ଆମ ଜିଲା ଖବର

ମଦ ନିଶାରେ ସ୍ତ୍ରୀଙ୍କ ସହ ବଚସା; ରାଗରେ କଅଁଳ ୩ ଛୁଆଙ୍କୁ କୂଅରେ ଫିଙ୍ଗି ହତ୍ୟା କଲେ ବାପା

ଟେନସା/ବଣାଇଁ,୧।୫(ଡି.ଏନ୍‌.ଏ./ସ୍ବ.ପ୍ର.): ମଦ ନିଶାରେ କଅଁଳ ୩ଶିଶୁକୁ କୂଅରେ ଫିଙ୍ଗି ହତ୍ୟା କରିଛି ବାପା। ଶନିବାର ରାତିରେ ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କୁଲା ଗ୍ରାମରେ ଏପରି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି। ଖବର ପାଇ କୋଇଡା ପୋଲିସ ଘଟଣାସ୍ଥଳରେ…

ଟ୍ରକ ପଛରେ ପିଟିଲା କାର୍‌, ଡାକ୍ତର ଗୁରୁତର

ବାରିପଦା ଅଫିସ,୧ା୫: ବାରିପଦା ଉପକଣ୍ଠ ୧୮ନଂ ଜାତୀୟ ରାଜପଥ ସଦର ଥାନା ଅଧୀନ ମଞ୍ଚାବନ୍ଧାରେ ରବିବାର ଏକ ଟ୍ରକ ପଛରେ କାର୍‌ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ କାର୍‌ ଚାଳକ ତଥା ମହିଳା ଓ ପ୍ରସୂତି ବିଭାଗର ବରିଷ୍ଠ ବିଶେଷଜ୍ଞ…

ବାଲି ଲିଜ୍‌ଧାରୀଙ୍କ ନାଁରେ ଏନ୍‌ଜିଟି ମାମଲା

ବାରିପଦା ଅଫିସ,୧ା୫: ସଦର ଉପଜିଲାପାଳ ଅନନ୍ୟା ଦାସଙ୍କ ଅଭିଯୋଗ କ୍ରମେ ବଡ଼ସାହି ତହସିଲ ଅଧୀନ ପୃଥକ୍‌ ବାଲି ସୈରାତ ପାଇଁ ୨ଟି ମାମଲା ରୁଜୁ ହୋଇଛି। ଲିଜ୍‌ଧାରୀଙ୍କ ସହିତ ବଡ଼ସାହି ତହସିଲଦାର ମମତାଜ ମହାରଣାଙ୍କ ନାମରେ ୧୧୪/୨୨ ଓ ୧୧୫/୨୨ରେ ଦୁଇଟି…

କମୁଛନ୍ତି କୁଶଳୀ କର୍ମଚାରୀ

ବଅଁରପାଳ,୧।୫ ଉଡ଼ାଜାହାଜରୁ ବୁଡ଼ାଜାହାଜ। ସମାଧିରୁ ସୌଧ। କଳକବ୍‌ଜାରୁ କାରଖାନା। ବିକାଶର ପ୍ରତିଟି କ୍ଷେତ୍ରରେ ଲୁଚିରହିଛି ଶ୍ରମିକଙ୍କ ହାଡ଼ଭଙ୍ଗା ପରିଶ୍ରମ। ସ୍ବପ୍ନ, ସମ୍ଭାବନା, ଆତ୍ମସନ୍ତୁଷ୍ଟିକୁ ଜଳାଞ୍ଜଳି ଦେଇ ଜଣେ ଶ୍ରମିକ ରାଷ୍ଟ୍ରର ଉନ୍ନତିରେ କାଟିଦିଏ ତମାମ ଜୀବନ। ତେବେ ବିକାଶର ସୁଉଚ୍ଚ ଶିଡ଼ି…

ବିଦ୍ୟୁତ୍‌ ବିଭ୍ରାଟ ଅସହ୍ୟ

ଢେଙ୍କାନାଳ ଅଫିସ, ୧।୫ ଉପରମୁହାଁ ହୋଇଛି ପାରଦ। ଅସହ୍ୟ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଭଳି ସମୟରେ ସରକାର ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଢେଙ୍କାନାଳ ସହରରେ ଏହାକୁ ମାନୁନି ବିଦ୍ୟୁତ୍‌ ବିତରଣ କମ୍ପାନୀ। ସାରାଦିନ…

ରାସ୍ତାରେ ଟ୍ରେଞ୍ଚ ଖୋଳିଲା ପ୍ରଶାସନ

ଖଇରା, ୧।୫ (ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୁଆ ପାହାଡରେ ଖଣି ଲୁଟେରାଙ୍କୁ ଲଗାମ୍‌ ଦେବାକୁ ପ୍ରଶାସନ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଛି। ରାତିଅଧିଆ ଚୋରାଚାଲଣ ଓ ବ୍ଲାଷ୍ଟିଂ ରୋକିବାକୁ ରାଜସ୍ବ ବିଭାଗ ତରଫରୁ ପାହାଡ ସଂଲଗ୍ନ ରାସ୍ତାରେ…

