ଆମ ଜିଲା ଖବର

ପୁଅର ମୃତଦେହ ବିଦେଶରୁ ଫେରାଇ ଆଣ

ବରୀ,୧।୫(ଡି.ଏନ୍‌.ଏ): ଯାଜପୁର ଜିଲା ବରୀ ବ୍ଲକ ଅଧିନସ୍ଥ ନାଥପୁର ଗ୍ରାମର ସୁରେନ୍ଦ୍ର ଜେନାଙ୍କ ପୁଅ ବିଭୁତି ଭୂଷଣ ଜେନାଙ୍କର ୟୁଏଇରେ ମୃତ୍ୟୁ ଘଟିଛି। ବିଭୁତିଙ୍କ ମୃତଦେହକୁ ଜନ୍ମଭୂମିକୁ ଫେରାଇ ଆଣିବାକୁ ପରିବାର ଲୋକେ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ଏନେଇ ଖବର…

ହତ୍ୟାକାରୀଙ୍କୁ ଗିରଫ ଦାବିରେ ଥାନା ଘେରିଲେ ମହିଳା

ସୁନ୍ଦରଗଡ,୧।୫(ଡି.ଏନ୍‌.ଏ.): ସୁନ୍ଦରଗଡ ସରକାରୀ କଲେଜ ରୋଡରେ ଶୁକ୍ରବାର ରାତିରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରବିବାର ମହନ୍ତିଆ ପଡାର ମହିଳାମାନେ ଏକାଠି ହୋଇ ଟାଉନ ଥାନା ଘେରାଉ କରିଥିଲେ। ଗୁଳିକାଣ୍ଡରେ ମହନ୍ତିଆପଡ଼ାର ମୁରାରୀ ତନ୍ତୀଙ୍କ ମୃତ୍ୟୁ ଘଟିଥିଲା।…

ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁପଡ଼ିଲେ କିନ୍ନର

ପୁରୀ ଅଫିସ,୧।୫: ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ କିନ୍ନର ରବିବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ବଳରାମ ରାଉତ ଓ ଘର ନିମାପଡ଼ା ଅଞ୍ଚଳରେ ବୋଲି ଜଣାପଡିଛି। ତେବେ ସେ କେଉଁ ପରିସ୍ଥିତିରେ ଗୁମୁଟ ଉପରୁ ଡେଇଁଲେ ତାହା…

ଏପଟେ ଡ଼ହଡ଼ହ ଖରା, ସେପଟେ ୧୪ ଦିନ ହେଲା ବନ୍ଦ ପଡିଛି ଜଳ ପ୍ରକଳ୍ପ

ଅମରପାଲି,୧ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗତ ୧୪ଦିନ ହେଲା ଅଚଳ ହୋଇ ପଡିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ମରାମତି କରାଯାଉ ନାହିଁ। ତେଣୁ ଏବେ ଗ୍ରାମରେ ଦେଖାଦେଇଛି…

ଅଜଣା ରୋଗରେ ପୀଡିତ, ଚିକିତ୍ସା ପାଇଁ ନାହିଁ ଅର୍ଥ

ଜାମଟିକ୍ରା,୧ା୫(ଡି.ଏନ୍‌.ଏ.): ବରଗଡ ଜିଲା ଅତାବିରା ବ୍ଲକ ମନାପଡା ପଞ୍ଚାୟତ ଲୁରୁପାଲି ଗ୍ରାମର ମଳୟ ପଧାନ(୪୧) ବର୍ତ୍ତମାନ ଅଜଣା ରୋଗରେ ପୀଡିତ ହୋଇଛନ୍ତି। ଅଭାବ ଅନଟନ ଯୋଗୁ ତାଙ୍କର ଉପଯୁକ୍ତ ଚିକିତ୍ସା ହୋଇପାରୁନାହିଁ। ଫଳରେ ସେ ଭାଗ୍ୟକୁ ଆଦରି ଘରେ ପଡିରହିଛନ୍ତି। ମଳୟ…

ବୁଦାମୂଳରୁ ମିଳିଲା ନରକଙ୍କାଳ, ପୋଲିସର ତନାଘନା ଜାରି

ରାୟଗଡ଼ା ଅଫିସ,୧।୫: ୩୨୬ ନମ୍ବର ଜାତୀୟ ରାଜପଥ ରାୟଗଡା ଜେକେପୁର ମୁଖ୍ୟ ରାସ୍ତାର ରିଲାଏନ୍ସ ମଲ୍‌ ନିକଟ ଇଣ୍ଡିଆନ ପେଟ୍ରୋଲ ପମ୍ପ ସମ୍ମୁଖ ଅନ୍ନପୂର୍ଣ୍ଣା ରାଇସ ମିଲ୍‌ ନିକଟ ଏକ ବୁଦାମୂଳରୁ ପୋଲିସ ଏକ ନରକଙ୍କାର ଜବତ କରିଛି। ଜବତ କଙ୍କାଳ…

