ଆମ ଜିଲା ଖବର

ନିଜ ନୀତି ନିଜକୁ ଅଡ଼ୁଆ

ପ୍ରେମାନନ୍ଦ ଖମାରୀ ବରଗଡ଼ ଅଫିସ, ୨୬ା୧୦: ରାଜ୍ୟ ସରକାର ଧାନ ସଂଗ୍ରହ ପାଇଁ ନୀତି ନିର୍ଦ୍ଧାରଣ କରିଥାନ୍ତି। ହେଲେ ସେହି ନୀତି ବେଳେ ବେଳେ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥାଏ। ଏଭଳି ଏକ ସ୍ଥିତି ବରଗଡ଼ ଜିଲାରେ ଦେଖିବାକୁ…

ରାସ୍ତା କଡ଼ରୁ ମହିଳାଙ୍କ ମୃତ ଦେହ ଠାବ 

ପାଲଲହଡା,୨୫।୧୦ : ଅନୁଗୋଳ ପାଲଲହଡା ଥାନା ନିଜିଗଡ଼ ପଞ୍ଚାୟତ ଉଦୟପୁର ସାହି ନିକଟସ୍ଥ ରାସ୍ତା କଡ଼ରୁ ଜଣେ ମହିଳାଙ୍କ ମୃତ ଦେହ ଗ୍ରାମ ବାସୀଙ୍କ ଦ୍ୱାରା ଠାବ କରାଯାଇଛି । ମୃତ ମହିଳା ଜଣଙ୍କ ପାଳଲହଡା ଥାନା ଜୋକପାଣି ଗ୍ରାମର ଡଲି…

ସାପ କାମୁଡ଼ାରେ ୨ ଆହତ

ବୁଗୁଡ଼ା : ତା ୨୫/୧୦/୨୨ : ବୁଗୁଡ଼ା ଥାନା ଅନ୍ତର୍ଗତ ତାକରଡ଼ା ଗ୍ରାମର ଭାଗିରଥି ପାତ୍ର (୩୧)ଏବଂ ଜଗତ ପାଟଣା ଗ୍ରାମର କାହ୍ନୁ ବେହେରା (୨୦) ସାପ କାମୁଡ଼ାରେ ଆହତ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ , ସୋମବାର ଭାଗିରଥି…

୨୭ରୁ ନବମ ଶ୍ରେଣୀ ଏସଏ-୧ ପରୀକ୍ଷା

ବୈଶିଙ୍ଗା,୨୫ା୧୦(ଡି.ଏନ.ଏ.):ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଞ୍ଚଳରେ ଚଳିତ ମାସ ୨୭ ତାରିଖଠାରୁ ପ୍ରଥମ ଥର ପାଇଁ ନବମ ଶ୍ରେଣୀ ନିମନ୍ତେ ବୋର୍ଡ ଦ୍ୱାରା ପରିଚାଳିତ ଏସ୍‌ଏ-୧ ପରୀକ୍ଷା ଆରମ୍ଭ ହେବ। ନୂତନ ବ୍ୟବସ୍ଥାରେ ପରିଚାଳିତ ହେବାକୁ ଥିବା ଏହି ପରୀକ୍ଷା ନଭେମ୍ବର…

ମହାକାଳୀ ବେଶରେ ମା’ ଭଦ୍ରକାଳୀ

ଭଦ୍ରକ ଅଫିସ,୨୫।୧୦-ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶର ଦ୍ୱିତୀୟ ଦିନରେ ମଙ୍ଗଳବାର ମହାକାଳୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ସୂର୍ଯ୍ୟପରାଗ ଥିବାରୁ ଭୋର ୪ଟା ୪୫ ପୂର୍ବରୁ ମା’ଙ୍କୁ ମହାକାଳୀ ବେଶରେ ସଜ୍ଜିତ କରାଯାଇଥିଲା। ଏହି ବେଶରେ ମା’…

ମୁକୁଳା ଟ୍ରାନ୍ସଫର୍ମର ହେଲା କାଳ: ଚାଲିଗଲା ଜୀବନ

ଭବାନୀପାଟଣା,୨୫।୧୦(ସ୍ବ.ପ୍ର.): ବିଦ୍ୟୁତ ବିଭାଗର ଅବହେଳା ଯୋଗୁ ଅକାରଣେ ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଏକ ଅଭିଯୋଗ ହୋଇଛି କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧମୁଣ୍ଡା ଗାଁରେ। ପ୍ରାତଃଭ୍ରମଣରୁ ଫେରିବା ବେଳେ ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟ ଘଟିଛି।…

