶନ ରେଢାଖୋଲ ଶାଖା ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଉପଜିଲାପାଳ ପବିତ୍ର ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଶାଖା ସଭାନେତ୍ରୀ ବିଜୟଲକ୍ଷ୍ମୀ ନନ୍ଦ, ସମ୍ପାଦକ…

ଯୁବକଙ୍କୁ ଅପହରଣ ପରେ ହତ୍ୟା: ପୁଣି ୩ଜଣଙ୍କୁ ଧରିଲା ପୋଲିସ

ସମ୍ବଲପୁର,୧୩।୧୧(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ବିଷ୍ଣୁପଡ଼ାର ରାମଚନ୍ଦ୍ର ମେହେର(୨୫)ଙ୍କୁ ଅପହରଣ ପରେ ହତ୍ୟା ଘଟଣାରେ ପୋଲିସ ଆଉ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମହତାବ ନଗରର ଅଜୟ ବନଛୋର, ବିଶାଳ କୁମ୍ଭାର, ଶିବ କୁମ୍ଭାର। ପୂର୍ବରୁ ମୁଖ୍ୟ ଅଭିଯୁକ୍ତ…

ମାମଲା ଶୁଣାଣି ପାଇଁ ସମୟ ଧାର୍ଯ୍ୟ ରହିଛି

ସମ୍ବଲପୁର,୧୨।୧୧(ବ୍ୟୁରୋ): ଉପଭୋକ୍ତାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ନିୟମ ରହିଛି। ଆଇନ ଅନୁସାରେ ଦଣ୍ଡିବିଧାନ ମଧ୍ୟ କରାଯାଉଛି। ୨୦୧୯ ପୂର୍ବରୁ ଉପଭୋକ୍ତା ସୁରକ୍ଷା ଆଇନର ପରିବର୍ତ୍ତନ କରାଯାଇଛି। ବିଭିନ୍ନ ସ୍ଥାନରେ ସଚେତନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପୂର୍ବରୁ ମାମଲାର ଶୁଣାଣିରେ ବିଳମ୍ବ ହେଉଥିଲା।…

ଦିନରେ ତଦନ୍ତ, ରାତିରେ କାମ

ସମ୍ବଲପୁର,୧୧ା୧୧(ବ୍ୟୁରୋ): ସମ୍ବଲପୁର ଜିଲା ଧନକଉଡା ବ୍ଲକ କିଲାସମା ପଞ୍ଚାୟତରେ ଏମଜିଏନଆରଇଜିଏସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ନେଇ ଖବର ମଧ୍ୟ ପ୍ରକାଶ ପାଇଥିଲା । ଜିଲାପାଳ ଅନନ୍ୟା ଦାସଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ଆରମ୍ଭ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?