ଆନ୍ତର୍ଜାତିକ ଶ୍ରମିକ ଦିବସରେ ମିଳିଲା ଲେବର କାର୍ଡ, ସହାୟତା

ନବରଙ୍ଗପୁର,୧।୫(ବି.ପ୍ର.): ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଜଜ୍‌ ସଞ୍ଜୀବ ଦୁବେଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଓ ଜିଲା ପ୍ରଶାସନ ନବରଙ୍ଗପୁର ମିଳିତ ଆନୁକୂଲ୍ୟରେ ସିଦ୍ଧ ଭୈରବୀ କଲ୍ୟାଣ ମଣ୍ଡପଠାରେ ଆନ୍ତର୍ଜାତିକ ଶ୍ରମିକ…

ନାବାଳିକା ବଳାତ୍କାର, ହତ୍ୟା ମାମଲା: ସିନ୍‌ ରିକ୍ରେଶନ କଲେ ଅଭିଯୁକ୍ତ

ବରୀ,୧।୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ଅନ୍ୟାସୀପୁର ଅଞ୍ଚଳର ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ପୋଲିସ ଗିରଫ ଅଭିଯୁକ୍ତଙ୍କ ରବିବାର ସିନ୍‌ ରିକ୍ରେଶନ କରାଇଛି। ଘଟଣାସ୍ଥଳରେ ଯାଜପୁର ଏସ୍‌ପି ରାହୁଲ ପି ଆର୍‌ ଉପସ୍ଥିତ ରହି ମାମଲାର ତଦନ୍ତ କରିଥିଲେ।…

୮୫୭ ଶ୍ରମିକଙ୍କୁ ୨ କୋଟିରୁ ଊର୍ଦ୍ଧ୍ୱ ସହାୟତା ରାଶି ପ୍ରଦାନ

ପାରଳାଖେମୁଣ୍ଡି,୧ା୫(ଡି.ଏନ୍‌.ଏ.): ମଣ୍ଡଳୀୟ ଶ୍ରମ ଆୟୁକ୍ତ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଜିଲା କାର୍ଯ୍ୟାଳୟ ପରିସର, ଗ୍ରାମ୍ୟଉନ୍ନୟନ ତାଲିମ କେନ୍ଦ୍ର ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ…

ଏଣିକି ଟ୍ରାଫିକ ନିୟମ ଉଲ୍ଲଂଘନ କଲେ କଟିବ ଚାଲାଣ

ସୁନ୍ଦରଗଡ଼,୧ା୫(ଡି.ଏନ୍‌.ଏ.): ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଏଥର ଚାଲାଣ କଟିକ। ମେ’ ପହିଲାରୁ ସୁନ୍ଦରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯାଉଛି। ସହରରେ ଟ୍ରାଫିକର ସୁପରିଚାଳନା ଲାଗି ସ୍ବୟଂଚାଳିତ ଟ୍ରାଫିକ୍‌ ଲାଇଟ୍‌ ବ୍ୟବସ୍ଥା କରାଯାଇଛି। ଗାଡ଼ି…

‘ସମାଜର ଉନ୍ନତିରେ ଶ୍ରମିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

କେସିଙ୍ଗା,୧ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ କୋଣାର୍କ ସୂତାକଳ ପରିସରରେ ରବିବାର ଶ୍ରମିକ ଦିବସ ପାଳିତ ହୋଇଛି। ସଭାପତି ଲିଙ୍ଗରାଜ ଆଜାଦଙ୍କ ସଭାପତିତ୍ୱରେ ପାଳିତ ଉକ୍ତ ଦିବସରେ ଉପସଭାପତି ସୁରେଶ ରାଓ, ଜନାଥନ ନାଏକ, ସଂଯୁକ୍ତ ନାୟକ,ପବିତ୍ର ବାଇକ, ଅମରେଶ ସେଠୀ…

‘ଶ୍ରମିକମାନେ ନିଜର ଅଧିକାର ଜାହିର କରିବା ଦରକାର’

ବଲାଙ୍ଗୀର ଅଫିସ,୧ା୫: ବଲାଙ୍ଗୀର ଜିଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ସ୍ଥାନୀୟ ଶ୍ରମ କାର୍ଯ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଚଞ୍ଚଳ ରାଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ସମ୍ମାନିତ ଅତିଥି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?