ଗୋଡ଼ରେ ଆଙ୍କୁଛନ୍ତି ଅନନ୍ୟ କଳାକୃତି

ରୂପସା, ୧।୫ କଥାରେ ଅଛି କାନ ଥିଲେ ସୁନା ନାହିଁ, ସୁନା ଥିଲେ କାନ ନାହିଁ। ଦୁଇଟି ହାତ ଅଛି ହେଲେ ଚଳୁନି। ଦୁଇଟି ଗୋଡ଼ ଅଛି ହେଲେ ସେଥିରୁ ଗୋଟିଏ ଅକାମୀ। ତଥାପି ଈଶ୍ୱରଙ୍କ ଉପରେ ଟିକେ ହେଲେ ବି…

ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ଜଙ୍ଗଲ ମନ୍ତ୍ରୀ

ଭଞ୍ଜନଗର,୧ା୫(ଡି.ଏନ୍‌.ଏ.): ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରବିବାର ଭଞ୍ଜନଗର ବ୍ଲକ ଲେମ୍ଭେଇ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ମନ୍ତ୍ରୀ ପ୍ରଥମେ ମାଙ୍କଡ଼କମ୍ପା ଅଙ୍ଗନଓ୍ବାଡି କେନ୍ଦ୍ର,…

ମଲ ପାଇଁ ଚାଲିଥିଲା ଗଛ କଟା: ହଠାତ ପହଞ୍ଚିଗଲା ବନ ବିଭାଗ

ଖୋର୍ଦ୍ଧା ଅଫିସ,୧।୫: ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା କ୍ଲବ ନିକଟରେ ଏକ ନିର୍ମାଣାଧିନ ସପିଙ୍ଗମଲ୍‌ ଆଗ ରାସ୍ତାକଡରେ ଥିବା ବହୁ ପୁରୁଣା ବର ଓ ନିମ୍ବ ଗଛକୁ ସମ୍ପୃୃକ୍ତ ମଲ୍‌ ମାଲିକ କାଟି ସଫା କରି ଦେଇଛନ୍ତି। ଏ…

ଟ୍ରକ୍‌କୁ ପଛରୁ ପିଟିଲା ଆମ୍ବୁଲାନ୍ସ: ମହିଳା ରୋଗୀଙ୍କ ସମେତ ୩ଜଣଙ୍କ ଜୀବନ ଗଲା

ଚଣ୍ଡିଖୋଲ, ୧।୫ (ଡି.ଏନ୍‌.ଏ.): ଯାଜପୁର ଜିଲା ବଡଚଣା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ଚଣ୍ଡିଖୋଲ ଓ ବଡଚଣା ମଧ୍ୟସ୍ଥଳୀରେ ଶନିବାର ବିଳମ୍ବିତ ରାତିରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ଏକ ମାଲବାହୀ ଟ୍ରକ ପଛରେ ୧୦୮ ଆମ୍ବୁଲାନ୍ସ ଧକ୍କା…

ମଲ୍‌ ପାଇଁ କାଟିଦେଲେ ବର, ନିମ୍ବ ଗଛ: ତିନି ଦିନ ପରେ ଖୋର୍ଦ୍ଧା ବନ ବିଭାଗର ଚେତା ପଶିଲା

ଖୋର୍ଦ୍ଧା ଅଫିସ,୧।୫: ଖୋର୍ଦ୍ଧା- ନୟାଗଡ ୫୭ ନଂ ଜାତୀୟ ରାଜପଥ ଖୋର୍ଦ୍ଧା କ୍ଲବ ନିକଟରେ ଏକ ନିର୍ମାଣାଧିନ ଶପିଂ ମଲ ସମ୍ମୁଖ ରାସ୍ତାକଡରେ ଥିବା ବହୁ ପୁରୁଣା ବର ଓ ନିମ୍ବ ଗଛକୁ ସଂପୃକ୍ତ ମଲ ମାଲିକ କାଟି ସଫା କରି…

ତୈଳ ଟାଙ୍କରରେ ଲାଗିଲା ନିଆଁ

ବଲାଙ୍ଗୀର ଅଫିସ, ୧।୫- ବଲାଙ୍ଗୀର ସହର ସୁଦପଡା ନିକଟରେ ପାରାଦୀପରୁ କେସିଙ୍ଗା ଯାଉଥିବା ଏକ ତୈଳ ଟ୍ୟାଙ୍କରରେ ରବିବାର ହଠାତ୍‌ ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?