ପୁଅର ଠେଙ୍ଗା ମାଡରେ ଚାଲିଗଲା ବାପାଙ୍କ ଜୀବନ

ଲହଣୀପଡ଼ା,୨୫।୧୦(ଡି.ଏନ.ଏ): ପୁଅର ଠେଙ୍ଗା ମାଡ଼ରେ ବାପର ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ କୁଡେଇକଳା ପଞ୍ଚାୟତ ଘଣିଘଷା ଗ୍ରାମରେ। ମୃତକ ହେଲେ ଭୁବନ ମୁଣ୍ଡା (୪୮)। ସୂଚନାଯୋଗ୍ୟ, ପ୍ରତ୍ୟେକ ଦିନ ଭଳି ଭୁବନ…

ଅଙ୍ଗନଓ୍ବାଡି କେନ୍ଦ୍ର ସମ୍ମୁଖରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ

ସୁନ୍ଦରଗଡ,୨୫।୧୦(ଡି.ଏନ.ଏ.): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ଭେଡାବାହାଲ ବଘିଆପଡା ଅଙ୍ଗନଓ୍ବାଡି କେନ୍ଦ୍ର ସମ୍ମୁଖରୁ ମଙ୍ଗଳବାର ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସ୍ଥାନୀୟ କଲୋନୀ ପଡାର ଦେବୀ ଦାସ(୨୨)। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଯୁବକଙ୍କ ମୁଣ୍ଡରେ…

ପାଟଣା-ତୁରୁମୁଙ୍ଗା କାଳୀ ପୂଜା: ଝଲସୁଛି ତୋରଣ

ପାଟଣା,୨୫।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ବଜାର ଓ ତୁରୁମୁଙ୍ଗା ବଜାରରେ ବଣିକ ସଙ୍ଘ ପକ୍ଷରୁ ସୋମବାର ଶ୍ୟାମା କାଳୀ ପୂଜା ଅନୁଷ୍ଠିତ ହୋଇଛି। ଆଲୋକ ମାଳା ସହ ସୁନ୍ଦର ତୋରଣରେ ବଜାର ଝଲସି ଉଠୁଛି। ପାଟଣା ପୂଜାରେ କର୍ତ୍ତା ଭାବେ…

ଦୀପାବଳିରେ ଅଘଟଣ: ବାଣ ନିଆଁରେ ଜଳିଗଲା ୪ ବଖରା

ରୂପସା,୨୫।୧୦(ଡି.ଏନ୍‌.ଏ.):ଆଲୋକର ପର୍ବ ଦୀପାବଳି ଅବସରରେ ଆନନ୍ଦର ମାହୋଲ ଚାଲିଥିବା ବେଳେ ଘଟିଥିଲା ଅଘଟଣ । ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ପଣ୍ଡରୁଙ୍ଗୀ ଓ ଦତ୍ତପୁର ଗ୍ରାମରେ ବାଣ ନିଆଁରୁ ଅଗ୍ନିକାଣ୍ଡ ଘଟିଛି। ପଣ୍ଡରୁଙ୍ଗୀ ଗ୍ରାମର ବିନୋଦ ଜେନା ଓ କାହ୍ନୁଚରଣ…

ଦୁଗ୍ଧ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ: କୁଶପୁତ୍ତଳିକା ଦାହ

କେସିଙ୍ଗା,୨୫।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ବେଲଖଣ୍ଡି ପଞ୍ଚାୟତସ୍ଥିତ ଧବଳେଶ୍ୱର ଦୁଗ୍ଧ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳାବର ସ୍ଥାନୀୟ ଦୁଗ୍ଧ ଚାଷୀ ଆନ୍ଦୋଳନ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଆଞ୍ଚଳିକ ଦୁଗ୍ଧ ସଙ୍ଘର ବୋର୍ଡ…

ସୂର୍ଯ୍ୟପରାଗ ପାଇଁ ମା’ସମଲେଇଙ୍କ ଦର୍ଶକରୁ ବଞ୍ଚିତ ଭକ୍ତ

ସମ୍ବଲପୁର,୨୫।୧୦(ବ୍ୟୁରୋ): ଆଜି ହେଉଛି ସୂର୍ଯ୍ୟପରାଗ। ଏଥିପାଇଁ ମା’ସମଲେଶରୀଙ୍କ ପୀଠରେ ସାଧାରଣ ଦର୍ଶନ ବନ୍ଦ ରହିଛି। ଭୋର୍‌ ୪ ଟାରେ ମା’ଙ୍କର ମନ୍ଦିର ଖୋଲାଯାଇ ନୀତିକାନ୍ତି ପରେ ମଙ୍ଗଳ ଆଳତି ଓ ଭୋଗ ଅର୍ପଣ ସମ୍ପନ୍ନ ହୋଇଥିଲା। ଫଳରେ ଭୋର ୪.୩୦ରୁ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?